Odisha Link
Bridging the Missing Links in Odisha
Browsing Tag

JAWAN

ଓଲଟିଲା ବିଏସ୍‌ଏଫ୍‌ ଭ୍ୟାନ୍; ୧୫ ଜଣ…

ଓଏଲ୍‌ ବ୍ୟୁରୋ: ମାଲକାନଗିରି ଛତିଶଗଡ଼ ସିମାନ୍ତ ନାରାୟଣପୁର ଜିଲ୍ଲାରେ ବିଏସ୍‌ଏଫ୍‌ ଭ୍ୟାନ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଭ୍ୟାନ୍‌ ଓଲଟି ୧୫ ଜଣ ଯବାନ ଗୁରୁତର ଆହାତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ଜଣ ଯବାନଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବା ସୂଚନା ରହିଛି। ସମସ୍ତ ଆହତମାନଙ୍କୁ ରାୟପୁର…

ନକ୍ସଲଙ୍କ ତାଣ୍ଡବ: ଆଇଡି ବିସ୍ଫୋରଣରେ ୨…

ଓଏଲ୍‌ ବ୍ୟୁରୋ: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମାରେ ନକ୍ସଲଙ୍କ ଆଇଡିି ବିସ୍ଫୋରଣ। ଯାହାରିଫଳରେ ୨ ଜଣ ଯବାନ ଗୁରୁତର ଆହାତ ହୋଇଛନ୍ତି। ଉଭୟ ଯବାନଙ୍କୁ ଉତ୍ତମ ଚିକିତ୍ସା ନିମନ୍ତେ ରାୟପୁର ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନା ମୁତାବକ, ଆଜି ସକାଳେ ଡାମବାମ ସିଆରିପିଏଏଫ୍ କ୍ୟାମ୍ପରୁ…

ରିଲିଜ୍ ହେଲା କିଙ୍ଗ୍ ଖାନ୍‌ଙ୍କ ‘ଯବାନ’,…

ଓଏଲ୍ ବ୍ୟୁରୋ: ଆଜି ରିଲିଜ ହୋଇଛି କିଙ୍ଗ୍ ଖାନ୍‌ଙ୍କ ‘ଯବାନ’। ଫିଲ୍ମ ‘ଯବାନ’ ପାଇଁ ଏବେ ଲାଇମ୍‌ଲାଇଟ୍‌ରେ ଅଛନ୍ତି ସୁପର୍‌ଷ୍ଟାର୍ ଶାହରୁଖ୍‌ ଖାନ୍‌। ଏହି ଚଳଚ୍ଚିତ୍ରକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଏକ ଜବରଦସ୍ତ କ୍ରେଜ୍‌ ରହିଛି। ଚଳଚ୍ଚିତ୍ରର ଗୀତଗୁଡ଼ିକ ପ୍ରଶଂସକଙ୍କୁ ବେଶ୍‌ ପସନ୍ଦ ଆସିଛି। ରାତି…

ଛତିଶଗଡରେ ନକ୍ସଲ ହମଲା; ଭାଇରାଲ ହେଉଥିବା…

ଓଏଲ୍‌ ବ୍ୟୁରୋ: ଛତିଶଗଡ଼ ଦନ୍ତେୱାଡ଼ାରେ ଘଟିଥିବା ଏକ ଦୁଖଦଃ ଖବର ସାମ୍ନାକୁ ଆସିଥିଲା। ଛତିଶଗଡରେ ବଡ ଧରଣର ନକ୍ସଲ ଆକ୍ରମଣ ହୋଇଥିଲା। ଆଇଇଡି ବିସ୍ଫୋରଣରେ ୧୧ ଜଣ ଯବାନ ସହିଦ ହୋଇଛନ୍ତି। ଛତିଶଗଡ଼ ନକ୍ସଲ ହିଂସା ପରେ ଏକ ଭାଇରାଲ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରିଛି। ଭିଡିଓରେ କିଛି ସନ୍ଦିଗ୍ଧଙ୍କ…

ମାଓବାଦୀଙ୍କ ବର୍ବରକାଣ୍ଡ: ଯବାନଙ୍କୁ…

ମାଲକାନଗିରି: ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ମାଓବାଦୀଙ୍କ ବର୍ବରକାଣ୍ଡ। ଘରୁ ଡାକି ନେଇ ଜଣେ ଡିଆର୍‌ଜି ଯବାନଙ୍କୁ ନେଇ ଗଳାକାଟି ହତ୍ୟା କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି। ଦୂଚନା ମୁତାବକ, ଦୋର୍ନାପାଲ ଥାନା ଅନ୍ତର୍ଗତ ପେଟା ଗାଁର ଡିଆରଜି ଜବାନ ବେଟ୍ଟି ଭିମା…

