Odisha Link
Bridging the Missing Links in Odisha
Browsing Tag

OPSC

ଏଏସ୍‌ଓ ପରୀକ୍ଷା ଅନିୟମିତତା ମାମଲା:…

ଓଏଲ୍ ବ୍ୟୁରୋ: ଓଡ଼ିଶା ପବ୍ଲିକ ସର୍ଭିସ୍ କମିସନ୍ ଦ୍ୱାରା ଆୟୋଜିତ ଏଏସଓ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଓଡ଼ିଶା ପବ୍ଲିକ ସର୍ଭିସ୍ କମିସନ୍ ଦ୍ୱାରା ଆୟୋଜିତ ଏଏସ୍‌ଓ ପରୀକ୍ଷାରେ ହୋଇଥିବା ଅନିୟମିତତାକୁ ନେଇ କୋର୍ଟରେ ମାମଲା ହୋଇଥିଲା। ଏହି ଘଟଣାକୁ ନେଇ ହାଇକୋର୍ଟରେ ରିଟ୍ ଆବେଦନ ଶୁଣାଣି…

ପ୍ରକାଶ ପାଇଲା ଓଜେଏସ୍‌ ପରୀକ୍ଷାଫଳ,…

ଓଏଲ୍‌ ବ୍ୟୁରୋ: ପ୍ରକାଶ ପାଇଲା ଓଡ଼ିଶା ଜୁଡିସିଆଲ ସର୍ଭିସ୍‌ ପରୀକ୍ଷା ଫଳ। ମୋଟ ୫୫ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ପ୍ରଥମ ୧୦ଜଣଙ୍କ ମଧ୍ୟରେ ୮ଜଣ ମହିଳା ପ୍ରାର୍ଥୀ ରହିଛନ୍ତି। ଶୁଶ୍ରିତା ମିଶ୍ର ଟପ୍ପର ହୋଇଛନ୍ତି। ଓଡ଼ିଶା ଲୋକସେବା ଆୟୋଗ (ଓପିଏସି) ଦ୍ବାରା ପରିଚାଳିତ ହୋଇଥିଲା ଓଜେଏସ୍‌ ପରୀକ୍ଷା।…

ପ୍ରକାଶ ପାଇଲା ଓଏଏସ୍‌ ପରୀକ୍ଷା ଫଳ;…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ସିଭିଲ୍‌ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇଲା। ସୁଦେବ କୁମାର ପୃଷ୍ଟି ଓଏଏସ୍‌ ଟପ୍ପର ହୋଇଛନ୍ତି। ସେହିପରି ଦ୍ବିତୀୟ ସ୍ଥାନରେ ସୁଚିସ୍ମିତା ପାଣିଗ୍ରାହୀ, ତୃତୀୟରେ ପ୍ରଣବ ରଞ୍ଜନ ସାହୁ ରହିଛନ୍ତି। ଟପ୍‌ -୧୦ ଭିତରେ ୫ ପୁଅ ଓ ୫ ଝିଅ ସ୍ଥାନ ପାଇଛନ୍ତି। ଚଳିତଥର ୧୬୪ ଝିଅଙ୍କ ସହ…

ଓଡ଼ିଶା ସିଭିଲ୍ ସର୍ଭିସ ରେଜଲ୍ଟ: ବିନା…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ସିଭିଲ୍ ସର୍ଭିସ ୨୦୨୧ ରେଜଲ୍ଟକୁ ନେଇ ବଡ ଖବର ସାମ୍ନାକୁ ଆସିଛି। ରେଜଲ୍ଟ ଉପରେ ହାଇକୋର୍ଟ ଅନ୍ତରୀଣ ଅଙ୍କୁଶ ଲଗାଇଛନ୍ତି। ବିନା ଅନୁମତିରେ ଫଳ ପ୍ରକାଶ ନକରିବାକୁ ଓଡିଶା ପବ୍ଲିକ ସର୍ଭିସ କମିଶନକୁ ନିର୍ଦ୍ଦେଶ ଦିଆଯାଇଛି। ଚୟନ ପ୍ରକ୍ରିୟା ଜାରି ରହିଲେ ବି ଫଳ ପ୍ରକାଶ ନ…

ଓପିଏସ୍‌ସି ପରିଚାଳିତ ପରୀକ୍ଷା ଖାତା…

ଓଏଲ୍ ବ୍ୟୁରୋ : କଲେଜ ଅଧ୍ୟାପକ ମାନେ ଦେଖିବେ ଓଡିଶା ପବ୍ଲିକ ସର୍ଭିସ କମିଶନ ଦ୍ୱାରା ପରିଚାଳିତ ପରୀକ୍ଷା ଖାତା। ଅଧ୍ୟାପକମାନେ ପରୀକ୍ଷା ଖାତା ଦେଖିବା ପାଇଁ ଏକ ସୂଚନା ପ୍ରକାଶିତ ହୋଇଥିବା ଜଣା ପଡିଛି। ତେବେ ଏନେଇ ସମସ୍ତ ବିଶ୍ୱ ବିଦ୍ୟାଳୟ ଏବଂ ସରକାରୀ ଡିଗ୍ରୀ କଲେଜ ଗୁଡିକର ରେଜିଷ୍ଟ୍ରାର ଏବଂ…

ଓପିଏସ୍‌ସିର ନୂଆ ସଦସ୍ୟ ହେଲେ ବିଭୁତି…

ଭୁବନେଶ୍ବର: ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି)ର ନୂଆ ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି ସମବାୟ ସମିତିର ପୂର୍ବତନ ରେଜିଷ୍ଟ୍ରାର୍‌ ବିଭୂତି ଭୂଷଣ ପଟ୍ଟନାୟକ ଓ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ସୁଧାଂଶୁ ଶେଖର ରଥ। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅଧିସୂଚନା…

ଘୁଞ୍ଚିଲା ଓଜେଏସ୍ ମେନ୍ ପରୀକ୍ଷା

ଭୁବନେଶ୍ୱର: ଘୁଞ୍ଚିଲା ଓଜେଏସ୍ ମେନ୍ ପରୀକ୍ଷା। ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଦ୍ୱାରା ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା ଜୁଡିସିଆଲ ସର୍ଭିସ୍ (ଓଜେଏସ୍) ମେନ୍-୨୦୨୦ ପରୀକ୍ଷାକୁ ନଭେମ୍ବର ୩ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଏନେଇ ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ଆଜି ସୂଚନା ଦିଆଯାଇଛି। ପୂର୍ବରୁ ଏହି…

ରାଜ୍ୟରେ ନିଯୁକ୍ତ ପାଇବେ ୧୪୦୩ ଡାକ୍ତର

ଭୁବନେଶ୍ବର : ରାଜ୍ୟରେ ନିଯୁକ୍ତ ପାଇବେ ୧୪୦୩ ଡାକ୍ତର। ଏନେଇ ଓପିଏସ୍‌ସି ସମସ୍ତ କୃତୀ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ପୂର୍ବରୁ ଓପିଏସ୍‌ସି ପକ୍ଷରୁ ଏନେଇ ୨୦୧୯/୨୦ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୧୪୦୩ ଡାକ୍ତର ନିଯୁକ୍ତ ହେବା ପରେ ରାଜ୍ୟରେ ଡାକ୍ତର ଅଭାବ ସମସ୍ୟା କିଛି ମାତ୍ରାରେ କମିବ…

୧୦୨ ଅଧିକାରୀଙ୍କୁ ନିଯୁକ୍ତି ଦେଲେ…

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ଓଡିଶା ଲୋକସେବା ଆୟୋଗ ଦ୍ୱାରା ଅନୁଷ୍ଠିତ ଓଡିଶା ସିଭିଲ ସର୍ଭିସ ପରୀକ୍ଷା ୨୦୧୭ର କୃତି ପ୍ରତିଯୋଗୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି|ଏକ ସ୍ବତନ୍ତ୍ର କାରଯ୍ୟକ୍ରମ ଜୟଦେବ ଭବନଠାରେ ଆୟୋଜିତ ହୋଇଛି। ଲହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ୧୦୨ ଜଣ ନବ ନିଯୁକ୍ତ…