Odisha Link
Bridging the Missing Links in Odisha
Browsing Tag

Pradeep Panigrahi

ଆକାଶ ପାଠକଙ୍କୁ କେତେ ଟଙ୍କା ଦେଇଛନ୍ତି…

ଭୁବନେଶ୍ବର: ଆୟ ବର୍ହିଭୂତ ସମ୍ପତି ଠୁଳ ମାମଲାରେ କୋଟିପତି ପାଠକ ବାପା-ପୁଅଙ୍କୁ ଘନ ଘନ ଜେରା ଚାଲିଥିବା ବେଳେ ସନ୍ଦେହ ଘେରକୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଆସିଛନ୍ତି। ଦୁହିଁଙ୍କ ମଧ୍ୟରେ ଟଙ୍କା କାରବାରର ହୋଇଥିବାର ପ୍ରମାଣ ଭିଜିଲାନ୍ସକୁ ମିଳିଛି। ତେବେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ…

ବର୍ଷକରେ ପ୍ରଦୀପଙ୍କ ଆକାଉଣ୍ଟରେ ଜମା…

ଭୁବନେଶ୍ୱର: ଆଇଏଫଏସ ଅଭୟ ପାଠକ ଓ ପୁଅ ଆକାଶ ପାଠକଙ୍କୁ ଭିଜିଲାନ୍ସର ଘନଘନ ଜେରା ଚାଲିଥିବା ବେଳେ ସନ୍ଦେହ ଘେରକୁ ଆସିଛନ୍ତିି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ପ୍ରଦୀପ ପାଣିଗ୍ରାହୀ ଓ ଆକାଶଙ୍କ ମଧ୍ୟରେ ଲକ୍ଷାଧିକ ଟଙ୍କାର କାରବାର ହୋଇଥିବା ଜଣାପଡିଛି। ତଦନ୍ତ ବେଳେ ଭିଜିଲାନ୍ସ ହାତରେ ଲାଗିଛି…

କରୋନା କାଳରେ କେଉଁଠି ଥିଲେ ‘ମୋ…

ଭୁବନେଶ୍ବର: କେବଳ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ନୁହନ୍ତି, କରୋନା କାଳରେ ଅନ୍ୟଜଣେ ବିଜେଡି ନେତା ମଧ୍ୟ ଗିରଫ ଅଭୟ-ଆକାଶ ପାଠକଙ୍କ ଚାର୍ଟର ଫ୍ଲାଇଟ୍‌ରେ ଯାତ୍ରା କରିଥିଲେ। ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ପ୍ରଦୀପଙ୍କ ପତ୍ନୀ ସୁଜାତା। ବିଜେଡିର ପ୍ରଭାବୀ ନେତା ତଥା "ଓଡ଼ିଶା ମୋ ପରିବାର"…

ପ୍ରଦୀପ ପାଣିଗ୍ରାହୀଙ୍କ ଜନବିରୋଧୀ…

ଭୁବନେଶ୍ବର: ବିଜୁ ଜନତା ଦଳରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଜନବିରୋଧୀ କାର୍ଯ୍ୟ ପାଇଁ ଦଳ ଦୂରେଇ ଦେଇଥିଲା ବୋଲି ପୂର୍ବରୁ ସୂଚନା ରହିଥିଲା। ତେବେ ତାଙ୍କ ବିରୋଧରେ କ'ଣ ଜନବିରୋଧୀ କାର୍ଯ୍ୟର ଅଭିଯୋଗ ରହିଛି ବୋଲି ଦଳକୁ ପାଲଟା ପ୍ରଶ୍ନ କରିଥିଲେ ପ୍ରଦୀପଙ୍କ ପତ୍ନୀ। ଏ ନେି…

ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ ଦାବି କଲା…

ବ୍ରହ୍ମପୁର: ପ୍ରଦୀପ ପାଣିଗ୍ରାହୀଙ୍କ ପାଇଁ ଅଡୁଆ ବଢ଼ି ବଢ଼ି ଚାଲିଛି। ଗତକାଲି ବିଜେଡିରୁ ବହିଷ୍କାର ହେବା ପରେ ଆଜି ତାଙ୍କୁ ଗିରଫଦାରୀ କଥା ଉଠିଲାଣି। ଭାବି ଜ୍ବାଇଁ ଆକାଶ ପାଠକ ନିଜକୁ ଟାଟା ମୋଟର୍ସର ଏମ୍‌ଡି ରୂପେ ପରିଚୟ ଦେଇ ନକଲି ନିଯୁକ୍ତିପତ୍ର ପ୍ରଦାନ ଘଟଣାରେ ତଦନ୍ତ କରୁଛି କ୍ରାଇବ୍ରାଞ୍ଚ। ଏନେଇ…

