Odisha Link
Bridging the Missing Links in Odisha
Browsing Tag

Loot

ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନା ଚେନ୍

ବାଲିପାଟଣା : ରାଜଧାନୀରେ ଦିନକୁ ଦିନ ଲୁଟେରାଙ୍କ ସଂଖ୍ୟା ବଢିରେ ଲାଗିଛି। ଜଣେ ମହିଳା ମନ୍ଦିରକୁ ଯିବା ସମୟରେ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁଇ ଲୁଟେରା । ଏହି ଘଟଣାଟି ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ବନମାଳୀପୁରରେ ଘଟିଛି । ସୂଚନାଯୋଗ୍ୟ ଯେ, ଆଜି ସଂକ୍ରାନ୍ତି ଥିବାରୁ ଅମ୍ବିକା ସାହୁ ଗ୍ରାମ…

ଗୁଳି ମାରି ୮ କିଲୋମିଟର ଯାଏ ଗୋଡ଼ାଇଲେ…

ବାଲେଶ୍ବର: ବାଇକ ଚାଳକଙ୍କୁ ଗୁଳିକରି ଲୁଟ ଉଦ୍ୟମ। ଲୁଟେରାଙ୍କ ଗୁଳି ଚାଲଣାରେ ଜଣେ ବାଇକ ଆରୋହିଙ୍କ ଗୁଳି ବାଜିଥିଲା। ଗୁଳିମାଡ଼ରେ ଗୁରୁତର ଦୁଇଜଣଙ୍କ ମଧ୍ୟରୁ ଜଣେ କେନ୍ଦ୍ରପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳର ବୋଲି ଜଣାପଡ଼ିଥିବା ବେଳେ ଅନ୍ୟଜଣଙ୍କ ପରିଚୟ ମିଳିପାରିନାହିଁ। ‌ତେବେ ରାଜକିଶୋରଙ୍କ ଅବସ୍ଥା…

ଶ୍ରୀ ଦକ୍ଷେଶ୍ୱର ମନ୍ଦିରରୁ ୨୧ଟି…

ବାଣପୁର: ରାଜ୍ୟରେ ଦିନକୁ ଦିନ ଚୋର ସଂଖ୍ୟା ବଢିବାରେ ଲାଗିଛି। ଦୁବୃୃର୍ତ୍ତମାନେ ଶେଷରେ ମନ୍ଦିର ତାଲା ଭାଙ୍ଗି ୨୧ ମୃର୍ତ୍ତି ଚୋରି କରିନେଇଛନ୍ତି। ଏହି ଘଟଣାଟି ବାଣପୁରର ଶ୍ରୀ ଦକ୍ଷେଶ୍ୱର ମନ୍ଦିରେ ଘଟିଛି। ସୂଚନା ଅନୁସାରେ, ମନ୍ଦିରର ମୁଖ୍ୟ କବାଟ ସହିତ ଗର୍ଭଗୃହର ତାଲା ଭାଙ୍ଗି ଅଷ୍ଟଧାତୁରେ…

ଜାଲ୍ ଦସ୍ତଖତ କରି ଲୁଟି ନେଲେ ୧୮ କୋଟି

ଭୁବନେଶ୍ୱର: ଜାଲ ଦସ୍ତଖତ କରି ଲୁଟି ନେଲେ ୧୮ କୋଟି। ୧୮ କୋଟି ଟଙ୍କା ଠକି ନେବା ଅଭିଯୋଗରେ ଦୁଇ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତ ହେଉଛନ୍ତି ବ୍ରହ୍ମପୁର ଛେତ୍ରୀର ପ୍ରଭାସ ଚନ୍ଦ୍ର ମିଶ୍ର ଓ ଆଠଗଡ଼ ପିତିରିର ରୁଦ୍ର ଦାଶ। ନୂଆପଲ୍ଲୀ ଥାନା ପୁଲିସ ଏହି ମାମଲାର ଅଧିକ ତଦନ୍ତ ପାଇଁ ରିମାଣ୍ଡ…

ବିଷାକ୍ତ ଔଷଧ ପିଆଇ ଲୁଟ୍

ଭୁବନେଶ୍ୱର: ଦିନକୁ ଦିନ ରାଜଧାନୀରେ ଲୁଟେରାଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି। ଜଣେ ଛାତ୍ରଙ୍କୁ ନିଶା ଦେଇ ଲୁଟି ନେଇଥିବା ସୂଚନା ମିଳିଛି। ଉକ୍ତ ଛତ୍ର ଜଣକଙ୍କ ନାଁ ପୀୟୁଷ କୁମାର ପାତ୍ର। ସେ ଯୁକ୍ତତିନିରେ ପାଠ ପଢ଼ନ୍ତି। ସୂଚନା ଅନୁସାରେ,ପୀୟୁଷଙ୍କୁ ଦୁର୍ବୃତ୍ତ ମାନେ ବିବେକାନନ୍ଦ ହସ୍ପିଟାଲ…

