Odisha Link
Bridging the Missing Links in Odisha
Browsing Tag

FIH hockey

ହକି ବିଶ୍ୱକପ୍‌ ଟିକେଟ୍‌ କଳାବଜାରୀ…

ଓଏଲ୍‌ ବ୍ୟୁରୋ : ରାଜ୍ୟରେ ହକି ବିଶ୍ୱକପ୍‌ ଚାଲୁଥିବାରୁ ହକି ପ୍ରେମୀଙ୍କ ମନରେ ବେଶ ଉତ୍ସାହ ଦେଖିବାକୁ ମିଳିଛି। ଓଡ଼ିଶାରେ ଆୟୋଜିତ ଏହି ହକି ବିଶ୍ୱକପ ରାଜଧାନୀ ଭୁବନେଶ୍ୱର ଏବଂ ରାଉରକେଲାରେ ଖେଳାଯାଉଛି। ହକି ବିଶ୍ୱକପ ଦେଖିବା ପାଇଁ ଟିକେଟ ବିକ୍ରିକୁ ନେଇ କଳାବଜାରୀ କାରବାର ଦେଖିବାକୁ ମିଳିଛି।…

ରାଉରକେଲା ଷ୍ଟାଡିୟମ ବିଶ୍ୱରେ ବୃହତ୍ତମ :…

ଓଏଲ୍‌ ବ୍ୟୁରୋ : ଓଡ଼ିଶାର ରାଉରକେଲା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍‌ର ଉଦଘାଟନ ପରଠୁ ଗୋଟିଏ ବିତର୍କ ଲାଗି ରହିଥିଲା। ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍‌ ବିଶ୍ବର ସର୍ବବୃହତ ଷ୍ଟାଡିୟମ୍‌ କି ନୁହେଁ ବୋଲି କିଛି ଦିନ ହେବ ଏହାକୁ ନେଇ ବିବାଦ ଲାଗି ରହିଥିଲା। ଏପରିକି ବିରୋଧୀ…

ହକି ବିଶ୍ୱକପ : ସାଉଥ୍ ଆଫ୍ରିକା ଠାରୁ…

ଓଏଲ୍ ବ୍ୟୁରୋ : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଶେଷ ହୋଇଛି ବିଶ୍ଵକପର ପ୍ରଥମ ମ୍ୟାଚ୍। ଆଜି ଅନୁଷ୍ଠିତ ହୋଇଥିବା ପ୍ରଥମ ମ୍ୟାଚ୍ ଆର୍ଜେଣ୍ଟିନା ବିପକ୍ଷରେ ସାଉଥ୍ ଆଫ୍ରିକା ଖେଳୁଥିଲା। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏହି ପ୍ରଥମ ମ୍ୟାଚରେ ଆର୍ଜେଣ୍ଟିନା ସାଉଥ୍ ଆଫ୍ରିକା ଠାରୁ୧-୦ ରେ…

ହକି ମହାକୁମ୍ଭ ଆରମ୍ଭ ପୂର୍ବରୁ ୨ ଓଡ଼ିଆ…

ଓଏଲ୍ ବ୍ୟୁରୋ : ଆରମ୍ଭ ହେବାକୁ ଯାଉଛି ହକି ବିଶ୍ୱକପ ମହାସମାର। ଏହି ମହାକୁମ୍ଭ ଆରମ୍ଭ ପୂର୍ବରୁ ୨ ଓଡ଼ିଆ ହକି ଖେଳାଳିଙ୍କ ପାଇଁ ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଭାରତୀୟ ଦଳର ଉପଅଧିନାୟକ ଅମିତ ରୋହିଦାସ ଏବଂ ନୀଲମ ସଂଜୀପ୍ ଖେସଙ୍କୁ ମିଳିବ ପୁରସ୍କାର ରାଶି। ପ୍ରତି ଖେଳାଳିଙ୍କୁ ୧୦ ଲକ୍ଷ…

ହକି ଟିକେଟ୍‌ ଥିଲେ ମୋ ବସ୍‌ରେ ମାଗଣା…

ଓଏଲ୍‌ ବ୍ୟୁରୋ : ଆଜି ଆରମ୍ଭ ହେବ ହକି ମହାକୁମ୍ଭ। ଆରମ୍ଭ ହେବାକୁ ଥିବା ହକି ବିଶ୍ୱକପକୁ ନେଇ ବେଶ ଉତ୍ସାହ ଅଛନ୍ତି ହକି ପ୍ରେମୀ। ହକି ବିଶ୍ୱକପ ଥିବାରୁ ରାଜଧାନୀ ଭୁବନେଶ୍ୱରର ଭିଡ଼ ନିୟନ୍ତ୍ରଣ ପାଇଁ ଜାନୁଆରୀ ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ସ୍ୱତନ୍ତ୍ର ମୋ ବସ ସେବା ଯୋଗାଇ ଦେବା ପାଇଁ ଘୋଷଣା…

