Odisha Link
Bridging the Missing Links in Odisha
Browsing Tag

Exam

୧୯-୨୦ର ସବୁ ନବମ ପିଲା ଦେବେ ମାଟ୍ରିକ…

ଭୁବନେଶ୍ବର: ୨୦୧୯-୨୦ ଶିକ୍ଷାବର୍ଷରେ ନବମ ଶ୍ରେଣୀରେ ପଢ଼ୁଥିବା ସବୁ ଛାତ୍ରଛାତ୍ରୀ ୨୦୨୧ ମେ ମାସରେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ବାର୍ଷିକ ସାର୍ଟିଫିକେଟ୍‌ ପରୀକ୍ଷା ଦେଇପାରିବେ। ଏ ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହା କେବଳ ଓଡିଆ ମାଧ୍ୟମ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଯୁଜ୍ୟ।…

ଆଜିଠାରୁ ଇଗ୍ନୋ ଶେଷ ସିମେଷ୍ଟର ପରୀକ୍ଷା

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ)ର ଅନ୍ତିମ ବର୍ଷ ତଥା ଶେଷ ସିମେଷ୍ଟର ପରୀକ୍ଷା। ରାଜ୍ୟର ୩୦ଟି କେନ୍ଦ୍ର ଓ ୩ ଜେଲ୍‌ରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଜୁନ୍‌ରେ ହେବାକୁ ଥିବା ଏହି ପରୀକ୍ଷା କୋଭିଡ୍‌-୧୯ ଯୋଗୁଁ ହୋଇପାରି ନ ଥିଲା।…

ଆଜିଠୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

ଭୁବନେଶ୍ୱର: ଆଜିଠୁ ଚଳିତ ବର୍ଷର ମାଟ୍ରିକ ସପ୍ଲିମେଣ୍ଟାରୀ ଏବଂ ମୁକ୍ତ ବିଦ୍ୟାଳୟ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ। କରୋନା ମହାମାରୀ ପାଇଁ ସପ୍ଲିମେଣ୍ଟାରୀ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ କରାଯାଇଛି। ଚଳିତ ବର୍ଷର ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷାରେ ୨୨ ହଜାର ୬୪୯ ଜଣ ଛାତ୍ରଛାତ୍ରୀ ଏବଂ ୧୨ ହଜାର…

କରୋନା କାଳରେ ପରୀକ୍ଷା: ପରୀକ୍ଷାର୍ଥୀଙ୍କ…

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜୀବନ ସହ ଜୀବିକାକୁ ଗୁରୁତ୍ବ ଦେଇ କେନ୍ଦ୍ର ସରକାର ସମଗ୍ର ଦେଶରେ ଅନ୍‌ଲକ୍-୪ କଟକଣା ଲାଗୁ କରିଛନ୍ତି। ଦେଶର ବିଭିନ୍ନ ରାଜ୍ୟ ଗୁଡ଼ିକ ମଧ୍ୟ କରୋନା କଟକଣାକୁ କୋହଳ କରିଛନ୍ତି। ଭାରତରେ ବର୍ତ୍ତମାନ ୪୫ ଲକ୍ଷ ୬୨ ହଜାର ୪୧୪…

ନିଟ୍ ପରୀକ୍ଷା ପାଇଁ ବିଏମସିର ପ୍ରସ୍ତୁତି

ଭୁବନେଶ୍ବର: ଆସନ୍ତା ସେପ୍ଟେମ୍ବର ୧୩ ତାରିଖରେ ହେବାକୁ ଥିବା ନିଟ୍ ପରୀକ୍ଷା ପାଇଁ ଭୁବନେଶ୍ବର ମହାନଗର ନିଗମର ପ୍ରସ୍ତୁତି। ବିଏମସିର ଓ ନିଟ୍ ସଂଯୋଜକଙ୍କ ସହ ଆଲୋଚନା ଚାଲିଛି। ରାଜ୍ୟ ସରକାର ଉତ୍ତମ ବ୍ୟବସ୍ଥା କରିଛନ୍ତି ବୋଲି ରାଜ୍ୟ ସଂଯୋଜକ ପଲି ପଟ୍ଟନାୟକ କହିଛନ୍ତି। ଭୁବନେଶ୍ବରର ୩୧ ଟି ପରୀକ୍ଷା…

ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ:…

ନୂଆଦିଲ୍ଲୀ: ୟୁଜି, ପିଜି ପରୀକ୍ଷାକୁ ନେଇ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିକୋର୍ଟ। ପୂର୍ବ ଧାର୍ଯ୍ୟ ସମୟ ଅନୁସାରେ ହେବ ୟୁଜି, ପିଜି ପରୀକ୍ଷା। ଆଜି ସୁପ୍ରିମକୋର୍ଟ ୟୁଜି, ପିଜି ପରୀକ୍ଷା ପ୍ରସଙ୍ଗକୁ ନେଇ କହିଛନ୍ତି ଯେ, ବିନା ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଉତ୍ତୀର୍ଣ୍ଣ କରିହେବନି। କରୋନା…

NEET-JEE ପରୀକ୍ଷା: ବିରୋଧୀଙ୍କ ବିକ୍ଷୋଭ…

ନୂଆଦିଲ୍ଲୀ: NEET-JEE ପରୀକ୍ଷାକୁ ନେଇ ରାଜନୀତି ସରଗରମ। ରାଜରାସ୍ତାକୁ ଓହ୍ଲାଇଲା ଯୁବ କଂଗ୍ରେସ। କରୋନା କାଳରେ ପରୀକ୍ଷା ହେବାକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ରାଜନୈତିକ ଦଳ ଓ, ବିଭିନ୍ନ ଅନୁଷ୍ଠାନ। କରୋନା କାଳରେ NEET-JEE ପରୀକ୍ଷା ସ୍ଥଗିତ ରଖିବାକୁ ଦାବି ରଖିଛି…

NEET-JEE ପରୀକ୍ଷା: ମୋଦୀଙ୍କ ସହ କଥା…

ଭୁବନେଶ୍ବର: NEET-JEE ପରୀକ୍ଷାକୁ ନେଇ ସାରା ଦେଶରେ ଲାଗି ରହିଛି ଦ୍ବନ୍ଦ୍ବ। ସରକାର ପରୀକ୍ଷା ସପକ୍ଷରେ ଥବା ବେଳେ ଅଣ ବିଜେପି ଶାସିତ ରାଜ୍ୟ ଗୁଡ଼ିକ କରୋନା କାଳରେ ପରୀକ୍ଷା ସ୍ଥଗିତ ରଖିବାକୁ ଦାବି କରିଛନ୍ତି। ଏସବୁ ମଧ୍ୟରେ ଆଜି ପିଏମ୍‌ ମୋଦୀଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।…

NEET-JEE ପରୀକ୍ଷା ପ୍ରସଙ୍ଗ:…

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ଜୋର ଧରିଛି NEET-JEE ପରୀକ୍ଷା ପ୍ରସଙ୍ଗ। ଆଜି କଂଗ୍ରେସର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ NEET-JEE ପରୀକ୍ଷାକୁ ନେଇ ଚର୍ଚ୍ଚା ହୋଇଥିଲା। ବୈଠକରେ ଅଣ ବିଜେପି ଶାସିତ ୭ ରାଜ୍ୟର ମୁଖ୍ୟମନ୍ତ୍ରୀ ସେପ୍ଟେମ୍ବରରେ ହେବାକୁ ଥିବା NEET-JEE…

NEET ପରୀକ୍ଷା ପାଇଁ ଆଡମିଟ୍ କାର୍ଡ…

ନୂଆଦିଲ୍ଲୀ: ଦେଶରେ ସେପ୍ଟେମ୍ବର ୧୩ରେ ହେବ ଏନଇଇଟି ପରୀକ୍ଷା। ଏଥିପାଇଁ ଜାତୀୟ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଜାରି କରିଛି ଏନଇଇଟି ପରୀକ୍ଷା ପାଇଁ ଆଡମିଟ୍ କାର୍ଡ। ପରୀକ୍ଷାର୍ଥୀ ମାନେ https://ntaneet.nic.in/ntaneet/welcome.aspx ର ଅଫିସିଆଲ୍ ୱେବସାଇଟରୁ ସେମାନଙ୍କର ଆଡମିଟ୍ କାର୍ଡ ଡାଉନଲୋଡ୍…