Odisha Link
Bridging the Missing Links in Odisha
Browsing Tag

RAMNATH KOVIND

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ…

ଭୁବନେଶ୍ବର: ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଜନ୍ମଦିନ। ୭୫ ବର୍ଷ ବୟସରେ ପାଦ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି ଅବସରରେ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ବରିଷ୍ଠ ନେତା ମନ୍ତ୍ରୀ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।…

ଗୁରୁଦିବସରେ ଓଡ଼ିଶାର ଦୁଇ ଶିକ୍ଷକଙ୍କୁ…

ଭୁବନେଶ୍ୱର: ଆଜି ପବିତ୍ର ଗୁରୁଦିବସ। ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନକୁ ସାରା ଦେଶରେ ଗୁରୁଦିବସ ଭାବେ ପାଳନ କରାଯାଏ। ଗୁରୁଙ୍କୁ ପୂଜା କରି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାର ଏହା ଏକ ପବିତ୍ର ଦିନ। ଗୁରୁ-ଶିଷ୍ୟ ପରମ୍ପରାର ଅପୂର୍ବ ନିଦର୍ଶନ ସ୍ୱରୂପ ଏହି…

ପରଲୋକରେ ପ୍ରଣବ ମୁଖାର୍ଜୀ: ରାଷ୍ଟ୍ରପତି,…

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ତଥା ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କ ପରଲୋକ। ୮୪ ବର୍ଷ ବୟସରେ ଭାରତୀୟ ସେନା ହସ୍ପିଟାଲରେ ତାଙ୍କର ପରଲୋକ ହୋଇ ଯାଇଛି। କିଛିଦିନ ତଳେ ସେ କରୋନା ସଂକ୍ରମିତ ହୋଇଥିବା ସୂଚନା ଦେବା ସହ ଡ଼ାକ୍ତରଖାନାରେ ଭର୍ତି ହୋଇଥିଲେ। ମାତ୍ର ସେଠାରେ ଯାଞ୍ଚ ବେଳେ ତାଙ୍କ ମୁଣ୍ଡରେ…

ମହାରାଷ୍ଟ୍ରର ରାୟଗଡ଼ରେ ଭୁଶୁଡ଼ିଲା କୋଠା:…

ମହାରାଷ୍ଟ୍ର: ମହାରାଷ୍ଟ୍ର ରାୟଗଡ଼ ଜିଲ୍ଲାରେ ଅଘଟଣ। ଗତକାଲି ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଏକ ୫ ମହଲା କୋଠାର ଉପର ୩ ମହଲା ଭୁଶୁଡ଼ି ପଡ଼ିଥିଲା । ଏହି ଘଟଣାରେ ୨ ଜଣଙ୍କର ମୃତ୍ୟ ହେବା ସହ ୧୭ ଜଣ ଗୁରୁତର ରହିଛନ୍ତି ଓ ଅନେକଙ୍କୁ ଉଦ୍ଧାର କରାଯାଇଛି। ପୁଲିସ ସୂଚନା ଅନୁଯାୟୀ ଏହି ଘରଟି ପ୍ରାୟ ୧୦ ବର୍ଷର।…

ବର୍ଷକ ପାଇଁ ପ୍ରତି ମାସର ୩୦% ଦରମା ଦାନ…

ନୂଆଦିଲ୍ଲୀ: ବର୍ଷକ ପାଇଁ ନିଜ ଦରମାର ୩୦ ପ୍ରତିଶତ ମହାମାରୀ କରୋନା ମୁକାବିଲା ପାଇଁ ଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏନେଇ ସେ ଘୋଷଣା କରିଛନ୍ତି। ଏଥିସହିତ ଭ୍ରମଣ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବର୍ଷକ ପର୍ଯ୍ୟନ୍ତ କାଟଛାଣ୍ଟ କରିଛନ୍ତି। ଗତ ମାର୍ଚ୍ଚରେ ସେ ଗୋଟିଏ ମାସ ଦରମା…