ମାଓବାଦୀଙ୍କ କବଜାରେ ନିଖୋଜ ଯବାନ

ଛତିଶଗଡ: ଛତିଶଗଡ ମାଓ ଆକ୍ରମଣ ପରେ ଆଉ ଏକ ବଡ ଘଟଣା ସାମ୍ନାକୁ ଆସିଛି। ମାଓବାଦୀଙ୍କ କବଜାରେ ଅଛନ୍ତି ନିଖୋଜ ଯବାନ। ଗତ ୩ ଦିନ ଧରି ଯବାନ କବଜାରେ ଥିବା ସ୍ପଷ୍ଟ କଲା ମାଓ ସଙ୍ଗଠନ। ଏନକାଉଣ୍ଟର ପରେ ନିଖୋଜ ଥିଲେ ଜଣେ ଯବାନ। ଗତ ୩ ଦିନ ଧରି ମାଓବାଦୀ ଯବାନଙ୍କୁ ବନ୍ଦୀ କରି ରଖିଛନ୍ତି। ଗଣମାଧ୍ୟମ…

ଯବାନଙ୍କ ସୁରକ୍ଷା ପାଇଁ ଅତ୍ୟାଧୁନିକ…

ନୂଆଦିଲ୍ଲୀ: ସୀମାରେ ସେନାଙ୍କ ସୁରକ୍ଷା ପାଇଁ ଅତ୍ୟାଧୁନିକ ବିଲଡିଂ। ପୂର୍ବ ଲଦାଖରେ ଥିବା ଯବାନଙ୍କ ପାଇଁ ସେନା ପକ୍ଷରୁ ଅତ୍ୟାଧୁନିକ ବିଲଡିଂର ର୍ନିମାଣ ହୋଇଛି। ଏହି ବିଲଡିଂ ଅସହ୍ୟ ଥଣ୍ଡାରୁ ଯବାନମାନଙ୍କ ସୁରକ୍ଷା ଦେବ। ପ୍ରତିବର୍ଷ ନଭେମ୍ବର ମାସ ପରେ ଲଦାଖରେ ୪୦ ଫୁଟ ବରଫପାତ ହୋଇଥାଏ। ଫଳରେ…

ଆତଙ୍କବାଦୀ ଯବାନ ମୁହାଁମୁହିଁ ; ୨…

ଶ୍ରୀନଗର: ଅନନ୍ତନାଗ ଜିଲ୍ଲାର ସଙ୍ଗମ ସହର ଅନ୍ତର୍ଗତ ଗୁନ୍ଦ ବାବା ଖଲିଲ୍‌ ଠାରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଶନିବାର ରାତିରେ ଏନ୍‌କାଉଣ୍ଟର୍‌ ବେଳେ ସେମାନେ ନିହତ ହୋଇଥିବା ଜଣାପଡ଼ିଛି। ଦୁଇ ନିହତ ଆତଙ୍କବାଦୀ ‘ଲଶ୍କର୍‌-ଏ-ତୈବା’ ଆତଙ୍କବାଦୀ ସଙ୍ଗଠନର ସଦସ୍ୟ ଥିଲେ। ପୁଲିସ, ସିଆର୍‌ପିଏଫ୍‌…

ଯବାନଙ୍କ ମୃତ ଦେହ ପହଞ୍ଚିଲା ଗାଁରେ

ନୟାଗଡ଼: ନନ୍ଦିଘୋର ଅଞ୍ଚଳରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି। ଗତକାଲି ମାଲକାନଗିରିରେ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଥିବା ଯବାନଙ୍କ ମୃତ ଦେହ ଆଜି ନିଜ ଗାଁ’ରେ ପହଞ୍ଚିଛି। ଓଏସ୍‍ଏପି ଯବାନ ରାହୁଲ ବେହେରାଙ୍କ ମୃତ ଦେହ ଆଜି ନିଜ ଗାଁ’ ନୟାଗଡ଼ ନନ୍ଦିଘୋରରେ ପହଞ୍ଚିବା ପରେ ଅଞ୍ଚଳରେ ଶୋକାକୁଳ…

ଭିନ୍ନ ଢଙ୍ଗରେ ଯୋଗ ଦିବସ ପାଳନ କଲେ ଯବାନ

ନୂଆଦିଲ୍ଲୀ: ଆଜି ପଞ୍ଚମ ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ଆଜି ସମଗ୍ର ବିଶ୍ୱ ପାଳନ କରୁଛି ବିଶ୍ବ ଯୋଗ ଦିବସ। ଦେଶର ବିଭିନ୍ନ ଅଞ୍ଚଳରେ ଯୋଗ ଦିବସକୁ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ଝାରଖଣ୍ଡର ରାଜଧାନୀ ରାଞ୍ଚିରେ…