Odisha Link
Bridging the Missing Links in Odisha
Browsing Tag

Puri Temple

ବୟସ୍କ ଓ ରୋଗାକ୍ରାନ୍ତ ଲୋକ ଜଗା ଦର୍ଶନ…

ଓଏଲ୍‌ ବ୍ୟୁରୋ: ବର୍ତ୍ତମାନ କାର୍ତ୍ତିକ ମାସ ଚାଲିଛି। ଆଉ ୫-୬ ଦିନ ପରେ କାର୍ତ୍ତିକ ମାସ ଶେଷ ହେବ। ଯାହାଫଳରେ ପୁରୀ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି। ଭିଡ଼ ଯୋଗୁ ଆଜି ଦର୍ଶନ ପାଇଁ ଧାଡ଼ିରେ ଛିଡ଼ା ହୋଇଥିବା କିଛି ଶ୍ରଦ୍ଧାଳୁ ଅସୁସ୍ଥ ହୋଇପଡ଼ିଥିଲେ। ଏହାକୁ ଦୃଷ୍ଟିରେ ରଖି ବୟସ୍କ ଓ…

ଆଗରୁ ରତ୍ନଭଣ୍ଡାର ଚାବି ହଜିଥିଲା, ଏବେ…

ଭୁବନେଶ୍ବର: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ନେଇ ଆଲୋଚନା ଥମି ନଥିବା ବେଳେ ଏବେ ଶ୍ରୀମନ୍ଦିର ପ୍ରଶାସନର ଫାଇଲକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। କାରଣ ରାଜ୍ୟ ପ୍ରଶାସନ ଶ୍ରୀମନ୍ଦିରର ଦୁଇଟି ଗୁରୁତ୍ବପୂର୍ଣ୍ଣ ଫାଇଲକୁ ହଜାଇ ଦେଇଛନ୍ତି। ଗନ୍ନାଥ ମନ୍ଦିର ପ୍ରଶାସନର ଉକ୍ତ ଦୁଇଟି ଫାଇଲକୁ ଖୋଜିବା…

ଆସନ୍ତାକାଲି ଜଗା ଦର୍ଶନ ବନ୍ଦ

ଓଏଲ୍‌ ବ୍ୟୁରୋ : ଆସନ୍ତାକାଲି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି। ପ୍ରତିବର୍ଷ ମାଘ-କୃଷ୍ଣ ଚତୁର୍ଥୀ ତିଥିରେ ଅନୁଷ୍ଠିତ ହୁଏ ଶ୍ରୀଜିଉଙ୍କ ବନକଲାଗି ନୀତି। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ସାଧାରଣ ଦର୍ଶନ ବନ୍ଦ ରହିଥାଏ। ଏହି ନୀତିରେ ଶୀବିଗ୍ରହଙ୍କ ଶ୍ରୀମୁଖ ଶୃଙ୍ଗାର ହୋଇଥାଏ।…

ପରିକ୍ରମା ପ୍ରକଳ୍ପ ଲାଗି ଶ୍ରୀମନ୍ଦିର…

ଓଏଲ୍‌ ବ୍ୟୁରୋ : ବଡ଼ଦେଉଳ ସିଂହଦ୍ୱାର ସମ୍ମୁଖ ରାସ୍ତା ବନ୍ଦ। ପରିକ୍ରମା ପ୍ରକଳ୍ପ ପାଇଁ ରାସ୍ତା ବନ୍ଦ ଥିବା ସୂଚନା। ତେବେ ବିନା କୌଣସି ସୂଚନା ନଦେଇ ଆଜି ସକାଳୁ ହଠାତ୍‌ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ରାସ୍ତାକୁ ବନ୍ଦ କରି ଦିଆଯାଇଛି। ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁ ରାସ୍ତା ବନ୍ଦ ଥିବାରୁ…

ସୁନାବେଶରେ ଶ୍ରୀ ଜିଉ, ୧୩୮ ପ୍ରକାର…

ପୁରୀ: ମହଣ ମହଣ ସୁନାରେ ଝଟକୁଛନ୍ତି ଶ୍ରୀଜିଉ। ସିଂହଦ୍ବାର ସମ୍ମୁଖରେ ଦର୍ଶନ ଦେଇଛନ୍ତି ତିନି ଠାକୁର। ପୁରୀରେ ଲଗାଣ ବର୍ଷା ଲାଗି ରହିଛି। ଭିଜି ଭିଜି ସୁନାବେଶରେ ଦର୍ଶନ ଦେଉଛନ୍ତି ମହାବାହୁ। ସୁନାବେଶରେ ଠାକୁରେ ଶ୍ରୀଭୁଜ, ଶ୍ରୀପୟର, ରତ୍ନପଦକ, ରତ୍ନକିରୀଟ, କାନଫୁଲ, ମର୍କତ ମୁକୁଟ, ପଦ ବଲ୍ଲବ,…

