Odisha Link
Bridging the Missing Links in Odisha
Browsing Tag

Petrol

ଶସ୍ତା ପେଟ୍ରୋଲର ସୂତ୍ର ବତାଇଲେ…

ଓଏଲ୍‌ ବ୍ୟୁରୋ: ମହଙ୍ଗା ମାଡ଼ରେ ଅସ୍ତବ୍ୟସ୍ତ ଜନଜୀବନ। ପରିବାଠୁ ଆରମ୍ଭ କରି ପେଟ୍ରୋଲ, ଗ୍ୟାସ୍‌ ଦର ପୂର୍ବଅପେକ୍ଷା ଅଧିକ ମହଙ୍ଗା ହୋଇଛି। ଯାହାର ପ୍ରଭାବ ସିଧା ଜନତାଙ୍କ ପକେଟ ଉପରେ ପଡ଼ୁଥିବାର ଦେଖିବାକୁ ମିଳିଛି। ବର୍ତ୍ତମାନ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କାରୁ ଉର୍ଦ୍ଧ୍ବରେ ଅଛି। ତେବେ ଏସବୁ ମଧ୍ୟରେ…

ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନର…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଦ୍ବିତୀୟ ଦିନରେ ପହଁଞ୍ଚିଛି ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ । ଧିରେ ଧିରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ବିଶେଷକରି ପ୍ରଭାବିତ ହେଉଛି ଜନଜୀବନ। ଏପରିକି ବିଗିଡ଼ିବାକୁ ଲାଗିଲାଣି ବଜାର ସ୍ଥିତି। ଧୀରେ ଧୀରେ ମାର୍କେଟରୁ ଅତ୍ୟାବଶ୍ୟକ ସାମଗ୍ରୀ କମିବା ସାଙ୍ଗକୁ ତେଲ…

ଜାନୁଆରୀ ୨୬ରୁ ୨୫ ଟଙ୍କା ଶସ୍ତା ହେବ…

ରାଞ୍ଚି: ୭୩ ତମ ସାଧାରଣତନ୍ତ୍ର ଦିବସରୁ ଶସ୍ତା ହେବ ପେଟ୍ରୋଲ ଓ ଡିଜେଲ ଦର। ତାହାପୁଣି ଟଙ୍କେ କି ଦୁଇ ଟଙ୍କା ନୁହେଁ ପୁରାପୁରି ୨୫ ଟଙ୍କା ଶସ୍ତାରେ ମିଳିତ ପେଟ୍ରୋଲ ଓ ଡିଜେଲ ଦର। ଏଭଳି କିଛି ବଡ଼ ଘୋଷଣା କରିଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍। ହେଲେ ତାହା ପାଇଁ ରହିଛି ସର୍ତ୍ତ।…

୧୭ ଦିନ ହେବ ଅପରିବର୍ତ୍ତିତ ରହିଛି ତୈଳ…

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢ଼ି ଚାଲିଛି ତୈଳ ଦର। ହେଲେ ୧୭ ଦିନ ହେବ ଦେଶରେ ଅପରିବର୍ତ୍ତିତ ରହିଛି ତେଲ ଦର।ଶେଷଥର ପାଇଁ ଗତ ଜୁଲାଇ ୧୭ ତାରିଖରେ ପେଟ୍ରୋଲ ଲିଟର ପିଛା ୩୦ ପଇସା ବୃଦ୍ଧି ପାଇଥିଲା। ସେବେଠାରୁ ଆଉ କମିନି ତୈଳ ଦର। ଅପରପକ୍ଷେ ବିଶ୍ବ ବଜାରରେ ଗତ କିଛି ଦିନ ହେଲା ଉପର ତଳ ହେଉଛି ତୈଳ…

ପେଟ୍ରୋଲ ଲିଟର ୮୦ !

ଜଗତସିଂହପୁର: ଦିନକୁ ଦିନ ବଢ଼ିବାରେ ଲାଗିଛି ତୈଳ ଦର। ଏପରିକି ୧୦୦ ଉପରେ ପେଟ୍ରୋଲ ଲିଟର ଦାମ୍। ମହଙ୍ଗା ମାଡ଼ରେ ସମସ୍ତେ ହନ୍ତସନ୍ତ ହେଉଥିବା ବୋେଳେ ପେଟ୍ରୋଲ୍‌ ଲିଟର ପିଛା ୮୦ ଟଙ୍କାରେ ବିକ୍ରି ହେଉଛି। ଏକଥା ଅବିଶ୍ବାସ ଲାଗୁଥିଲେ ମଧ୍ୟ ଏକଦମ୍‌ ସତ। କେନ୍ଦ୍ର ସରକାରଙ୍କ ତେଲ ମାରଣ ନୀତିକୁ ବିରୋଧ…

