Odisha Link
Bridging the Missing Links in Odisha
Browsing Tag

Gangster Hyder

ଚୌଦ୍ୱାର ଜେଲ୍‌ ଗଲା ଗ୍ୟାଙ୍ଗଷ୍ଟର ହାଇଦର

କଟକ: ଗ୍ୟାଙ୍ଗଷ୍ଟର ହାଇଦରକୁ ୭ ଦିନିଆ ରିମାଣ୍ଡରେ ନେବା ଲାଗି କଟକ ଜେଏମଏଫସି କୋର୍ଟ ପୋଲିସକୁ ଅନୁମତି ଦେଇଛନ୍ତି। ଆଜି କଟକ ସିଟି ଜେଏମ୍‌ଏଫ୍‌ସି କୋର୍ଟ ମଙ୍ଗଳାବାଗ ପୁଲିସ୍‌କୁ ଦେଇଛନ୍ତି ଏହି ଅନୁମତି। ଆସନ୍ତାକାଲି ସକାଳ ୭ଟାରୁ ପୁଲିସ୍ ହାଇଦରକୁ ରିମାଣ୍ଡରେ ନେବ। ୨୩ ତାରିଖ ସକାଳ ୭ଟାରେ ତା’…

ହାଇଦର ଫେରାର ଫଛରେ ଧରମ ପୁଅର ହାତ: ସିପି

କଟକ: କୁଖ୍ୟାତ ଅପରାଧୀ ହାଇଦର ଗିରଫ ନେଇ ପୋଲିସ କମିଶନରଙ୍କ ପ୍ରେସମିଟ। ହାଇଦର ଧରା ପଡିବା ପରେ କଟକ ପୋଲିସର କାର୍ଯ୍ୟକାରିତାକୁ ନେଇ ପୋଲିସ୍ କମିସନର ପ୍ରଶଂସା କରିଛନ୍ତ । ପୋଲିସ୍ କମିସନର କହିଛନ୍ତି ଯେ, ହାଇଦରକୁ ଗିରଫ କରିବା ଅପରେସନକୁ ୧୨୦ ଘଣ୍ଟା ପୁରିଛି। ଏହି ୧୨୦ ଘଣ୍ଟା ମଧ୍ୟରେ ପୋଲିସ୍ ଅନେକ…

ହାଇଦର ଖସିବା ପଛରେ ବଡ଼ ଲୋକଙ୍କ ହାତ:…

ଭୁବନେଶ୍ୱର: କେମିତି ଫେରାର ମାରିଲା ଗ୍ୟାଙ୍ଗଷ୍ଟର ହାଇଦର। ପୁଲିସ ଆଖିରେ ଧୂଳି ଦେଇ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ହେବା ଘଟଣା ପରେ ଆଜି ରାଜ୍ୟ ସରକାରଙ୍କୁ ବିଜେପି ଘେରିଛି। ଏନେଇ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ପ୍ରକାଶ ମିଶ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହ ହାଇଦର…

ହାଇଦର ଫେରାର ପଛରେ ସଲ୍ଲୁ ସାମିଲ:…

କଟକ: ଗ୍ୟାଙ୍ଗଷ୍ଟର ହାଇଦର ଫେରାର ପଛରେ କାହାର ହାତ ରହିଛି ସେ ନେଇ ସୂଚନା ଦେଇଛନ୍ତି କଟକ ଡିସିପି। ହାଇଦର ଫେରାର ପଛରେ ସହଯୋଗୀ ସଲ୍ଲୁର ହାତ ଥିବା ବେଳେ ସଲ୍ଲୁ ଷଡ଼ଯନ୍ତ୍ରରେ ସାମିଲ ଥିବା ନେଇ କଟକ ଡିସିପି ପ୍ରତୀକ ସିଂହ କହିଛନ୍ତି। ସେକ୍ ୟାକୁବ ଓରଫ ସଲ୍ଲୁ ଷଡ଼ଯନ୍ତ୍ରରେ ସାମିଲ ଥିବା ମାନିଛି।…