ଭାରତ ବିଶ୍ୱର ତୃତୀୟ ବୃହତ୍‌…

ନୂଆଦିଲ୍ଲୀ: ଆଜି ପାର୍ଲାମେଣ୍ଟ୍‌ର ବଜେଟ୍‌ ଅଧିବେଶନରେ ଉଭୟ ଗୃହର ସଦସ୍ୟମାନଙ୍କୁ ଉଦ୍‌ବୋଧନ ଦେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଲେ କି, ଭାରତ ବିଶ୍ୱର ତୃତୀୟ ବୃହତ୍‌ ‘ଷ୍ଟାର୍ଟ-ଅପ୍‌ ଇକୋସିଷ୍ଟମ୍‌’। ୨୦୨୦ ହେଉଛି ଭାରତ ସ୍ୱାଧୀନତାର ୭୫ତମ ବର୍ଷ। ଭାରତର ସମୃଦ୍ଧି ନିମନ୍ତେ ଏହି ଦଶନ୍ଧି ହେଉଛି…

ସଂସଦରରେ ବଜେଟ ଅଧିବେଶନ ଆରମ୍ଭ

ନୂଆଦିଲ୍ଲୀ: ସଂସଦର ସେଣ୍ଟାଲ୍‌ ହଲରେ ଆରମ୍ଭ ହେଲା ବଜେଟ ଅଧିବେଶନ। ଆଜି ଅଧିବେଶନରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯିବ। ଦୁଇଟି ପର୍ଯ୍ୟାୟରେ ଏହି ଅଧିବେଶନ ଚାଲିବାକୁ ଥିବା ବେଳେ ପ୍ରଥମ ପର୍ଯ୍ୟାୟ ଆଜି ଠାରୁ ଆରମ୍ଭ ହୋଇ ଫେବୃଆରୀ ୧୧ ପର୍ଯ୍ୟନ୍ତ ଚାଲିବ ଓ ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ…

ଆମ ଗଣତନ୍ତ୍ରର ଉତ୍ସବ ହେଉଛି…

ନୂଆଦିଲ୍ଲୀ: ଆସନ୍ତାକାଲି ସାରା ଦେଶ ପାଳନ କରିବ ୭୧ ତମ ସାଧାରଣତନ୍ତ୍ର ଦିବସ। ଏହି ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ସନ୍ଧ୍ୟାରେ ରାଷ୍ଟ୍ରକୁ ସମ୍ବୋଧନ କରିଛନ୍ତି। ସେ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଅନେକ ଯୋଜନା ଲୋକଙ୍କ ସାମାଜିକ ଓ ଆର୍ଥିକ ସ୍ଥିତିରେ ଅନେକ…

ସାଧାରଣତନ୍ତ୍ର ଦିବସ: ଆଜି ସନ୍ଧ୍ୟା…

ନୂଆଦିଲ୍ଲୀ: ଆସନ୍ତାକାଲି ସାରା ଦେଶ ପାଳନ କରିବ ୭୧ତମ ସାଧାରଣତନ୍ତ୍ର ଦିବସ। ଏହା ପୂର୍ବରୁ ଅର୍ଥାତ ଆଜି ସନ୍ଧ୍ୟା ୭ଟାରେ ରାଷ୍ଟ୍ରକୁ ସମ୍ବୋଧନ କରିବେ ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କ ବାର୍ତ୍ତା ଆଜି ସନ୍ଧ୍ୟା ୭ଟାରୁ ଆକାଶବାଣୀର ସମସ୍ତ ଜାତୀୟ ନେଟ୍‍ୱର୍କରେ ଏବଂ ଦୂରଦର୍ଶନର ସମସ୍ତ ଚ୍ୟାନେଲରେ ପ୍ରଥମେ…

ରାଷ୍ଟ୍ରପତିଙ୍କୁ ଭେଟିଲେ ଧର୍ମେନ୍ଦ୍ର,…

ନୂଆଦିଲ୍ଲୀ: ପେଟ୍ରୋଲିଅମ୍‌ ଓ ପ୍ରାକୃତିକ ବାଷ୍ପ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ରାଷ୍ଟ୍ରପତି ଭବନଠାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିଛନ୍ତି। ଏହି ସମୟରେ ରାଷ୍ଟ୍ରପତିଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଥିଲେ କେନ୍ଦ୍ରମନ୍ତ୍ରୀ। ଏ ବିଷୟରେ ନିଜେ କେନ୍ଦ୍ରମନ୍ତ୍ର…