Odisha Link
Bridging the Missing Links in Odisha
Browsing Tag

Nayagarh

ପ୍ରଥମ ଯଦୁମଣି ସାହିତ୍ୟ କର୍ମଶାଳା…

ନୟାଗଡ଼: ନୟାଗଡ଼ ଜିଲ୍ଲା ଇଟାମାଟିରେ କବି ଯଦୁମଣି ମହାପାତ୍ରଙ୍କ ବାସଭବନରେ ଯଦୁମଣି ସାହିତ୍ୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳା ରେ ଯଦୁମଣିଙ୍କ ଅନବଦ୍ୟ ସୃଷ୍ଟି ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର ଉପରେ ଆଲୋଚନା ହୋଇଥିଲା। ଯଦୁମଣି ସାହିତ୍ୟ କିଭଳି ବହୁଳ ମାତ୍ରରେ ପ୍ରଚାର ପ୍ରସାର ହେବ ତାହାର…

ଟଙ୍କା ପାଇଁ ଜ୍ବାଇଁ ଆଖି ତାଡିଲା ଶ୍ୱଶୁର

ନୟାଗଡ଼: କରଜ ଟଙ୍କା ଶୁଝି ନ ପାରିବାରୁ ଜ୍ବାଇଁ ଆଖି ତାଡିନେଲେ ଦାଦା ଶ୍ୱଶୁର। ଏହି ଘଟଣାଟି ନୟାଗଡ଼ ସଦର ଥାନା ଅନ୍ତର୍ଗତ ସଜନାପଡ଼ା ଗାଁରେ। ପ୍ରାକଶ ଯେ, ନୟାଗଡ଼ ସଦରଥାନା ଅନ୍ତର୍ଗତ ସଜାନାପଡ଼ା ଗାଁର ପ୍ରମୋଦ ରାଉତରାୟ ଷଠିଆପଲ୍ଲୀ ଗ୍ରାମରେ ବିବାହ କରିଥିଲେ। ପ୍ରମୋଦ ଅସୁବିଧା ସମୟରେ ନିଜ ଦାଦା…

ଭିଜିଲାନ୍ସ ଜାଲରେ ସରକାରୀ ବାବୁ

ନୟାଗଡ : ଭିଜିଲାନ୍ସ ଜାଲରେ ସରକାରୀ ବାବୁ। ନୟାଗଡ ମ୍ୟୁନିସିପାଲଟିର କ୍ୟାସିୟର ଅଜୟ କୁମାର ସାଥୁଆ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।ସେ ଠିକାଦାରଙ୍କର ଠାରୁ ଲାଞ୍ଚ ନେଉଥିବା ସମୟରେ ଧରାପଡିଛନ୍ତି । ମ୍ୟୁନିସିପାଲଟିର କ୍ୟାସିୟର ବିଲ୍ ପାସ୍ କରିଦେବା ପାଇଁ ଠିକାଦାରଙ୍କଠାରୁ ୨୦ହଜାର ଟଙ୍କା ଲାଞ୍ଚ…

ଫେବ୍ରୁଆରୀ ୭ରେ ନୟାଗଡ଼ ସାହିତ୍ୟ ଉତ୍ସବ

ଭୁବନେଶ୍ବର: ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ଆନୁକୂଲ୍ୟରେ ନୟାଗଡ଼ ସାହିତ୍ୟ ଉତ୍ସବ ୨୦୨୧ ଆସନ୍ତା ଫେବ୍ରୁଆରୀ ୭ ତାରିଖ ରବିବାର ଦିନ ଅନୁଷ୍ଠିତ ହେବ। ଦିବସ ବ୍ୟାପୀ ଏହି ସମାରୋହରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଲେଖକ, କଳାକାର ଓ ବୁଦ୍ଧିଜୀବୀମାନେ ଯୋଗଦେବେ ବୋଲି କଥାକାର ତଥା ଉତ୍ସବ…

ପେଟ୍ରୋଲ୍ ପମ୍ପ୍‌ରେ ବୋମାମାଡ

ନୟାଗଡ: ପେଟ୍ରୋଲ ପମ୍ପରେ ବୋମାମାଡ। ନୟାଗଡ ଖଣ୍ଡପଡା ଥାନା ସିଙ୍ଗାପଡା ପେଟ୍ରୋଲ ପମ୍ପରେ ବୋମାମାଡ ହୋଇଛି। ସାମାନ୍ୟ ବଚସାକୁ ନେଇ ପେଟ୍ରୋଲ ପମ୍ପରେ ବୋମାମାଡ ହୋଇଥିବା ସୂଚନା ମିଳିଛି। ପେଟ୍ରୋଲ ପମ୍ପରେ ବୋମା ପକାଇ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ବୋମାମାଡ ପଳରେ ନିଆଁ ଲାଗି…

