Odisha Link
Bridging the Missing Links in Odisha
Browsing Tag

Kendrapada

ନଦୀରେ ବୁଡ଼ି ୨ ଯୁବକ ମୃତ

କେନ୍ଦ୍ରାପଡ଼ା: ଗାଧୋଇବା ବେଳେ ନଦୀରେ ବୁଡ଼ି ୨ ଯୁବକଙ୍କ ମୃତ୍ୟୁ ଘଟିଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ପାଟକୁରା ଚିତ୍ରତ୍ପୋଳା ନଦୀକୁ ଗାଧୋଇବା ପାଇଁ ଆଜି ସକାଳ ୯ ଟାରେ ୨ ଜଣ ଯୁବକ ଯାଇଥିଲେ। ଏହି ସମୟରେ କୌଣସି କାରଣ ବଶତଃ ସେମାନେ ପାଣିରେ ବୁଡ଼ି ଯାଇଥିଲେ। ନଦୀରୁ ଫେରିବା…

ରଂଜନ ଦାଶ ହତ୍ୟାକାଣ୍ଡରେ ସଂପୃକ୍ତ…

ଭୁବନେଶ୍ୱର : ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତ ସଂପୂର୍ଣ୍ଣଭାବେ ଭୁଶୁଡି ପଡିଛି । କେନ୍ଦ୍ରାପଡା ଜିଲ୍ଲାର ପ୍ରମୁଖ ସୂଚନା ଅଧିକାରୀ କର୍ମୀ ରଞ୍ଜନ ଦାଶଙ୍କୁ ଶାସକ ବିଜେଡି ଦଳର କିଛି ଗୁଣ୍ଡା ହତ୍ୟା କରିଛନ୍ତି । ହତ୍ୟାକାଣ୍ଡକୁ ୨ ସପ୍ତାହରୁ ଉର୍ଦ୍ଧ୍ୱ ସମୟ ବିତିଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୋଲିସ କାହକୁ…

୨ ଜଣଙ୍କ ମୃତ୍ୟୁକୁ ନେଇ ଗାଁରେ ଚାଞ୍ଚଲ୍ୟ

କେନ୍ଦ୍ରାପଡ଼ା : ଗୋଟିଏ ଗାଁରେ ଦୁଇଜଣଙ୍କର ରହସ୍ୟଜନକ ମୃତ୍ୟୁ ହୋଇଯାଇଛି । କାଲି ଜଣଙ୍କର ଝୁଲନ୍ତା ମୃତଦେହ ମିଳିଥିଲା ଓ ଆଜି ଅଭିଯୁକ୍ତଙ୍କ ମୃତଦେହ ମିଳିଛି । ଝୁଲନ୍ତା ମୃତଦେହ ମିଳିଥିବା ପରେ ଅନ୍ୟ ଜଣଙ୍କୁ ଅଭିଯୁକ୍ତ କୁହାଯାଇଥିଲା । ଅଭିଯୁକ୍ତଙ୍କ ମୃତଦେହ ମହାକାଳପଡ଼ା ଥାନାର ଜଅଁରା ଗାଁରେ…

ଦୁଃଖ ପ୍ରକାଶ କଲେ ଅନୁଭବ, କହିଲେ…

ଭୁବନେଶ୍ବର: ଗଣମାଧ୍ୟମ ପ୍ରତିନିଧିଙ୍କୁ ର୍ଦୁବ୍ୟବହାର କରିବା ପ୍ରସଙ୍ଗରେ ଦୁଃଖ ପ୍ରକାଶ କରିଛନ୍ତି ସାଂସଦ ଅନୁଭବ ମହାନ୍ତି। ସୋସିଆଲ ମିଡିଆ ଜରିଆରେ ସେ ନିଜର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ‘ଗଣମାଧ୍ୟମ ପ୍ରତି ମୋର ସର୍ବୋଚ୍ଚ ସମ୍ମାନ ରହିଛି। ଗଣମାଧ୍ୟମକୁ ସବୁବେଳେ ମୁଁ ସହଯୋଗ କରିଆସିଛି।…

ବଳଦେବଜୀଉ ମନ୍ଦିର ଓ ବଡ଼ଦାଣ୍ଡର…

ଭୁବନେଶ୍ୱର: କଥା ଦେଇ କଥା ରଖିଲେ ମୁଖ୍ୟମନ୍ତ୍ରୀ। ସ୍ନାନ ପୂର୍ଣ୍ଣିମା ଦିନ କଥା ଦେଲେ ଅଂଳା ନବମୀ ଦିନ କଥା ରଖିଲେ ନବୀନ। କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିର ଓ ବଡ଼ଦାଣ୍ଡର ଉନ୍ନତିକରଣ ପାଇଁ ୮ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମଙ୍ଗଳବାର ଲୋକସେବା ଭବନର…

