Odisha Link
Bridging the Missing Links in Odisha
Browsing Tag

letter

ଚିଠିରେ ମୋଦିଙ୍କୁ…

ନୂଆଦିଲ୍ଲୀ: ପ୍ରଧାନମନ୍ତୀ ନରେନ୍ଦ୍ର ମୋଦିଙ୍କୁ “ମ୍ୟାଡାମ’ ସମ୍ବୋଧନ କରି ଚିଠି ଲେଖିଛନ୍ତି ପୁରୁଲିଆ ରଘୁନାଥପୁର ବିଜେପି ବିଧାୟକ ବିବେକାନନ୍ଦ ବାଉରି। ଏଥର ସେ ପ୍ରଥମ କରି ଏଠାରୁ ବିଧାୟକ ହୋଇଛନ୍ତି। ଅଗଷ୍ଟ ୯ ସୋମବାର ପ୍ରଧାନମନ୍ତ୍ରୀଙ୍କ ଦିଲ୍ଲୀ କାର୍ଯ୍ୟାଳୟକୁ ଚିଠି ଲେଖିଛନ୍ତି ବିବେକାନନ୍ଦ।…

କେନ୍ଦ୍ରମନ୍ତ୍ରୀଙ୍କୁ ସିଏମ୍‌ ନବୀନଙ୍କ…

ଭୁବନେଶ୍ବର: କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡଭିୟେଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ ସାର ଅଭାବ ନେଇ ଲେଖିଛନ୍ତି ଚିଠି। ଏଥିସହିତ ତୁରନ୍ତ ରାଜ୍ୟକୁ ଅଧିକ ସାର ଯୋଗାଇଦେବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ। ମଇ, ଜୁନ୍‌ ଓ ଜୁଲାଇ ମାସରେ ଓଡ଼ିଶାକୁ ନିଅଣ୍ଟିଆ…

ରଥଯାତ୍ରାକୁ ଜାତୀୟ ଛୁଟି ଘୋଷଣା କରିବାକୁ…

ପୁରୀ: ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ କରୋନା କଟକଣା ଓ ବିନା ଭକ୍ତରେ ଅନୁଷ୍ଠିତ ହେବ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଚଳିତବର୍ଷ ଜୁଲାଇ ୧୨ ତାରିଖରେ ହେବ ଘୋଷଯାତ୍ରା। ଏସୁବ ମଧ୍ୟରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରାକୁ ଜାତୀୟ ଛୁଟି ଘୋଷଣା କରିବାକୁ ପିଏମ୍‌ ମୋଦୀ ଓ ଗୃହ ମନ୍ତ୍ରଣାଳୟକୁ ନିବେଦନ କରିଛନ୍ତି…

ଓଡ଼ିଶାର ସବୁ ଭେଷଜ ମହାବିଦ୍ୟାଳୟରେ ECMO…

ଭୁବନେଶ୍ବର: ମହାମାରୀ କରୋନାରେ ଗୁରୁତର ହେଉଥିବା ରୋଗୀଙ୍କ ପାଇଁ ECMO ଚିକିତ୍ସା ବରଦାନ ସାବ୍ୟସ୍ତ ହୋଇଛି। ହେଲେ ଓଡ଼ିଶାରେ କୌଣସି ସରକାରୀ ମେଡିକାଲ୍‌ରେ ଇକ୍‌ମୋ ମେସିନ୍‌ ନଥିବାରୁ ଗୁରୁତର ରୋଗୀଙ୍କୁ ରାଜ୍ୟ ବାହାରକୁ ଏୟାରଲିପ୍ଟିଂ କରାଯାଉଛି। ଗତ ସପ୍ତାହେ ମଧ୍ୟରେ ୩ ଜଣଙ୍କୁ ଏୟାରଲିପ୍ଟିଂ କରାଯାଇ…

