Odisha Link
Bridging the Missing Links in Odisha
Browsing Tag

Loot

ଚଳନ୍ତାଗାଡ଼ିରେ ଯୁବତୀଙ୍କ ସହ ରକ୍ତାକ୍ତ…

ଭୁବନେଶ୍ବର: ଦନକୁ ଦିନ ରାଜଧାନୀରେ ଆତଙ୍କ ଖେଳାଇ ଚାଲିଛନ୍ତି ଲୁଟେରା। ସେମାନଙ୍କ ଟାର୍ଗେଟରେ ରହୁଛନ୍ତି ଯୁବତୀ ଓ ମହିଳା। ତେବେ ଗତ କାଲି ରାତିରେ ଖଣ୍ଡଗିରି ଡୁମୁଡୁମା ଅଞ୍ଚଳରେ ରୀନା ଡାକୁ ନାମକ ଜଣେ ଯୁବତୀଙ୍କଠାରୁ ଦୁଇ ଜଣ ଲୁଟେରା ମୋବାଇଲ ଫୋନ୍ ଲୁଟିବାବେଳେ ରୀନା ଲୁଟେରା ସହ ଲଢ଼ି ମୋବାଇଲ ଫୋନ୍…

ଶନି ମନ୍ଦିରରୁ ରୁପା ମୁକୁଟ ସହ ଅନ୍ୟାନ୍ୟ…

ନୀଳଗିରି: ରାଜ୍ୟରେ ଲୁଟେରାଙ୍କ ଆତଙ୍କ ବଢ଼ିବାରେ ଲାଗିଛି। ମନ୍ଦିର ତାଲା ଭାଙ୍ଗି ଠାକୁରଙ୍କ ସୁନା ଓ ରୂପା ଅଳଙ୍କାର ଲୁଟିନେଲେ ଲୁଟେରା । ଏହି ନିନ୍ଦନୀୟ ଘଟଣାଟି ନୀଳଗିରି ଥାନା ଖଡିପଦା ଗାଁର ଶନିମନ୍ଦିରରେ ଘଟିଛି। ପ୍ରକାଶ ଯେ, ଗତକାଲି ସନ୍ଧ୍ୟାରେ ସନ୍ଧ୍ୟା ଆରତୀ ପରେ ପୂଜକ ଚାବି ଦେଇ ଯାଇଥିଲେ।…

ସ୍ମାର୍ଟସିଟି ଲୁଟେରାଙ୍କର ସ୍ମାର୍ଟ…

ଭୁବନେଶ୍ବର: ଧରମଭାଇ ସାଜିଲା ଲୁଟାରେ। ଭୟଭୀତ କରି ନୁହେଁ ବରଂ ବିଶ୍ବାସ ଜନ୍ମାଇ ଲୋକଙ୍କୁ ଲୁଟୁଛନ୍ତି ସ୍ମାର୍ଟସିଟି ଲୁଟେରା। ଜଣେ ଯୁବତୀଙ୍କୁ ଧରମ ଉଭଣୀ କରି ୩୦ହଜାର ଟଙ୍କା ଲୁଟି ନେଇଛି ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି କଳ୍ପନା ଟ୍ରାଫିକ୍‌ ଛକ ନିକଟରେ। ଲୁଟ୍‌ର ଶିକାର ହୋଇଥିବା ମହିଳା ଜଣଙ୍କ ହେଲେ…

ଲୁଟ୍ ଉଦ୍ୟମ ପଣ୍ଡ : ୭ ହାଇଓ୍ବେ ଲୁଟେରା…

ଯାଜପୁର: ଯାଜପୁର ଜିଲ୍ଲା ଡୁବୁରୀ ପଥପ୍ରାନ୍ତ ସୁବିଧା କେନ୍ଦ୍ର ନିକଟରେ ବିଳମ୍ବିତ ରାତିରେ ଲୁଟ୍ ପାଇଁ ଯୋଜନା କରୁଥିବା ଲୁଟେରାଙ୍କ ଯୋଜନା ପଣ୍ଡ କରିଛି ପୁଲିସ। ଲୁଟ ଉଦ୍ୟମ କରୁଥିବାବେଳେ ଲୁଟେରାଙ୍କୁ ଧରିଲା ପୁଲିସ । ସେମାନଙ୍କ ନିକଟରୁ ବନ୍ଧୁକ ସହ ମାରଣାନ୍ତ୍ର ଜବତ ହୋଇଛି। ପ୍ରକାଶ ଯେ, ୭ ଜଣ…