ହାଇଦର ସହଯୋଗୀ ୟାକୁବ ଖାଁ ଗିରଫ

କଟକ: ଗ୍ୟାଙ୍ଗଷ୍ଟର ହାଇଦର ସହଯୋଗୀ ୟାକୁବକୁ ଗିରଫ କରିଛି ପୁଲିସ।ଗତକାଲି ଗ୍ୟାଙ୍ଗଷ୍ଟର ହାଇଦର ଫେରାର ମାମଲାରେ ୟାକୁବ ଆତ୍ମସମର୍ପଣ କରିଥିଲା। ଆଜି ୟାକୁବ ଖାଁକୁ ଗିରଫ କରିଛି ମଙ୍ଗଳାବାଗ ପୁଲିସ। ହାଇଦାର ମାମଲାର ତଦନ୍ତ ନେଇ ସ୍ୱତନ୍ତ୍ର ଟିମ୍ ଗଠିତ ହୋଇଥିବା ବେଳେ ଟିମ୍ ସମ୍ପୃକ୍ତ ମାମଲାରେ…

ଷଡ଼ଯନ୍ତ୍ର ଜଣାପଡ଼ିଲେ କାର୍ଯ୍ୟାନୁଷ୍ଠାନ…

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟାର ହାଇଦର ସହଯୋଗୀ ୟାକୁବର ଆତ୍ମସମର୍ପଣ। କଟକ ଚାଉଳିଆଗଞ୍ଜ ଥାନାରେ ଆତ୍ମସମର୍ପଣ କରିଛି ୟାକୁବ। ଗ୍ୟାଙ୍ଗଷ୍ଟାର ହାଇଦର ଫେରାର ଥିବା ଘଟଣାରେ ଯଦି ଷଡ଼ଯନ୍ତ୍ର କଥା ଜଣାପଡେ଼ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ହାଇଦର ଫେରାର ଘଟଣାରେ ନିଜର ପ୍ରତିକ୍ରିୟା ରଖି ଏହା…

ଖୁବଶୀଘ୍ର ଧରାପଡ଼ିବ ହାଇଦର: କମିଶନରେଟ୍…

କଟକ: ଗ୍ୟାଙ୍ଗଷ୍ଟାର ହାଇଦରକୁ ଧରିବା ପାଇଁ ବଡ଼ଧରଣର ଅଭିଯାନ ଆରମ୍ଭ କରିିଛି କମିଶନରେଟ୍ ପୁଲିସ୍। କଟକ ଡିସିପିଙ୍କ ନେତୃତ୍ୱରେ ୪ଟି ଟିମ୍ ଗଠନ କରି ହାଇଦରକୁ ଠାବ କରିବା ପାଇଁ ଉଦ୍ୟମ ଆରମ୍ଭ କରାଯାଇଛି। ଗ୍ୟାଙ୍ଗଷ୍ଟାର ହାଇଦର ଅପରାଧିକ ସାମ୍ରାଜ୍ୟ ସହ ସଂପୃକ୍ତ ଥିବା ଜିଲ୍ଲା କେନ୍ଦ୍ରାପଡ଼ା,…

ଗାଙ୍ଗଷ୍ଟର ହାଇଦର ଫେରାର

କଟକ: ଡାକ୍ତରଖାନା ବେଡ୍‌ରୁ ଚମ୍ପଟ ମାରିଛି କେନ୍ଦ୍ରାପଡ଼ାର କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର। ଏକାଧିକ ମାମାଲରେ ସଂପୃକ୍ତ ହାଇଦର ଗତ କିଛି ଦିନ ହେବ କଟକ ବଡ ମେଡିକାଲରେ ଚିକିତ୍ସାଧୀନ ଥିଲା। ଜେଲରୁ ଅଣା ଯାଇ ହାଇଦରକୁ ଡାକ୍ରଖାନାରେ ଭର୍ତ୍ତି କରାଯାଇଥିଲା। ଏସସିବିର ସର୍ଜରୀ ଓ୍ଵାର୍ଡରେ ସେ ଚକିତ୍ସୀଧିନ…