Odisha Link
Bridging the Missing Links in Odisha
Browsing Tag

Delhi Police

ଦିଲ୍ଲୀ ଶ୍ରଦ୍ଧା ହତ୍ୟା ମାମଲା :…

ଓଏଲ୍ ବ୍ୟୁରୋ : ବହୁ ଚର୍ଚ୍ଚିତ ଦିଲ୍ଲୀ ଶ୍ରଦ୍ଧା ହତ୍ୟା ମାମଲାରେ ଆଉ ଏକ ମୋଡ। ଦିଲ୍ଲୀ ପୁଲିସକୁ ମିଳିଛି ବଡ ସଫଳତା। ହତ୍ୟାକାରୀ ପ୍ରେମିକ ନିଜ ପ୍ରେମିକା ଶ୍ରଦ୍ଧାଙ୍କ ଶରୀରକୁ କାଟି ୩୫ ଖଣ୍ଡ କରି ଫିଙ୍ଗିଦେଇଥିବା ଖବର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ପ୍ରେମିକ ଅଫତାବକୁ ପୁଲିସ ଗିରଫ କରିବା ପରେ…

ଦିଲ୍ଲୀ ଏସିଡ୍‌ ଆକ୍ରମଣ: ୩ ଜଣଙ୍କୁ ଗିରଫ…

ଓଏଲ୍‌ ବ୍ୟୁରୋ: ଆଜି ସକାଳେ ରାଜଧାନୀ ଦିଲ୍ଲୀର ଦ୍ବାରକା ଅଞ୍ଚଳରେ ଜଣେ ୧୭ ବର୍ଷର ଯୁବତୀଙ୍କ ଉପରେ ଏସିଡ୍‌ ଆକ୍ରମଣ ହୋଇଥିଲା। ଏସିଡ୍‌ ଆକ୍ରମଣ ଅଭିଯୋଗରେ ଦିଲ୍ଲୀ ପୁଲିସ ତିନି ଜଣଙ୍କୁ ଗିରଫ କରିଛି । ପୀଡ଼ିତାଙ୍କ ବୟାନକୁ ଆଧାର କରି ପ୍ରଥମେ ପୁଲିସ ଜଣଙ୍କୁ ଅଟକ ରଖିଥିଲା। ପରେ ସନ୍ଧ୍ୟାରେ ତିନି…

ଅଫତାବ୍କୁ ଆକ୍ରମଣ ଉଦ୍ୟମ, ଫାଏରିଂ କରି…

ଓଏଲ୍‌ ବ୍ୟୁରୋ: ବହୁ ଚର୍ଚ୍ଚିତ ଦିଲ୍ଲୀ ଶ୍ରଦ୍ଧା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଅଫତାବକୁ ଆକ୍ରମଣ। ଜହ୍ଲାଦ ପ୍ରେମିକ ଅଫତାବକୁ ନେଇ ଯାଉଥିବା ପୁଲିସ ଭ୍ୟାନ୍‌ ଉପରକୁ ଆକ୍ରମଣ। ଅଭିଯୁକ୍ତ ଅଫତାବକୁ ପୁଲିସ ଫରେନସିକ୍ ସାଇନ୍ସ ଲାବୋରେଟୋରୀ କାର୍ଯ୍ୟାଳୟରୁ ନେଇ ଯାଉଥିବାବେଳେ ପ୍ରାୟ ୧୫ଜଣ ଲୋକ ଗାଡି…

ଚାଷୀଙ୍କୁ ରୋକିବାକୁ ରାସ୍ତାରେ କଣ୍ଟା…

ନୂଆଦିଲ୍ଲୀ: ଆନ୍ଦୋଳନ କାରି ଚାଷୀଙ୍କୁ ଦିଲ୍ଲୀ ପ୍ରବେଶରୁ ରୋକିବା ପାଇଁ ରାସ୍ତାରେ କଣ୍ଟା ବ୍ୟାରିକେଡ ଲଗାଇଛନ୍ତି ପୋଲିସ। ସିଂଘୁ, ଟିକରି ଓ ଗାଜିପୁର ସୀମାରେ ଦିଲ୍ଲୀ ପୋଲିସ ଏକାଧିକ ସ୍ତରର ବ୍ୟାରିକେଡିଂ କରିଛି। ସାଧାରଣତନ୍ତ୍ର ଦିବସରେ ଆନ୍ଦୋଳନକାରୀ ଚାଷୀ ଦିଲ୍ଲୀରେ ପଶି ଉତ୍ପାତ କରିବା ପରେ…

ତାବ୍ଲିଘି ମୁଖ୍ୟଙ୍କୁ ଠାବ କଲା ପୁଲିସ,…

ନୂଆଦିଲ୍ଲୀ: ତାବ୍ଲିଘି ଜମାତ୍‌ ମର୍କାଜା ଆୟୋଜନର ମୁଖ୍ୟ ମୁଖ୍ୟ କୁହାଯାଉଥିବା ମୌଲାମ ମହମ୍ମଦ ସାଦ୍‌ଙ୍କ ସନ୍ଧାନ ପାଇଛି ଦିଲ୍ଲୀ ପୁଲିସ। ମୌଲାନା ଏବେ ସଙ୍ଗରୋଧରେ ଥିବା ବେଳେ ଏହି ଅବଧି ଶେଷହେଲେ ତାଙ୍କୁ ପଚରାଉଚରା ପାଇଁ ଅଣାଯିବ। ଲକ୍‌ଡାଉନ୍‌ ନିୟମ ଅମାନ୍ୟ କରି ସହସ୍ରାଧିକ ଶ୍ରଦ୍ଧାଳୁଙ୍କୁ ଏକାଠି…

