Odisha Link
Bridging the Missing Links in Odisha
Browsing Tag

IND VS ENG

ପ୍ରଥମ ଦିନିକିଆ: ପ୍ରଥମେ ବ୍ୟାଟିଂ କରିବ…

ପୁଣେ: ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ୍‌ ଷ୍ଟାଡିୟମରେ ଖେଳାଯାଉଛି ଭାରତ-ଇଂଲଣ୍ଡ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍। ପ୍ରଥମ ମ୍ୟାଚରେ ଇଂଲଣ୍ଡ ଦଳ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛି। ଯାହାଫଳରେ ପ୍ରଥମେ ବ୍ୟାଟିଂ କରିବ ଟିମ୍‌ ଇଣ୍ଡିଆ।…

୪ର୍ଥ ଟେଷ୍ଟ: ଟସ୍‌ ଜିତିଲା ଇଂଲଣ୍ଡ,…

ଅହମ୍ମଦାବାଦ: ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜର ଶେଷ ମ୍ୟାଚ୍‌ ନରେନ୍ଦ୍ର ମୋାଦୀ ଷ୍ଟାଡିୟମରେ ଖେଳାଯାଉଛି। ଇଂଲଣ୍ଡ ଦଳର ଅଧିନାୟକ ଜୋ ରୁଟ୍‌ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛନ୍ତି। ଯାହାଫଳରେ ପ୍ରଥମେ ବୋଲିଂ କରିବ ବିରାଟ ବାହିନୀ। ଟିମ୍‌ ଇଣ୍ଡିଆ ଗୋଟିଏ…

ଚେନ୍ନାଇରେ ହିଟ୍‌ ମ୍ୟାନଙ୍କ ଦମଦାର ଶତକ

ଚେନ୍ନାଇ: ଦ୍ବିତୀୟ ଟେଷ୍ଟରେ ଚମକିଲେ ରୋହିତ ଶର୍ମା। ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦ୍ବିତୀୟ ଟେଷ୍ଟରେ ଶତକୀୟ ଇନିଂସ୍‌ ଖେଳିଲେ ରୋହିତ। ୧୩୦ଟି ବଲ ଖେଳି ରୋହିତ ନିଜ ଟେଷ୍ଟ କ୍ୟାରିୟରର ୭ମ ଶତକ ହାସଲ କରିଛନ୍ତି। ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି…

ପ୍ରଥମ ଟେଷ୍ଟରେ ହାରିଲା ଟିମ୍‌ ଇଣ୍ଡିଆ,…

ଚେନ୍ନାଇ: ଚେନ୍ନାଇ ଟେଷ୍ଟରେ ଟିମ୍‌ ଇଣ୍ଡିଆକୁ ମାତ୍‌ ଦେଲା ଭ୍ରମଣକାରୀ ଇଂଲଣ୍ଡ ଦଳ। ଭାରତକୁ ୨୨୭ ରନରେ ହରାଇ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି ଇଂଲଣ୍ଡ ଦଳ। ପ୍ରଥମ ଇନିଂସରେ ଖରାପ ପ୍ରଦର୍ଶନ କରିଥିବା ଟିମ୍‌ ଇଣ୍ଡିଆ ବ୍ୟାଟସମ୍ୟାନ୍‌ ମାନେ ଦ୍ବିତୀୟ ଇନିଂସରେ ମଧ୍ୟ ଖରାପ ପ୍ରଦର୍ଶନ କରିଛନ୍ତି।…

ଇଂଲଣ୍ଡ ବିପକ୍ଷ ପ୍ରଥମ ୨ ଟେଷ୍ଟ ପାଇଁ…

ନୂଆଦିଲ୍ଲୀ: ବର୍ଡର-ଗାଭସ୍କାର ସିରିଜ ପରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବ ଟିମ୍‌ ଇଣ୍ଡିଆ। ଆସନ୍ତା ଫେବୃଆରୀ ୫ ତାରିଖରେ ଭାରତରେ ଇଂଲଣ୍ଡ ଓ ଭାରତ ମଧ୍ୟରେ ଟେଷ୍ଟ ସିରିଜ ଖେଳାଯିବ। ଇଂଲଣ୍ଡ ବିପକ୍ଷରେ ଟିମ୍‌ ଇଣ୍ଡିଆ ୪ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଖେଳିବ। ଏଥିପାଇଁ ଆଜି ୪ମ୍ୟାଚ୍‌…

