Odisha Link
Bridging the Missing Links in Odisha
Browsing Tag

Nepal

ନେପାଳରେ ବିମାନ ଦୁର୍ଘଟଣା: ୩୨ ବର୍ଷ ତଳେ…

ଓଏଲ୍‌ ବ୍ୟୁରୋ: ପୁଣିଥରେ ନେପାଳର କାଠମାଣ୍ଡୁରେ ଥିବା ତ୍ରିଭୁବନ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଏକ ବିମାନ ଦୁର୍ଘଟଣା ଘଟିଛି। ବିମାନ ଦୁର୍ଘଟଣାରେ ୧୮ ଜଣଙ୍କ ଦେହାନ୍ତ ହୋଇଛି। ଯାହା ଏବେ ସାରା ବିଶ୍ବକୁ ସ୍ତବ୍ଧ କରିଛି। ନେପାଳରେ ବଡ଼ ବିମାନ ଦୁର୍ଘଟଣା ୧୯୯୨ ମସିହାରେ ହୋଇଥିଲା। ଯେଉଁଥିରେ ୧୬୭…

ନେପାଳ ଭୂକମ୍ପ: ଗଲାଣି ୧୨୮ ଜୀବନ; ୧୦୦ରୁ…

ଓଏଲ୍‌ ବ୍ୟୁରୋ: ରାତି ଅଧରେ ଥରିଲା ଭାରତର ପଡ଼ୋଶୀ ଦେଶ ନେପାଳ। ଶୁକ୍ରବାର ମଧ୍ୟରାତ୍ରରେ ବଡ଼ ଧରଣର ଭୂକମ୍ପ ଝଟକା। ଯାହାଫଳରେ ଏପର୍ଯ୍ୟନ୍ତ ୧୨୮ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ଶହେରୁ ଅଧିକ ଗୁରୁତର ଭାବେ ଆହତ ହୋଇଛନ୍ତି। ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ି ପାରେ ବୋଲି ଅନୁମାନ କରାଯାଉଛି। ଗତକାଲି…

ଭାଙ୍ଗିଲା ଯୁବରାଜଙ୍କ ରେକର୍ଡ; ମାତ୍ର…

ଓଏଲ୍‌ ବ୍ୟୁରୋ: ଚୀନରେ ଚାଲିଥିବା ଏସିଆନ୍‌ ଗେମ୍ସରେ ବିଶ୍ବ ରେକର୍ଡ କଲା ନେପାଳ କ୍ରିକେଟ ଟିମ୍। କ୍ରିକେଟ ଦୁନିଆରେ ହଇଚଇ ସୃଷ୍ଟି କଲା ନେପାଳ। ନେପାଳ କ୍ରିକେଟ ଟିମ୍‌ର ଦୁଇ ଜଣ ଖେଳାଳି କଲେ ୫ ବିଶ୍ବ ରେକର୍ଡ। ଏଥିସହିତ ନେପାଳ ଟି-୨୦ ଇଣ୍ଟରନ୍ୟାସନାଲ କ୍ରିକେଟରେ ସର୍ବାଧିକ ସ୍କୋର କରି ବିଶ୍ବ…

ନେପାଳ ବିମାନ ଦୁର୍ଘଟଣା: ସମସ୍ତ ୭୨…

ଓଏଲ୍‌ ବ୍ୟୁରୋ: ନେପାଳରୁ ଆସିଲା ଦୁଃଖଦ ଖବର। ନେପାଳର ପୋଖରେ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଭୟଙ୍କର ଦୁର୍ଘ‌ଟଣାରେ ହୁତୁହୁତୁ ହୋଇ ଜଳିଗଲା ଯାତ୍ରୀବାହୀ ବିମାନ। ଦୁର୍ଘଟଣାଗ୍ରସ୍ଥ ବିମାନରେ ମୋଟ ୬୮ ଜଣ ଯାତ୍ରୀ ଓ ୪ ଜଣ କ୍ରୁ ସଦସ୍ୟ ଥିଲେ। ବିମାନରେ ଥିବା ସମସ୍ତ ୭୨ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା…

ହୁତୁହୁତୁ ହୋଇ ଜଳିଗଲା ଯାତ୍ରୀବାହୀ…

ଓଏଲ୍‌ ବ୍ୟୁରୋ: ନେପାଳରୁ ଆସିଲା ଦୁଃଖଦ ଖବର। ନେପାଳର ପୋଖରେ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଭୟଙ୍କର ଦୁର୍ଘ‌ଟଣାରେ ହୁତୁହୁତୁ ହୋଇ ଜଳିଗଲା ଯାତ୍ରୀବାହୀ ବିମାନ। ଦୁର୍ଘଟଣାଗ୍ରସ୍ଥ ବିମାନରେ ମୋଟ ୬୮ ଜଣ ଯାତ୍ରୀ ଓ ୪ ଜଣ କ୍ରୁ ସଦସ୍ୟ ଥିଲେ। ସେମାନଙ୍କ ମଧ୍ୟରୁ ଏଯାଏ ୩୨ ଜଣଙ୍କ ମୃତଦେହ ମିଳିଛି।…

ଆଜି ଶପଥ ନେବେ ନେପାଳର ନୂଆ…

ନୂଆଦିଲ୍ଲୀ: ନେପାଳର ନୂଆ ପ୍ରଧାନମନ୍ତ୍ରୀ ଭାବେ ଆଜି ଶେର ବାହାଦୁର ଦେଓବା ଶପଥ ଗ୍ରହଣ କରିବେ। ୨୮ ଘଣ୍ଟା ମଧ୍ୟରେ ଦେଓବାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଅବସ୍ଥାପିତ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ପ୍ରଧାନମନ୍ତ୍ରୀ କେପି ଓଲିଙ୍କୁ ଶକ୍ତି ଶକ୍ତ ଧକ୍କା ଲାଗିଛି। ରାଷ୍ଟ୍ରପତି…

ନେପାଳ ଗସ୍ତରେ ଯିବେ ଭାରତୀୟ ସେନାମୁଖ୍ୟ…

ନୂଆଦିଲ୍ଲୀ: କିଛି ମାସ ତଳେ ଭାରତର ପଡ଼ୋଶୀ ରାଷ୍ଟ୍ର ନେପାଳ ଦେଶର ନୂଆ ମାନଚିତ୍ର ଜାରି କରିଥିଲା। ଯାହାଫଳରେ ମଧ୍ୟ କିଛି ବିବା ଦେଖିବାକୁ ମିଳିଥିଲା। ଏସବୁ ପରେ ଭାରତୀୟ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱଣେ ଖୁବଶୀଘ୍ର ନେପାଳ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ନେପାଳ ସରକାରଙ୍କ…

ଆଜି ଭାରତ-ନେପାଳ ମଧ୍ୟରେ…

ନୂଆଦିଲ୍ଲୀ: ଭାରତ ଏବଂ ନେପାଳ ମଧ୍ୟରେ ସୀମା ବିବାଦ ସତ୍ତ୍ବେ ଆଜି ଦୁଇ ଦେଶ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାକୁ ଯାଉଛି। ଏହି ବୈଠକ ପୂର୍ବରୁ ନିର୍ଦ୍ଧାରିତ ହୋଇଛି। ନେପାଳର ବୈଦେଶିକ ସଚିବ ଏବଂ ଭାରତର ରାଷ୍ଟ୍ରଦୂତଙ୍କ ମଧ୍ୟରେ ଏହି ବୈଠକ ଅନୁଷ୍ଠିତ ହେବ। ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା…

ପ୍ରଭୁ ରାମଚନ୍ଦ୍ର ଭାରତୀୟ ନୁହନ୍ତି:…

ନୂଆଦିଲ୍ଲୀ: ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି। ନୂଆ ମାନଚିତ୍ରକୁ ନେଇ ଚର୍ଚ୍ଚାରେ ଥିବା ଓଲି ଏବେ ବିବାଦୀୟ ବୟାନ ଦେଇ ପୁଣିଥରେ ଚର୍ଚ୍ଚାରେ। ଗତକାଲି ପ୍ରକୃତ ଅଯୋଧ୍ୟା ଭାରତର ନୁହେଁ ବରଂ ନେପାଳର ବୋଲି କହିଥିଲେ ଓଲି। ଏଥିସହିତ ପ୍ରଭୁ…

ଭାରତ-ନେପାଳ ସୀମାରେ ଗୁଳିକାଣ୍ଡ: ଜଣେ…

ନୂଆଦିଲ୍ଲୀ: ଆଜି ଭାରତ-ନେପାଳ ସୀମାରେ ଗୁଳିକାଣ୍ଡ ହୋଇଛି। ବିହାରର ସୀତାମଢ଼ୀ ନିକଟରେ ଭାରତ-ନେପାଳ ସୀମାରେ ଏହି ଗୁଳିକାଣ୍ଡ ହୋଇଛି। ଏଥିରେ ଜଣେ ଭାରତୀୟଙ୍କର ମୃତ୍ୟୁ ଘଟିଥିବାବେଳେ ୨ ଜଣ ଆହତ ହୋଇଛନ୍ତି। ବିହାରର ସଶସ୍ତ୍ର ସୀମା ବଳର ଆଇଜି ଏହି ସୂଚନା ଦେଇଛନ୍ତି। ନେପାଳ ପଟୁ ଗୁଳିମାଡ଼ କରାଯାଇଥିବା…