ଏସଡିଜେଏମ୍ କୋର୍ଟରେ ହାଜର ହେଲେ…

କେନ୍ଦ୍ରାପଡ଼ା: ଯୌନ ନିର୍ଯ୍ୟାତନା ମାମଲାରେ ଅଭିଯୁକ୍ତ ପ୍ରମୋଦ ସାହୁଙ୍କୁ ଗିରଫ କରିବା ସହ ଆଜି କୋର୍ଟ ଚାଲାଣ କରିଛି। ପ୍ରମୋଦଙ୍କୁ କେନ୍ଦ୍ରାପଡ଼ା ଏସଡିଜେଏମ କୋର୍ଟରେ ହାଜର କରାଯାଇଛି। କେନ୍ଦ୍ରାପଡା ପୁଲିସ ରବିବାର ବିଳମ୍ବିତ ରାତିରେ ପ୍ରମୋଦଙ୍କ ଟାଉନ୍ ଥାନା ଅନ୍ତର୍ଗତ ବଣିଆମାଳ ଘରୁ ଉଠାଇ…

ଯୌନ ଶୋଷଣ ଅଭିଯୋଗରେ ପ୍ରମୋଦ ସାହୁଙ୍କୁ…

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା କ୍ରେଡିଟ୍ କୋ ଅପରେଟିଭ ଯୌନ ନିର୍ଯ୍ୟାତନା ମାମଲା ର ଅଭିଯୁକ୍ତ ପ୍ରମୋଦ ସାହୁଙ୍କୁ ପୋଲିସ ଉଠାଇନେଇଥିବାର ସୂଚନା ମିଳିଛି। ରବିବାର ବିଳମ୍ବିତ ରାତିରେ ପ୍ରମୋଦଙ୍କୁ ଟାଉନ୍ ଥାନା ଅନ୍ତର୍ଗତ ବଣିଆମାଳ ସ୍ଥିତ ତାଙ୍କ ଘରୁ ପୋଲିସ ଉଠାଇ ନେଇଥିବା ଜଣାପଡିଛି। ରାତି ତମାମ ସହର…

ଗହୀରମଥାକୁ ଆସିବେ ଅଲିଭରିଡ୍‍ଲେ

କେନ୍ଦ୍ରାପଡା: ରାଜନଗର ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟକୁ ଆସିବେ ନୂଆ ଅତିଥି ଅଲିଭ ରିଡଲେ। ସେଥିପାଇଁ ଗହୀର ମଥାରେ ମାଛ ଧରିବା ଉପରେ କଟକଣା ଲାଗିଛି। ଏହି କଟକଣା ଆସନ୍ତା ମେ ୩୧ ଯାଏ ବଳବତ୍ତର ରହିବ। ବେଆଇନ ମାଛ ମାଫିଆଙ୍କୁ ଜଗିବେ ତଟରକ୍ଷୀ ବାହିନୀ, ସାମୁଦ୍ରିକ ଥାନ ଓ ବନ ବିଭାଗ। ନଭେମ୍ବର ପ୍ରଥମ…

କେନ୍ଦ୍ରପଡ଼ାରେ NRC !

କେନ୍ଦ୍ରପଡ଼ା: ରାଜ୍ୟର କେନ୍ଦ୍ରାପଡ଼ା ଜିଲ୍ଲାରେ ହୋଇପାରେ ଜାତୀୟ ନାଗରିକ ପଞ୍ଜିକା(NRC)। ଏନେଇ ପଦକ୍ଷେପ ନେବାକୁ ରେଜିଷ୍ଟ୍ରାର ଜେନେରାଲ୍‌ ଅଫ୍ ଇଣ୍ଡିଆକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଚିଠି ଲେଖିଛି। ହାଇକୋର୍ଟ ପକ୍ଷରୁ ନିଯୁକ୍ତ ଆମିକସକ୍ୟୁରିଙ୍କ ରିପୋର୍ଟ ଉପରେ ଏହି ଚିଠି ଲେଖାଯାଇଛି। ଗତବର୍ଷ…

 ଗ୍ୟାସ୍‌ ଟାଙ୍କି ଫାଟି ୧ମୃତ, ଜଣେ…

କେନ୍ଦ୍ରାପଡା: ଜମ୍ବୁ ମେରାଇନ ଥାନା ଅଧୀନରେ ଥିବା ଖରିନାସୀ ଗାଁରେ ଆଜି ସକାଳେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଏକ ଘରେ ରୋଷେଇ କରୁଥିବା ସମୟରେ ଗ୍ୟାସ୍‌ ଟାଙ୍କି ଫାଟିଯିବାରୁ ଭୟଙ୍କର ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ଘଟଣାସ୍ଥଳରେ ମରି ଯାଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହାତ…