Odisha Link
Bridging the Missing Links in Odisha
Browsing Tag

JAGANNATH TEMPLE

ଆଜି ମହାପ୍ରଭୁଙ୍କ ବନକଲାଗି, ୪ଘଣ୍ଟା…

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତମହାପାତ୍ର ସେବକ ମାନେ ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପର୍ଣ୍ଣ କରିବେ। ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ଆଦି ଦେଶୀୟ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ…

ସୁନାବେଶ ବିଳମ୍ବ ସମୀକ୍ଷା ବୈଠକ

ପୁରୀ: ପୌଷ୍ୟ ପୁର୍ଣ୍ଣିମା ଅବସରରେ ଅନୁଷ୍ଠିତ ମହାପ୍ରଭୁଙ୍କ ସୁନାବେଶ ବିଳମ୍ବକୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠତ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଆରମ୍ଭ ହୋଇଛି ଏହି ବୈଠକ। ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମାଙ୍କ ଅଧକ୍ଷତାରେ ବୈଠକ ଆରମ୍ଭ ହୋଇଛି। ସମୀକ୍ଷା ବୈଠକ…

ଆଜି ଦିନକ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ: ଆଜି ଦିନକ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର। ଏନେଇ ଏସଓପି ଅନୁସାରେ ରବିବାର ସାଧାରଣ ଦର୍ଶନକୁ ବନ୍ଦ ରଖିଛି ପ୍ରଶାସନ। ଶ୍ରୀମନ୍ଦିର ପରିସରକୁ ସାନିଟାଇଜ୍ କରିବାକୁ ଏପରି ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ଏନେଇ ଏସଓପି ଜାରି କରାଯାଇଥିଲା। ଏବେ ବିନା କୋଭିଡ଼ ରିପୋର୍ଟରେ ସମସ୍ତ ଭକ୍ତ ମହାବାହୁଙ୍କୁ…

ଶ୍ରୀମନ୍ଦିରରେ ନିର୍ବିଘ୍ନ ଦର୍ଶନ ଲାଗି…

ପୁରୀ: କାଲି ଠାରୁ ବିନା ନେଗେଟିଭ ରିପୋର୍ଟରେ ଭକ୍ତ ଦର୍ଶନ କରିବେ ଶ୍ରୀଜିଉଙ୍କୁ। ଏନେଇ ନିର୍ବିଘ୍ନ ଦର୍ଶନ ନେଇ ପୁରୀ ଜିଲ୍ଲାପାଳ ପରମର୍ଶ ଦେଇଛନ୍ତି। ଡିଆଇଜି ଆଶିଷ ସିଂହ ଓ ଏସ୍‌ପି ସମୀକ୍ଷା କରିଛନ୍ତି। ଦୈଦିକ ୩୦ ହଜାର ଶ୍ରଦ୍ଧାଳୁଙ୍କ ନିର୍ବିଘ୍ନ ଦର୍ଶନ ପାଇଁ ପ୍ରସ୍ତୁତି କରାଯାଇଛି। ସକାଳ ୬ରୁ ୭ଟା…

୨୧ରୁ ବିନା ରିପୋର୍ଟରେ ଜଗା ଦର୍ଶନ

ପୁରୀ: ଆସନ୍ତା ୨୧ ତାରିଖରୁ ଶ୍ରୀମନ୍ଦିରରେ ମିଳିବ ଶ୍ରୀଜିଉଙ୍କ ଦର୍ଶନ। ଆଉ ଦରକାର ହେବ ନାହିଁ କୋଭିଡ୍ ନେଗେଟିଭ୍ ରିପୋର୍ଟ। କୋଭିଡ୍ ରିପୋର୍ଟ ନଦେଲେ ମଧ୍ୟ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ଏନେଇ ଆଜି ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ପୂର୍ବ…

ଶ୍ରୀମନ୍ଦିରରେ ଆଜିଠୁ ଆରମ୍ଭ ସର୍ବସାଧାରଣ…

ପୁରୀ: ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହେବ ସର୍ବସାଧାରଣ ଦର୍ଶନ। ମାର୍କେଟ୍ ଛକ ଠାରୁ ସ୍ବତନ୍ତ୍ର ବ୍ୟାରିକେଡ୍ ଯୋଗେ ସିଂହଦ୍ବାରକୁ ଆସିବା ପରେ ଭକ୍ତମାନଙ୍କ ଫଟୋ ଉଠାଯିବା ସହ ହାତ ସାନିଟାଇଜ୍ କରି ଶ୍ରୀମନ୍ଦିରରେ ପ୍ରବେଶ କରିବାର ବ୍ୟବସ୍ଥା ହୋଇଛି। ଏସ୍.ଓ.ପି ଅନୁସାରେ ଶ୍ରୀମନ୍ଦିର ଭିତରେ କୌଣସି…