ଏସପିଙ୍କ ଘର ଆଗରୁ ଲୁଟ୍

ଭଦ୍ରକ: ରାଜ୍ୟରେ ଲୁଟେରାଙ୍କ ଆତଙ୍କ ବଢ଼ିବାରେ ଲାଗିଛି। ତେବେ ଭଦ୍ରକ ଏସପିଙ୍କ ଘର ଆଗରୁ ଲୁଟେରା ଲୁଟ କରି ଚମ୍ପଟ ମାରିଛନ୍ତି। ପ୍ରକାଶ ଯେ, ଭଦ୍ରକ ଏସପିଙ୍କ ଘ‌ର ସାମ୍ନାରେ ଜୟନ୍ତୀ ମିଶ୍ର ରହନ୍ତି। ଜୟନ୍ତୀଙ୍କ ଘରେ ଲୁଟେରା ପଶି ଘର ଆଲମାରି ଭାଙ୍ଗି ୭ ଲକ୍ଷ୍ୟ ଟଙ୍କାର ସୁନା ଓ ନଗଦ ୭୦ ହଜାର ଟଙ୍କା…

ବେକରେ ମାରଣାସ୍ତ୍ର ଲଗାଇ ସୁନା ଚେନ୍…

ଭୁବନେଶ୍ବର: ରାଜଧାନୀରେ ଲୁଟେରାଙ୍କ ରାଜ୍। ବେକରେ ମାରଣାସ୍ତ୍ର ଲଗାଇ ମହିଳାଙ୍କଠାରୁ ସୁନା ଚେନ୍ ଲୁଟ୍। ଭୁବନେଶ୍ବର ସ୍ଥିତ ଝାରପଡା ଜେଲ୍ ସମ୍ମୁଖରୁ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ। ସୂଚନା ମୁତାବକ, ଝାରପଡା ଅଞ୍ଚଳର ମନୋରମା ସାହୁ ନାମକ ମହିଳା ମଙ୍ଗଳବାର ସକାଳୁ…

ଦୁଇଟି ଏଟିଏମ୍‌ରୁ ୪୦ ଲକ୍ଷ ଲୁଟ୍

ଭୁବନେଶ୍ବର: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରୁ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏଟିଏମକୁ କଟରରେ କାଟି ୪୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଇଛନ୍ତି। ଆଳିର ପାତ୍ରପୁର ଓ ନିଆଳିହାଟ ଏସବିଆଇ ଏଟିଏମରୁ ଲୁଟ ହୋଇଛି। ଲୁଟେରାମାନେ ଗ୍ୟାସ କଟରରେ ଏଟିଏମ ମେସିନକୁ କାଟି ଛିନଛତ୍ର କରିଥିବା…

ବ୍ୟବସାୟୀଙ୍କୁ ଆକ୍ରମଣରେ କରି ୧୧ ଲକ୍ଷ…

ବରଗଡ: ରାଜ୍ୟରେ ଦିନକୁ ଦିନ ଦୁର୍ବୁତ୍ତ ଅତ୍ୟାଚାର ବଢ଼ିବାରେ ଲାଗିଛି। ଜଣେ ବ୍ୟବସାୟୀଙ୍କୁ ଆକ୍ରମଣରେ କରି ୧୧ ଲକ୍ଷ ୧୮ ହଜାର ଟଙ୍କା ଲୁଟି ନେଇଥିବା ସୂଚନା ମିଳିଛି। ତାଙ୍କ ଠାରୁ ବ୍ୟବସାୟୀଜଣକ ଛତିଶଗଡର ତାରାଚାନ୍ଦ ଅଗ୍ରଓ୍ବାଲ। ଲୁଟେଣାମାନେ ତାରାଚାନ୍ଦଙ୍କୁ ପ୍ରଥମେ ଆକ୍ରମଣ କରିବା ପରେ ତାଙ୍କ ଠାରୁ…

ଡାକଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ

ବାଲିପାଟଣା: ରାଜ୍ୟରେ ଦିନକୁ ଦିନ ଲୁଟେରାଙ୍କ ଆତଙ୍କ ବଢ଼ିବାରେ ଲାଗିଛି। ବାଲିପାଟଣା ଥାନା ବନମାଳିପୁର ଉପ- ଡାକଘରୁ ଲୁଟ୍ ହୋଇଥିବା ଜଣାପଡ଼ିଛି। ଦୁର୍ବୃତ୍ତ ଡାକଘରେ କଳାକନା ବୁଲାଇ ପ୍ରାୟ ୨ଲକ୍ଷ ୪୩ହଜାର ଟଙ୍କା ଲୁଟି ନେଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଜାରି ରଖିଛି। ସୂଚନା…

ଆଜବେଷ୍ଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା…

ପାଟଣା : ଆଜବେଷ୍ଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଓ ଗହଣା ଲୁଟ୍। ଏହି ଦୁର୍ଘଟଣାଟି କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳରରେ ଘଟିଛି। ଗତ କାଲି ବିଳମ୍ବିତ ରାତିରେ ପାଟଣା ବଜାର ଉପରେ ଥିବା ପ୍ରମିଳା ଜୁଏଲାରୀର ପଛ ପଟ ଆଜବେଷ୍ଟ ଭାଙ୍ଗି ଲୁଟ୍‌ ହୋଇଛି। ଏନେଇ ଦୋକାନା ମାଲିକ ଥାନାରେ ଅଭିଯୋଗ…