Odisha Link
Bridging the Missing Links in Odisha
Browsing Tag

Nandankanan

୪ରୁ ଖୋଲିବ ନନ୍ଦନକାନନ

ଭୁବନେଶ୍ବର : ପର୍ଯ୍ୟଟକଙ୍କ ପାଇଁ ଖୁସିଖବର । ଅକ୍ଟୋବର ୪ରୁ ଖୋଲିବ ନନ୍ଦନକାନନ । ଓଡ଼ିଶାର ପର୍ଯ୍ୟଟନସ୍ଥଳି ନନ୍ଦନକାନନ ଖୋଲିବା ସୂଚନା ପିସିସିଏଫ ହରିଶଙ୍କର  ଦେଇଛନ୍ତି । ଏହା କରୋନା କଟକଣା ପାଇଁ ଦୀର୍ଘ ଦିନ ହେବ ବନ୍ଦ ରହିଛି । ଉଭୟ ଅନଲାଇନ ଓ ଅଫଲାଇନରେ ଟିକେଟ ମିଳିବା ସୁବାଧା ରହିବ। ମାକ୍ସ…

ଅକ୍ଟୋବରରେ ଖୋଲିପାରେ ନନ୍ଦନକାନନ!

ଭୁବନେଶ୍ବର: ଆସନ୍ତା କ୍ଟୋବରରେ ଖୋଲିପାରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ଏନେଇ ସୂଚନା ଦେଇଛନ୍ତି ନନ୍ଦନକାନନ ନିର୍ଦ୍ଦେଶକ ଶଶି ପଲ୍। ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଅକ୍ଟୋବରରେ ଖୋଲିବାକୁ ବିଚାର ବିମର୍ଶ ଚାଲୁ ରହିଛି। ତେବେ ନିର୍ଦ୍ଧିଷ୍ଟ ଭାବେ କେବେ ଖୋଲିବ,ସେ ନେଇ କିଛି ସ୍ଥିର ହୋଇନାହିଁ। କରୋନା…

ନନ୍ଦନକାନନରେ ହଳଦିଆ ଆନାକୋଣ୍ଡାର…

ଭୁବନେଶ୍ବର: ନନ୍ଦନକାନନରେ ଆଉ ଏକ ହଳଦିଆ ଆନାକୋଣ୍ଡାର ମୃତ୍ୟୁ। ଦର୍ଶକଙ୍କୁ ଆକର୍ଷିତ କରିବା ନିମନ୍ତେ ନନ୍ଦନକାନନ କର୍ତ୍ତୃପକ୍ଷ ଚେନ୍ନାଇରୁ ୮ଟି ହଳଦିଆ ଆନା‌କୋଣ୍ଡା ଆଣିଥିଲେ। ମାତ୍ର ଆସିଥିବା ୮ ଗୋଟି ହଳଦିଆ ଆନା‌କୋଣ୍ଡା ମଧ୍ୟରୁ ପୂର୍ବରୁ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଜି ଆଉ ଜଣଙ୍କର…

ଖୋଲିବନି ନନ୍ଦନକାନନ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅପରପକ୍ଷେ ରାଜ୍ୟରେ ଲାଗୁ ହୋଇଛି ଅନଲକ-୩ କଟକଣା। ଯାହାଫଳରେ କିଛି ଟା ଉପରେ କଟକଣା ଲାଗିଥିବା ବେଳେ ଆଉ କେତେକାଂଶ ଉପରୁ କଟକଣା ହଟା ଦିଆଯାଇଛି। ଏପରିକି ମଲ୍‌ ଖୋଲିବାକୁ ଅନୁମତି ଦେଇଛନ୍ତି ସରକାର। ଏସବୁ ମଧ୍ୟରେ…

ନନ୍ଦନକାନନରେ ନୂଆ ଅତିଥି

ବାରଙ୍ଗ: ନନ୍ଦନକାନନ ପାଇଁ ଖୁସି ଖବର। ନନ୍ଦନକାନନକୁ ଆସିଛନ୍ତି ଆଉ ୪ଟି ନୂଆ ଅତିଥି। ଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ବିଳାସପୁର କାନନପେଣ୍ଡାରୀ ଚିଡିଆଖାନାରୁ ୪ଟି ଏସିଆଟିକ୍ ଅଣ୍ଡିରା ସିଂହ ଆସିଛନ୍ତି। ବଦଳରେ ୫ଟି ବିଲୁଆ ନନ୍ଦନକାନନରୁ କାନନପେଣ୍ଡାରୀ ଚିଡିଆଖାନାକୁ ଯାଇଛନ୍ତି। ଏହି ୪ଟି ସିଂହ ଆସିବା…

