Odisha Link
Bridging the Missing Links in Odisha
Browsing Tag

Naredra modi

ଦିଲ୍ଲୀରେ ମୋଦି-ଭର୍ତ୍ତୃହରି ବୈଠକ,…

ଓଏଲ୍‌ ବ୍ୟୁରୋ: ସାଧାରଣ ନିର୍ବାଚନ ଯେତେ ପାଖଉଛି ଓଡ଼ିଶା ରାଜନୈତିକ ପାଣିପାଗ ସେତେ ବଦଳିବାରେ ଲାଗିଛି। ନଭେମ୍ବରରେ ହେବାକୁ ଥିବା ୫ ରାଜ୍ୟର ବିଧାନସଭା ଉପରେ ଏବେ ସମସ୍ତଙ୍କ ନଜର ଥିବା ବେଳେ ଜାତୀୟ ରାଜନୀତିଠୁ ଆରମ୍ଭ କରି ଓଡ଼ିଶା ରାଜନୀତିରେ ଏବେ ମୋଦି-ଭର୍ତ୍ତୃହରିଙ୍କ ଭେଟଘାଟକୁ ନେଇ ଚର୍ଚ୍ଚା।…

ବାଲେଶ୍ୱର ମେଡିକାଲରେ ଆହତଙ୍କୁ ଭେଟି…

ଓଏଲ୍‌ ବ୍ୟୁରୋ: ବାହାନଗାର ଟ୍ରେନ୍‌ ଦୁର୍ଘଟଣାକୁ ନେଇ ସ୍ଥିତି ସମୀକ୍ଷା କରିବା ପାଇଁ ବାଲେଶ୍ୱରରେ ପହଁଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦୀ। ପ୍ରଧାନମନ୍ତ୍ରୀଙ୍କୁ ଘଟଣା ବାବଦରେ ରେଳମନ୍ତ୍ରୀ…

ନବୀନଙ୍କ ସଂକେତ: ୨୦୨୪ରେ ପୁଣି…

ଓଏଲ୍‌ ବ୍ୟୁରୋ: ସାଧାରଣ ନିର୍ବାଚନକୁ ଆଉ ଏକ ବର୍ଷରୁ କମ୍‌ ସମୟ ରହିଛି। ଯେଉଁଥିପାଇଁ ବିଭିନ୍ନ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ଅଙ୍କକଷା। ଏସବୁ ମଧ୍ୟରେ ୨୦୨୪ରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ହେବେ ବୋଲି ଆଜି ପରୋକ୍ଷରେ କହିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବନ୍ଦେ…

ଅସୁସ୍ଥ ହେବାରୁ ଚିକିତ୍ସାଳୟରେ ଭର୍ତ୍ତି…

ଓଏଲ୍‌ ବ୍ୟୁରୋ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ ଅସୁସ୍ଥ ଥିବାର ଖବର ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ମା' ହୀରାବେନ ହଠାତ ଅସୁସ୍ଥ ହୋଇ ପଡିଥିବାବେଳେ ତାଙ୍କୁ ମଙ୍ଗଳବାର ରାତିରେ ଅହମ୍ମଦାବାଦରେ ଥିବା ୟୁଏନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ତାଙ୍କର…

ଭାରତୀୟ ସେନାକୁ ଅର୍ଜୁନ ଟ୍ୟାଙ୍କ…

ଚେନ୍ନାଇ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲନାଡୁ ଓ କେରଳ ଗସ୍ତରେ ଯାଇଥିଲେ। ଏହି ଗସ୍ତବେଳେ ସେ ପ୍ରଥମେ ଚେନ୍ନାଇ ପହଞ୍ଚି ସେଠାରେ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଅର୍ଜୁନ ଟ୍ୟାଙ୍କକୁ ଭାରତୀୟ ସେନାକୁ ହସ୍ତାନ୍ତର କରିଛନ୍ତି। ଏହି ଟ୍ୟାଙ୍କ୍‍ ଚେନ୍ନାଇ କମ୍ବାଟ୍‍ ଭେହିକିଲ୍‍ ଗବେଷଣା ଓ…

ବିହାର ଲୋକଙ୍କୁ ଏବେ ଆଉ ଲଣ୍ଠନ ଦରକାର…

ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଚାର ମଇଦାନରେ ଓହ୍ଲାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସାସାରାମ ଓ ଗୟା ରାଲିକୁ ସମ୍ବୋଧିତ କରି ମୋଦୀ ବିରୋଧୀ ଦଳକୁ ଅନେକ ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)କୁ ଟାର୍ଗେଟ୍ କରି କହିଛନ୍ତି, ବିହାରର…

