Odisha Link
Bridging the Missing Links in Odisha
Browsing Tag

MAMATA BANARJEE

ମୁଡ୍‌ ଅଫ୍‌ ଦି ନେସନ୍‌ ପୋଲ୍: ଆଗରେ…

ନୂଆଦିଲ୍ଲୀ: ପ୍ରକାଶ ପାଇଛି ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେର ମୁଡ୍‌ ଅଫ୍‌ ଦି ନେସନ୍‌ ପୋଲ୍। ପ୍ରକାଶିତ ପୋଲ ଅନୁଯାୟୀ ଜାନୁଆରୀ ୨୦୨୦ରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ବୋଲି ସର୍ବାଧିକ ଲୋକ ମତ ଦେଇଛନ୍ତି। ୧୮% ଭୋଟ୍‌ ସହ ଯୋଗୀ ଆଦିତ୍ୟନାଥ ତାଲିକାର…

କେନ୍ଦ୍ରରେ ଏନପିଆର ପାଇଁ ବୈଠକ: ଯୋଗ…

ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ଜନଗଣନା ଏବଂ ନ୍ୟାସ୍‌ନାଲ୍‌ ପପୁଲେସନ୍‌ ରେଜିଷ୍ଟର୍‌ (ଏନ୍‌ପିଆର୍‌) ସଂକ୍ରାନ୍ତରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଛି। ଏହି ବୈଠକରେ ସମସ୍ତ ରାଜ୍ୟର ମୁଖ୍ୟ ସଚିବମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ହେଲେ ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁଯାୟୀ ପଶ୍ଚିମବଙ୍ଗର ମମତା…

ସିଏଏ: ବିରୋଧୀଙ୍କ ମେଳି, ଆସିବେନି ମମତା…

ନୂଆଦିଲ୍ଲୀ: ଜାନୁଆରୀ ୧୦ ତାରିଖରେ ସାରା ଦେଶରେ ବିଧିବଦ୍ଧ ଭାବେ ନାଗରିକତା ସଂଶୋଧନ ଆଇନ୍‌ ଲାଗୁ କରାଯାଇଛି। ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଏହାକୁ ଆଧାର କରି ଅର୍ଥାତ୍‌ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଆଜି ଦିଲ୍ଲୀଠାରେ ବିରୋଧୀଙ୍କ ବୈଠକ ହେଉଛି। ଜାତୀୟ…

ଜେଏନୟୁ ହିଂସା: ୨୬/ ୧୧ ସହ ତୁଳନା କଲେ…

ନୂଆଦିଲ୍ଲୀ: ଗତକାଲି ଜେଏନୟୁରେ ହୋଇଥିବା ହିଂସାକୁ ନେଇ ସାରା ଦେଶରେ ଚର୍ଚ୍ଚା। ଏବେ ଏହାକୁ ନେଇ ରାଜନୀତି ମଧ୍ୟ ଦେଖାଗଲାଣି। ଜେଏନୟୁ ହିଂସାକୁ ନେଇ ମୁହଁ ଖୋଲିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଗତକାଲି ହୋଇଥିବା ହିଂସାକାଣ୍ଡକୁ ଉଦ୍ଧବ ୨୬/୧୧ ଆତଙ୍କବାଦୀ ହାମ୍‌ଲା ସହ ତୁଳନା…

ପ୍ରଧାନମନ୍ତ୍ରୀ ମୋଦୀ ପାକିସ୍ତାନର ଦୂତ…

ସିଲିଗୁଡ଼ି: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତ୍ରୁଣ ମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ଆଜି ସିଲିଗୁଡ଼ିର ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାତ୍ସଲ୍ୟ କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପାକିସ୍ତାନର ଦୂତ ବୋଲି କହିଛନ୍ତି। ମମତା ମୋଦୀଙ୍କୁ ଆକ୍ଷେପ କରି କହିଛନ୍ତି…

