Odisha Link
Bridging the Missing Links in Odisha
Browsing Tag

Murder

ଭୁବନେଶ୍ବର ବିଭତ୍ସ ହତ୍ୟାକାଣ୍ଡ: ୧୨…

ଓଏଲ୍‌ ବ୍ୟୁରୋ: ଆଜି ସକାଳୁ ରସୁଲଗଡ-ବାଣୀବିହାରର ମୁଖ୍ୟ ରାସ୍ତା ଓଭରବିଜ୍‌ ଉପରେ ବିଚ୍‌ ରାସ୍ତା ଉପରେ ଜଣେ ସଫେଇ କର୍ମଚାରୀଙ୍କୁ ନିର୍ମମ ଭାବେ କରାଯାଇଥିବା ହତ୍ୟା ଘଟଣା ସାରା ଓଡ଼ିଶାରେ ହଇଚଇ ସୃଷ୍ଟି କରିଥିଲା। ଏହି ହତ୍ୟାକାଣ୍ଡ ମାମଲାରେ ୩ ଜଣଙ୍କୁ ଗିରଫ କରିଛି କମିଶନରେଟ ପୁୁଲିସ। ନୟାଗଡ଼…

ଝାଡ଼ଖଣ୍ଡରେ ପ୍ରେମିକାକୁ ମାରି ୫୦ଖଣ୍ଡ…

ଓଏଲ୍‌ ବ୍ୟୁରୋ: ଝାଡ଼ଖଣ୍ଡ ଖୁଣ୍ଟି ଜିଲ୍ଲାରେ ଜଘନ୍ୟ ହତ୍ୟାକାଣ୍ଡ । ପ୍ରେମିକାକୁ ମାରି ୫୦ ଖଣ୍ଡ କଲା ଅଭିଯୁକ୍ତ । ଜଙ୍ଗଲରୁ ଯୁବତୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ମିଳିବା ପରେ ସାମ୍ନାକୁ ଆସିଲା ଘଟଣା । ମୃତ ଯୁବତୀ ଜଣକ ୨୪ ବର୍ଷୀୟ ଗାଙ୍ଗୀ କୁମାରୀ ବୋଲି ଜଣାପଡ଼ିଛି । ପୋଲିସ ଅଭିଯୁକ୍ତ ନରେଶ ଭେଙ୍ଗ୍ରାକୁ…

ବୁଥ୍‌ ସାମ୍ନାରେ ସ୍ତ୍ରୀକୁ ମାରିଦେଲା…

ଓଏଲ୍‌ ବ୍ୟୁରୋ: ମତଦାନ ବେଳେ ଅଘଟଣ। ବୁଥ୍‌ ଆଗରେ ପଡ଼ିଲା ରକ୍ତର ଛିଟା। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ କାଉପୁର ପଞ୍ଚାୟତର ମୁକ୍ତାଡ଼ିହି ଗାଁର ୪ ନମ୍ବର ବୁଥ ସାମ୍ନାରେ ସ୍ତ୍ରୀଙ୍କ ହତ୍ୟା କଲା ସ୍ବାମୀ। ଭୋଟ୍ ଦେବାକୁ ଯାଇଥିବା ବେଳେ ମହିଳାଙ୍କୁ ବୁଥ୍‌ ସମ୍ମୁଖରେ ତାଙ୍କ ସ୍ୱାମୀ ହତ୍ୟା କରିଥିବା…

ଝିଅ ଚାହୁଁଥିଲେ, ଆଶା ପୂରଣ ନହେବାରୁ…

ଓଏଲ୍‌ ବ୍ୟୁରୋ: ପୁଅ ଆଶାରେ କନ୍ୟା ସନ୍ତାନକୁ ହତ୍ୟା କରିବା ଖବର ଆପଣ ଶୁଣିଥିବେ ନିଶ୍ଚୟ। ମଧ୍ୟପ୍ରଦେଶରେ କିନ୍ତୁ ଦେଖିବାକୁ ମିଳିଛି ବ୍ୟତିକ୍ରମ। ମଧ୍ୟ ପ୍ରଦେଶର ବୈତୁଲରେ ଜଣେ ବ୍ୟକ୍ତି ଝିଅକୁ ଆଶା କରି ପୁତ୍ର ସନ୍ତାନର ହତ୍ୟା କରିଛନ୍ତି। ପ୍ରଥମେ ଦୁର୍ବୁତ୍ତ ଜଣକ ପତ୍ନୀଙ୍କୁ ବାଡ଼େଇ ଲହୁ ଲୁହାଣ…

ମୋନାଲି ହତ୍ୟା ମାମଲା : ନିର୍ଦ୍ଦୟ…

ଓଏଲ୍‌ ବ୍ୟୁରୋ : ନିର୍ଦ୍ଦୟ ସାଜିଲା ନିଜ ଜନ୍ମ କଲା ଝିଅର ହତ୍ୟାକାରୀ ବାପା। ଦ୍ୱିତୀୟ ସ୍ତ୍ରୀ କଥାରେ ପଡି ନିଜ ଝିଅକୁ ପୋଡି ମାରିଦେଲା ଜନ୍ମ କଲା ବାପା। କଲେଜ ପଢୁଆ ଝିଅକୁ ପିଟି ପିଟି ହତ୍ୟା କରିବା ପରେ ପ୍ରମାଣ ଲୁଚାଇବାକୁ ମୃତ ଦେହକୁ ପୋଡି ପାଉଁଶକୁ ବି ଗାୟବ କରିଦେଇଥିବା ଜଣା ପଡିଛି। ଏହି…