ଆଜିଠୁ ହକି ବିଶ୍ବକପ୍‌ ମହାସମର

ଓଏଲ୍‌ ବ୍ୟୁରୋ : ଆଜିଠୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ହକି ମହାକୁମ୍ଭ। ମୋଟ ୧୬ଟି ଦଳ ଭାଗ ନେବେ ଏହି ମହାକୁମ୍ଭରେ।  ହକି ମହାକୁମ୍ଭକୁ ନେଇ ହକି ପ୍ରେମୀ ଉତ୍ସାହ ଥିବାବେଳେ ରାଉରକେଲା ଓ ଭୁବନେଶ୍ୱରରେ ଆଜି ହକି ବିଶ୍ୱକପ ଅନୁଷ୍ଠିତ ହେବ। ପୁରୁଷ ହକି ବିଶ୍ୱକପର ଉଦ୍ଘାଟନୀ ଦିବସରେ ୪ଟି ମ୍ୟାଚ…

କାଲି କଟକରେ ଦିନ ୨ଟା ପରେ ସମସ୍ତ…

ଓଏଲ୍‌ ବ୍ୟୁରୋ : ଆସନ୍ତା ଜାନୁଆରୀ ୧୩ରେ ଆରମ୍ଭ ହେବାକୁ ଯାଉଛି ହକି ମହାକୁମ୍ଭ। ଯାହାକୁ ନେଇ ଆସନ୍ତା କାଲି ହକି ବିଶ୍ୱକପ ଉଦ୍ଘାଟନୀ ଉତ୍ସବ। କଟକ ବାରବାଟୀରେ ହେବାକୁ ଥିବା ଉଦ୍ଘାଟନୀ ଉତ୍ସବର ଭିଡକୁ ନଜରରେ ରଖି କାଲି କଟକରେ ଦିନ ୨ଟା ପରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ନେଇ ସୂଚନା ମିଳିଛି।…

‘ହକି ବିଶ୍ୱକପକୁ ନେଇ ସ୍ୱାସ୍ଥ୍ୟ…

ଓଏଲ୍‌ ବ୍ୟୁରୋ : ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ହକି ମହାକୁମ୍ଭ। ଯାହାକୁ ନେଇ ହକି ପ୍ରେମୀଙ୍କ ମନରେ ଉତ୍ସାହ ଦେଖାଦେଇଛି। ସରକାର ହକି ବିଶ୍ୱକପକୁ ନେଇ ବ୍ୟାପକ ପ୍ରସ୍ତୁତି ଜାରି କରିଛନ୍ତି। ତେବେ ଜାନୁଆରୀ ୧୩ରେ ଆରମ୍ଭ ହେବାକୁ ଥିବା ହକି ବିଶ୍ୱକପକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ନିଜର ମତ…

ହକି ବିଶ୍ୱକପ : ଉଦଘାଟନୀ ଉତ୍ସବ ପାଇଁ…

ଓଏଲ୍‌ ବ୍ୟୁରୋ : ଜାନୁଆରୀ ୧୩ରେ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ୱକପ ୨୦୨୩। ଏହି ହକି ବିଶ୍ୱକପକୁ ନେଇ ରାଜ୍ୟବାସୀଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି। ତେବେ ଓଡ଼ିଶାରେ ହେବାକୁ ଥିବା ଏହି ହକି ବିଶ୍ୱକପକୁ ନେଇ କମିଶନରେଟ୍ ପୁଲିସ ତତ୍ପରତା ଦେଖାଇଛି। ହକି ବିଶ୍ୱକପ ପାଇଁ ମୁତୟନ ରହିବେ ୫୦…

ରାଉରକେଲା ହକି ଷ୍ଟାଡିୟମକୁ ନେଇ…

ଓଏଲ୍‌ ବ୍ୟୁରୋ : ରାଉରକେଲା ହକି ଷ୍ଟାଡିୟମକୁ ନେଇ ବାଦାନୁବାଦ ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଲେ କ୍ରୀଡ଼ା ମନ୍ତ୍ରୀ। କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ବିଶ୍ୱରେ ସର୍ବବୃହତ ବୋଲି ଏକଥା ଆମେ କହୁନୁ ବରଂ ଏଫ୍‌ଆଇଏଚ୍ ସାର୍ଟିଫାଏଡ କରିଛି।…