Odisha Link
Bridging the Missing Links in Odisha
Browsing Tag

Exam

ଅଗଷ୍ଟ ୨୩ରୁ ଏକକ ପିଜି ପ୍ରବେଶିକା…

ଭୁବନେଶ୍ବର: ଆସନ୍ତା ଅଗଷ୍ଟ ୨୩ ତାରିଖରୁ ଆରମ୍ଭ ହେବ ପିଜି ଏଣ୍ଟ୍ରାନ୍ସ। ଅଗଷ୍ଟ ୨୩ରୁ ସେପ୍ଟେମ୍ବର ୧ ମଧ୍ୟରେ ଏକକ ପିଜି ପ୍ରବେଶିକା ପରୀକ୍ଷା ହେବ। ଆଜି ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସହ ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ। ଚଳିତ ବର୍ଷ ଯୁକ୍ତ ତିନି ଶେଷ…

ସରିଲା ମାଟ୍ରିକ୍‌ ଅଫ୍‌ଲାଇନ୍‌ ପରୀକ୍ଷା…

କଟକ: ଚଳିତବର୍ଷ ବିନା ପରୀକ୍ଷାରେ ପ୍ରକାଶ ପାଇଥିଲା ମାଟ୍ରିକ୍‌ ପରୀକ୍ଷା ଫଳ। ହେଲେ ରେଜଲ୍ଟ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରି ବିକ୍ଷୋଭ କରିଥିଲେ। ସେମାନଙ୍କ ପାଇଁ ବିକଳ୍ପ ଭାବେ ଅଫ୍‌ ଲାଇନ୍‌ ପରୀକ୍ଷା ଦେବାର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ମାଟ୍ରିକ୍‌…

ଅନଲାଇନରେ ହେବ ୟୁଜି ଓ ପିଜି ପରୀକ୍ଷା

ଭୁବନେଶ୍ୱର: ଅନଲାଇନରେ ହେବ ୟୁଜି ଓ ପିଜି ପରୀକ୍ଷା। କରୋନାର ଦ୍ବିତୀୟ ଲହର ସରିନଥିବା ବେଳେ ଆସନ୍ତା ୨-୩ମାସ ମଧ୍ୟରେ କରୋନାର ତୃତୀୟ ଲହର ଆସିବାର ଆଶଙ୍କା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲି କ୍ଲାସ୍ କିମ୍ବା ପରୀକ୍ଷା କରିବା ସମ୍ଭବପର ନୁହେଁ। ତେଣୁ ଆସନ୍ତା ଜୁଲାଇ ଓ…

ଅନ୍‌ଲାଇନ୍‌ରେ ହେବ ୟୁଜି-ପିଜି ଫାଇନାଲ…

ଭୁବନେଶ୍ବର: ଚଳିତ ବର୍ଷ ହେବ ୟୁଜି ପିଜି ଫାଇନାଲ ପରୀକ୍ଷା। ଅନ୍‌ଲାଇନ୍‌ରେ ହେବ ୟୁଜି ପିଜି ପରୀକ୍ଷା। ରାଜ୍ୟରେ କୂଳପତିମାନଙ୍କ ମତାମତ ପରେ ଉଚ୍ଚଶିକ୍ଷା ବିଭାଗର ନିଷ୍ପତ୍ତି ।ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ସୂଚନା। ଜୁଲାଇ-ଅଗଷ୍ଟ ମାସ ସୁଦ୍ଧା ଅନଲାଇନ ମୋଡ଼ରେ ହେବ ୟୁଜି ପିଜି…

ଘୁଞ୍ଚିଲା ସିଭିଲ ସର୍ଭିସ ପରୀକ୍ଷା

ନୂଆଦିଲ୍ଲୀ: ଦେଶରେ କୋଭିଡ୍ ସଂକ୍ରମଣ କାରଣରୁ ବର୍ତ୍ତମାନ ବିଭିନ୍ନ ପରୀକ୍ଷା ଉପରେ ବିଭିନ୍ନ ରାଜ୍ୟର ସରକାର ରୋକ ଲଗାଇଛନ୍ତି। ଛାତ୍ରଛାତ୍ରୀ ମାନଙ୍କ ସ୍ୱାସ୍ଥ୍ୟୁକୁ ଧ୍ୟାନ ଦେଇ ବିଭିନ୍ନ ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖାଯାଇଛି। ଏହାରି ମଧ୍ୟରେ ସିଭିଲ ସର୍ଭିସ(ପ୍ରଲିମିନାରୀ) ପରୀକ୍ଷାକୁ ଘୁଞ୍ଚାଇ…