ରାଜ୍ୟରେ କରୋନା ପରିଚାଳନା ବିପର୍ଯ୍ୟସ୍ତ:…

ଭୁବନେଶ୍ବର: ବିଜୁ ଜନତା ଦଳରୁ ବିଦା ହେବା ପରେ ବିଷ ଉଦ୍‌ଗାରିଛନ୍ତି ପୂର୍ବତନ ମନ୍ତ୍ରୀ, ଏକଦା ମୁଖ୍ୟମନ୍ତ୍ରୀଙ୍କ ଘନିଷ୍ଠ ତଥା ବର୍ତ୍ତମାନ ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ। ରାଜ୍ୟରେ କରୋପା ପରିଚାଳନା ବିପର୍ଯ୍ୟସ୍ତ ବୋଲି ସେ କହିଛନ୍ତି। ସାଧାରଣ ଲୋକଙ୍କ କଥା ଦୂରେ ଥାଉ ଶାସକ ଦଳର ଜଣେ…

ପ୍ରଦୀପଙ୍କୁ ବହିଷ୍କାର ଓ ଭାବୀ…

ଭୁବନେଶ୍ୱର: ବିଜେଡିରୁ ବିଧାୟକ ପ୍ରଦୀପ ପାଣିଗ୍ରାହୀ ବହିଷ୍କୃତ କରାଯାଇଛି। ବହିଷ୍କୃତ ପରେ ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗିଛନ୍ତି ପ୍ରଦୀପଙ୍କ ସ୍ତ୍ରୀ ସୁଜାତା ପାଣିଗ୍ରାହୀ। ଜନବିରୋଧୀ କାର୍ଯ୍ୟ କ’ଣ? ବୋଲି ସ୍ତ୍ରୀ ସୁଜାତା ପାଣିଗ୍ରାହୀ ପ୍ରଶ୍ନ କରିଛନ୍ତି। ମୋ ସ୍ୱାମୀ କ’ଣ ଜନବିରୋଧୀ କାର୍ଯ୍ୟ…

ବିଜେଡିରୁ ବହିଷ୍କୃତ ହେବା ପରେ ମୁହଁ…

ଭୁବନେଶ୍ବର: ରବିବାର ସକାଳୁ ବର୍ତ୍ତମାନର ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜୁ ଜନତା ଦଳରୁ ବହିଷ୍କୃତ କରାଯାଇଥିଲା। ଏନେଇ ବିଜେଡି ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଦଳରୁ ବହିଷ୍କୃତ ହେବା ପରେ ମୁହଁ ଖେଲିଛନ୍ତି ପ୍ରଦୀପ ପାଣିଗଗ୍ରାହୀ। ସେ…

ଭାବି ସମୁଦି ଅଭୟକାନ୍ତଙ୍କୁ ଅଭୟ ଦେଇଥିଲେ…

ଭୁବନେଶ୍ବର: ଯେତେ ଲୁଚେଇଲେ ବି ଲୁଚିବାର ନା ଧରୁନି କୁବେର ଆଇଏଫ୍ଏସ୍ ଅଫିସର ଅଭୟକାନ୍ତ ପାଠକ ଓ ପୁଅ ଆକାଶଙ୍କ କଳା କାରନାମା। ପାଠକ ବାପ-ପୁଅଙ୍କ ଗୋଟିଏ ପରେ ଗୋଟିଏ କାରନାମା ପଦାରେ ପଡ଼ିବାରେ ଲାଗିଛି। ନିଜକୁ ଟାଟା ମୋଟର୍ସର ଏମ୍‌ଡି ବୋଲି ପରିଚୟ ଦେଇ ଆକାଶ ବେକାର ଯୁବକ ଯୁବତୀଙ୍କୁ କେମିତି କୋଟି…