ଏଟିଏମ ଭାଙ୍ଗି ୨୬ ଲକ୍ଷ ଟଙ୍କା ଲୁଟି…

ଢେଙ୍କାନାଳ: ଏସବିଆଇ ଏଟିଏମ ଭାଙ୍ଗି ୨୬ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଏମିତି ଏକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ନିମବାହାଳି ଛକରେ। ୫୫ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ରହିଥିବା ଏହି ଏଟିଏମକୁ ଗତ ରାତ୍ରିରେ ଭାଙ୍ଗି ଦୁର୍ବୁତ୍ତ ମାନେ ଲୁଟ୍ କରିଛନ୍ତି। ଖବର…

ଭୁଜାଲି ଦେଖାଇ ୩ ଲକ୍ଷ ୧୦ ହଜାର ୨୨୦…

ପାରାଦୀପ: ଭୁଜାଲି ଦେଖାଇ ୩ ଲକ୍ଷ ୧୦ ହଜାର ୨୨୦ ଟଙ୍କା ଲୁଟ୍ କରିନେଲେ ୪ ଜଣ ଦୁର୍ବୃତ୍ତ। ଏହି ଘଟଣାଟି ପାରାଦୀପ ନେହେରୁ ବଙ୍ଗଳା ରାସ୍ତାର ଇନ୍ଦିରା ପାର୍କ ନିକଟରେ ଘଟିଛି। ସୂଚନାଯୋଗ୍ୟ ଯେ, ପାରାଦୀପ ନେହେରୁ ବଙ୍ଗଳା ରେ ଥିବା ଲାଇସେନ୍ସପ୍ରାପ୍ତ ଏକ ଦେଶୀ ମଦ ଦୋକାନୀର କର୍ମଚାରୀ ସାଇମନ୍ ମାଝି…

ହନୁମାନ ମନ୍ଦିରରୁ ୩୦୦୦ଟଙ୍କା ଲୁଟିନେଲେ…

ଢେଙ୍କାନାଳ: ଦିନକୁ ଦିନ ବଢ଼ିବାରେ ଲାଗିଛି ଲୁଟେରାଙ୍କ ରାଜ। ହନୁମାନଙ୍କ ମନ୍ଦିର ହୁଣ୍ଡିରୁ ଲୁଟେରା ଲୁଟିନେଲେ ୩୦୦୦ଟଙ୍କା। ଏହି ନିନ୍ଦନୀୟ ଘଟଣାଟି ଢେଙ୍କାନାଳ ବସଷ୍ଟାଣ୍ଡ ଟ୍ରାଫିକ ଛକ ନିକଟସ୍ଥ ହନୁମାନ ମନ୍ଦିରରେ ଘଟିଛି। ସୂଚନା ଅନୁସାରେ, ମନ୍ଦିର ପଛ ପଟେ ଥିବା ଷ୍ଟୋର ରୁମର ତାଲା ତାଡ଼ି ଥିଲେ…

ଭୁଜାଲିରେ ହାଣି ଲୁଟିନେଲେ ଟଙ୍କା

ବାରିପଦା: ଭୁଜାଲିରେ ହାଣି ଲୁଟି ନେଲେ ଟଙ୍କା। ବାରିପଦାରେ ଜଣେ ବ୍ୟବସାୟୀଙ୍କୁ ଭୁଜାଲିରେ ହାଣି ୩ ଲକ୍ଷରୁ ଅଧିକ ଟଙ୍କା ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଆଜି ଏପରି ଘଟଣାଟି ମୟୂରଭଞ୍ଜ ଜିଲ୍ଲା ବେତନଟୀ ବଜାର ଅଞ୍ଚଳରେ ଘଟିଛି। ଗୋଟିଏ କଳା ପଲସରରେ ୩ ଜଣ ଦୁର୍ବୃତ୍ତ ଆସି ବ୍ୟବସାୟୀଙ୍କୁ ହାଣି ଟଙ୍କା…

ବାଇକ ଡିକି ଭାଙ୍ଗି ୧ଲକ୍ଷ ଟଙ୍କା ଲୁଟ

ବାରିପଦା: ରାଜ୍ୟରେ ଲୁଟେରାଙ୍କ ଅତ୍ୟାଚାର ବଢ଼ିବାରେ ଲାଗିଛି। ଦିବାଆଲୋକରେ ବାଇକର ଡିକି ଭାଙ୍ଗି ୧ ଲକ୍ଷ ଟଙ୍କା ଲୁଟି ନେଲେ ଲୁଟେରା। ଏହି ଘଟଣାଟି ବାରିପଦା ଟାଉନ୍‌ ଥାନାଠାରୁ ମାତ୍ର ଅଳ୍ପ କିଛି ମିଟର ଦୂର ବଡ଼ଦାଣ୍ଡ ପାର୍ଶ୍ବବର୍ତ୍ତୀ ଶୀତଳା ମନ୍ଦିର ସମ୍ମୁଖରେ ଥିବା ଏକ ଦୋକାନ ସମ୍ମୁଖରେ ଘଟିଛି।…