Odisha Link
Bridging the Missing Links in Odisha
Browsing Tag

JAGANNATH TEMPLE

ଖୋଲିଲା ଶ୍ରୀମନ୍ଦିର, ବେଳାଭୂମିରେ…

ପୁରୀ: ଆଜି ଖୋଲିଲା ଶ୍ରୀମନ୍ଦିର। ଦୀର୍ଘ ୯ ମାସ ପରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଭକ୍ତ। ଏହି ପରିପ୍ରେକ୍ଷୀରେ ପୁରୀ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଶ୍ରଦ୍ଧାଳୁ ମାନେ କରୋନା କଟକଣାକୁ ପାଳନ କରି ଏହି ଖୁସିର ମୁହୂର୍ତ୍ତକୁ ଉପଭୋଗ…

ଶହେ ଟଙ୍କାରେ ପୁରୀରେ ହେବ ରହଣି…

ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ଲାଗି ଆସୁଥିବା ଭକ୍ତମାନଙ୍କ ଲାଗି ଖୁସି ଖବର। ଏଥର ଶହେରୁ ଦେଢ଼ ଶହ ଟଙ୍କା ମଧ୍ୟରେ ପୁରୀରେ ରାତ୍ରିଯାପନ କରିହେବ ଭକ୍ତ। ସାଧାରଣ ଲୋକଙ୍କୁ ସ୍ୱଳ୍ପ ମୂଲ୍ୟରେ ପୁରୀରେ ରହଣି ପାଇଁ ଭକ୍ତ ନିବାସ ନିର୍ମିତ ହେବ ବୋଲି ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିରର…

ମା’ଙ୍କ ଶେଷଇଛା କଲେ ପୂରଣ, ଜଗନ୍ନାଥଙ୍କୁ…

ନବରଙ୍ଗପୁର: ସମ୍ପତ୍ତି ପାଇଁ ରକ୍ତର ସମ୍ପର୍କ ପର ପାଲଟି ଯାଉଥିବା ବେଳେ ନବରଙ୍ଗପୁରରେ ଦେଖିବାକୁ ମିଳିଛି ଏକ ନିଆରା ଦୃଶ୍ୟ। ଏଠି ସମ୍ପର୍କ ସନ୍ତାନ, ପରିବାର ସହ ନୁହେଁ, ବରଂ ସମ୍ପର୍କ ଗଢି ଉଠିଛି ମହାପ୍ରଭୁ ଜଗନ୍ନାଥଙ୍କ ସହ। ମହାପ୍ରଭୁ ଜଗନ୍ନାଥଙ୍କୁ ନିଜର ପୁଅ ବୋଲି ଭାବି ନିଜର ତିନି ମହଲା କୋଠା…

୨୩ରେ ଖୋଲିବ ଶ୍ରୀମନ୍ଦିର

ପୁରୀ: ବହୁପ୍ରତୀକ୍ଷାର ଅନ୍ତ ଘଟାଇ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ମିଳନ ହେବ। ଡିସେମ୍ବର ଶେଷ ସପ୍ତାହରେ ଖୋଲିପାରେ ଶ୍ରୀମନ୍ଦିର। ଏଥିପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ କରାଯିବ ବୋଲି ଛତିଶା ନିଯୋଗ ବୈଠକ ପରେ ମୁଖ୍ୟ ପ୍ରଶାସକଙ୍କ ପକ୍ଷରୁ ସୂଚନା ମିଳିଛି। ଏହା ସହ ସେ କହିଛନ୍ତି ଯେ, ୨ ଦିନ ମଧ୍ୟରେ ରାଜ୍ୟ…

ଭକ୍ତଙ୍କ ଅପେକ୍ଷାର ଅନ୍ତ, ଖୋଲିବ…

ପୁରୀ: ଦୀର୍ଘ ନଅ ମାସ ପରେ ଭକ୍ତଙ୍କ ଅପେକ୍ଷାର ଅନ୍ତ ହେବ। ଅତିଶୀଘ୍ର ପୁରୀ ଶ୍ରୀମନ୍ଦିର ଖୋଲିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର। କରୋନା ମହାମାରୀ ପାଇଁ ଗତ ୮ ମାସ ହେବ ପୁରୀ ଶ୍ରୀମନ୍ଦର ବନ୍ଦ ରହିଛି। ଭକ୍ତଙ୍କୁ ଦର୍ଶନ ପାଇଁ ଛଡାଯାଉ ନାହିଁ। କେବଳ ନୀତିକାନ୍ତି ହିଁ…

