Odisha Link
Bridging the Missing Links in Odisha
Browsing Tag

Odisha Police

ଆମ୍ବୁଲାନ୍ସରୁ ଗଞ୍ଜେଇ ଜବତ, ୨ ଅଭିଯୁକ୍ତ…

ଓଏଲ୍‌ ବ୍ୟୁରୋ : ଆମ୍ବୁଲାନ୍ସରେ ରୋଗୀ ବଦଳରେ ଯାଉଥିଲା ଗଂଜେଇ ଆଉ ଧରିଲା ପୁଲିସ। ଘଟଣାଟି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଞ୍ଚଳରେ ହୋଇଥିବା ବେଳେ ପୁଲିସ୍‌ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବୌଦ୍ଧ ଜିଲ୍ଲା ଅଙ୍କୁନ ଗ୍ରାମର ପ୍ରଶାନ୍ତ ଗୁରୁ ଏବଂ ବରଗଡ଼ ସହରର କୈଳାସ…

ଜିଏସଟି ଅଧିକାରୀ କହି ଲୁଟି ନେଉଥିଲେ,…

ଓଏଲ୍‌ ବ୍ୟୁରୋ : ଲୁଟ କରିବା ପାଇଁ ଆପଣେଇଥିଲେ ନୂଆ ଉପାୟ। ଲୋକଙ୍କୁ କହୁଥିଲେ ଜିଏସଟି ଅଧିକାରୀ ଏବଂ ଟଙ୍କା ଆଦାୟ କରିନେଉଥିଲେ । ଗଂଜାମ ଜିଲ୍ଲାର ୪ଯୁବକ ଘଟଣାଟି ଘଟାଇ ଥିବାବେଳେ ପୁଲିସ ସେମାନଙ୍କୁ ଗିରଫ କରିଛି। ଖବର ଅନୁସାରେ ୪ଅଭିଯୁକ୍ତ ନିଜକୁ ପୁଲିସ ଜିଏସ୍‌ଟି ଅଧିକାରୀ ଦର୍ଶାଇ ଲୋକଙ୍କ ଠାରୁ…

ସଡକ ଦୁର୍ଘଟଣା : ଟ୍ରକ ଧକ୍କାରେ ବାଇକ…

ଓଏଲ୍‌ ବ୍ୟୁରୋ : ବାଇକ ଆରୋହୀଙ୍କୁ ପଛରୁ ପିଟିଲା ଟ୍ରକ ଆଉ ଚାଲିଗଲା ଜୀବନ। ଆଜି ପୂର୍ବାହ୍ନ ପ୍ରାୟ ୧୧.୩୦ ପାଖାପାଖି, ଜୟପୁର ସହରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ଖବରରୁ ଜଣା ପଡିଛି। ଜଣେ ବାଇକ ଆରୋହୀଙ୍କୁ ପଛରୁ ୧୦ଚକିଆ ଟ୍ରକ ପିଟିଥିବାରୁ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି। ଜୟପୁରର…

ଭିଜିଲାନ୍ସ ଜାଲରେ ତମାଣ୍ଡୋ ଥାନା ପୁଲିସ…

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ଚଢ଼ାଉ କଲା ଏସଆଇଙ୍କ ଘରେ। ଭୁବନେଶ୍ୱର ତମାଣ୍ଡୋ ଥାନା ଏସ୍ଆଇ ଅଭିମନ୍ୟୁ ଚୌଧୁରୀଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଖବର ଅନୁସାରେ ଭିଜିଲାନ୍ସ ଟିମ୍ ଆଜି ଚଢ଼ାଉ କରିଛି ଅଭିମନ୍ୟୁଙ୍କ ଭୁବନେଶ୍ୱର ଓ ନୟାଗଡ଼ରେ…

ରାଜ୍ୟରେ ଖୋଲିଲା ୧୪ ସାଇବର ଥାନା,…

ଭୁବନେଶ୍ବର: ରାଜ୍ୟରେ ସାଇବର ଅପରାଧକୁ କାବୁ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ପଦକ୍ଷେପ। ରାଜ୍ୟବାସୀଙ୍କୁ ସାଇବର ଅପରାଧରୁ ସୁରକ୍ଷା ଦେବା ପାଇଁ ଆଜି ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ୧୪ଟି ସାଇବର ଥାନାର ଉଦଘାଟନ କରିଛନ୍ତି। ଭର୍ଚୁଆଲ୍‌ ମୋଡରେ ମୁଖ୍ୟମନ୍ତ୍ରୀ ଆଜି ସବୁ ଥାନାର…