ପୁଣି ବଢ଼ିଲା ତୈଳ ଦର

ନୂଆଦିଲ୍ଲୀ: ଆଜି ଅନ୍ତର୍ଜାତୀୟ ବଜାରରେ ତେଲ ଦର ବ୍ୟାରେଲ ପିଛା ୭୫ ଡଲାର ଟପିଛି। ବିଗତ ଦୁଇ ବର୍ଷ ମଧ୍ୟରେ ଏହି ଦର ସର୍ବାଧିକ ହୋଇଛି। ଅଶୋଧିତ ତେଲର ଦାମ ବଢ଼ିବାର ପ୍ରଭାବ ଏବେ ଘରୋଇ ବଜାରରେ ପଡ଼ିଛି। ଯେଉଁଥିପାଇଁ ଆଜି ପେଟ୍ରୋଲ ଲିଟର ପିଛା ୨୬ ପଇସା ଏବଂ ଡିଜେଲ ଲିଟର ପିଛା ପଇସା ବଢ଼ିଛି।…

ବଢ଼ୁଛି ତୈଳ ଦର, ବିଜେଡି-ବିଜେପି କଳି

ଭୁବନେଶ୍ବର: ଦିନକୁ ଦିନ ବଢ଼ିବାରେ ଲାଗିଛି ତୈଳ ଦର। ଯାହାର ପ୍ରଭାବ ଦେଶବାସୀଙ୍କ ପକେଟ ଉପରେ ପକାଉଛି। କେବଳ ତୈଳ ଦର ନୁହେଁ ଅନାନ୍ୟ ଖାଦ୍ୟ ସାମଗ୍ରୀ ଦର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏସବୁ ମଧ୍ୟରେ ବିଜେଡି ନେତା ସଞ୍ଜୟ ଦାସବର୍ମା କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ସରକାର…

ପୁଣି ବଢିଲା ତୈଳ ଦର, କେତେ…

ନୂଆଦିଲ୍ଲୀ: ଆଜି ପୁଣି ବଢିଲା ତୈଳ ଦର। ପେଟ୍ରୋଲ ଏବଂ ଡିଜେଲ ଦର ଲଗାତାର ହୁହୁ ବଢ଼ିବାରେ ଲାଗୁଛି। କରୋନା ମହାମାରୀ ମଧ୍ୟରେ ଲଗାତାର ଭାବେ ତୈଳ ଦର ବୃଦ୍ଧି ବୋଝ ଉପରେ ନଳୀତା ବିଡା ସଦୃଶ। ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡିଶାର କିଛି ସ୍ଥାନରେ ପେଟ୍ରୋଲ ଦର ଶହେ ଟଙ୍କା ଛୁଇଁଛି। ଏହାରି…

ରାଜ୍ୟରେ ଶତକ ଟପିଲା ତୈଳ ଦର

ଭୁବନେଶ୍ୱର: ଦେଶରେ ଲଗାତାର ତେଲ ଦର ହୁହୁ ବଢ଼ିବାରେ ଲାଗିଛି। ତୈଳ ଦର ବୃଦ୍ଧି ସାଧାରଣ ଓ ମଧ୍ୟବିତ୍ତ ପରିବାର ଲୋକଙ୍କ ପକେଟ ଉପରେ ବୋଝ ହୋଇଛି। ଆଜି ଉଭୟ ପେଟ୍ରୋଲ ଓ ଡିଜେଲ ଦର ୨୯ ପଇସା ବୃଦ୍ଧି ପାଇଛି। ମାଲକାନଗିରି ଜିଲ୍ଲାର କାଲିମେଳାରେ ଗତକାଲି ପେଟ୍ରୋଲ ଲିଟର ୧୦୦ ଟଙ୍କା ଅତ୍ରିକମ କରିଥିଲା।…

କମିଲା ତୈଳ ଦର, କେତେ ଜାଣନ୍ତୁ…

ନୂଆଦିଲ୍ଲୀ: କମିଲା ତୈଳ ଦର। ୧୫ ଦିନ ପରେ ତୈଳ କମ୍ପାନୀମାନେ ପେଟ୍ରୋଲ ଓ ଡିଜେଲ୍ ଦାମ୍ ହ୍ରାସ କରିଛନ୍ତି। ଆଜି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୬ ପଇସା ଓ ଡିଜେଲ ୧୪ ପଇସା କମିଛି। ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର କମିଥିବାରୁ ଭାରତୀୟ ବଜାରରେ ମଧ୍ୟ ତୈଳ ଦର ହ୍ରାସ ଘଟିଛି। ଦିଲ୍ଲୀରେ…