ନନ୍ଦନକାନନରେ କଲରାପତରିଆ ମୃତ

ବାରଙ୍ଗ: ନନ୍ଦନକାନନରେ କଲରାପତରିଆ ବାଘ ‘ସୁରଜ’ର ମୃତ୍ୟୁ ଥିବା ଜଣାପଡିଛି। ଅସୁସ୍ଥତା କାରଣରୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦୀର୍ଘ ଦିନ ଧରି ଅସୁସ୍ଥ ଥିଲା ‘ସୁରଜ’। ‘ସୁରଜ’ର ଚିକିତ୍ସା ଜାରି ରହିଥିବା ବେଳେ ବୁଧବାର ତାର ମୃତ୍ୟୁ ହୋଇଥିବା ଜଣାପଡିଛି । ଅନ୍ୟପଟେ ନନ୍ଦନକାନନକୁ ଆଉ ୪ ଅତିଥି…

କରୋନା ପାଇଁ ବନ୍ଦ ରହିବ ନନ୍ଦନକାନନ

ଭୁବନେଶ୍ବର: କରୋନା ପାଇଁ ବନ୍ଦ ରହିବ ନନ୍ଦନକାନନ। ଆସନ୍ତା ମାର୍ଚ୍ଚ ୩୧ ଯାଏଁ ବନ୍ଦ ରହିବ ନନ୍ଦନକାନନ। ଏନେଇ ନନ୍ଦନକାନନ ଉପ ନିର୍ଦ୍ଦେଶକ ଜୟନ୍ତ ଦାଶ ସୂଚନା ଦେଇଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ କରୋନାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିବା ସହ ସ୍କୁଲ, କଲେଜ ସହ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ନେଇ…

ବାର୍ଡ ଫ୍ଲୁ: ନନ୍ଦନକାନନ ପକ୍ଷୀ ବିହାର…

ଭୁବନେଶ୍ବର: ଆଜିଠୁ ବାର୍ଡ ଫ୍ଲୁ ଆଶଙ୍କାରେ ବନ୍ଦ ନନ୍ଦନକାନନ ପକ୍ଷୀ ବିହାର। ପକ୍ଷୀଙ୍କ ସୁରକ୍ଷା ଏବଂ ସେମାନଙ୍କୁ ସଂକ୍ରମିତ ନହେବାକୁ ନିଆଯାଇଛି ସତର୍କତା। ବାର୍ଡ ଫ୍ଲୁ ଆଶଙ୍କାର ବଡ ପଦକ୍ଷେପ ନେଇ ପକ୍ଷୀ ବିହାରକୁ ବନ୍ଦ କରିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ। ଆଜିଠାରୁ ପକ୍ଷୀ ବିହାର ବନ୍ଦ ପାଇଁ…

ଆଉ ଏକ ଆନାକୋଣ୍ଡା ମୃତ

ଭୁବନେଶ୍ୱର: ଆଜି ନନ୍ଦନକାନରେ ଆଉ ଏକ ଆନାକୋଣ୍ଡା ମୃତ୍ୟୁ ହୋଇଛି। ଗୁରୁବାର ଦିନ ଏକ ଆନାକୋଣ୍ଡାର ମୃତ୍ୟୁ ହୋଇଥିଲା। ଏବେ ଆନାକୋଣ୍ଡା ମୃତୁ୍ୟ ସଂଖ୍ୟା ୨କୁ ବୃଦ୍ଧି ପାଇଥିବାବେଳେ ଆଉ ୩ଟି ଆନାକୋଣ୍ଡା ଅସୁସ୍ଥ ଥିବା ଜଣାଯାଇ । ତେବେ ସ୍ଥିତି ପରଖିବା ପାଇଁ ଚେନ୍ନାଇରୁ ଏକ ସ୍ୱତନ୍ତ୍ର ଟିମ ନନ୍ଦନକାନନ…

ନନ୍ଦନକାନନନରେ ମାଈ ଜଳହସ୍ତୀର ମୃତ୍ୟୁ

ଭୁବନେଶ୍ବର: ନନ୍ଦନକାନନନରେ ହାତୀ ପରେ ମାଈ ଜଳହସ୍ତୀର ମୃତ୍ୟୁ। ହରପିସ୍ ଭୂତାଣୁରେ ୪ଟି ହାତୀର ଜୀବନ ଯାଇଥିବା ବେଳେ ଏବେ ଜଳହସ୍ତୀଙ୍କୁ ନେଇ ସାମ୍ନାକୁ ଆସିଛି ଏହି ଚିତ୍ର। ଚିଡିଆଖାନାରେ ଥିବା ମାଈ ଜଳହସ୍ତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ଅସୁସ୍ଥତା କାରଣରୁ ଜଳହସ୍ତୀର ମୃତ୍ୟୁ ହୋଇଥିବା…