୪୭୭ ପୁଲିସ SI ପଦବି ପାଇଁ ୧,୩୨,୪୯୬…

କଟକ: ରାଜ୍ୟ ପୁଲିସରେ ସବ୍‌ ଇନ୍‌ସପେକ୍ଟର (ଏସ୍‌ଆଇ) ପଦବିରେ ନିଯୁକ୍ତି ପାଇଁ ଆବେଦନର ଅବଧି ଶେଷ ହୋଇଛି । ଜୁଲାଇ ୧୫ ତାରିଖ ଥିଲା ଆବେଦନର ଶେଷ ତାରିଖ । ଆବେଦନ ଶେଷ ମଧ୍ୟରେ ମୋଟ୍‌ ୧ ଲକ୍ଷ ୩୨ ହଜାର ୪୯୬ ଜଣ ପ୍ରାର୍ଥୀ ଅନ୍‌ଲାଇନ୍‌ରେ ଫି’ ପୈଠ କରି ଆବେଦନ କରିଛନ୍ତି । ଏହାଛଡ଼ା ଅନ୍ୟ କିଛି…

ଓଡ଼ିଶା ପୁଲିସରେ ଯୋଗଦେଲେ ୩୯…

ଭୁବନେଶ୍ୱର: ଓଡ଼ିଶା ପୁଲିସରେ ଯୋଗଦେଲେ ୩୯ କ୍ରୀଡ଼ାବିତ। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ମୁତାବକ ଆଜି ୩୯ ଜଣ କ୍ରୀଡ଼ାବୀତଙ୍କୁ ପୁଲିସ ସେବାରେ ସାମିଲ କରାଯାଇଛି। ଏଥିରୁ ୩୦ ଜଣ ମହିଳା କ୍ରୀଡ଼ାବୀତ ହୋଇଥିବା ବେଳେ ୯ ଜଣ ପୁରୁଷ ଖେଳାଳୀ ରହିଛନ୍ତି। ଗତବର୍ଷ ରାଜ୍ୟ ସରକାର ୯୬ ଜଣ କ୍ରୀଡ଼ାବୀତଙ୍କୁ ସାମିଲ…

IPS ସ୍ତରରେ ବଡ଼ ଧରଣର ଅଦଳବଦଳ, କାହାକୁ…

ଭୁବନେଶ୍ବର: ବରିଷ୍ଠ IPS ସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର। ଏନେଇ ଗୃହ ବିଭାଗ ଏକ ବିଜ୍ଞପ୍ତି ଜାରି କରିଛି। ୧୯୯୦ ବ୍ୟାଚର ଆଇପିଏସ୍‌ ସୁଧାଂଶୁ ଷଡଙ୍ଗୀ ହେଲେ ଗୃହ ବିଭାଗର ସ୍ୱତନ୍ତ୍ର ଅଧିକାରୀ। ସେ ଏହା ପୂର୍ବରୁ ଓଏସପିଏଚଡ୍ବୁସିର ସିଏମଡି ଭାବେ ନିଯୁକ୍ତ ହୋଇଥିଲେ। ସେହିପରି ୧୯୯୨ ବ୍ୟାଚର…

ଏସ୍‌ଆଇ ପଦବୀ ପାଇଁ ଓଡ଼ିଶା ପୁଲିସ୍‌ର…

ଭୁବନେଶ୍ୱର: ଆଜିଠୁ ଓଡ଼ିଶା ପୁଲିସ୍‌ର ୪୭୭ଟି ଏସ୍‌ଆଇ ପୋଷ୍ଟ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଅନଲାଇନ ଆପ୍ଲିକେସନ ପୋର୍ଟାଲ ମାଧ୍ୟମରେ ଏହି ପ୍ରକ୍ରିୟା କରାଯାଉଛି। ପ୍ରଥମଥର ପାଇଁ ନିଜେ ନିଯୁକ୍ତି ଦେବାକୁ ଯାଉଛି ଓଡ଼ିଶା ପୁଲିସ୍‌। ୨୮୩୧ ଜଣ ଏହି ପୋର୍ଟାଲରେ ରେଜିଷ୍ଟ୍ରେସନ…

ଓଡ଼ିଶା ପୁଲିସରେ ନିଯୁକ୍ତି ସୁଯୋଗ, ପ୍ରଥମ…

କଟକ: କରୋନା କାଳରେ ଯବୁଗୋଷ୍ଠୀଙ୍କ ପାଇଁ ଖୁସି ଖବର। ଓଡ଼ିଶା ପୁଲିସରେ ନିଯୁକ୍ତି ପାଇଁ ସୁବର୍ଣ୍ଣ ସୁଯୋଗ। ଓଡ଼ିଶା ପୁଲିସରେ ୪୭୭ଟି ସବ-ଇନ୍ସପେକ୍ଟର ପଦବୀ ଓ ସିଗନାଲ୍ ସର୍ଭିସରେ କନଷ୍ଟେବଳ (ଯୋଗାଯୋଗ)ରେ ୨୪୪ ଟି ପଦବୀ ନିଯୁକ୍ତି ପାଇଁ ଓଡ଼ିଶା ପୁଲିସ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏସବୁ ମଧ୍ୟରେ…