Odisha Link
Bridging the Missing Links in Odisha
Browsing Tag

Holi

ହୋଲିରେ ରାସାୟନିକ ରଙ୍ଗ ବିକିଲେ ଫସିବେ

ଓଏଲ୍‌ ବ୍ୟୁରୋ: ଆଉ ଦିନକ ପରେ ରଙ୍ଗର ପର୍ବ ହୋଲି। ଏଥିପାଇଁ ଗାଁଠୁ ସହର ଉତ୍ସବମୁଖର। ହୋଲିର ପର୍ବକୁ ଆଖି ଆଗରେ ରଖି ଖୋଲିଛି ରଙ୍ଗ ଦୋକାନ। ଯେଉଁଠି ଭଳିକି ଭଳି ରଙ୍ଗ ବେରଙ୍ଗର ଜିନିଷ ଦେଖିବାକୁ ମିଳୁୁଛି। ଏସବୁ ମଧ୍ୟରେ କଟକ ଜିଲ୍ଲା ପ୍ରଶାସନ ନେଇଛି ବଡ଼ ନିଷ୍ପତ୍ତି। କଟକ ସହରରେ ହୋଲିରେ କୌଣସି…

ଆଜି ହୋଲି: ଶୁଭେଚ୍ଛା ଜଣାଇଲେ…

ଭୁବନେଶ୍ବର: ସାରାଦେଶ ରଙ୍ଗର ରଙ୍ଗରେ ରଙ୍ଗେଇ ହୋଇଛି। କୋଭିଡ କଟକଣା ମଧ୍ୟରେ ଦେଶବାସୀ ପାଳନ କରୁଛନ୍ତି ରଙ୍ଗର ପର୍ବ ହୋଲି। ହେଲେ କୋଭିଡ କଟକଣା ଯୋଗୁଁ ପୂର୍ବବର୍ଷ ଭଳି ଏବର୍ଷ ବି ଟିକେ ଫିକା ପଡ଼ିଛି ହୋଲି ଖେଳ। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ହୋଲି ଶୁଭେଚ୍ଛା ଜଣାଇଛନ୍ତି।…

ଦୋଳ ଓ ହୋଲି ପାଇଁ ଆସିଲା ବିଏମସିର…

ଭୁବନେଶ୍ବର: କରୋନାକୁ ଦୃଷ୍ଟିରେ ରଖି ଦୋଳ ପୂର୍ଣ୍ଣିମା ଓ ହୋଲି ପାଇଁ ବିଏମସି ଗାଇଡଲାଇନ୍‌ ଜାରି କରିଛି। ଦୋଳଯାତ୍ରାରେ ସାମିଲ ହୋଇପାରିବେ ମାତ୍ର ୬ ଜଣ। ଶୋଭାଯାତ୍ରାକୁ ନା, ଦୋଳକୁ କାନେ୍ଧଇବା ବ୍ୟକ୍ତି ମାସ୍କ ପିନ୍ଧିବେ। ଦୋଳ ମେଳଣ ପଡ଼ିଆରେ ସର୍ବାଧିକ ୫୦ରୁ ୬୦ ଜଣଙ୍କୁ ଅନୁମତି। ସମସ୍ତେ ସାମାଜିକ…

ହୋଲି ପାଇଁ କମିଶନରେଟ୍ ପୋଲିସର କଟକଣା

ଭୁବନେଶ୍ୱର: ହୋଲି ପାଇଁ କମିଶନରେଟ୍ ପୋଲିସର କଟକଣା ଜାରି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଚଳିତ ବର୍ଷ ହୋଲିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ରୋକ ଲଗାଇଛି କମିଶନରେଟ୍ ପୋଲିସ। ସରକାରୀ ନିୟମ ଅନୁଯାୟୀ ହୋଲି ଖେଳିବାକୁ କମିଶନରେଟ୍ ପୋଲିସ…

