IND VS NZ: ୨୪୨ ରନ୍ କରି ପ୍ରଥମ ଦିନରେ…
ଖ୍ରୀଷ୍ଟଚର୍ଚ୍ଚ: ଆଜିଠୁ ଖ୍ରୀଷ୍ଟଚର୍ଚ୍ଚରେ ଆରମ୍ଭ ହୋଇଛି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ୨ୟ ବା ଅନ୍ତିମ ଟେଷ୍ଟ। ନ୍ୟୁଜିଲାଣ୍ଡ ଗସ୍ତର ଟେଷ୍ଟ ସିରିଜର କର ବା ମର ମ୍ୟାଚରେ ଭାରତର ଲଜ୍ଜାଜନକ ପ୍ରଦର୍ଶନ। ପୃଥୀ ଶ, ଚେତେଶ୍ବର ପୂଜାରା ଓ ହନୁମା ବିହାରୀଙ୍କ ଅର୍ଦ୍ଧଶତକ ବଳରେ ଟିମ୍ ଇଣ୍ଡିଆ ପ୍ରଥମ ପାଳିରେ…