Odisha Link
Bridging the Missing Links in Odisha
Browsing Tag

Death

ପରଲୋକରେ ଟଲିଉଡର ଭେଟେରାନ୍‌ ଅଭିନେତା

ଓଏଲ୍‌ ବ୍ୟୁରୋ: ଟଲିଉଡ଼ ଷ୍ଟାର ଚଲପତି ରାଓଙ୍କ ପରଲୋକ। ଘରେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ଏନେଇ ପରିବାର ଲୋକେ ସୂଚନା ଦେଇଥିଲେ। ତେଲଗୁ ଫିଲ୍ମ ଜଗତରେ ସେ ଜଣେ ଜଣାଶୁଣା ନାଁ ଥିଲେ। ୬୦୦ରୁ ଅଧିକ ଫିଲ୍ମରେ ସେ ତାଙ୍କ ଅଭିନୟ ଯାଦୁ…

ସନ୍ତରଣ ଶିଖୁ ଶିଖୁ ଚାଲିଗଲା ଜୀବନ

କଟକ : ସନ୍ତରଣ ଶିଖୁଥିବା ବେଳେ ମହାନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ରବିବାର ସକାଳେ କଟକର ଯୋବ୍ରା ବ୍ୟାରେଜ୍‌ରେ ଘଟିଛି ଏହି ଘଟଣା। ମୃତ ଯୁବକଙ୍କ ନାଁ ସୋହେଲ୍ ଖାନ୍। ତାଙ୍କ ଘର କଟକର ପୀର୍ ବଜାର ଅଞ୍ଚଳରେ। ଖବର ଅନୁଯାୟୀ, ରବିବାର ଦିନ ୨୦ରୁ ଅଧିକ ଯୁବକ ଓ ଯୁବତୀ ଯୋବ୍ରା ବ୍ୟାରେଜରେ…

ଆଉ ନାହାନ୍ତି ବରିଷ୍ଠ ଅଭିନେତା ବିକ୍ରମ…

ଓଏଲ୍‌ ବ୍ୟୁରୋ: ପରଲୋକରେ ମଞ୍ଚ ଓ ସିନେମା ଜଗତର ଭେଟରାନ୍‌ ଅଭିନେତା ବିକ୍ରମ ଗୋଖଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବୟସ ହୋାଇଥିଲା।ପୁଣେର ଗୋଟିଏ ହସ୍ପିଟାଲରେ ବିକ୍ରମ ଗୋଖଲେଙ୍କ ଚିକିତ୍ସା ଚାଲିଥିଲା। ସେହିଠାରେ ହିଁ ସେ ଆଜି ମଧ୍ୟାହ୍ନରେ ପ୍ରାଣ ହରାଇଛନ୍ତି। ଅସୁସ୍ଥତା କାରଣରୁ ବେଶ କିଛି ଦିନ ହେଲା…

ବିଦ୍ୟୁତ ତାର ଲାଗିବାରୁ ଚାଲିଗଲା…

ଓଏଲ୍‌ ବ୍ୟୁରୋ : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଅଘଟଣ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାରେ। ୧୧ କେଭି ତାରରେ ଚାଲିଗଲା ଜୀବନ। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ନଛିମପୁର ପଂଚାୟ ର ଅମ୍ବାଳିଅଠା ଗ୍ରାମରେ ଅଘଟଣ…

ଜିନ୍ଦଲ ଗେଷ୍ଟ ହାଉସରୁ ମିଳିଲା ମୃତଦେହ,…

ଓଏଲ୍‌ ବ୍ୟୁରୋ: ଜିନ୍ଦଲ ଗେଷ୍ଟ ହାଉସରୁ ମିଳିଲା ମୃତଦେହ। ସୁନ୍ଦରଗଡ ଜିଲ୍ଲା ଲହୁଣିପଡା ଥାନା ଅଞ୍ଚଳର ବରସୁଆଁ ସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ବାରର ଗେଷ୍ଟ ହାଉସରୁ ମୋତିରାମ ତିୱାରୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତକ ହେଉଛନ୍ତି ଜିନ୍ଦଲର ଜଣେ କର୍ମଚାରୀ। ତଦନ୍ତ ପାଇଁ…

