Odisha Link
Bridging the Missing Links in Odisha
Browsing Tag

Marriage

କରୋନା ନୂଆ ଗାଇଡଲାଇନ: ବିବାହରେ ଭୋଜି…

ଭୁବନେଶ୍ୱର: ପୁଣି କାୟା ବିସ୍ତାର କଲାଣି ମହାମାରୀ କରୋନା। ଓଡ଼ିଶାରେ କରୋନା ଗ୍ରାଫ ଧୀରେ ଧୀରେ ଉପରମୁହାଁ ହେଉଛି। ଯାହା ଏବେ ନିନ୍ତାଜନକ ପରିସ୍ଥିତ ସୃଷ୍ଟି କରିଛି। ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି। ଏଣିକି କରୋନା ପାଇଁ ବିବାହ ଭୋଜି ବଦଳରେ ପରିବେଷଣ ହେବ ପ୍ୟାକେଟ ଖାଦ୍ୟ।…

ଗୋଆରେ ବିବାହ କରିବେ ବୁମରା, କାହା ହାତ…

ନୂଆଦିଲ୍ଲୀ: ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଟିମ୍‌ ଇଣ୍ଡିଆର ଷ୍ଟାର ପେସ୍‌ ବୋଲର ଯଶପ୍ରୀତ୍‌ ବୁମରା। ହେଲେ ବୁମରା କାହା ହାତ ଧରିବେ ସେ ନେଇ ମଧ୍ୟ ଜୋରଦାର ଚର୍ଚ୍ଚା ଲାଗି ରହିଛି। ଏସବୁ ମଧ୍ୟରେ ସମସ୍ତ ଚର୍ଚ୍ଚାର ପୂର୍ଣ୍ଣଚ୍ଛେଦ ପଡ଼ିବାକୁ ଯାଉଛି। କାରଣ ଗୋଆରେ ମାର୍ଚ୍ଚ…

ବିବାହ ପୂର୍ବରୁ ସବ୍ୟଅର୍ଚ୍ଚିତାଙ୍କ ହଳଦୀ…

ଭୁବନେଶ୍ବର: ଆଉ କିଛି ସମୟ ପରେ ବିବାହ ବନ୍ଧନରେ ବାନ୍ଧି ହେବେ ସବ୍ୟସାଚୀ-ଅର୍ଚ୍ଚିତା। ଏହାପୂର୍ବରୁ ହଳଦୀ ମାଖିଲେ ସବ୍ୟ-ଅର୍ଚ୍ଚିତା। ଓଲିଉଡ଼ର ଚର୍ଚ୍ଚିତ ଷ୍ଟାରଙ୍କ ହଳଦୀ ରେସମ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ହଳଦୀ ସେରିମୋନିରେ ଉଭୟଙ୍କ ପରିବାର ସଦସ୍ୟ ଉପସ୍ଥିତ…

ଗଞ୍ଜାମ: ପ୍ରଶାସନ ସହଯୋଗରେ ବିବାହ କଲେ…

ଗଞ୍ଜାମ: ଏଚ୍ଆଇଭି ଏଡସ୍ ଏଭଳି ଏକ ରୋଗ ଯାହାର ନିରାକରଣ ପାଇଁ ଏପର୍ଯ୍ୟନ୍ତ ବାହାରି ପାରିନି କୈାଣସି ଟିକା ବା ଔଷଧ । ଆଧୁନିକ ଦୁନିଆରେ ଏବେବି ଏଚ୍ଆଇଭି ଏଡସ୍ ରୋଗ ଅସ୍ପୃଶ୍ୟ ହୋଇ ରହିଛି । ଏଡସ୍ ରୋଗ ନାଁ ଶୁଣିଲେ ଲୋକେ ଯେଉଁଠି ଦୂରେଇ ଯାଉଛନ୍ତି ସେହି କ୍ଷେତ୍ରରେ ବ୍ୟତିକ୍ରମ ଦେଖିବାକୁ ମିଳିଛି…

ବିବାହ ବନ୍ଧନରେ ବାନ୍ଧି ହେଲେ…

ଭୁବନେଶ୍ବର: ବିବାହ ବନ୍ଧନରେ ବାନ୍ଧି ହେଲେ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା। ନନ୍ଦିନୀ ବେହେରାଙ୍କୁ ସେ ନିଜର ଜୀବନ ସାଥୀ ଭାବେ ଗ୍ରହଣ କରିଛନ୍ତି। ଏନେଇ ଆଜି ତୁଷାରକାନ୍ତି ବେହେରା ଟୁଇଟ୍‌ କରି ସୂଚନା ଦେଇଛନ୍ତି।…

