Odisha Link
Bridging the Missing Links in Odisha
Browsing Tag

MAMATA BANARJEE

ଦିଲ୍ଲୀରେ ମମତା: ବିଜେପି ବିରୋଧୀ ଜାତୀୟ…

ନୂଆଦିଲ୍ଲୀ: ଦିଲ୍ଲୀରେ ଦିଦି। ଜାତୀୟ ରାଜନୀତିରେ ପ୍ରବେଶ କରିବାକୁ ହେଉଛନ୍ତି ସଜବାଜ। ଦିଲ୍ଲୀ ଦରବାରରେ ଦେଲେଣି ଖେଳ ହୋବେ ନାରା। ପଶ୍ଚିମବଙ୍ଗ ମନ୍ତ୍ର ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଦିଲ୍ଲୀରେ କରୁଛନ୍ତି ବଡ଼ ଯୋଜନା। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପିକୁ ମାତ୍‌ ଦେବା ପରେ ଜାତୀୟ…

ପିଏମ୍‌ ମୋଦୀଙ୍କୁ ଭେଟିଲେ ସିଏମ୍‌ ମମତା,…

ନୂଆଦିଲ୍ଲୀ: ତୃତୀୟ ଥର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପିଏମ୍‌ ମୋଦୀଙ୍କୁ ଭେଟିଛନ୍ତି ମମତା ବାନାର୍ଜୀ। ଜାତୀୟ ରାଜନୀତିରେ ମମତାଙ୍କୁ ନେଇ ଜୋରଦାର ଚର୍ଚ୍ଚା ହେଉଥିବା ବେଳେ ମଙ୍ଗଳବାର ଅପରାହ୍ନ ୪ଟା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି।…

ରାଷ୍ଟ୍ରୀୟ ରାଜନୀତିରେ ପାଦ ଥାପିବ କି…

କୋଲକାତା: ସରିଛି ପଶ୍ଚିମବଙ୍ଗ ନିର୍ବାଚନ। ହେଲେ ଏବେ ବି ଜୋର ଧରିଛି ରାଜନୀତି।। ବିଧାନସଭା ନିର୍ବାନଚନରେ ବିଜେପିକୁ ମାତ୍‌ ଦେଇ ଟିଏମସି ଶାସନକୁ ଆସିବା ପରଠୁ ପଦ୍ମ ଶିବିରରେ ସୃଷ୍ଟି ହୋଇଛି ହଟଚମଟ। ମୁକୁଲ ରୟଙ୍କଠୁ ଆରମ୍ଭ କରି କିଛି ନେତା ଟିଏମସି ଶିବିରରେ ପ୍ରବେଶ କରି ସାରିଛନ୍ତି। ଏଥିସହିତ…

ମୁକୁଲ ରୟଙ୍କ ଘର ବାହୁଡ଼ା, ଛାଡ଼ିଲେ…

କୋଲକାତା: ସରିଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ। ହେଲେ ଏବେ ଚର୍ଚ୍ଚାରେ ପଶ୍ଚିମବଙ୍ଗ ରାଜନୀତି। ପଶ୍ଚିମବଙ୍ଗରେ ନିର୍ବାଚନ ହାରିବା ପରେ ଭାରତୀୟ ଜନତା ପାର୍ଟିକୁ ଲାଗିଲା ବଡ଼ ଝଟକା। ବିଜେପିର ବରିଷ୍ଠ ନେତା ମୁକୁଲ ରୟ ତୃଣମୂଳ କଂଗ୍ରେସକୁ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଓ ତାଙ୍କ ପୁଅ ସୁଭ୍ରାଂଶୁ…

ସତ ହେବ କି ଶୁଭେନ୍ଦୁଙ୍କ ଆକଳନ?…

କୋଲକାତା: କରୋନା କାଳରେ ପାଞ୍ଚଟି ରାଜ୍ୟରେ ଅନୁଷ୍ଠିତ ହୋଇଥିବା ବିଧାନ ସଭା ନିର୍ବାଚନ ପାଇଁ ଗଣତି ଆରମ୍ଭ ହୋଇଛି। ସମସ୍ତଙ୍କ ନଜରେ ଏବେ ପଶ୍ଚିମବଙ୍ଗରେ ଉପରେ ରହିଛି। ଏଥିରେ ପ୍ରାଥମିକ ଗଣତିରେ ଟିଏମ୍‌ସି ଆଗୁଆ ଥିବା ବେଳେ ବିଜେପି ଜୋରଦାର ଟକ୍କର ଦେଉଛି। ସେହିପରେ ତାମିଲନାଡୁରେ ଡିଏମେକେ ଆଗୁଥିବା…

