Odisha Link
Bridging the Missing Links in Odisha
Browsing Tag

ED

ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ ଓ ତାଙ୍କ…

ଓଏଲ୍‌ ବ୍ୟୁରୋ: ୨୦୨୪ ନିର୍ବାଚନ ପାଖେଇ ଆସୁଥିବା ବେଳେ ତା ଠିକ୍‌ ପୁର୍ବରୁ ପୂର୍ବତନ ମନ୍ତ୍ରୀ ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁଅଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଇଡି ଦୁଇ ଦିନ ତଳେ ପ୍ରଫୁଲ ସାମଲଙ୍କ ଘରେ ରେଡ୍‌ କରିଥିବା ବେଳେ ଆଜି ବିଧାୟକ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁଅକୁ ଇଡି…

ହେମନ୍ତ ସୋରେନଙ୍କୁ ଗିରଫ କଲା ଇଡି

ଓଏଲ୍‌ ବ୍ୟୁରୋ: ଜମି ଦୁର୍ନୀତି ମାମଲାରେ ହେମନ୍ତ ସୋରେନଙ୍କୁ ଦୀର୍ଘ ୫ ଘଣ୍ଟାରୁ ଅଧିକ ସମୟ ଜେରା କରିବା ପରେ ଗିରଫ କରିଛି ଇଡି। ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଆଜି ରାତି ୯.୩୫ ମିନିଟରେ ଗିରଫ କରିଛି ଇଡି ବୋଲି ସୂଚନା ରହିଛି। ବିଧିବଦ୍ଧ ଭାବେ ଗିରଫ ହେବା ପୂର୍ବରୁ ହେମନ୍ତ ସୋରେନ…

କେଜ୍ରିଓ୍ବାଲଙ୍କୁ ପୁଣିଥରେ ସମନ ଜାରି…

ଓଏଲ୍‌ ବ୍ୟୁରୋ: ଦିଲ୍ଲୀ ଅବାକାରୀ ନୀତି ଦୁର୍ନୀତି ଘଟଣାରେ ପୁଣିଥରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ସମନ କରିଛଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ତାଙ୍କୁ ଡିସେମ୍ବର ୨୧ ତାରିଖରେ ଅର୍ଥାତ୍‌ ଗୁରୁବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହାଜର ହେବାକୁ ଇଡି ପକ୍ଷରୁ କୁହାଯାଇଛି।…

ମନି ଲଣ୍ଡରିଂ ମାମଲା: ଇଡି ଜାଲରେ ଆପ୍‌…

ଓଏଲ୍‌ ବ୍ୟୁରୋ: ମନି ଲଣ୍ଡରିଂ ମାମଲାରେ ଆପ୍‌ ବିଧାୟକ ଅମାନତୁଲ୍ଲାଙ୍କ ଘରେ ଚଢ଼ାଉ ଆରମ୍ଭ ହୋଇଛି। ଦିଲ୍ଲୀର ଆପ୍‌ ବିଧାୟକ ଅମାନତୁଲ୍ଲା ଖାନ୍‌ଙ୍କ ଘରେ ଇଡି ପକ୍ଷରୁ ଚଢ଼ାଉ ଜାରି ହୋଇଛି। ଦିଲ୍ଲୀ ଆଣ୍ଟି କରପସନ ବ୍ୟୁରୋ, ସିବିଆଇର ଏତଲା ପରେ ଚଢ଼ାଉ ହୋଇଛି। ଦିଲ୍ଲୀ ୱାକ୍‌ଅଫ୍‌ ବୋର୍ଡ ନିଯୁକ୍ତି…

ସିସୋର ଠକେଇ ମାମଲା: ପୂର୍ବତନ ବିଧାୟକଙ୍କ…

ଓଏଲ୍‌ ବ୍ୟୁରୋ: ବହୁଚର୍ଚ୍ଚିତ ସିସୋର ଚିଟଫଣ୍ଡ ଠକେଇ ମାମଲାର ୯ ବର୍ଷ ପରେ ଚାର୍ଜଫ୍ରେମ ହୋଇଥିବା ଖବର ସାମ୍ନାକୁ ଆସିଛି। ସିସୋର ଠକେଇରେ ପ୍ରଭାତ ବିଶ୍ୱାଳଙ୍କ ନାଁରେ ଇଡି ଅତିରିକ୍ତ ଚାର୍ଜସିଟ୍‌ ଦାଖଲ କରିଛି। ପୂର୍ବତନ ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳଙ୍କ ସହ ପତ୍ନୀ…