ବିବାହ ବନ୍ଧନରେ ବାନ୍ଧି ହେଲେ ଲୁଲୁଙ୍କ…

ଭୁବନେଶ‌୍ବର: ବିବାହ ବନ୍ଧନରେ ବାନ୍ଧି ହେଲେ ଓଡ଼ିଶାର ବରିଷ୍ଠ ରାଜନତୋ ସ୍ବର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ(ଲୁଲୁ) ଝିଅ ଉପାସନା ମହାପାତ୍ର। ବୁଧବାର ଦିନ ମହା ଆଡ଼ମ୍ବରରେ ରାଜସ୍ଥାନର ଉଦୟପୁର ପ୍ୟାଲେସରେ ଅନୁଷ୍ଠିତ ହୋଇଯାଇଛି। ଅନୁଗୁଳ ବାସିନ୍ଦା ତଥା ମୁମ୍ବାଇ ଶିଳ୍ପପତି ଶୁଭ୍ରାଂଶୁ ଶେଖର…

ବ୍ୟାଣ୍ଡ ପାର୍ଟି, ଲାଇଟ ଓ ସାଉଣ୍ଡ…

ଭୁବନେଶ୍ବର: ଏଣିକି ବାହାଘରରେ ବାଜି ପାରିବ ବ୍ୟାଣ୍ଡ, ଲାଇଟ ଓ ସାଉଣ୍ଡ। ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ବାହାଘର ଓ ଅନ୍ତିମ ସଂସ୍କାର ନେଇ ପୂର୍ବରୁ ଜାରି କରାଯାଇଥିବା ଗାଇଡଲାଇନରେ କେତେକ ପରିବର୍ତ୍ତନ କରାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିସନର୍ ତଥା ଅତିରକ୍ତ ଶାସନ ସଚିବ…

ବିବାହ ବନ୍ଧନରେ ବାନ୍ଧି ହେଲେ…

ଭୁବନେଶ୍ବର: ବିବାହ ବନ୍ଧନରେ ବାନ୍ଧି ହେଲେ ଓଲିଉଡ ଜଗତର ସୁପ୍ରସିଦ୍ଧ କଣ୍ଠଶିଳ୍ପୀ ଦିପ୍ତୀରେଖା ପାଢ଼ୀ। କୋଭିଡ କଟକଣା ମଧ୍ୟରେ ନିରାଡମ୍ବର ଭାବେ ତାଙ୍କର ବାହାଘର ଅନୁଷ୍ଠିତ ହୋଇଯାଇଛି। ସେ ଖୋର୍ଦ୍ଧା ଅଞ୍ଚଳର ଜଣେ ଜଣାଶୁଣା ବ୍ୟବସାୟୀ ସୌମ୍ୟରଞ୍ଜନ ଶତପଥୀଙ୍କ ହାତ ଧରିଛନ୍ତି। ପବିତ୍ର ଅଗ୍ନିକୁ ସାକ୍ଷୀ…

ଲୁଚିଛପି ପ୍ରେମିକାକୁ ଦେଖା କରୁଥିଲା…

ନୂଆଦିଲ୍ଲୀ: ଲୁଚିଛପି ପ୍ରେମ କରୁଥିଲା ପ୍ରେମିକ। ନିଇତି ପ୍ରେମିକାକୁ ଦେଖା କରିବାକୁ ଯାଏ ପ୍ରେମିକ। ପରେ ପ୍ରେମୀକାକୁ ବାହା ହେବାକୁ ମନା କରିବାରୁ ତାଙ୍କୁ ଦଣ୍ଡ ସ୍ବରୂପ ବିବାହ କରିବାକୁ ପଡ଼ିଥିଲା। ଏଭଳି ଏକ ଖବର ଆସିଛି ଆଜିମନଗର ଥାନାର ସୁମାଲୀ ଗାଁରୁ। ସ୍ବାର ଅଞ୍ଚଳର ଗଦିନଗଳୀ ଗାଁ ନିବାସୀ ପ୍ରେମ…

ବର ୭୮କୁ କନିଆଁ ୧୭, ବାହାଘର ମାସେ…

ଜାକର୍ତା: ଇଣ୍ଡୋନେସିଆରେ ଏକ ବିବାହକୁ ନେଇ କିିଛିଦିନ ତଳେ ସାରା ବିଶ୍ବରେ ଚର୍ଚ୍ଚା ଲାଗି ରହିଥିଲା। ସେହି ବାହାଘର ମାସେ ନପୂରୁଣୁ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଗତ ମାସରେ ଇଣ୍ଡୋନେସିଆରେ ଅବାହ ସରନା ନାମକ ଜଣେ ୭୮ ବର୍ଷ ବୟସ୍କ ବ୍ୟକ୍ତି ୧୭ ବର୍ଷୀୟ ଝିଅ ନୋନି ନବିତାଙ୍କୁ ବିବାହ…