ପରୀ ହତ୍ୟା ମାମଲା: ବ୍ରେନ୍ ମ୍ୟାପିଂ…

ନୟାଗଡ଼: ନୟାଗଡ଼ ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ନାବାଳକର ବ୍ରେନ୍ ମ୍ୟାପିଂ ପାଇଁ ଏସଆଇଟିର ଆବେଦନ ଖାରଜ। ଜୁଭେନାଇଲ ଜଷ୍ଟିସ ବୋର୍ଡରେ ବ୍ରେନ୍ ମ୍ୟାପିଂ ପାଇଁ ମନାକଲା ଅଭିଯୁକ୍ତ। ଅଭିଯୁକ୍ତ ଅରାଜି ହେବାରୁ ଏସଆଇଟିର ଆବେଦନ ଖାରଜ କଲେ ଜେଜେବି। ଅଭିଯୁକ୍ତର ଏଲ୍‌ଭିଏ ଟେଷ୍ଟ ପାଇଁ ଜେଜେବିରେ ଆବେଦନ…

ପିକ୍‌ନିକ୍ ଗାଡ଼ି ଦୁର୍ଘଟଣାରେ ୧ ମୃତ,୪…

ଟାଙ୍ଗୀ: ପିକ୍‌ନିକ୍ ଗାଡ଼ି ଦୁର୍ଘଟଣା ଗ୍ରସ୍ତ। ଏହି ଅଭାବନୀୟ ଘଟଣାଟି ନାଚୁଣୀ ଫାଣ୍ଡି ନିକଟସ୍ଥ କହେଁଇପୁର ଛକ ନିକଟରେ ଘଟିଛି। ଏହି ଦୁର୍ଘଟଣାଟେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମୃତକ ମହିଳା ଜଣକ ହେଲେ ବୈଜୟନ୍ତୀ ପଟ୍ଟନାୟକ, ତାଙ୍କ ବୟସ…

ପରୀ ହତ୍ୟା ମାମଲା: ବିଧାନସଭା ଆଗରେ…

ନୟାଗଡ଼: ରାଜ୍ୟରେ ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାକୁ ନେଇଛି ଲାଗି ରହିଛି ଚର୍ଚ୍ଚା। ପରୀ ହତ୍ୟା ମାମଲାରେ ଜଣେ ନାବାଳକ ଗିରଫ ହୋଇଥିଲେ ମଧ୍ୟ ରଜାନୀତି ସରୁନାହିଁ। ଏସବୁ ମଧ୍ୟରେ ନୟାଗଡ଼ ଜିଲ୍ଲାର ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାର ପଛରେ ଥିବା ରହସ୍ୟ ସାମନାକୁ ଆସିଛି। ଭାଇରାଲ ଭିଡିଓ ଘଟଣାର ମୋଡ଼…

ଗିରଫ ଅଭିଯୁକ୍ତ ସରୋଜ ସେଠୀର ହେବ…

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ପରୀ ଦୁଷ୍କର୍ମ ଓ ହତ୍ୟାର ଅଭିଯୁକ୍ତ ସରୋଜ ସେଠୀର ନାର୍କୋ ଟେଷ୍ଟ ପାଇଁ କୋର୍ଟକରେ ଅନୁମତି ଲୋଡ଼ିଛି ଏସଆଇଟି। ପକ୍ସୋ କୋର୍ଟରେ ସରୋଜକୁ ରିମାଣ୍ଡରେ ନେବା ପାଇଁ ଏସଆଇଟି ଆବେଦନ କରିଛି। ପ୍ରକାଶ ଯେ, ଏସଆଇଟି ଅଭିଯୁକ୍ତ ସରୋଜକୁ ପରୀ ମୃତ୍ୟୁ ୪ ମାସ ପରେ ଗିରଫ କରିଥିଲା।…

ବଦନାମ ହେଉଛି ଛେନା ପୋଡ଼ର ଜନ୍ମମାଟି, ଶହେ…

ନୟାଗଡ଼: ରାଜ୍ୟରେ ଏବେ ସବୁଠୁ ଚର୍ଚ୍ଚିତ ଖବର ହେଉଛି ନକଲି ଖାଦ୍ୟ ପଦାର୍ଥ ଓ ସାମଗ୍ରୀ ବିକ୍ରି। ନିକଟରେ ଲଗାତାର ଭାବେ କଟକରେ ନକଲି ଖାଦ୍ୟ ପଦାର୍ଥ ସାମଗ୍ରୀ ବିକ୍ରି ହେଉଥିବା ଖବର ସାମ୍ନାକୁ ଆସିଥିଲା। ଯାହାକୁ ନେଇ ଗ୍ରାହକ ଦ୍ବନ୍ଦରେ। ଏପରିକି ନକଲି ଖାଦ୍ୟ ପଦାର୍ଥ ବିକ୍ରି କେବଳ କଟକରେ ନୁହେଁ ଏହା…