Odisha Link
Bridging the Missing Links in Odisha
Browsing Tag

Narendra Modi

ଜାନୁଆରୀ ୩ରୁ ପିଲାଙ୍କୁ ଟିକା

ନୂଆଦିଲ୍ଲୀ: ବଡ଼ଦିନରେ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶରେ ଦ୍ରୁତ ଗତିରେ ବୃଦ୍ଧିପାଉଥିବା ଓମିକ୍ରନ୍‌କୁ ନେଇ ଦେଶମାସୀଙ୍କୁ ସତର୍କ କରାଇଛନ୍ତି ପିଏମ୍‌ ମୋଦି। ଜାନୁଆରୀ ୩ ତାରିଖରୁ ଦେଶରେ ୧୫ ରୁ ୧୮ ବର୍ଷ ପିଲାଙ୍କୁ ଭ୍ୟାକସିନ୍‌ ଦିଆଯିବ ବୋଲି ପିଏମ୍‌ ମୋଦି ବଡ଼ ଘୋଷଣା କରିଛନ୍ତ।…

କାହିଁକି ହେଲା CDS ବିପିନ୍‌ ରାଓ୍ବତଙ୍କ…

ଭୁବନେଶ୍ବର: ଦେଶର ପ୍ରଥମ ପ୍ରତିରକ୍ଷା କର୍ମଚାରୀ ବିପିନ୍‌ ରାଓ୍ବତଙ୍କ ଦେହାନ୍ତ। ତାମିଲନାଡୁରେ ହୋଇଥିବା ହେଲିକପ୍ଟର ଦୁର୍ଘଟଣାରେ ବିପିନ୍‌ ରାଓ୍ବତଙ୍କ ସମେତ ମୋଟ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ଭାରତୀୟ ବାୟୁସେନା ପକ୍ଷରୁ ଟ୍ୱିଟ କରି ଏହି ସୂଚନା ଦିଆଯାଇଛି। ଜେନେରାଲ ରାୱତଙ୍କ ସମେତ ତାଙ୍କ ପତ୍ନୀ…

ଷ୍ଟେସନରେ ଏକାକୀ ମୋଦି!

ମୁମ୍ବାଇ: ହାତରେ ଟ୍ରଲି ବ୍ୟାଗ। ନା ରହିଛି କଡ଼ା ସିକ୍ୟୁରିଟି। ବାସ୍‌ ଏକ ଟ୍ରଲି ବ୍ୟାଗ ଧରି ଷ୍ଟେସନରେ ଚାଲିଛନ୍ତି ପିଏମ୍‌ ମୋଦି। ମୁମ୍ବାଇର ଦାଦର ରେଳ ଷ୍ଟେସନରେ ଦେଖିବାକୁ ମିଳିଛି ଏମିତି କିଛି ଦୃଶ୍ୟ। ଯାହାର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ଚର୍ଚ୍ଚା ମଧ୍ୟ…

ଆରମ୍ଭ ହେଲା ‘ଶିକ୍ଷକ ପର୍ବ’

ନୂଆଦିଲ୍ଲୀ: କୌଣସି ଦେଶର ବିକାଶ ପାଇଁ ଶିକ୍ଷା ସର୍ବସ୍ପର୍ଶୀ ଏବଂ ସର୍ବବ୍ୟାପୀ ହେବା ଉଚିତ୍‌ । ତେଣୁ ଆଜି ଦେଶ ଟକିଂ ବୁକ୍ସ ଏବଂ ଅଡ଼ିଓ ବୁକ୍ସ ଭଳି ଟେକ୍ନୋଲୋଜି ଶିକ୍ଷାକୁ ଏକ ଅଙ୍ଗ ଭାବରେ ଗ୍ରହଣ କରୁଅଛି ବୋଲି ମଙ୍ଗଳବାର ଭିଡିଓ କନ୍‌ଫରେନ୍ସିଂ ଜରିଆରେ ‘ଶିକ୍ଷକ ପର୍ବ’ର ଉଦ୍‌ଘାଟନୀ ଆଲୋଚନାଚକ୍ରରେ…

ଜାରି ହେଲା ୧୨୫ ଟଙ୍କିଆ ସ୍ବତନ୍ତ୍ର…

ନୂଆଦିଲ୍ଲୀ: ଜାରି ହେଲା ୧୨୫ ଟଙ୍କିଆ ସ୍ବତନ୍ତ୍ର ମୁଦ୍ରା। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାରି କରିଛନ୍ତି ଏହି ସ୍ବତନ୍ତ୍ର ମୁଦ୍ରା। ଇସ୍କନ ମାଧ୍ୟମରେ ଦେଶ ବିଦେଶରେ କୃଷ୍ଣ ଭକ୍ତିର ପ୍ରଚାର ପ୍ରସାର କରିଥିବା ଶ୍ରୀ ଭକ୍ତିବେଦାନ୍ତ ସ୍ଵାମୀ ପ୍ରଭୁପାଦଙ୍କ ୧୨୫ତମ ଜୟନ୍ତୀ ଅବସରରେ ଏହି…

