Odisha Link
Bridging the Missing Links in Odisha
Browsing Tag

Odisha Govt

କଟକ ଏସ୍‌ସିବି ପୂର୍ବ ଭାରତର ଇକମୋ ହବ୍:…

କଟକ: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ଆଜି ଏସ୍‌ସିବିରେ ବହୁ ପ୍ରତୀକ୍ଷିତ ଏକ୍‌ମୋ ଚିକିତ୍ସାର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୯ଟି ଏକମୋ ମେସିନକୁ ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ନବୀନ। ଏସ୍‌ସିବିରେ ଗୁରୁତର ରୋଗୀଙ୍କୁ ଇକମୋ ମାଗଣା ଚିକିତ୍ସା ସେବା…

ରାଜ୍ୟରେ ନିଯୁକ୍ତ ହେବେ ୧୧ ହଜାର ନୂଆ…

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଫୋକସ୍‌ରେ ସ୍ବାସ୍ଥ୍ୟସେବା। ରାଜ୍ୟରେ ସ୍ବାସ୍ଥ୍ୟସେବା କିଭଳି ଆହୁରି ଲୋକାଭିମୁଖୀ ହୋଇପାରିବ ସେଥିପାଇଁ ସର୍ବଦା ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର। ଏସବୁ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ ସ୍ବାସ୍ଥ୍ୟ ସେବାକୁ ଅଧିକ ଦକ୍ଷ ଓ…

ଟିକା ନେଲେ ବି କରୋନା ହେବ: ଓଡ଼ିଶା ସରକାର

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଏହାକୁ ନଜରରେ ରଖି ରାଜ୍ୟ ସରକାର ସାରା ରାଜ୍ୟରେ ନାଇଟ୍‌ କର୍ଫ୍ୟୁ କଟକଣା ଲାଗୁ କରିଛନ୍ତି। ଅପରପକ୍ଷେ କରୋନାକୁ ମାତ୍‌ ଦେବା ପାଇଁ ଟିକା ପ୍ରଦାନ କରାଯାଉଛି। ଏସବୁ ମଧ୍ୟରେ କରୋନା ସଂକ୍ରମଣ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା…

ରାଜ୍ୟରେ କରୋନା କାଳରେ ବାଉଁଶ ବାବଦକୁ…

ଭୁବନେଶ୍ବର: ମହାମାରୀ କରୋନା କାଳରେ ରାଜ୍ୟ ସରକାର ବାଉଁଶ ବାବଦକୁ ଖର୍ଚ୍ଚ କରିଛନ୍ତି ୨୧.୯୦ ଲକ୍ଷ ଟଙ୍କା। ଆଜି ବିଧାୟକ ଭବାନୀ ଭୋଇଙ୍କ ଏକ ପ୍ରଶ୍ନର ଉତ୍ତରରେ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏହି ଜବାବ ଦେଇଛନ୍ତି। ଶ୍ରୀ ମଲ୍ଲିକ କହିଛନ୍ତି ଯେ, କୋଭିଡ୍‌ ସମୟରେ ରାଜ୍ୟରେ ୪୦୬ଟି ଜାଗାରେ…

ବିଶ୍ୱସ୍ତରୀୟ ହସ୍ପିଟାଲ ହେବ କଟକ ବଡ଼…

ଭୁବନେଶ‌୍ବର: କଟକ ବଡ଼ ମେଡିକାଲର ହେବ ନବକଳେବର। ବିଶ୍ୱସ୍ତରୀୟ ହସ୍ପିଟାଲରେ ପରିଣତ ହେବ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ। ଏହି ମେଡିକାଲ କଲେଜକୁ ଏମସପ୍ଲସ୍ ଭାବେ ଗଢ଼ି ତୋଳିବା ସହ ବିଶ୍ୱସ୍ତରୀୟ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଆବଶ୍ୟକ ଭିତ୍ତିଭୂମି ବିକଶିତ କରାଯିବ। ଏଥିପାଇଁ ଖର୍ଚ୍ଚ ହେବ…