କାଲିଠୁ ହୁଇଲ ଚେୟାରରେ ପ୍ରଚାର କରିବେ…

କଲିକତା: ମମତା ଦିଦି ଡାକ୍ତରଖାନାରୁ ବାହାରିବା ପରେ ପୁଣି ସରଗରମ ହୋଇଛି ପଶ୍ଚିମବଙ୍ଗର ରାଜନୀତି। ହୁଇଲ ଚେୟାରରେ ଡାକ୍ତରଖାନାରୁ ବାହାରିଥିବା ଦିଦି ଆସନ୍ତା କାଲିଠୁ ପ୍ରଚାର ମୈଦାନକୁ ଓହ୍ଲାଇବେ। ଏନେଇ ଦଳ ପକ୍ଷରୁ ତିଆରି ହେଲାଣି ରୋଡମ୍ୟାପ୍। ଏହାରି ଭିତରେ ପଶ୍ଚିମବଙ୍ଗ ରାଜନୀତିରେ ପ୍ରବେଶ କରିଛି…

ପଶ୍ଚିମବଙ୍ଗ ନିର୍ବାଚନ: ପ୍ରାର୍ଥୀ…

କଲିକତା: ଏଥର ପଶ୍ଚିମବଙ୍ଗର ସବୁଠରୁ ବଡ଼ ଲଢ଼େଇ ହେବାକୁ ଯାଉଛି। ଏହି ହେବ ନନ୍ଦିଗ୍ରାମରେ। ଟିଏମସି ଛାଡ଼ି ବିଜେପିରେ ଯୋଗଦେଇଥିବା ଶୁଭେନ୍ଦୁ ଅଧିକାରୀଙ୍କ ଗଡ଼ରୁ ଲଢ଼ିବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏଥର ଭାବନୀପୁର ବଦଳରେ ନନ୍ଦିଗ୍ରାମରୁ ପ୍ରାର୍ଥୀ ହେବେ ମମତା । ଆସନ୍ତା ୧୦ ତାରିଖରେ ସେ ଏହି ଆସନରୁ…

ବିବାହ କାର୍ଯ୍ୟକ୍ରମରେ ନାଚିଲେ…

ପଶ୍ଚିମବଙ୍ଗ: ବିବାହ କାର୍ଯ୍ୟକ୍ରମରେ ସଙ୍ଗୀତର ତାଳେ ତାଳେ ନାଚିଲେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।। ଅଲ୍ଲିପୁରଦ୍ୱାର ଜିଲ୍ଲାର ଫକଲଟା ଠାରେ ଆୟୋଜିତ ଗଣ ବିବାହ ଉତ୍ସବରେ ମମତା ବାନାର୍ଜୀ ନାଚୁଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ବିବାହ…

ମୁଁ ଜଗନ୍ନାଥଙ୍କର ପରମ ଭକ୍ତ: ମମତା…

ଭୁବନେଶ୍ବର: ଓଡ଼ିଶା ଗସ୍ତରେ ଓଡ଼ିଶା ଆସିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ ପୂର୍ବାଞ୍ଚଳ ଜୋନାଲ୍‌ ପରିଷଦରେ ଯୋଗଦେବା ପାଇଁ ଗତକାଲି ଓଡ଼ିଶାରେ ପହଁଞ୍ଚିଛନ୍ତି। ଆଜି ମମତା ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ନିମନ୍ତ୍ରେ ଶ୍ରୀକ୍ଷେତ୍ର ପୁରୀ ଯାଇଥିଲେ। ଆଜି ମମତା ପୁରୀ ଯାଇଥିଲେ।…

ଓଡ଼ିଶାରେ ମମତା ବାନାର୍ଜୀ, ପୂର୍ବାଞ୍ଚଳ…

ଭୁବନେଶ୍ବର: ୪ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆଜିଠୁ ୪ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସେ। ଆଜି ବିମାନବନ୍ଦରରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସ୍ୱାଗତ ଜଣାଇଛନ୍ତି। ମମତାଙ୍କ ସହ ପଶ୍ଚିମବଙ୍ଗର କ୍ରୀଡ଼ାମନ୍ତ୍ରୀ ଅରୁପ୍‌ ବିଶ୍ୱାସ…