ଜମି ବିବାଦରୁ ଗୁଳିକାଣ୍ଡ, ଜଣେ ମୃତ ୪…

ଓଏଲ୍‌ ବ୍ୟୁରୋ : ଜମିଜମା ବିବାଦରୁ ଗୁଳିମାଡ଼। ଗୁଳିକାଣ୍ଡରେ ଜଣେ ମୃତ ଏବଂ ୪ଜଣ ଆହତ। ଘଟଣାଟି ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ କୃଷ୍ଣପ୍ରସାଦ ଗାଁରେ ହୋଇଥିବାବେଳେ ଜମିଜମା ବିବାଦକୁ କେନ୍ଦ୍ର କରି ଗୁଳିକାଣ୍ଡ ହୋଇଥିବା ସୂଚନା। ଜମିଜମା ବିବାଦକୁ ନେଇ ୨ ପଡ଼ୋଶୀଙ୍କ ମଧ୍ୟରେ କଳହ ହୋଇଥିବା…

ମୃତ ଆନନ୍ଦ ଟପୋ ମାମଲା : ପୁଲିସର…

ଓଏଲ୍‌ ବ୍ୟୁରୋ : ଦୀର୍ଘ ଦିନର ଆନନ୍ଦ ଟପୋ ମୃତ୍ୟୁ ମାମଲାକୁ ନେଇ ଆନନ୍ଦଙ୍କ ପରିବାର ଲୋକଙ୍କର ଅସନ୍ତୋଷ ପ୍ରକାଶ। ଡିସିପିଙ୍କୁ ଭେଟିବା ପରେ ମୃତ ଆନନ୍ଦ ଟପୋଙ୍କ ବାପା, ମା ଓ ଭାଇ କ୍ଷୋଭ ପ୍ରକାଶ କରିଛନ୍ତି। ନ୍ୟାୟ ମିଳିବା ଆଶାରେ ମୃତ ଆନନ୍ଦଙ୍କ ପରିବାର ଲୋକେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମୃତ…

ପୁଲିସ ଇନଫର୍ମର ସନ୍ଦେହରେ ଘରୁ ଉଠାଇ ନେଇ…

କଳାହାଣ୍ଡି : କିଛି ଦିନର ନିରବତା ପରେ ପୁଣି ରକ୍ତମୁଖା ଲାଲବାହିନୀ । ପୁଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା କଲେ ମାଓବାଦୀ । କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ଯୁଗସାଇପାଟଣା ପଞ୍ଚାୟତର ପଞ୍ଚକୁଲ ଗ୍ରାମର ଲାଲବତି ମାଝୀ ନାମକ ବ୍ୟକ୍ତିଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ଏଥିସହିତ…

ଥାନା ସାମ୍ନାରେ ଟାଙ୍ଗିଆରେ ଭଉଣୀକୁ…

ଓଏଲ୍‌ ବ୍ୟୁରୋ: ଗଣ୍ଡଗୋଳରୁ ଚାଲିଗଲା ଜୀବନ। ପୁଣି ଥାନା ସାମ୍ନାରେ ଭଉଣୀକୁ ହାଣିଲା ଭାଇ। ଗାଈ ଚରାଉଥିବା ବେଳେ ଭାଇଭଉଣୀ ମଧ୍ୟରେ ଲାଗିଲା ଗଣ୍ଡଗୋଳ। ଯାହାକୁ କେନ୍ଦ୍ର କରି ବିବାହିତ ଭଉଣୀକୁ ମାରି ଦେଲା କାକା ପୁଅ ଭାଇ। ସମ୍ବଲପୁର କିସିଣ୍ଡା ଥାନା ସାମ୍ନାରେ ଘଟିଛି ଏଭଳି କାଣ୍ଡ। ଭଉଣୀକୁ ଟାଙ୍ଗିଆରେ…

ହାଇଦ୍ରାବାଦ: ଓଡ଼ିଆ ଯୁବକଙ୍କୁ ହତ୍ୟାକଲେ…

ହାଇଦ୍ରାବାଦ: ସ୍ଥାନୀୟ ଏକ ହୋଟେଲରେ କର୍ମଚାରୀମାନଙ୍କ ମିଳିତ ଆକ୍ରମଣରେ ଜଣେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛି କମିଶନରେଟ୍‌ ପୁଲିସ। ଯୁବକଙ୍କ ପତ୍ନୀଙ୍କ ଦ୍ବାରା ପୁଲିସରେ ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ମିିଳିଥିବା ସୂଚନା ଅନୁସାରେ ବୁଧବାର ମଧ୍ୟରାତ୍ରିରେ (୧୫-୧୬…