ନିଟ୍ ପିଜି ପରୀକ୍ଷା ୪ ମାସ ସ୍ଥଗିତ

ପ୍ରଧାନମନ୍ତ୍ରୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶରେ କୋଭିଡ ମହାମାରୀର ମୁକାବିଲା ପାଇଁ ପର୍ଯ୍ୟାପ୍ତ ମାନବ ସମ୍ବଳର ଆବଶ୍ୟକତା ଉପରେ ସମୀକ୍ଷା କରିଛନ୍ତି। ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବୈଠକରେ ୪ ମାସ ନିଟ ପିଜି ପରୀକ୍ଷା ସ୍ଥଗିତ ରଖିବାକୁ ନିଷ୍ପତ୍ତିି…

UGC-NET ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର: ସ୍ଥଗିତ ହେଲା UGC-NET ପରୀକ୍ଷା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି NTA ପକ୍ଷରୁ ପରୀକ୍ଷା ସ୍ଥଗିତ କରାଯାଇଛି। ପରୀକ୍ଷା ନେଇ ପରବର୍ତ୍ତୀ ତାରିଖ ଜଣାଇ ଦିଆଯିବ। ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ୍ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ପରୀକ୍ଷାର ୧୫ ଦିନ ପୂର୍ବରୁ ସଂଶୋଧିତ…

ବାତିଲ ହେଲା ଆଇସିଏସ୍‌ଇ ଦଶମ ପରୀକ୍ଷା

ନୂଆଦିଲ୍ଲୀ: ଦେଶରେ ଅଣାୟତ୍ତ କରୋନା ସ୍ଥିତି। ଏହାକୁ ନଜର ରଖି ବାତିଲ ହୋଇଛି ଆଇସିଏସ୍‌ଇ ୧୦ମ ବୋର୍ଡ ପରୀକ୍ଷା। ଏପ୍ରିଲ ୧୬ରେ ଆଇସିଏସ୍‌ଇ ଦଶମ ପରୀକ୍ଷା ସ୍ଥଗିତ ନିଷ୍ପତ୍ତି ହୋଇଥିଲା କିନ୍ତୁ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି CISCE ତା’ର ନିଷ୍ପତ୍ତି ବଦଳାଇଛି। ଆଇସିଏସ୍‌ଇ ଦଶମ ପରୀକ୍ଷା ବାତିଲ…

ଜୁନ୍ ୧୭ରୁ OJEE ପରୀକ୍ଷା ଆରମ୍ଭ

ଭୁବନେଶ୍ୱର: ଚଳିତ ଶିକ୍ଷାବର୍ଷ ପାଇଁ ଆସନ୍ତା ଜୁନ୍ ୧୭ରୁ ଆରମ୍ଭ ହେବ OJEE ପରୀକ୍ଷା। ରାଜ୍ୟରେ ଜୁନ୍ ୧୭ରୁ ଜୁନ୍୨୪ ଯାଏଁ ଚାଲିବ OJEE ପରୀକ୍ଷା। CBT ପଦ୍ଧତିରେ ହେବ ଏହି ଯୁଗ୍ମ ପ୍ରବେଶିକା ପରୀକ୍ଷା। OJEE ପରୀକ୍ଷା ପାଇଁ ମେ’ ୧୫ ଯାଏଁ ଚାଲିବ ଅନଲାଇନ୍ ଫର୍ମ ପୂରଣ। ମେ ପ୍ରଥମ ସପ୍ତାହରେ…

ରେଭେନ୍ସାରେ ପରୀକ୍ଷା ନେଇ ବଦଳିଲା…

କଟକ: ରେଭେନ୍ସାରେ ପରୀକ୍ଷା ନେଇ ବଦଳିଲା ନିଷ୍ପତ୍ତି। ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପରୀକ୍ଷା ସ୍ବାଭାବିକ ହେବ। କରୋନା ସ୍ଥିତିରେ ସୁଧାର ଆସିବାରୁ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି ପରିବର୍ତ୍ତନ ହୋଇଛି। ଆସନ୍ତାକାଲିଠାରୁ ସ୍ୱାଭାବିକ ହେବ ପାଠପଢ଼ା ସହ ପରୀକ୍ଷା ମଧ୍ୟ ହେବ। ମାତ୍ର ରେଭେନ୍ସା…