ମମତାଙ୍କ ଗଣ ମତ ମନ୍ତବ୍ୟକୁ ଟାର୍ଗେଟ କଲେ…

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ବିକ୍ଷୋଭକାରୀ। ପଶ୍ଚିମବଙ୍ଗରେ ମଧ୍ୟ ଏହି ବିକ୍ଷୋଭର ମଙ୍ଗ ଧରିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବିକ୍ଷୋଭ ବେଳେ ଦେଇଥିବା ମନ୍ତ୍ୟବକୁ ନେଇ ବିବାଦ। ଜାତିସଂଘ ତତ୍ତ୍ୱାବଧାନରେ ନାଗରିକତା ସଂଶୋଧନ ଆଇନ (ସିଏଏ)…

ନିଜ ମତ ବଦଳାଇଲେ ମମତା

କୋଲକାତା: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ମତ ବଦଳାଇଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସିଏଏକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜାତିସଂଘ ତତ୍ତ୍ୱାବଧାନରେ ଜନମତ ସଂଗ୍ରହ ପାଇଁ ମତ ଦେଇଥିଲେ। ହେଲେ ଭାରତର ଆଭ୍ୟନ୍ତରୀଣ…

ସିଏଏ ବିରୋଧରେ ମମତା କଲେ ରାଲି

କୋଲକାତା: ନାଗରିକତା ସଂଶୋଧନ ଆଇନ୍‌ (ସିଏଏ)କୁ ନେଇ ବିରୋଧ ଦେଖିବାକୁ ମିଳିଛି। ଆଜି ସିଏଏକୁ ପଶ୍ଚିମବଙ୍ଗରେ ଲାଗୁ କରାଯିବ ନାହିଁ ବୋଲି ନାରାଦେଇ ମମତା ବାନାର୍ଜୀ ନିଜ ସମର୍ଥକଙ୍କ ସହ ରାଲିରେ ବାହାରିଛନ୍ତି। ଆମ୍ବେଦକର ଷ୍ଟ୍ରିଟରୁ ଟାଗୋର ହାଉସ ପର୍ଯ୍ୟନ୍ତ ଏହି ରାଲିର ଆୟୋଜ କରାଯାଇଛି। ଏଥିସହିତ…

ଉପନିର୍ବାଚନରେ ଟିଏମସିର ବାଜିମାତ, ମମତା…

କୋଲାକାତା: ଆସିଯାଇଛି ପଶ୍ଚିମବଙ୍ଗ ଉପ-ନିର୍ବାଚନ ଫଳାଫଳ। ଫଳାଫଳରେ ବାଜିମାତ କରିଛି ମମତାଙ୍କ ତୃଣମୂଳ କଂଗ୍ରେସ। ଲୋକସଭା ନିର୍ବାଚନରେ ଏକାଧିକ ଆସନ ଛଡ଼ାଇ ଆଣିଥିବା ବିଜେପି ଏବେ ବିଧାନସଭା ଉପ ନିର୍ବାଚନରେ ନିରାଶ ହୋଇଛି। ପଶ୍ଚିମବଙ୍ଗର ୩ ବିଧାନସଭା ଆସନରେ ଅନୁଷ୍ଠିତ ଉପ ନିର୍ବାଚନରେ ମମତା…

ସଂଖ୍ୟାଲଘୁ ନେତାଙ୍କ ବିରୋଧରେ ମତ ଦେଲେ…

କୋଲକାତା: ୨୦୨୧ରେ ହୋଇପାରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ। ସେଥିପାଇଁ ଏବେଠୁ ଭୋଟରଙ୍କୁ ମନେଇବା ପାଇଁ ଆରମ୍ଭ କରିଛନ୍ତି ପ୍ରୟାସ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପ୍ରଥମ ଥର ପାଇଁ ମମତା ବାନାର୍ଜୀ ଅଳ୍ପସଂଖ୍ୟକ କଟ୍ଟରପନ୍ଥୀ ନେତାଙ୍କୁ ସମାଲୋଚନା କରିଛନ୍ତି। ଏଆଇଏମଆଇଏମର ମୁଖ୍ୟ…