ଏଏସଆଇ ଦ୍ବାରା ବାଇଶି ପାହାଚ ଯାଞ୍ଚ

ପୁରୀ: ଆଜି ଶ୍ରୀମନ୍ଦିର ବାଇଶି ପାହାଚକୁ ଏଏସଆଇର ସୁପରିଟେଣ୍ଡେଣ୍ଟ ଅନୁଧ୍ୟାନ କରିଛନ୍ତି। ବାଇଶି ପାହାଚର ଦୁର୍ବଳ ପଥର ଓ ଯୋଡେ଼ଇ ଆଦିକୁ ଯାଞ୍ଚ କରାଯାଇଛି। ଏଥିସହ ମହାଲକ୍ଷ୍ମୀ ମନ୍ଦିରରେ ପାଣି ଗଳୁଥିବା ବିମ୍ ଗୁଡ଼ିକୁ ମଧ୍ୟ ଯାଞ୍ଚ କରାଯାଇଛି। ଏଏସଆଇର ଯାଞ୍ଚ ପରେ ଏ ସମ୍ପର୍କିତ ରିପୋର୍ଟ…

ଶ୍ରୀମନ୍ଦିର: ରତ୍ନସିଂହାସନରୁ ପଥର ଗାଏବ!

ପୁରୀ: କୋଭିଡ କଟକଣା ମଧ୍ୟରେ ସୁରୁଖୁରରେ ଅନୁଷ୍ଠିତ ହେଲା ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଯାହା ସାରା ବିଶ୍ବ ପାଇଁ ଏକ ଉଦାହରଣ ପାଲଟିଛି। ଏସବୁ ମଧ୍ୟରେ ଶେଷ ହେଲା ମହାପ୍ରଭୁଙ୍କ ଘୋଷ ଯାତ୍ରା। ଅପରପକ୍ଷେ ଶ୍ରୀମନ୍ଦିର ରତ୍ନସିଂହାସନରୁ ଗୋଟିଏ ପଦ୍ମପାଖୁଡା ପଥର ଗାଏବ ହୋଇଥିବା ଅଭିଯୋଗ ହୋଇଛି। ପଥର…

ସଙ୍କଟରେ ୟେସ୍‌ ବ୍ୟାଙ୍କ, ଏଥିରେ ଅଛି…

ଭୁବନେଶ୍ବର: ସଙ୍କଟରେ ଦେଶର ଅନ୍ୟତମ ପ୍ରତିଷ୍ଠିତ ଘରୋଇ ବ୍ୟାଙ୍କ ୟେସ୍‌ ବ୍ୟାଙ୍କ। ଏହି ବ୍ୟାଙ୍କ ଉପଭୋକ୍ତାଙ୍କ ପାଇଁ ଲାଗିଛି କଟକଣା। ଆସନ୍ତା ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ୟେସ୍‌ ବ୍ୟାଙ୍କ ଉପଭୋକ୍ତା ୫୦ ହଜାର ଟଙ୍କାରୁ ଅଧିକ ଉଠାଇ ପାରିବେ ନାହିଁ। ୟେସ୍ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଟଙ୍କା ଉଠାଣ…

ବଳିଆ ପାଇଁ ପୋଢୁଆଁ ଭାର

ପୁରୀ: ଆସନ୍ତାକାଲି ପବିତ୍ର ପ୍ରଥମାଷ୍ଟମୀ। ଓଡିଆ ଘରର ପ୍ରଥା ଓ ପରମ୍ପରା ଅନୁସାରେ ମାମୁ ଘରୁ ପ୍ରଥମାଷ୍ଟମୀରେ ପୋଢ଼ୁଆଁ ଭାର ଆସିଥାଏ। କାଲି ପ୍ରଥମାଷ୍ଟମୀରେ ପୋଢ଼ୁଆଁ ହେବେ ମହାପ୍ରଭୁ ବଳଭଦ୍ର। ଏଥି ନିମନ୍ତେ ଆଜି ନିଆଳି ପ୍ରାଚୀ ନଦୀ ତଟ ମାଧବାନନ୍ଦ ମନ୍ଦିରରୁ ଶ୍ରୀମନ୍ଦିରକୁ ପୋଢ଼ୁଆଁ ଭାର…

ପୁରୀ ଶ୍ରୀମନ୍ଦିର ଉପରେ ଆତଙ୍କବାଦୀ…

ପୁରୀ : ପୁରୀ ଶ୍ରୀମନ୍ଦିର ଉପରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ ଗୁଇନ୍ଦା ରିପୋର୍ଟ ମିଳିଛି। ଏହି ସୂଚନା ମିଳିବା ପରେ ସହରବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି। ସମ୍ଭାବ୍ୟ ଆକ୍ରମଣର ମୁକାବିଲା କରିବାକୁ ପୁରୀ ପୁଲିସ ପ୍ରସ୍ତୁତ ଥିବା କହିଛନ୍ତି ଏସ୍‌ପି ଉମାଶଙ୍କର ଦାସ। ଏହି ସୂଚନା ମିଳିବା ପରେ ପୁରୀରେ…