ଲକ୍‌ଡାଉନ୍‌: ବାହାରକୁ ଯିବାକୁ ଚେଷ୍ଟା…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ଦିନକୁ ଦିନ ଭାରତରେ କାୟା ବିସ୍ତାର କରିବାରେ ଲାଗିଛି। ଏହାର ମୁକାବିଲା କରିବା ପାଇଁ ସାରା ଦେଶ ଲକ୍‌ଡାଉନ୍‌ ହୋଇଛି। ଏହି ସମୟରେ ଘରେ ରହିବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି। ହେଲେ କେତେକ ଅଞ୍ଚଳରେ ଲକ୍‌ଡାଉନ୍‌ କଟକଣାକୁ ମାନୁ ନାହାନ୍ତି କିଛି ଲୋକ। ଏହାକୁ…

ଦିଲ୍ଲୀ: ଲକଡାଉନ ସମୟରେ ମସଜିଦରେ ଜମା…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ମୁକାବିଲା ପାଇଁ ସାରା ଦେଶ ୨୧ ଦିନ ପାଇଁ ଲକ୍‌ ଡାଉନ୍। ଏହି ସଙ୍କଟ ସମୟରେ ସାମାଜିକ ଦ୍ବରତ୍ବ ରଖିବା ପାଇଁ ପରାମର୍ଶ ଦେଉଛନ୍ତି ସରକାର, ସ୍ବାସ୍ଥ୍ୟ ବିଭାଗ। ଏହି ଲକ ଡାଉନକୁ ଜନସାଧାରଣ ମାନୁଥିବା ବେଳେ ଆଉ କିଛି ବ୍ୟକ୍ତି ଏହି ଲକ ଡାଉନ ନିୟମକୁ ଅବମାନନା…

କହ୍ନେୟାଙ୍କ ବିରୋଧରେ ଚାଲିବ ଦେଶଦ୍ରୋହ…

ନୂଆଦିଲ୍ଲୀ: ପୂର୍ବତନ ଜେଏନ୍‌ୟୁ ସଭାପତି କହ୍ନେୟା କୁମାରଙ୍କ ନାମରେ ଚାଲିବ ଦେଶଦ୍ରୋହ ମାମଲା। ଦିଲ୍ଲୀ ସରକାର ଦିଲ୍ଲୀ ପୁଲିସ୍‌ର ସ୍ପେଶାଲ ସେଲ୍‌କୁ ଅନୁମତି ଦେବା ପରେ ଏହା ସ୍ପଷ୍ଟ ହୋଇଯାଇଛି। କହ୍ନେୟା ଏବଂ ଜେଏନ୍‌ୟୁ ଛାତ୍ର ସଂଘର ଅନ୍ୟ ପୂର୍ବତନ ସଦସ୍ୟଙ୍କ ନାମରେ ଆସିଥିବା ଅଭିଯୋଗ ଅନୁଯାୟୀ,…

ଏସଏନ ଶ୍ରୀବାସ୍ତବ ହେବେ ଦିଲ୍ଲୀର ନୂଆ…

ନୂଆଦିଲ୍ଲୀ: ୧୯୮୫ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ଏସଏନ୍‌ ଶ୍ରୀବାସ୍ତବ ହେବେ ଦିଲ୍ଲୀର ନୂଆ ପୋଲିସ୍‌ କମିଶନର। ଏସଏନ୍‌ ଶ୍ରୀବାସ୍ତବ ମାର୍ଚ୍ଚ ୧ରେ ଦାୟିତ୍ବ ଗ୍ରହଣ କରିବେ। ଦିଲ୍ଲୀ ହିଂସା ସମୟରେ ଶ୍ରୀ ଶ୍ରୀବାସ୍ତବଙ୍କୁ ଦିଲ୍ଲୀରେ ସ୍ବତନ୍ତ୍ର ପୋଲିସ୍‌ କମିଶନର(ଲ ଆଣ୍ଡ ଅର୍ଡର) ପଦ ସମ୍ଭାଳିଛନ୍ତି।…

ଶାହିନ୍‌ ବାଗ୍‌ ଗୁଳିକାଣ୍ଡ: ଅଭିଯୁକ୍ତ…

ନୂଆଦିଲ୍ଲୀ: ଦିଲ୍ଲୀର ଶାହିନ୍‌ ବାଗ୍‌ରେ ହୋଇଥିବା ଗୁଳିକାଣ୍ଡର ବଡ଼ ଖୁଲାସା କରିଛି ଦିଲ୍ଲୀ ପୋାଲିସ୍। ପୋଲିସ୍‌ ସୂଚନା ଅନୁଯାୟୀ, ଦୋଷୀ କପିଲ ଗୁର୍ଜର ଆମ୍‌ ଆଦାମୀ ପାର୍ଟୀର ଜଣେ ସଦସ୍ୟ ବୋଲି କହିଛି। କେବଳ ଏତିକି ନୁହେଁ ଦୋଷୀଙ୍କ ପିତା ଗଜେ ସିଂହ ମଧ୍ୟ ଜଣେ ଆପ୍‌ର କାର୍ଯ୍ୟକର୍ତ୍ତା। ଏଥିସହିତ…