Odisha Link
Bridging the Missing Links in Odisha
Browsing Tag

quarantine

ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ ବଦଳିଲା…

ଭୁବନେଶ୍ବର: ରାଜ୍ୟରେ ଅଣାୟତ୍ତ କରୋନା ସଂକ୍ରମଣ। ଏହାକୁ ନଜରରେ ରଖି ସରକାର ଲଗାଇଛନ୍ତି କଟକଣା। ଏଥିସହିତ ସାରା ରାଜ୍ୟରେ ନାଇଟ୍‌ କର୍ଫ୍ୟୁ ଲଗାଇବା ସହ ସବୁ ସହରାଞ୍ଚଳରେ ସପ୍ତାହାନ୍ତ ସଟ୍‌ଡାଉନ୍‌ ଲଗାଇଛନ୍ତି ସରକାର। ଏସବୁ ମଧ୍ୟରେ ସରକାର ବଦଳାଇଛନ୍ତି କ୍ବାରାଣ୍ଟିନ୍‌ ନିୟମ। ପଶ୍ଚିମବଙ୍ଗରୁ…

କ୍ୱାରାଣ୍ଟିନ୍‌ରେ ରହିଲେ ୩୭୨ ଅଗ୍ନିଶମ…

ଭୁବନେଶ୍ୱର: ୧୪ ଦିନିଆ କ୍ବାରାଣ୍ଟିନ୍‌ରେ ରହିଲେ ଓଡ଼ିଶା ଅଗ୍ନିଶମ ବାହିନୀର ୩୭୨ଜଣ ସଦସ୍ୟ। ବାତ୍ୟା ‘ଅମ୍ପନ୍‌’ ଯୋଗୁ ଅଧିକ କ୍ଷୟକ୍ଷତି ହୋଇଥିବା ପଶ୍ଚିମବଙ୍ଗରେ ଉଦ୍ଧାର କାର୍ଯ୍ୟ ସାରି ଓଡ଼ିଶା ଫେରିବା ପରେ କ୍ବାରାଣ୍ଟିନ୍‌ ସେଣ୍ଟରରେ ରହିଛନ୍ତି। ସମସ୍ତ ସଦସ୍ୟଙ୍କୁ କୃପାଜଳ ଇଞ୍ଜିନିୟରିଂ…

ରାଜ୍ୟରେ ବଦଳିଲା କ୍ବାରାଣ୍ଟିନ୍‌ ନିୟମ

ଭୁବନେଶ୍ୱର: ବିଗତ କିଛି ଦିନ ହେବ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅପରପକ୍ଷେ ରାଜ୍ୟରେ କ୍ବାରାଣ୍ଟିନ୍‌ ନିୟମ ବଦଳାଇଲେ ରାଜ୍ୟ ସରକାର। ଏଣିକି ପ୍ରବାସୀ ଓଡ଼ିଆମାନେ ୨୧ ଦିନ ବଦଳରେ ୧୪ ଦିନ କ୍ବାରାଣ୍ଟିନ୍‌ରେ ରହିବେ। ଆଜି ସାମ୍ବାଦିକ ସମ୍ମିଳନୀରେ ସ୍ୱତନ୍ତ୍ର ରିଲିଫ…

ବଢ଼ିପାରେ କ୍ୱାରେଣ୍ଟିନ୍ ଅବଧି!

ଭୁବନେଶ୍ୱର: କରୋନା ଭାଇରସ୍‌ ଓ ଲକ୍‌ଡାଉନ୍‌ ପାଇଁ ସମସ୍ତ କାର୍ଯ୍ୟ ଠପ୍‌ ହୋଇଯାଇଥିଲା। ୩ୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ରେ କିଛି କଟକଣା କୋହେଳ କରାଯାଇଛି। ଯାହାଫଳରେ ପ୍ରବାସୀ ଓଡ଼ିଆମାନେ ଏବେ ପର୍ଯ୍ୟାୟ କ୍ରମେ ଧୀରେ ଧୀରେ ଓଡ଼ିଆ ଫେରୁଛନ୍ତି। ଓଡ଼ିଶାରେ ପହଞ୍ଚିବା ପରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା…