ପିଏମ୍‌ ମୋଦୀଙ୍କୁ ଭେଟିଲେ ସିଏମ୍‌ ମମତା,…

ନୂଆଦିଲ୍ଲୀ: ତୃତୀୟ ଥର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପିଏମ୍‌ ମୋଦୀଙ୍କୁ ଭେଟିଛନ୍ତି ମମତା ବାନାର୍ଜୀ। ଜାତୀୟ ରାଜନୀତିରେ ମମତାଙ୍କୁ ନେଇ ଜୋରଦାର ଚର୍ଚ୍ଚା ହେଉଥିବା ବେଳେ ମଙ୍ଗଳବାର ଅପରାହ୍ନ ୪ଟା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି।…

ସ୍ୱାଧୀନତାର ୭୫ ବର୍ଷରେ ୭୫ ଗାଁକୁ ଯାଇ…

ନୂଆଦିଲ୍ଲୀ: ଆଜି ବିଜେପି ସଂସଦୀୟ ଦଳର ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ନେଇ ସାଂସଦ ମାନଙ୍କୁ ଦାୟିତ୍ବ ଦେଇଛନ୍ତି। ମୋଦି କହିଛନ୍ତି ଯେ, ୨୦୪୭ ମସିହା ବେଳକୁ ୧୦୦ତମ ସ୍ୱାଧୀନତା ଦିବସ ପାଳନ କରିବ ଦେଶ। ସ୍ୱାଧୀନତାର ୭୫ ବର୍ଷ ଅବସରରେ ୭୫…

ହଠାତ୍‌ ପିଏମ୍‌ ମୋଦୀଙ୍କୁ କାହିଁକି…

ନୂଆଦିଲ୍ଲୀ: ହଠାତ୍‌ ଦିଲ୍ଲୀ ଆସି ପିଏମ୍‌ ମୋଦୀଙ୍କୁ ସାକ୍ଷାତ କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦ୍ଦ୍ୟୁରେପ୍ପା। ଦୀର୍ଘଦିନ ଧରି ରାଜ୍ୟରେ ନେତୃତତ୍ବ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ମୋଦୀ ୟେଦ୍ଦୁରପ୍ପାଙ୍କ ଭେଟାଭେଟିକୁ ନେଇ ଅନେକ ପ୍ରକାର ଚର୍ଚ୍ଚା ଆରମ୍ଭ ହୋଇଛି।…

ନିରାଶ ହେଲେ ହେଭିଓ୍ବେଟ୍‌

ଭୁବନେଶ୍ବର: ସରିଲା କେନ୍ଦ୍ର ମନ୍ତ୍ରିମଣ୍ଡଳର ନବକଳେବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟରେ ବହୁ ନୂଆ ଚେହେରାଙ୍କୁ ଦେଖିବାକୁ ମିଳିଛି। ଏଥିସହିତ ୧୦ରୁ ଅଧିକ ମନ୍ତ୍ରୀଙ୍କୁ ବିଦା ମଧ୍ୟ କରିଛନ୍ତି ମୋଦୀ। ଯେଉଁଥିରେ ସାମିଲ ଅଛନ୍ତି ବଡ଼ ବଡ଼ ନେତା। ଏସବୁ ମଧ୍ୟରେ ଓଡ଼ିଶାର ରାଜ୍ୟସଭା ସାଂସଦ…

ଟିମ୍‌ ମୋଦୀର ନବକଳେବର: କିଏ ଆଉଟ୍‌ ଆଉ…

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରିମଣ୍ଡଳର ନବକଳେବର। ଶପଥ ନେଉଛନ୍ତି ମନ୍ତ୍ରୀ। ରାଷ୍ଟ୍ରପତି ଭବନରେ ହେୁଛି ଶପଥ ଗ୍ରହଣ ଉତ୍ସବ। ମନ୍ତ୍ରୀ ମାନଙ୍କୁ ଶପଥ ପାଠ କରାଉଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ମୋଟ ୪୩ ମନ୍ତ୍ରୀ ଶପଥ ନେବେ। ଖବର ଲେଖା ହେବା ପର୍ଯ୍ୟନ୍ତ ଜ୍ୟୋତିରାଦିତ୍ୟ ସିନ୍ଧିଆ,…