ଦୋଳ ପାଇଁ କଟକଣା ଜାରି କଲା ବିଏମସି

ଭୁବନେଶ୍ୱର: ପୁଣି ଚିନ୍ତା ବଢ଼ାଇଲାଣି କରୋନା କାୟା। ରାଜ୍ୟରେ ଏବେ ଉପରମୁହାଁ ରହୁଛି କରୋନା ଗ୍ରାଫ୍। କରୋନା ସଂକ୍ରମଣକୁ ଦୃଷ୍ଟିରେ ଦୋଳ ପାଇଁ କଟକଣା ଜାରି କରିଛି ବିଏମସି। ଦୋଳ ଓ ହୋଲି ପାଇଁ ପୂର୍ବରୁ ବିଏମସି ପକ୍ଷରୁକରାଯାଇଥିବା କଟକଣାକୁ ଆହୁରି କଡ଼ାକଡ଼ି କରାଯାଇଛି। ବିଏମ୍‌ସି ଗାଇଡଲାଇଡ଼ ମୁତାବକ,…

ସାଙ୍ଗ ସହ ଗୋଲାପ ପାଖୁଡ଼ାରେ ହୋଲି ଖେଳିଲେ…

ମୁମ୍ବାଇ : ବଲିଉଡର ଚୁଲବୁଲି ଅଭିନେତ୍ରୀ ସାରା ଅଲ୍ଲୀ ଖାନ ନିଜର ଚୁଲବଲି ବ୍ୟବହାର ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ତେବେ ଗତ କାଲି ହୋଲି ଉପଲକ୍ଷେ ସମଗ୍ର ଦେଶ ରଙ୍ଗରେ ରଙ୍ଗୀତ ହୋଇଥିଲା ।ଏହାର ପ୍ରଭାବ ବଲିଉଡରେ ମଧ୍ୟ ଦେଖିବାକୁ ମିଳିଥିଲା । ସାଧାରଣତ‌ଃ ଲୋକ ମାନ ରଙ୍ଗ ସାଥିରେ ହୋଲି…

ହୋଲି: ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ…

ଭୁବନେଶ୍ବର: ଆଜି ହେଉଛି ପର୍ବର ରଙ୍ଗ ହୋଳଇ। ଏହି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ। ଟ୍ବିଟ କରି ସୁରକ୍ଷିତ ହୋଲି ପାଳିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।cନବୀନ ନିଜ ଟ୍ବିଟର ପେଜରେ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ରଙ୍ଗର ପର୍ବ ହୋଲି ସମସ୍ତଙ୍କ…

ହୋଲି: ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ…

ନୂଆଦିଲ୍ଲୀ: ଆଜି ସମଗ୍ର ଦେଶ ପାଳନ କରୁଛି ରଙ୍ଗର ପର୍ବ ହୋଲି। ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ଭାରତ ଏବଂ ଭାରତୀୟମାନଙ୍କ ଶାନ୍ତି ଓ ସମୃଦ୍ଧି କାମନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର ହୋଲି ଅଭିନନ୍ଦନ…

ଆସନ୍ତାକାଲି ହୋଲି: ବାଲୁକା କଳା…

ପୁରୀ: ଆସନ୍ତାକାଲି ହେଉଛି ରଙ୍ଗର ପର୍ବ ହୋଲି। ହେଲେ ଚଳିତ ଥର ରଙ୍ଗର ଖେଳକୁ ବେରଙ୍ଗ କରିଛି କୋରନା ଭାଇରସ୍। ଏହି ଅବସରରେ ବାଲୁକା କଳାରେ ହୋଲିର ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ବିଶ୍ବବାସୀଙ୍କୁ ହୋଲିର ଶୁଭେଚ୍ଛା ଜଣାଇଛନ୍ତି ଶ୍ରୀ…

ଚଳିତବର୍ଷ ରାଜ୍ୟପାଳ ଖେଳିବେନି ହୋଲି

ଭୁବନେଶ୍ବର: ଚଳିତଥର ରଙ୍ଗର ପର୍ବ ହୋଲି ଖେଳିବେ ନାହିଁ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ।ରାଜଭବନ ପକ୍ଷରୁ ଜାରି ସୂଚନା ଅନୁସାରେ, ରାଜ୍ୟପାଳ ଚଳିତବର୍ଷ ହୋଲି ଖେଳିବେ ନାହିଁ କିମ୍ବା ହୋଲି ମିଳନ ଓ ଉତ୍ସବ ଆଦିରେ ଯୋଗ ଦେବେ ନାହିଁ। ଭୟାବହ କରୋନା ଭାଇରସ୍ ସଂକ୍ରମଣର ମୁକାବିଲା ନିମନ୍ତେ ପ୍ରତ୍ୟେକ…