କାଲିଠୁ ମହାପ୍ରଭୁଙ୍କ ଦର୍ଶନ କରିବେ…

ପୁରୀ: ୯ ମାସ ପରେ ଆସନ୍ତାକାଲିଠୁ ମହାପ୍ରଭୁଙ୍କ ଦର୍ଶନ କରିବେ ସର୍ବସାଧାରଣ ଭକ୍ତ। ରାଜ୍ୟ ଏବଂ ରାଜ୍ୟ ବାହାର ଭକ୍ତମାନେ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇ କରିବେ ଦର୍ଶନ ।ପରୀକ୍ଷାମୂଳକ ଭାବେ ସେବାୟତ ଓ ପୁରୀବାସୀଙ୍କ ଦର୍ଶନ ପରେ ଏବେ ୧୫ରୁ ୧୭ହଜାର ଭକ୍ତ ଦର୍ଶନ କରିପାରିବେ ବୋଲି ପ୍ରଶାସନ…

କାଲିଠୁ ଶ୍ରୀଜିଉଙ୍କୁ ଦର୍ଶନ କରିବେ ପୁରୀ…

ପୁରୀ: ସେବାୟତ ଓ ସେବାୟତଙ୍କ ପରିବାର ଦର୍ଶନ ପରେ ଆସନ୍ତାକାଲିଠୁ ଶ୍ରୀଜିଉଙ୍କୁ ଦର୍ଶନ କରିବେ ସମସ୍ତ ପୁରୀ ଜିଲ୍ଲା ବାସୀ। ଏସ୍‌ଓପି ଅନୁଯାୟୀ ଦର୍ଶନ ବ୍ୟବସ୍ଥା ନେଇ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଶୀମନ୍ଦିର ଓ ଭକ୍ତଙ୍କ ସୁରକ୍ଷା ବ୍ୟବସ୍ଥା ନେଇ କେନ୍ଦ୍ରାଞ୍ଚଳ ଡିଆଇଜି ସମୀକ୍ଷା…

ଶ୍ରୀମନ୍ଦିର ଭିତରେ ଦୀପ ଜାଳିବା ମନା

ପୁରୀ: ଦୀର୍ଘ ନଅ ମାସ ପରେ ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରୁଛନ୍ତି ଭକ୍ତ। ତେବେ ପ୍ରଭୁଙ୍କ ଦର୍ଶନ ନେଇ ପ୍ରଶାସନ ତରଫରୁ ଏସଓପି ଜାରି କରାଯାଇଛି। ଭକ୍ତମାନେ ଏହାକୁ ମାନି ଦର୍ଶନ କରିପାରିବେ। ଭକ୍ତମାନେ ପ୍ରତିମାଙ୍କୁ ଛୁଇଁପାରିବେନି। ମନ୍ଦିର ଭିତରେ ଓ ବାହାରେ ମାସ୍କ ବ୍ୟବହାର ଜରୁରୀ ।…

ଶ୍ରୀମନ୍ଦିର ଖୋଲୁ ଖୋଲୁ ଦୌଡ଼ିଲେ ବିହ୍ୱଳ…

ପୁରୀ: ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶେଷରେ ଖୋଲିଛି ଶ୍ରୀମନ୍ଦିର। ଆଜିଠାରୁ ପୁରୀରେ ଆରମ୍ଭ ହୋଇଛି କାଳିଆ ଦର୍ଶନ। ପୁରୀ ନିବାସୀଙ୍କ ପାଇଁ ମନ୍ଦିର ଖୋଲାଯାଇଛି। ପ୍ରଥମ ସେବାୟତଙ୍କ ପରିବାର ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି। ହେଲେ ଏହାରି ଭିତରେ ଆସିଛି ଆଉ ଏକ ଖବର। ଯେତେବେଳେ ଆଜି ଭୋର୍ ରୁ…