ଏମବିବିଏସ୍ ସିଟ୍ ପାଇଁ ଅର୍ଥ ହଡ଼ପ…

ଓଏଲ୍‌ ବ୍ୟୁରୋ: ମ୍ୟାନେଜମେଣ୍ଟ କୋଟାରେ ଏମବିବିଏସ୍ ସିଟ୍ ପାଇଁ ଅର୍ଥ ହଡ଼ପ ମାମଲାର ଆଉ ଏକ ମୋଡ଼। ଏହି ମାମଲାରେ ୨ ଅଭିଯୁକ୍ତଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଭିଯୋଗ କରିଥିବା ଜଣା ପଡିଛି। ଭୁବନେଶ୍ୱର ପିଏମଏଲଏ କୋର୍ଟରେ ଇଡି ପ୍ରସିକ୍ୟୁସନ ଅଭିଯୋଗ କରିଛନ୍ତି। ୨ ଅଭିଯୁକ୍ତଙ୍କୁ ଦଣ୍ଡ ଓ…

ଇଡି-ସିବିଆଇ ବିରୋଧରେ ସୁପ୍ରିମକୋର୍ଟ ଗଲେ…

ଓଏଲ୍‌ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ଦ୍ବାରା ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକର ‘ଅପବ୍ୟବହାର’ ଅଭିଯୋଗ କରି ୧୪ ବିରୋଧୀ ଦଳ ଶୁକ୍ରବାର ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି। ୧ ଏପ୍ରିଲରେ ଏହି ମାମଲାର ଶୁଣାଣି ହେବ। ବିରୋଧୀ ଦଳ ପକ୍ଷରୁ ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭି ଏହି ମାମଲାକୁ ପ୍ରଧାନ…

ଅର୍ଚ୍ଚନା ନାଗ ମାମଲା : ଡିଜିଟାଲ…

ଓଏଲ୍‌ ବ୍ୟୁରୋ : ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ମାନେ ଭିସି ଜରିଆରେ କୋର୍ଟରେ ହାଜର ହୋଇଛନ୍ତି। ଇଡି ପକ୍ଷରୁ ଜାରି ହୋଇଥିବା ମନି ଲଣ୍ଡରିଂ ମାମଲାରେ ଭିଡିଓ କନଫରେନସିଙ୍ଗ ମାଧ୍ୟମରେ କୋର୍ଟରେ ହାଜର ହୋଇଛନ୍ତି ଅର୍ଚ୍ଚନା ନାଗ, ଜଗବନ୍ଧୁ ଚାନ୍ଦ ଓ ଖଗେଶ୍ୱର ପାତ୍ର।…

ଅର୍ଚ୍ଚନା ନାଗ ମାମଲା : ୧୩୦୦ ପୃଷ୍ଠାର…

ଓଏଲ୍‌ ବ୍ୟୁରୋ : ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଆଜି ହୋଇପାରେ ଖୁଲାସା। ଏହି ମାମଲାକୁ ନେଇ ଇଡି ଦାଖଲ କରିବ ଆଜି ପ୍ରଥମ ପର୍ଯ୍ୟାୟ ଚାର୍ଜସିଟ। ସୂଚନା ଅନୁସାରେ ୧୩ଶହ ପୃଷ୍ଠା ସମ୍ବଳିତ ଏହି ଚାର୍ଜସିଟରେ ଅଭିଯୁକ୍ତ ଭାବେ ଅର୍ଚ୍ଚନା ନାଗ, ଜଗବନ୍ଧୁ ଚାନ୍ଦ ଓ ଖଗେଶ୍ୱର…

ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ସହଯୋଗୀ…

ଓଏଲ୍ ବ୍ୟୁରୋ : ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାର ଖୋଲିପାରେ ଗୁମର। ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା ଇଡିରେ ହାଜର ହେବା ଖବର ସାମ୍ନାକୁ ଆସିଛି। ତୃତୀୟ ଥର ପାଇଁ ଇଡିରେ ହାଜର ହେଲେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା। ପୂର୍ବରୁ…