Odisha Link
Bridging the Missing Links in Odisha
Browsing Tag

Murder

ପୂର୍ବତନ କୁଳପତିଙ୍କୁ ବୀଭତ୍ସ ହତ୍ୟା,…

ଝାରସୁଗୁଡ଼ା: ଦିନ ଦ୍ବିପହରରେ ସମ୍ବଲପୁର ବିଶ୍ବ ବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ ହତ୍ୟା। ପୂର୍ବତନ କୁଳପତି ପ୍ରଫେସର ଧ୍ରୁବରାଜ ନାୟକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ଜଣେ ଦୁର୍ବୃତ୍ତ ଶ୍ରୀ ନାୟକ କୁଅରମାଲ ସ୍ଥିତ ବାସଭବନରେ ଥିବାବେଳେ ଆକ୍ରମଣ କରିଥିଲା। ପରେ ତାଙ୍କୁ ଗୁରୁତର ଅବସ୍ଥାରେ…

୫ ବର୍ଷର ଶିଶୁକୁ ହତ୍ୟାକରି ମୁଣ୍ଡଗଣ୍ଡି…

ନୟାଗଡ଼: ୫ ବର୍ଷର କୁନି ଝିଅକୁ ହତ୍ୟାକରି ମୁଣ୍ଡଗଣ୍ଡି ଅଲଗା କଲା  ଅଭିଯୁକ୍ତ। ପୁଲିସ ଶବ ଜବତ କରିବା ସହ ହତ୍ୟାକାରୀକୁ ଗିରଫ କରିଛି। ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଳକରେ ଥିବା ବାଣିଗୋଛା ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ଧୁନ୍ଦୁଗାଡ଼ିଆ ଗାଁରେ। ହତ୍ୟାକାଣ୍ଡର ଶିକାର ହୋଇଥିବା…

ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା…

ଗୌହାଟୀ: ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ପରେ ଗଛରେ ଝୁଲାଇଲେ ଶବ। ଆସାମର କୋକ୍ରାଝର ଜିଲ୍ଲାରୁ ଦୁଇ ନାବାଳିକାଙ୍କ ଝୁଲାନ୍ତ ଅବସ୍ଥାରେ ମିଳିଥିବା ମୃତ୍ୟୁ ରସହ୍ୟର ପର୍ଦ୍ଦାଫାସ କରିଛି ପୁଲିସ୍‌। ଗତ ଶନିବାର ଉଭୟଙ୍କ ମୃତଦେହ ମିଳିବା ପରେ ପୁଲିସ୍‌ ଏହି ମାମଲାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ…

ବୃଦ୍ଧ ଦମ୍ପତିଙ୍କୁ ହାଣି ହତ୍ୟା

ଭଞ୍ଜନଗର: ଭଞ୍ଜନଗରରୁ ଆସିଛି ଏକ ଦୁଃଖଦ ଖବର ବୃଦ୍ଧ ଦମ୍ପତି ଙ୍କୁ ମାରଣାସ୍ତ୍ରରେ ହାଣି ହତ୍ୟା କରାଯିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି। ଶିଶୁଣ୍ଡା ଗାଁ କାଜୁ ଜଙ୍ଗଲରେ ବୃଦ୍ଧ ଦମ୍ପତିଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ଏନେଇ ଖବର ପାଇ ଜଗନ୍ନାଥପ୍ରସାଦ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି…

ପିପିଲି ପଲିଟିକ୍ସରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ବର: ପିପିଲି ରାଜନୀତିର ନିଆଁ ବଢ଼ିବାରେ ଲାଗିଛି। ଉପନିର୍ବାଚନ ପୂର୍ବରୁ ରାଜନୈତିକ ହିଂସାରେ ଜଣେ ମତଦାତାଙ୍କ ଜୀବନ ଚାଲିଯାଇଛି। ତିନିଦିନ ତଳେ ସଂଘଟିତ ଏହି ହିଂସାରେ ସଂକଟାପନ୍ନ ଅବସ୍ଥାରେ ଥିବା ଜଣେ ବ୍ୟକ୍ତିଙ୍କର ଆଜି ମୃତ୍ୟୁ ହୋଇଛି। ମୃତକଙ୍କ ନାମ ପାଣ୍ଡବ ବେହେରା, ଘର ଡେଲାଙ୍ଗ ଥାନା…

ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା,…

ସିଲଭାସା: ଏକ ୩ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିବା ପରେ ହତ୍ୟା କରାଯାଇଛି। ଏଭଳି ଏକ ଘୃଣ୍ୟ ଘଟଣା ଘଟିଛି ଦାଦ୍ରା ଓ ନଗର ହାବେଳିର ରାଜଧାନୀ ସିଲଭାସାରେ। ଏନେଇ ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଷ୍କର୍ମକାରୀ ଯୁବକକୁ ଗିରଫ କରିଛି। ଅନ୍ୟପଟେ ଝିଅ ସହ ଏଭଳି ଘଟିଥିବାର ଖବର ଶୁଣିବା ପରେ…

ରାଜଧାନୀରେ ହତ୍ୟା: ଆଇନଶୃଙ୍ଖଳାକୁ ନେଇ…

ଭୁବନେଶ୍ବର: ଆଇନଶୃଙ୍ଖଳା ଆଗରେ ଅପରାଧୀଙ୍କ ବାଜିମାତ୍, ସାମନ୍ତାରପୁର ପରେ ସିଆରପି ଛକରେ ଲୋମହର୍ଷଣକାରୀ ହତ୍ୟାକାଣ୍ଡ। ଏମିତି ସେମିତି ହତ୍ୟା ନୁହେଁ, ଶହ ଶହ ଲୋକଙ୍କ ସାମ୍ନାରେ ହତ୍ୟାକାଣ୍ଡ ଘଟାଇଲେ ଦୁଇଭାଇ। ଏକ ପିକଅପ ଭ୍ୟାନ ଭିତରେ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ମାରଣାସ୍ତ୍ରରେ ଭୁଷି ଚାଲିଥିଲେ…

ସ୍ୱାମୀ ଦେଇଥିଲା ସୁପାରୀ

ନୟାଗଡ଼: ନୟାଗଡ଼ ଶରଣକୂଳ ଥାନା ସସ୍ମିତା ମହାପାତ୍ର ହତ୍ୟା ଘଟଣା ଏବ ନୂଆ ମୋଡ଼ ନେଇଛି। ମାମଲାରେ ୪ଜଣ ସୁପାରି କିଲରଙ୍କୁ ଅଟକ ରଖିଛି ପୋଲିସ। ଆଜି ପୋଲିସ ହତ୍ୟା ଘଟଣାର ସିନ୍‌ ରିକ୍ରିଏଟ୍‌ କରିବାର ସମ୍ଭାବନା ରହିଛି। ପ୍ରକାଶ ଯେ, ଗତ ୨୯ ତାରିଖ ବିଳମ୍ବିତ ରାତିରେ ସସ୍ମିତାଙ୍କୁ ହତ୍ୟା କରାଯାଇଥିଲା।…

ପାର୍ଟିରେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା,…

ନୂଆଦିଲ୍ଲୀ: ଜନ୍ମଦିନ ପାର୍ଟିରେ ଜଣେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା। ଏହି ଘଟାଣାଟି ଦିଲ୍ଲୀର ମଙ୍ଗଳପୁରୀ ଅଞ୍ଚଳରେ ଘଟିଛି। ମୃତ ହେଲେ ରିଙ୍କୁ ଶର୍ମା। ତାଙ୍କୁ ୪ଜଣ ଚାରି ଯୁବକ ହତ୍ୟା କରିଥିବା ଅଭିଯୋଗ ହୋଇଛି । ତେବେ ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ପ୍ରକାଶ ଯେ , ରିଙ୍କୁ…

ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ବାମୀ

ଭୁବନେଶ୍ବର: ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ବାମୀ।ଏଭଳି ଅଭାବନୀୟ ଘଟଣାଟି ଚନ୍ଦ୍ରଶେଖରପୁର ଥାନାସ୍ଥିତ ବିର୍ଷା ମୁଣ୍ଡା ବସ୍ତିରେ ଘଟିଛି। ପାରିବାରିକ କଳହରୁ ଏପରି ହତ୍ୟାକାଣ୍ଡ ଘଟିଥାଇ ପାରେ ବୋଲି କୁହାଯାଉଛି। ସ୍ତ୍ରୀ ମମିନା ପୂର୍ତ୍ତିକୁ ପିଟିପିଟି ହତ୍ୟା କରିଛି ସ୍ବାମୀ ରଙ୍ଗଲାଲ ପୂର୍ତ୍ତି।…