ରତ୍ନଭଣ୍ଡାରର ଅନୁଧ୍ୟାନ ହେବ,…

ଭୁବନେଶ୍ବର: ବହୁ ବାଦ ବିବାଦ ପରେ ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାରର ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ। ଭିତର ରତ୍ନଭଣ୍ଡାରରେ ମହାପ୍ରଭୁଙ୍କ ଅଳଙ୍କାରର ଅନୁଧ୍ୟାନ ପାଇଁ ନିର୍ଦ୍ଦେଶ।ଅନୁଧ୍ୟାନ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଆଇନ ବିଭାଗର ଚିଠି। ଏଥିସହିତ ମୁକ୍ତିମଣ୍ଡପରେ ଖାଲି ପଡ଼ିଥିବା ପଦବୀ ପୂରଣ…

ଭଲ ଖବର: କାଲିଠୁ ରାଜ୍ୟରେ ଗଡ଼ିବ ବସ୍

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ବଡ଼ ଖବର। କାଲିଠୁ ରାଜ୍ୟରେ ଗଡ଼ିବ ସମସ୍ତ ବସ୍‌। ରାଜ୍ୟରେ ସ୍ୱଭାବିକ ହେବ ବସ ଚଳାଚଳ। ଏନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏଥିସହିତ ସହମତି ଭିତ୍ତିରେ ଆନ୍ତଃରାଜ୍ୟ ବସ୍ ଚଳାଚଳ ପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି। ସିଟି ବସ୍ ଚଳାଚଳ ପାଇଁ ମଧ୍ୟ ଅନୁମତି…

ରାଜ୍ୟ ସରକାର ଦେବେ ପ୍ରବାସୀ ଶ୍ରମିକଙ୍କ…

ଭୁବନେଶ୍ବର: ପ୍ରବାସୀ ଶ୍ରମିକଙ୍କ ପାଇଁ ଭଲ ଖବର। ଏଣିକି ‘ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌’ରେ ଫେରୁଥିବା ପ୍ରବାସୀ ଶ୍ରମିକମାନଙ୍କ ଟ୍ରେନ୍‌ ଭଡ଼ା ଓଡ଼ିଶା ସରକାର ଦେବେ। ସେମାନେ ଯେଉଁ ରାଜ୍ୟରୁ ଫେରୁଛନ୍ତି, ଯଦି ସେଠାକାର ରାଜ୍ୟ ସରକାର ଟିକେଟ୍‌ ଖର୍ଚ୍ଚ ନ ‌ଦେବେ, ତେବେ ଓଡ଼ିଶା ସରକାର ଏହି ଖର୍ଚ୍ଚ ବହନ…

କରୋନା: ୪ ଆଇଏଏସଙ୍କୁ ସ୍ୱତନ୍ତ୍ର…

ଭୁବନେଶ୍ବର: ସାରା ବିଶ୍ବକୁ ଘାରିଛି କରୋନା ଭୂତାଣୁ ଚିନ୍ତା। କରୋନା ଭୂତାଣୁକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିଥିବା ଓଡ଼ିଶା ସରକାର ଆଜି ୪ ଜଣ ଯୁବ ଆଇଏଏସଙ୍କୁ ସ୍ୱତନ୍ତ୍ର ଅଫିସର ଭାବେ ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ୨୦୧୭ ମସିହା ବ୍ୟାଚର ଏହି ଅଫିସରମାନେ ନିଜର ଦାୟିତ୍ୱ ସହ ସ୍ୱାସ୍ଥ୍ୟ ଓ ପରିବାର…

ମହିଳା ଦିବସରେ ମହିଳାଙ୍କ ପାଇଁ…

ଭୁବନେଶ୍ବର: ଆଜି ହେଉଛି ବିଶ୍ବ ମହିଳା ଦିବସ। ଲୋକସେବା ଭବନର ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି ଅନ୍ତର୍ଜାତୀୟ ମହିଳା ଦିବସ । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହୋଇ ମହିଳା ଦିବସର ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ…