Odisha Link
Bridging the Missing Links in Odisha
Browsing Tag

PEN IN Books

ବନ୍ଦନା ପଣ୍ଡାଙ୍କ ‘ଫେରନ୍ତା ଗାଡ଼ି ଓ…

ଭୁବନେଶ୍ବର: ବହିର ଜନ୍ମ ଗୋଟେ ନକ୍ଷତ୍ରର ଜନ୍ମ ପରି। ସବୁ ନକ୍ଷତ୍ର ଉଜ୍ବଳ ଦେଖାଯାନ୍ତିନି। ସେହିଭଳି ପ୍ରତିକୂଳ ପରିସ୍ଥିତିରେ ଅନେକ ଲେଖକ ଲେଖିକା ମରିଯା’ନ୍ତି। ଜଣେ ନାରୀ ଲେଖିକାର ଜୀବନ ବହୁତ କଠିନ। କାରଣ ପରିବାରର ସମସ୍ତ ଜଞ୍ଜାଳ ଭିତରେ ସେ ତା’ର ସୃଷ୍ଟି ସରଞ୍ଚନା କରିଥାଏ। ଆଜି ଲେଖିକା…

ରାଜ୍ୟପାଳଙ୍କ ନୂଆବହି ‘କି ସୁନ୍ଦର…

ଭୁବନେଶ୍ବର: ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସଦ୍ୟତମ ଓଡ଼ିଆ ପ୍ରବନ୍ଧ ସଂକଳନ 'କି ସୁନ୍ଦର ଆହା କି ଆନନ୍ଦମୟ' ରାଜଭବନ ପରିସରରେ ଉନ୍ମୋଚିତ ହୋଇଯାଇଛି। ବିଭିନ୍ନ ସାମାଜିକ ଓ ବୌଦ୍ଧିକ ପ୍ରସଙ୍ଗ ଉପରେ ଖବରକାଗଜମାନଙ୍କରେ ପୂର୍ବରୁ ପ୍ରକାଶିତ ରାଜ୍ୟପାଳଙ୍କ ଆଲେଖଗୁଡ଼ିକ ଏକାଠି କରି ଏ…

ଗୌରହରି ଦାସଙ୍କ ଗଳ୍ପ ସଂକଳନ…

ଭୁବନେଶ୍ବର: ପେନ୍‌ ଇନ୍ ବୁକ୍ସ ପ୍ରକାଶିତ ପ୍ରସିଦ୍ଧ କଥାକାର ଗୌରହରି ଦାସଙ୍କ ଗଳ୍ପ ସଂକଳନ 'ଅଧିମୋକ୍ଷ ଓ ଅନ୍ୟାନ୍ୟ ଗଳ୍ପ' ଉନ୍ମୋଚିତ ହୋଇଯାଇଛି। ଶନିବାର ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆଠୋର ୪ର୍ଥ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବର ଦ୍ବିତୀୟ ସଂଧ୍ୟାରେ ପେନ୍‌ ଇନ୍‌ ବୁକ୍ସ ଷ୍ଟଲ୍‌ (ଷ୍ଟଲ୍‌ ନଂ ୯)…

୫ମ ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ…

ଭୁବନେଶ୍ବର: ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ୨୦୨୧ ମସିହା ପାଇଁ ଯୁବ ଲେଖକ ପୁରସ୍କାର ଘୋଷଣା ହୋଇଛି। ପୂର୍ବ ବର୍ଷମାନଙ୍କ ଭଳି ଚଳିତ ବର୍ଷ ୧୦ ଜଣ ଯୁବ ଲେଖକ ଏ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନଙ୍କୁ ଚଳିତ ମାର୍ଚ୍ଚ ମାସ ୭ ତାରିଖ ସଂଧ୍ୟାରେ ସ୍ଥାନୀୟ…

ପଞ୍ଚାନନ ଦାଶଙ୍କ ସ୍ମୃତିପୁସ୍ତକ…

ଭୁବନେଶ୍ବର: ଉଦ୍ୟୋଗ ବିକାଶ ମଞ୍ଚର ଅଧ୍ୟକ୍ଷ ତଥା ପୂର୍ବତନ ଏମ୍ଏସ୍ଏମ୍ଇ ସଚିବ ପଞ୍ଚାନନ ଦାଶଙ୍କ ଜୀବନସ୍ମୃତି ପୁସ୍ତକ "ଜୀବନ ଯେମିତି" ସ୍ଥାନୀୟ ହୋଟେଲ ସ୍ୱସ୍ତି ପ୍ରିମିୟମ ପରିସରରେ ଉନ୍ମୋଚିତ ହୋଇଯାଇଛି। ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ…

“କୋକୋଲି” ଚଳଚ୍ଚିତ୍ରର…

ଭୁବନେଶ୍ବର: ଆମ ସମାଜର ବିଭିନ୍ନ ବର୍ଗ ଓ ଗୋଷ୍ଠୀ ମଧ୍ୟରେ ସମନ୍ବୟର ଅଭାବ ରହିଛି। ସାହିତ୍ୟ କ୍ଷେତ୍ରର ବ୍ୟକ୍ତି ସିନେମା ବାବଦରେ ଆଗ୍ରହ ରଖୁନାହାନ୍ତି। ସିନେମା କରୁଥିବା ବ୍ୟକ୍ତି ସାହିତ୍ୟର ପାଖ ମାଡ଼ୁନାହାନ୍ତି। ସାହିତ୍ୟ ଓ ସିନେମା ଭିତରେ ସେତୁ ନିର୍ମାଣର ଆବଶ୍ୟକତା ରହିଛି ବୋଲି କହିଛନ୍ତି ବରିଷ୍ଠ…

ସାର୍ଥକ ପ୍ରଧାନଙ୍କ ପ୍ରବନ୍ଧ ପୁସ୍ତକ…

ଭୁବନେଶ୍ବର: ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ପକ୍ଷରୁ ପ୍ରକାଶିତ ଯୁବ ସ୍ତମ୍ଭକାର ସାର୍ଥକ ପ୍ରଧାନଙ୍କ ପ୍ରବନ୍ଧ ସଂକଳନ "ଦୃଶ୍ୟପଟ୍ଟ" ଉନ୍ମୋଚିତ ହୋଇଯାଇଛି। ବହିଟିକୁ ଉନ୍ମୋଚନ କରି ପ୍ରସିଦ୍ଧ କଥାଶିଳ୍ପୀ ଡ. ଗୌରହରି ଦାସ କମ ବୟସରୁ ସାର୍ଥକଙ୍କ ସାରସ୍ୱତ ଆଗ୍ରହ ଓ ଉତ୍କର୍ଷର…

ସୂର୍ଯ୍ୟମଣି ମିଶ୍ରଙ୍କ ପ୍ରବନ୍ଧ ସଂକଳନ…

ଭୁବନେଶ୍ବର: ଗଣମାଧ୍ୟମ ବିକ୍ରି ହୋଇପାରେ, ନିର୍ଦ୍ଦିଷ୍ଟ ବିଚାରର ସମର୍ଥନ କରିପାରେ, କିନ୍ତୁ ସ୍ତମ୍ଭକାର ନୁହେଁ। ମୁକ୍ତ ଓ ମୌଳିକ ଚିନ୍ତା ମାଧ୍ୟମରେ ସମାଜରେ ଏକ ବିକଳ୍ପ ବିମର୍ଶର ସୂତ୍ରପାତ କେବଳ ସ୍ତମ୍ଭକାର କରିପାରିବ ବୋଲି ବରିଷ୍ଠ କବି ତଥା ଚିନ୍ତକ ହରପ୍ରସାଦ ଦାସ ମତବ୍ୟକ୍ତ କରିଛନ୍ତି। ବରିଷ୍ଠ…

ରଂଜନ କୁମାର ଦାସଙ୍କ କବିତା ସଂକଳନ…

ଭୁବନେଶ୍ବର: ଜଣାଶୁଣା କବି ଓ ବରିଷ୍ଠ ପ୍ରଶାସକ ରଂଜନ କୁମାର ଦାସଙ୍କ ଦ୍ବାଦଶ କବିତା ସଂକଳନ "ସମୟର ସାତରଙ୍ଗ" ଆଜି ଉନ୍ମୋଚିତ ହୋଇଯାଇଛି। ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ଆୟୋଜିତ ଏ ଉନ୍ମୋଚନ ଉତ୍ସବରେ ବରିଷ୍ଠ କବି ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ଡ. ହୃଷିକେଶ ମଲ୍ଲିକ…

ଦେବଦାସ ଛୋଟରାୟଙ୍କ…

ଭୁବନେଶ୍ବର: ପ୍ରସିଦ୍ଧ ଲେଖକ ଦେବଦାସ ଛୋଟରାୟଙ୍କ ଲିଖିତ "ବିଜୁବାବୁ" ପୁସ୍ତକକୁ ଆଜି ଉନ୍ମୋଚନ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ରାଜଭବନ ପରିସରରେ ରାଜ୍ୟପାଳ ବହିଟିକୁ ଉନ୍ମୋଚନ କରିଛନ୍ତି। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ବିଶିଷ୍ଟ ଜନନାୟକ ଓ ସ୍ବପ୍ନଦ୍ରଷ୍ଟା ପ୍ରବାଦ ପୁରୁଷ ବିଜୁ…