ମହିଳା ଟି-୨୦ ବିଶ୍ବକପ୍: ବର୍ଷା ପାଇଁ…

ସିଡନି: ୨୦୨୦ ମହିଳା ଟି-୨୦ ବିଶ୍ବକପ୍‌ ଫାଇନାଲରେ ପ୍ରବେଶ କଲା ଟିମ୍‌ ଇଣ୍ଡିଆ। ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ପ୍ରଥମ ସେମି ଫାଇନାଲ ମ୍ୟାଚ୍‌ ଖେଳ ହେବା ପୂର୍ବରୁ ସିଡନୀରେ ଲଗାଣ ବର୍ଷା ଲାଗି ରହିଥିଲା ଯାହା ଫଳରେ ଟସ୍‌ ମଧ୍ୟ ପଡ଼ି ପାରିନଥିଲା। ବର୍ଷା ନଛାଡ଼ିବାରୁ ପ୍ରଥମ ସେମି ମ୍ୟାଚକୁ ବାତିଲ କରିଦେଇଛି…

ମହିଳା ଟି-୨୦ ବିଶ୍ବକପ୍‌: ଆଜି…

ସିଡ୍‌ନି : ଚଳିତ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଅପରାଜେୟ ଥିବା ଭାରତ ଫାଇନାଲ୍‌ ସ୍ଥାନ ପାଇଁ ଆଜି ଇଂଲଣ୍ଡକୁ ସେମିଫାଇନାଲ ମ୍ୟାଚରେ ଭେଟିବ। ବିଶ୍ବକପରେ ଏ ପର୍ଯ୍ୟନ୍ତ ଭଲ ପ୍ରଦର୍ଶନ ଦେଇଥିବାରୁ ଭାରତ ପ୍ରଥମ ଥର ଫାଇନାଲ୍‌ ଖେଳିବା ଆଶାରେ ରହିଛି। ବିଜେତା ଅଷ୍ଟ୍ରେଲିଆକୁ ହରାଇ ଅଭିଯାନ ଆରମ୍ଭ…

ଆଇସିସି ମହିଳା ଟି-୨୦ ବିଶ୍ୱକପ୍‌: ୧ମ…

ସିଡନୀ: ୨୦୨୦ ଆଇସିସି ମହିଳା ଟି-୨୦ର ସେମିଫାଇନାଲ୍ ଲାଇନଅପ୍ ଚୂଡ଼ାନ୍ତ ହୋଇଛି। ଭାରତ ସମେତ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଦଳ ସେମି ଫାନାଲକୁ ଉତୀନ୍ନ ହୋଇଛନ୍ତି। ଲିଗ୍ ପର୍ଯ୍ୟାରେ ସବୁଯାକ ମ୍ୟାଚ୍ ଜିତିଥିବା ଭାରତୀୟ ମହିଳା କ୍ରିକେଟ୍ ଟିମ୍ ସେମିରେ ଇଂଲଣ୍ଡକୁ ଭେଟିବ। ସେହିପରି ଦ୍ୱିତୀୟ…

କ୍ରିକେଟ ବିଶ୍ବକପ୍: ରୋହିତଙ୍କ ଶତକ…

ବର୍ମିଂହାମ: ସୁପର ସଣ୍ଡେ ମୁକାବିଲାରେ ବାଜି ମାରି ନେଇଛି ଇଂଲଣ୍ଡ। ଏଥି ସହିତ ୨୦୧୯ କ୍ରିକେଟ ମହାକୁମ୍ଭରେ ପ୍ରଥମ ପରାଜୟ ବରଣ କରିଛି ଟିମ୍ ଇଣ୍ଡିଆ। ଆୟୋଜକ ଇଂଲଣ୍ଡ ଠାରୁ ଦଳ ୩୧ ରନରେ ପରାଜିତ ହୋଇଛି ଟିମ୍‌ ଇଣ୍ଡିଆ। ବର୍ମିଂହାମ ଏଜବାଷ୍ଟନ୍ ଗ୍ରାଉଣ୍ଡରେ ଆଜି ବଡ଼ ମୁକାବିଲା ଖେଳାଯାଇଥିଲା । ବିଶ୍ୱକପ୍…

କ୍ରିକେଟ ବିଶ୍ବକପ୍: ଭାରତ-ଇଂଲଣ୍ଡ ମହା…

ବର୍ମିଂହାମ: କ୍ରିକେଟ ବିଶ୍ବକପ୍‌ ୨୦୧୯ର ୩୮ ତମ ମ୍ୟାଚରେ ଆଜି ଭାରତ ଏବଂ ଇଂଲଣ୍ଡ ମୁହାମୁହିଁ ହେବେ। ସୁପର ସଣ୍ଡେର ସୁପର ମୁକାବିଲା ଆଜି ବର୍ମିଂହାମର ଏଜବାଷ୍ଟନ ଷ୍ଟାଡିୟମରେ ଖେଳାଯିବ। ଆଜିର ମ୍ୟାଚ ଉଭୟ ଟିମ୍‌ ଇଣ୍ଡିଆ ଏବଂ ଇଂଲଣ୍ଡ ପାଇଁ ଗୁରୁତ୍ବପୂର୍ଣ୍ଣ। ଏପର୍ଯ୍ୟନ୍ତ ୨୦୧୯ କ୍ରିକେଟ ବିଶ୍ବକପରେ…