ନାଗାର୍ଜୁନ ବେଶ ପୁର୍ବରୁ ଶ୍ରୀମନ୍ଦିର…

ପୁରୀ: ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ନେଇ ଦାବି କରାଯାଇଛି। ଶ୍ରୀମନ୍ଦିର ଖୋଲିବାକୁ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କଲେ ଆବେଦନକାରୀ। ନାଗାର୍ଜୁନ ବେଶ ପୁର୍ବରୁ ଶ୍ରୀମନ୍ଦିର ଖୋଲିବାକୁ ଦୃଷ୍ଟି ଆକର୍ଷଣ କଲେ। ଜବାବର ପ୍ରତି ଜବାବ ଦାଖଲ ପାଇଁ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରକାଶ…

ଆଜି କାର୍ତ୍ତିକ ପ୍ରଥମ ସୋମବାର,…

ପୁରୀ: ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର। କରୋନା ମହାମାରୀ ମଧ୍ୟରେ ହବିଷ ବ୍ରତ ପାଳନ କରୁଛନ୍ତି ହବିଷ୍ୟାଳୀ। ଫଳରେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେହବିଷ୍ୟାଳୀଙ୍କ ଭିଡ ଦେଖିବାକୁ ମିଳିଛି। ମାତ୍ର ସବୁ ବର୍ଷ ଭଳି ଚଳିତ ବର୍ଷ କରୋନା ଯୋଗୁଁ ଭିଡ଼ କମିଛି। ଶ୍ରୀକ୍ଷେତ୍ରରେ ହବିଷ୍ୟାଳୀ ମାନେ ହବିଷ…

କାର୍ତ୍ତିକରେ ଭକ୍ତଙ୍କୁ ମିଳିବ…

ପୁରୀ: ମହାମାରୀ କରୋନା କାରଣରୁ ଦୀର୍ଘ ସାତ ମାସ ହେବ ଭକ୍ତ ଭଗବାନଙ୍କୁ ଦର୍ଶନ କରିପାରୁନାହାନ୍ତି। କିନ୍ତୁ ଏହି ଧର୍ମ ମାସ କାର୍ତ୍ତିକରେ ଶ୍ରୀଜିଉଙ୍କ ମହାପ୍ରସାଦ ପାଇବେ ସମସ୍ତ ଶ୍ରଦ୍ଧାଳୁ। କାର୍ତ୍ତିକ ବ୍ରତ ରଖୁଥିବା ହବିଷ୍ୟାଳି ଓ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ପ୍ରଶାସନ।…

ମରାମତି ହେବ ଶ୍ରୀମନ୍ଦିରର ବାଇଶି ପାହାଚ

ପୁରୀ: ଶ୍ରୀମନ୍ଦିରର ବାଇଶି ପାହାଚର ମରାମତି କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ପ୍ରତ୍ନତତ୍ତ୍ୱ ବିଭାଗର ଟିମ ଦ୍ୱାରା ବାଇଶି ପାହାଚର ଅନୁଧ୍ୟାନ କରାଯିବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ପ୍ରତ୍ନତତ୍ତ୍ୱ ବିଭାଗର ଟିମ ଅନୁଧ୍ୟାନ କରିବା ବେଳେ ପାହାଚର ଦୁର୍ବଳ ପଥରକୁ ଚିହ୍ନଟ କରିଛନ୍ତି । ବାଇଶି…

ରୁପା ଛାଉଣୀ ହେବ ଶ୍ରୀମନ୍ଦିର ଦ୍ବାର

ପୁରୀ : ରୁପାରେ ଆଛାଦିତ ହେବ ଶ୍ରୀମନ୍ଦିରର ୮ଟି ଦ୍ୱାର। ପୂର୍ବରୁ ତିନୋଟି ଦ୍ୱାର ରୁପାରେ ଆଛାଦିତ ହେବ ବୋଲି ନିଷ୍ପତି ନିଆଯାଇଥିଲା କିନ୍ତୁ ଆଉ ୫ଟି ଦ୍ୱାରକୁ ମଧ୍ଯ ରୁପାରେ ଆଛାଦିତ କରାଯିବ। ଏଥିଲାଗି ବିନିଯୋଗ ହେବ ଅଢ଼େଇ ଟନ୍ ରୁପା। ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧକ୍ଷତାରେ ଆଜି…