Odisha Link
Bridging the Missing Links in Odisha
Browsing Tag

Fire breakout

ବଟାନିକାଲ୍‌ ଗାର୍ଡେନରେ ଅଗ୍ନିକାଣ୍ଡ

ଭୁବନେଶ୍ବର: ବଟାନିକାଲ୍‌ ଗାର୍ଡେନରେ ଅଗ୍ନିକାଣ୍ଡ। ନନ୍ଦନକାନନର ବଟାନିକାଲ୍‌ ଗାର୍ଡେନରେ ଘଟିଛି ଅଗ୍ନିକାଣ୍ଡ। ବଟାନିକାଲ୍‌ ଗାର୍ଡେନର ଜଙ୍ଗଲିଆ ଅଞ୍ଚଳରେ ଲାଗିଛି ନିଆଁ। ନିଆଁ ଲିଭା କାର୍ଯ୍ୟରେ ୨ଟି ଦମକଳ ନିୟୋଜିତ ହୋଇଛି। ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି। ଭୋଜି…

ବାଣ କାରଖାନାରେ ଅଗ୍ନିକାଣ୍ଡ: ୧୧ମୃତ

ତାମିଲନାଡୁ: ତାମିଲନାଡୁର ଏକ ବାଣ କାରଖାନାରେ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି। ସାଥୁର ନିକଟସ୍ଥ ଅଚାନଗୁଲାମ ଅଞ୍ଚଳ ବାଣ କାରଖାନାରେ ଏହି ଅଗ୍ନିକାଣ୍ଡ  ଘଟିଛି। ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ଦଶଟି ଦମକଳ ମୁତୟନ…

ଭୟାବହ ଅଗ୍ନିକାଣ୍ଡ, ୨୨ ମେଣ୍ଢା ଜୀବନ୍ତ…

ଅନୁଗୁଳ: ଅନୁଗୁଳ ଖାଲଗାଁରେ ଭୟାବହ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ଘର, ଗୁହାଳ ଓ ଅନେକ ସମ୍ପତ୍ତି ପୋଡି ପାଉଁଶ ପୋଡିଯାଇଛି। ଏ‌ଥିସହ ଏହି ଅଗ୍ନିକାଣ୍ଡରେ ଗୋରୁ ସହ ୨୨ ଟି ମେଣ୍ଢା ଜୀବନ୍ତ ଦଗ୍ଧ ହୋଇଛନ୍ତି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ସୂଚନା ମୁତାବକ, ଗତ ବୁଧବାର…

ଜଳିଗଲା ଯାତ୍ରୀବାହୀ ବସ୍‌, ୫୩ ମୃତ

ନୂଆଦିଲ୍ଲୀ: ଜଳିଗଲା ଯାତ୍ରୀବାହୀ ବସ୍‌। ଏକ ଗ୍ୟାସ ବୋଝେଇ ଟ୍ରକ ସହ ଧକ୍କା ଦେବା କାରଣରୁ ଯାତ୍ରୀବାହୀ ବସରେ ନିଆଁ ଲାଗିଯାଇଛି। ଫଳରେ ୫୩ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୨୯ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଉଦ୍ଧାର ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।…

ତାଳଚେରରେ ଅଗ୍ନିକାଣ୍ଡ, ଜଳିଗଲା ୭ ବଖରା

ତାଳଚେର: ତାଳଚେର ପୌରାଞ୍ଚଳ ଅନ୍ତର୍ଗତ କିଶୋରଗଞ୍ଜ ପାଟଣା ସାହିରେ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ୪ଟି ପରିବାରର ୭ ବଖରା ଘର ପୋଡ଼ି ପାଉଁଶ ଯାଇଛି। ଅଗ୍ନିକାଣ୍ଡ ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡିଛି। ସୂଚନା ମୁତାବକ, ବିଦ୍ୟୁତ ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ…

ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରେ…

ପୁଣେ: ପୁଣେ ସ୍ଥିତ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରେ ନିଆଁ।‌ ଇନ୍‌ଷ୍ଟିଚ୍ୟୁଟର ନୂଆ ବିଲଡ଼ିଂ ଟର୍ମିନାଲ -୧ ରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ୫ ଜଣଙ୍କର ମୃତ୍ୟୁ ନେଇ ସ୍ପଷ୍ଟ କଲେ ପୁଣେ ମେୟର ମୁରଲୀଧର ମୋହଲ। ଆମ ଯବାନ ୫ ଜଣଙ୍କର ମୃତଦେହ ଠାବ କରିଥିବା ନେଇ ମେୟର ସୂଚନା…

ଚଳନ୍ତା ବସ୍‌ରେ ନିଆଁ

ଫୁଲବାଣୀ: ଚଳନ୍ତା ବସ୍‌ରେ ନିଆଁ। ଆଜି ସକାଳେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ୫୯ ନମ୍ବର ଜାତୀୟ ରାଜପଥର ଦାରିଙ୍ଗିବାଡ଼ି ଛକରେ ଏକ ଯାତ୍ରୀବାହୀ ବସ୍‌ରେ ଅଗ୍ନିକାଣ୍ଡ ଘଟିଛି। ‘ରୁଦ୍ରକାଳୀ’ ନାମକ ଏହି ଘରୋଇ ବସ୍‌ରେ ନିଆଁ ଲାଗି ବସ୍‌ଟି ଜଳିଯାଇଛି। ସୂଚନାମୁତାବକ, ବସ୍‌ଟି ଏମ୍‌ ରାମପୁରରୁ…

ପୋଡ଼ିହୋଇ ପରିବାରର ୪ ଗୁରୁତର

ଝାରସୁଗୁଡ଼ା: ପୋଡ଼ିହୋଇ ପରିବାରର ୪ ଗୁରୁତର। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରରେ। ନିଆଁରେ ମା’, ପୁଅ, ବିବାହିତା ଝିଅ ଓ ନାତୁଣୀ ପୋଡ଼ିହୋଇ ଯାଇଛନ୍ତି। ଘର ଭିତରୁ ପୋଲିସ୍‌ ସେମାନଙ୍କୁ ଗୁରୁତର ଭାବରେ ଉଦ୍ଧାର କରି IGHରେ ଭର୍ତ୍ତି କରିଛି। କିପରି ଓ କେଉଁ ପରିସ୍ଥିତିରେ…

ନିଆଁରେ ଜଳିଗଲା ୭ ବଖରା ଘର

ଯାଜପୁର: ନିଆଁ ଲାଗି ଜଳିଗଲା ୭ ବଖରା ଘର। ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଲକ୍ଷ୍ମୀନଗର ପଞ୍ଚାୟତ ରାଧାନଗର ଗାଁରେ ଘଟିଛି ଏହି ଅଗ୍ନିକାଣ୍ଡ। ଗତକାଲି ରାତି ପ୍ରାୟ ୧୧ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୩ଟି ପରିବାର ବାସହରା ହୋଇଯାଇଛନ୍ତି। ନିଆଁରେ ଜଳି ପାଉଁଶ ହୋଇଯାଇଛି ଘରର…

ବରଗଡ଼ ମୁଖ୍ୟ ଚିକିତ୍ସାଳୟ ଶିଶୁ ବିଭାଗ…

ବରଗଡ଼: ବରଗଡ଼ ମୁଖ୍ୟ ଚିକିତ୍ସାଳୟ ଶିଶୁ ବିଭାଗ ଓ୍ଵାର୍ଡରେ ଭୟାବହ ଅଗ୍ନିକାଣ୍ଡ। ଗତକାଲି ବିଳମ୍ବିତ ରାତ୍ରୀରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଉପର ତାଲାରେ ଥିବା ଶିଶୁ ବିଭାଗ ଓ୍ଵାର୍ଡରେ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡ ସମ୍ପର୍କରେ ଡାକ୍ତରଖାନାର କର୍ମଚାରୀଙ୍କ ଠାରୁ ଖବର ପାଇ ଅଗ୍ନିଶମ ବିଭାଗ…