ଆଉ ନାହାନ୍ତି ଓଡ଼ିଶାର ପ୍ରଥମ ଆଦିବାସୀ…

ଓଏଲ୍‌ ବ୍ୟୁରୋ: ଆଉ ନାହାନ୍ତି ଓଡ଼ିଶାର ପ୍ରଥମ ଆଦିବାସୀ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ୍‌ ନେତା ହେମାନନ୍ଦ ବିଶ୍ବାଳ। ମୃତ୍ୟୁବେଳକୁ ତାଙ୍କୁ ୮୩ବର୍ଷ ବୟସ ହୋଇଥିଲା। ସେ କିଛି ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ସେ ଭୁବନେଶ୍ୱରସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କର…

ପରଲୋକରେ ପୂର୍ବତନ ବିଧାୟକ ଉଦୟ ନାରାୟଣ…

ଓଏଲ୍‌ ବ୍ୟୁରୋ: ଆଉ ନାହାନ୍ତି ପୂର୍ବତନ ବିଧାୟକ ତଥା ସାନଖେମୁଣ୍ଡି ରାଜା ସାହେବ ଉଦୟ ନାରାୟଣ ଦେବ। ବୁଧବାର ରାତିରେ ଭୁବନେଶ୍ବରସ୍ଥିତ ଏକ ମେଡିକାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିବା ସୂଚନା ରହିଛି। ଜଣେ ବିହଙ୍ଗ ବିଜ୍ଞାନୀ ଭାବେ ଉଦୟ ନାରାୟଣ ଦେବଙ୍କ…

୬୦ ମହଲାରୁ ଡେଇଁପଡ଼ିଲେ ମିସ୍‌ ୟୁଏସ୍‌ଏ,…

ଓଏଲ୍‌ ବ୍ୟୁରୋ: ପରଲୋକରେ ମିସ୍‌ ୟୁଏସ୍‌ ୨୦୧୯। ୩୦ ବର୍ଷ ବୟସରେ ମିସ୍‌ ୟଏସ୍‌ ଚେସଲି କ୍ରିଷ୍ଟଙ୍କ ମୃତ୍ୟୁ ହୋଇଛି। ନ୍ୟୁୟର୍କ ସହରର ଏକ ୬୦ ମହଲା କୋଠାରୁ ଖସିବାରୁ ତାଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ପରେ ମିସ୍ ୟୁନିଭର୍ସ -୨୦୨୧ ହର୍ନାଜ କୌର ସାନ୍ଧୁ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି…

ପରଲୋକରେ ସାମ୍ବାଦିକ

ଭୁବନେଶ୍ୱର: ପରଲୋକରେ ଟେଲିଭିଜନ ସାମ୍ବାଦିକ। ଓଟିଭିର ରାୟଗଡ଼ା ଜିଲ୍ଲା ପ୍ରତିନିଧି ମନୋଜ ପାତ୍ରଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ବର୍ଷ ହୋଇଥିଲା। ଗତକାଲି ମନୋଜ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ…

ଡିବିରି ନିଆଁ ନେଲା ଜୀବନ, ଜଳିଗଲେ…

କେନ୍ଦୁଝର: ଖାଇପିଇ ଶୋଇଥିଲେ। ହେଲେ ବିଳମ୍ବିତ ରାତିରେ ବିଛଣାରେ ଲାଗିଗଲା ନିଆଁ। ଯାହାଫଳରେ ବୃଦ୍ଧ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଚାକୁଣ୍ଡାପାଳ ପଞ୍ଚାୟତ ଜଡି ଚାତର ଗ୍ରାମରେ। ଖବର ଅନୁଯାୟୀ, ଜଡିଚାତର ଗ୍ରାମର ଲାଲମୋହନ ମହାନ୍ତ (…