Odisha Link
Bridging the Missing Links in Odisha

ଏମବିବିଏସ୍ ସିଟ୍ ପାଇଁ ଅର୍ଥ ହଡ଼ପ ମାମଲା: ୨ ଅଭିଯୁକ୍ତଙ୍କ ବିରୋଧରେ ଇଡିର ଅଭିଯୋଗ

ଓଏଲ୍‌ ବ୍ୟୁରୋ: ମ୍ୟାନେଜମେଣ୍ଟ କୋଟାରେ ଏମବିବିଏସ୍ ସିଟ୍ ପାଇଁ ଅର୍ଥ ହଡ଼ପ ମାମଲାର ଆଉ ଏକ ମୋଡ଼। ଏହି ମାମଲାରେ ୨ ଅଭିଯୁକ୍ତଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଭିଯୋଗ କରିଥିବା ଜଣା ପଡିଛି। ଭୁବନେଶ୍ୱର ପିଏମଏଲଏ କୋର୍ଟରେ ଇଡି ପ୍ରସିକ୍ୟୁସନ ଅଭିଯୋଗ କରିଛନ୍ତି। ୨ ଅଭିଯୁକ୍ତଙ୍କୁ ଦଣ୍ଡ ଓ ଜବତ ୪୬ ଲକ୍ଷକୁ ବାଜ୍ୟାପ୍ତି ପାଇଁ ଆବେଦନ କରାଯାଇଛି। ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତ କରୁଛି।

Leave A Reply

Your email address will not be published.