ହାଇକୋର୍ଟଙ୍କୁ ଅଞ୍ଜନାଙ୍କ ଚିଠି ‘ମୋର…

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅଞ୍ଜନା ଗଣଦୁଷ୍କର୍ମ ମାମଲାର ପୀଡିତା ଅଞ୍ଜନା ମିଶ୍ର ଆଜି ହାଇକୋର୍ଟରେ ମୁଖ୍ୟ ବିଚାରପତିଙ୍କୁ ଏକ ଚିଠି ଲେଖିଛନ୍ତି। “ମୋର ଆର୍ଥିକ ସ୍ଥିତି ଭଲ ନାହିଁ। ହାଇକୋର୍ଟ ମୋ ପାଇଁ ଓକିଲ ନିଯୁକ୍ତ କରନ୍ତୁ। ମୋତେ ନ୍ୟାୟ ମିଳୁ।” ଦୀର୍ଘ ୨୨ ବର୍ଷ ହେଲା ନ୍ୟାୟ ଅପେକ୍ଷାରେ ଥିବା…

ସବୁ ରାଜ୍ୟକୁ କେନ୍ଦ୍ର ସ୍ବାସ୍ଥ୍ୟ…

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ କରୋନା ସଂକ୍ରମିତଙ୍କ ହାର ବଢ଼ିବାରେ ଲାଗିଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଚିଠି ଲେଖିଛନ୍ତି। କୋରୋନା ନେଇ ଆକ୍ସନ ପ୍ଲାନ କରି ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି। ମାସ୍କ, ସାନିଟାଇଜ ଓ ସାମାଜିକ…

କୋଭିଡ୍ କଟକଣା ନେଇ ଡିଇଓଙ୍କୁ ଚିଠି

ଭୁବନେଶ୍ୱର: ଦେଶରେ କରୋନା ସଂକ୍ରମଣ ହାର ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କରୋନା କଟକଣାକୁ କଡ଼ାକଡ଼ି କରିଛନ୍ତି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଛି। କୋଭିଡ-୧୯ ଗାଇଡଲାଇନ୍ ପାଳନ କରିବା ନେଇ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ…

୮ ୟୁନିଭର୍ସିଟିକୁ ଉଚ୍ଚଶିକ୍ଷା ବିଭାଗର…

ଭୁବନେଶ୍ୱର: ୟୁନିଭର୍ସିଟିକୁ ଉଚ୍ଚଶିକ୍ଷା ବିଭାଗର ଚିଠି। ବଳକା ଅର୍ଥ ଫେରାଇବା ପାଇଁ ଆଠ ୟୁନିଭର୍ସିଟିକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି କରାଯାଛି। କ୍ୟାମ୍ପସରେ ସିଭିଲ ସର୍ଭିସ କୋଚିଂ ସେଣ୍ଟର ଖୋଲିବାକୁ ପାଣ୍ଠି ମିଳିଥିଲା। ଉଚ୍ଚଶିକ୍ଷା ବିଭାଗ ଏଥିପାଇଁ ୮ଟି ବିଶ୍ୱବିଦ୍ୟାଳୟକୁ ସହାୟତା ପାଣ୍ଠି…

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ…

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ପରିଚାଳନା ନେଇ ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି। କୋଭିଡ ସ୍ଥିତିରେ ଜାତୀୟ ସ୍ତରରେ ଗାଇଡଲାଇନ ପାଇଁ ମୁଖ୍ୟମନ୍ତ୍ରୀ ଚିଠିରେ କହିଛନ୍ତି। ବୋର୍ଡ ପରୀକ୍ଷା ପାଇଁ ଟାଇମ…

ନବୀନଙ୍କୁ ନିରଞ୍ଜନଙ୍କ ଚିଠି: ରାଜ୍ୟରେ…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ସ୍ଥିତି ବିଗାଡ଼ିବାରେ ଲାଗିଛି। ଏହାରି ମଧ୍ୟରେ ରାଜ୍ୟରେ କରୋନା ମୁକାବିଲାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଘର ଘର ବୁଲି ସର୍ଭେ କରାଯାଉ। କୋଭିଡ ହସ୍ପିଟାଲ…