Odisha Link
Bridging the Missing Links in Odisha
Browsing Tag

RAMNATH KOVIND

ଆସନ୍ତାକାଲି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ…

ନୂଆଦିଲ୍ଲୀ: ଆସନ୍ତାକାଲି ରାଷ୍ଟ୍ରପତି ଭବନରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୁଳପତି ସମ୍ମିଳନୀ ହେବ। କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନଗୁଡିକର କୁଳପତି ଏବଂ ନିର୍ଦ୍ଦେଶକମାନଙ୍କୁ ନେଇ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ପ୍ରାୟ ୪୬ ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି…

ଆଜି ଆସୁଛନ୍ତି ରାଷ୍ଟ୍ରପତି ରାମନାଥ…

ଭୁବନେଶ୍ବର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସନ୍ଧ୍ୟା ସାଢେ ୭ଟାରେ ରାଷ୍ଟ୍ରପତି ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ସିଧା ରାଜଭବନ ଯିବେ। ରାଜଭବନରେ ରାତ୍ରି ଯାପନ କରିବେ ରାଷ୍ଟ୍ରପତି। ଆସନ୍ତାକାଲି ଦିନ ୧୦ଟା…

ବାଣୀବିହାର ଆସିବେ ରାଷ୍ଟ୍ରପତି, ଚାଲିଛି…

ଭୁବ‌ନେଶ୍ବର: ଆସନ୍ତା ୮ ତାରିଖରେ ଉତ୍କଳ ବିଶ୍ବବିଦ୍ୟାଳୟ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହା ପୂର୍ବରୁ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ, ଆଲୁମିନି ଆସୋସିଏସନ୍‌ ଓ କମିସନରେଟ୍‌ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ବସୁଛି ଘନଘନ ବୈଠକ । ଗତ ୨ ତାରିଖରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା…

ମହାମହିମଙ୍କ ଜନ୍ମଦିନ ଆଜି, ଜାଣନ୍ତୁ…

ନୂଆଦିଲ୍ଳୀ: ଆଜି ହେଉଛି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜନ୍ମଦିନ। ୭୪ବର୍ଷରେ ପାଦ ଥାପିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଭାରତର ୧୪ ତମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଜନ୍ମ ୧୯୪୫ ଅକ୍ଟୋବର ୧ରେ ଉତ୍ତରପ୍ରଦେଶରେ ହୋଇଥିଲା। ରାଷ୍ଟ୍ରପତିଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କ ଜୀବନ…

ଗୋଳାବନ୍ଧ ଆର୍ମି ଏୟାର ଡିଫେନ୍ସ ସେଣ୍ଟରର…

ବ୍ରହ୍ମପୁର: ଗୋଳାବନ୍ଧସ୍ଥିତ ଆର୍ମି ଏୟାର ଡିଫେନ୍ସ ସେଣ୍ଟର ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ରାଷ୍ଟ୍ରପତି। ୨୫ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଉଲ୍ଲେଖନୀୟ ସେବା ପାଇଁ ଏହି ଆର୍ମି ଏୟାର ଡିଫେନ୍ସ ସେଣ୍ଟରକୁ ସମ୍ମାନଜନକ ‘କଲର୍ ଆୱାର୍ଡ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି। ଏହି…

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି

ଭୁବନେଶ୍ୱର: ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନ ‘ରାଜକମଲ’ ଯୋଗେ ରାଷ୍ଟ୍ରପତି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଭୁବନେଶ୍ୱରରେ ପହଞ୍ଚିବା ପରେ ରାଜ୍ୟପାଳ ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ…

ଆଜି ଉଦବୋଧନ ଦେବେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ୭୩ତମ ସ୍ୱାଧୀନତା ଦିବସ ଉପଲକ୍ଷେ ରାଷ୍ଟ୍ର ଉଦ୍ଦେଶ୍ୟରେ ଉଦବୋଧନ ଦେବେ। ରାଷ୍ଟ୍ରପତିଙ୍କ ସମ୍ବୋଧନ ଆଜି ସନ୍ଧ୍ୟା ୭ଟାରୁ ଅଲ ଇଣ୍ଡିଆ ରେଡିଓର ସମସ୍ତ ଜାତୀୟ ନେଟୱାର୍କ ସହିତ ଦୂରଦର୍ଶନର ସମସ୍ତ ଚ୍ୟାନେଲରେ ହିନ୍ଦୀରେ ପ୍ରସାରିତ ହେବ। ପରେ ଏହାର ଇଂରାଜୀରେ…

ଗିନୀର ସର୍ବୋଚ୍ଚ ସମ୍ମାନ ପାଇଲେ…

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଗିନୀ ସରକାର ‘ନ୍ୟାସନାଲ ଅର୍ଡର ଅଫ ମେରିଟ’ ସମ୍ମାନରେ ସମ୍ମାନିତ କରିଛନ୍ତି। ଏହି ସମ୍ମାନ ହେଉଛି ଗିନୀ ଦେଶର ସର୍ବୋଚ୍ଚ ସମ୍ମାନ। ଭାରତ-ଗିନୀର ସାମଗ୍ରିକ ବିକାଶା ତଥା ଉଭୟ ଦେଶ ମଧ୍ୟରେ ଦେଖାଯାଇଥିବା ବନ୍ଧୁତା ଓ ଭାଗିଦାରୀକୁ ବଢ଼ାଇବାରେ…

ଆଇନରେ ପରିଣତ ହେଲା ତିନି ତଲାକ୍ ବିଲ୍‌,…

ନୂଆଦିଲ୍ଲୀ: ଆଇନରେ ପରିଣତ ହେଲା ତିତି ତଲାକ୍‌ ବିଲ୍। ବୁଧବାର ବିଳମ୍ବିତ ରାତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୁସଲିମ ମହିଳାଙ୍କୁ ଏକକାଳୀନ ତଲାକ ଦିଆଯିବାକୁ ଅପରାଧ ଦର୍ଶାଇଥିବା ଐତିହାସିକ ବିଲକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଏହି ବିଲରେ ଦସ୍ତଖତ କରିବା ସହିତ ମୁସଲିମ ମହିଳା (ବିବାହ…

କାର୍ଗିଲ ବିଜୟ ଦିବସ: ବୀର ସହିଦଙ୍କୁ…

ନୂଆଦିଲ୍ଲୀ: ଆଜିର ଦିନ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ସ୍ମରଣୀୟ ଦିନ। କାରଣ ଆଜି ହେଉଛି କାର୍ଗିଲ ବିଜୟ ଦିବସ। ସାରା ଦେଶ ଆଜି ୨୦ତମ କାର୍ଗିଲ ବିଜୟ ଦିବସ ପାଳନ କରୁଛି। କାର୍ଗିଲ ବିଜୟ ଦିବସ ଉପଲକ୍ଷେ ପ୍ରତିବର୍ଷ ଦେଶରେ ଜୁଲାଇ ୨୬ରେ ସମାରୋହର ଆୟୋଜନ କରାଯାଏ। ଡ୍ରାସରେ ଆୟୋଜିତ ଏକ ସମାରୋହକୁ…