କରୋନା: ୬ ମାସର ଶିଶୁ ନାମରେ ପୁଲିସ…

ଡେରାଡୁନ୍: ଉତ୍ତରାଖଣ୍ଡ ରାଜ୍ୟର ଉତ୍ତରକାଶୀ ଜିଲ୍ଲାରେ ଏକ ବିଚିତ୍ର ବ୍ୟବସ୍ଥା ଦେଖିବାକୁ ମିଳିଛି। ଲକ୍‌ଡାଉନ୍‌ ଆଇନ ଉଲ୍ଲଂଘନ ଅଭିଯୋଗରେ ସ୍ଥାନୀୟ ପୁଲିସ ଜଣେ ୬ ମାସର ଶିଶୁ ଓ ଆଉ ଜଣେ ୨ ବର୍ଷ ବୟସର ଶିଶୁଙ୍କ ବିରୋଧରେ ମାମଲା ରୁଜୁ କରିଛି। ମୋଟ ୫୧ ଜଣଙ୍କ ନାମରେ ମାମଲା ହୋଇଥିବା ବେଳେ ସେମାନଙ୍କ…

ଯାଜପୁର: କ୍ୱାରେଣ୍ଟାଇନରେ ରହିଲେ ୩…

ଯାଜପୁର: ରାଜ୍ୟରେ ୨ ଦିନରେ ୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାରିମ ମଧ୍ୟରେ ଆଜି ଯାଜପୁର ଜିଲ୍ଲାର ୩ ଜଣ ଡାକ୍ତର ଓ ୧୯ ଜଣ ନର୍ସଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି। ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି,“ ଗତକାଲି ଯାଜପୁରରେ ଚିହ୍ନଟ ହୋଇଥିବା…

କ୍ବାରାଣ୍ଟିନ୍‌ରେ ଗୁଜରାଟ ମୁଖ୍ୟମନ୍ତ୍ରୀ

ଅହମଦାବାଦ: ଆତ୍ମ ଏକାନ୍ତବାସରେ ରହିଲେ ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ। କରୋନା ଆକ୍ରାନ୍ତଙ୍କ ସହ ମିଶିବା ପରେ ଗତକାଲି ଠାରୁ ସେ ଏକାନ୍ତବାସରେ ଅଛନ୍ତି। ମଙ୍ଗଳବାର ଦିନ କଂଗ୍ରେସ ବିଧାୟକ ଇମ୍ରାନ ଖେଡ଼ାଓ୍ବାଲା ଓ ଅନ୍ୟ ୨ ଜଣ କଂଗ୍ରେସ ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ…

କ୍ବାରେଣ୍ଟାଇନ୍‌ରେ ରହିଲେ ସିଆରପିଏଫ୍‌…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ ଦିନକୁ ଦିନ ଭାରତରେ କାୟା ବିସ୍ତାର କରିବାରେ ଲାଗିଛି। କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସର ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ମଧ୍ୟ କରୋନା ଭାଇରସର ପ୍ରକୋପରୁ ବର୍ତ୍ତି ନାହାନ୍ତି। ସେ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହାପରେ ତାଙ୍କ ସଂସ୍ପର୍ଶରେ ଆସିଥିବା…

ହୋମ୍‌ କ୍ୱାରେଣ୍ଟାଇନ୍‌ରେ ସୁରେଶ ପ୍ରଭୁ

ନୂଆଦିଲ୍ଲୀ: ହୋମ୍‌ କ୍ୱାରେଣ୍ଟାଇନ୍‌ରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁରେଶ ପ୍ରଭୁ। ସାଉଦି ଆରବରୁ ଫେରିବା ପରେ ହୋମ୍ କ୍ୱାରେଣ୍ଟାଇନ୍‌ରେ ରହିବାକୁ ସେ ନିଷ୍ପତ୍ତି ନେଇଛନ୍ତି। ସେଠାରୁ ଫେରିବା ପରେ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଥଲେ ବି ପ୍ରତିଷେଧକମୂଳକ ପଦକ୍ଷେପ ସ୍ୱରୂପ ସେ ୧୪ ଦିନ…