ଆସନ୍ତାକାଲି ଅଟଳ ସୁଡ଼ଙ୍ଗକୁ ଉଦଘାଟନ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ରୋହତଙ୍ଗଠାରେ ଅଟଳ ସୁଡ଼ଙ୍ଗକୁ ଉଦଘାଟନ କରିବେ। ଏହା ହେଉଛି ବିଶ୍ୱର ସର୍ବବୃହତ ସୁଡ଼ଙ୍ଗ ରାଜପଥ। ୯ କିଲୋମିଟର ୨୦୦ ମିଟର ଦୀର୍ଘ ଏହି ସୁଡ଼ଙ୍ଗ ମନାଲିକୁ ଲାହୁଲ-ସ୍ପିତି ଉପତ୍ୟକା ସହ ସଂଯୋଗ କରିବ। ଏହି ସୁଡ଼ଙ୍ଗ ଯୋଗୁଁ ବର୍ଷର ସବୁ ସମୟରେ ମନାଲି ଓ…

ପ୍ରଧାନମନ୍ତ୍ରୀଙ୍କୁ ଧମକ; ରାଜଦ୍ରୋହ…

ଭୁବନେଶ୍ବର: ଦେଶଦ୍ରୋହ ମାମଲାରେ ଜଣେ ଗିରଫ। ଅଭିଯୁକ୍ତକୁ ଗିରଫ କରିଛି ଉତ୍ତରପ୍ରଦେଶ ବାଗପତ ଜିଲ୍ଲା ସିଂହବାଲି ଥାନା ପୋଲିସ। ଗିରଫ ଅଭିଯୁକ୍ତ ଜଣକ କଟକ ସାଲେପୁର ଥାନା କୁଶମ୍ବୀ ଗାଁର ସୟଦ ହସନ ଅହମ୍ମଦ। ସୟଦଙ୍କୁ ଦଫା ୧୨୪(କ), ୫୦୭, ୫୦୪, ୩୫୩(କ)ରେ ପୁଲିସ ଗିରଫ କରିଛି। ୟୁପି ପୋଲିସ ଆଜି ସକାଳୁ…

ସମାଜ ବଦଳିଛି, ବୁଦ୍ଧଙ୍କ ବାର୍ତ୍ତା…

ନୂଆଦିଲ୍ଲୀ: ସାରା ବିଶ୍ବ ମହମାରୀ କରେନା ଭାଇରସ୍‌ ବିପକ୍ଷରେ ଲଢ଼ୁଛି। ଏହି ସମୟରେ କରୋନା ଯୋଦ୍ଧାମାନଙ୍କୁ ସାରା ବିଶ୍ବ ସଲାମ କରୁଛି। ଏହାରି ମଧ୍ୟରେ ଆଜି ବୁଦ୍ଧ ପୂର୍ଣ୍ଣିମା ଅବସରରେ ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଯେଉଁଥିରେ ଦୁନିଆର ଅନେକ ବଡ଼ ବଡ଼ ନେତା ଯୋଗ ଦେଇଥିଲେ। ଏହି ଅବସରରେ…

‘ଦୁଇ ଗଜର ଦୂ‌ରତା’ ଜରୁରୀ: ମୋଦି

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରୀୟ ପଞ୍ଚାୟତରାଜ ଦିବସ। ଏହି ଅବସରରେ ଭିଡିଓ କନଫରନ୍ସିଂ ଜରିଆରେ ଦେଶର ସମସ୍ତ ସରପଞ୍ଚଙ୍କୁ ସମ୍ବୋଧନ କରିଛନ୍ତି ନରେନ୍ଦ୍ର ମୋଦି। ସମ୍ବୋଧନ କରି ଦେଶର ସମସ୍ତ ସରପଞ୍ଚଙ୍କୁ ରାଷ୍ଟ୍ରୀୟ ପଞ୍ଚାୟତ ରାଜ ଦିବସର ଶୁଭେଚ୍ଛା ଜଣାଇଛନ୍ତି ମୋଦି। ଏହି  ଅବସରରେ ଆଜି ପ୍ରଧାନମନ୍ତ୍ରୀ…