Odisha Link
Bridging the Missing Links in Odisha
Browsing Tag

RBI

ପୁରୁଣା ନୋଟ୍ ଅଚଳ ହେବ ନାହିଁ: ଭାରତୀୟ…

ଭୁବନେଶ୍ୱର: ପୁରୁଣା ୧୦୦,୧୦,୫ ଟଙ୍କିଆ ନୋଟ୍ କୁ ନେଇ ଉଠିଥିବା ଗୁଜବ ଉପରେ ପୂର୍ଣ୍ଣଛେଦ ପକାଇଲା ଭାରତୀୟ ରିଜର୍ଭ ବ୍ୟାଙ୍କ। ରିଜର୍ଭ ବ୍ୟାଙ୍କ କହିବା ଅନୁସାରେ, ଯାହା ଖବର ପ୍ରକାଶ ପାଉଛି ତାହା ଠିକ ନୁହେଁ । ଏମିତି କୌଣସି ନିଷ୍ପତ୍ତି ହୋଇ ନାହିଁ। ଗତକାଲି ଅନେକ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା…

ଖୁବ୍ ଶୀଘ୍ର ଅଚଳ ହେବ ପୁରୁଣା ୫, ୧୦ ଓ…

ନୂଆଦିଲ୍ଲୀ: ଅଚଳ ହେବ ପୁରୁଣା ୫, ୧୦ ଓ ୧୦୦ ଟଙ୍କିଆ ନୋଟ୍ ‌! ଖୁବ୍ ଶୀଘ୍ର ପୁରୁଣା ୫, ୧୦ ଓ ୧୦୦ ଟଙ୍କିଆ ନୋଟ୍‌କୁ ବଜାରରୁ ସ୍ଥାୟୀ ଭାବେ ପ୍ରତ୍ୟାହାର କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ଯୋଜନା କରୁଥିବା ଜଣାପଡ଼ିଛି। ଆର୍‌ବିଆଇ ଚଳିତ ବର୍ଷ ମାର୍ଚ୍ଚ ଓ ଏପ୍ରିଲ୍‌ ସୁଦ୍ଧା ଏହି ପୁରୁଣା…

୨୦୨୧ ପାଇଁ ଛୁଟି ତାଲିକା ଜାରି କଲା…

ମୁମ୍ବାଇ: ୨୦୨୧ ପାଇଁ ଛୁଟି ତାଲିକା ଜାରି କଲା ଆରବିଆଇ। ତେବେ ଆର୍‌ବିଆଇ ପକ୍ଷରୁ ଜାରି କରାଯାଇଥିବା ନୂତନ ଛୁଟି ତାଲିକାର ମୋଟ ୫୬ ଦିନ ବ୍ୟାଙ୍କ ବନ୍ଦ ରହିବ। ଏସବୁ ମଧ୍ୟରେ ଶନିବାର ଓ ରବିବାର ମଧ୍ୟ ସାମିଲ ରହିଛି। ଆର୍‌ବିଆଇଙ୍କ ନିର୍ଦ୍ଦେଶ ଅନୁସାରେ, ରବିବାର ବ୍ୟତୀତ ମାସର ୨ୟ ଏବଂ ୪ର୍ଥ ଶନିବାର…

ରିଜର୍ଭ ବ୍ୟାଙ୍କର ଗୁରୁତ୍ବପୂର୍ଣ୍ଣ…

ଭୁବନେଶ୍ବର: ଭାରତୀୟ ରିଜର୍ଭ ବ୍ୟାଙ୍କର ନୂଆ ଇଡି ଭାବେ ଓଡ଼ିଆ ଅର୍ଥନୀତିଜ୍ଞ ରାଧା ଶ୍ୟାମ ରଥ ନିଯୁକ୍ତି ପାଇଛନ୍ତି। ଏହା ପୂର୍ବରୁ ସେ ମୁଖ୍ୟ ମହାପ୍ରବନ୍ଧକ ପଦରେ କାର୍ଯ୍ୟ କରୁଥିଲେ। ଯାହାଫଳରେ ଭାରତୀୟ ରିଜର୍ଭ ବ୍ୟାଙ୍କର ବରିଷ୍ଠ ପଦପଦବୀରେ ଦକ୍ଷ ଓଡ଼ିଆଙ୍କ ତାଲିକା ଲମ୍ବା ହେବାରେ ଲାଗିଛି। ମହାମାରୀ…

ଆରମ୍ଭ ହେଲା ୨୪ ଘଣ୍ଟିଆ RTGS ସୁବିଧା

ନୂଆଦିଲ୍ଲୀ: ଏଣିକି ସପ୍ତାହର ୭ ଦିନ ଯାକ ୨୪ ଘଣ୍ଟିଆ ରିଅଲ ଟାଇମ୍‌ ଗ୍ରସ୍‌ ସେଟେଲ୍‌ମେଣ୍ଟ(ଆର୍‌ଟିଜିଏସ୍‌) ଜରିଆରେ ଫଣ୍ଡ ଟ୍ରାନ୍ସଫର ସୁବିଧା ମିଳିବ। ଡିସେମ୍ବର ୧୪ ରାତି ସାଢ଼େ ୧୨ଟାରୁ ଚବିଶ ଘଣ୍ଟା ଉପଲବ୍ଧ ହୋଇଛି। ଏନେଇ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଟୁଇଟ୍‌ କରି ସୂଚନା…

୨୪ ଘଣ୍ଟିଆ ଉପଲବ୍ଧ ହେବ ଆରଟିଜିଏସ ସେବା:…

ମୁମ୍ବାଇ: ଆରଟିଜିଏସ ସେବାକୁ ଆଗାମୀ କିଛି ଦିନ ମଧ୍ୟରେ ୨୪x୭ କରାଯିବ। ଏନେଇ ଆଜି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି। ଆଜି ରିଜର୍ଭ ବ୍ୟାଙ୍କର ଦ୍ୱିମାସିକ ଋଣନୀତି ସମୀକ୍ଷା ଘୋଷଣା କରିବାବେଳେ ଶ୍ରୀ ଦାସ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏବେ ଆରଟିଜିଏସ (ରିଅଲ ଟାଇମ୍‌ ଗ୍ରସ…

ବିଶ୍ବ ରେକର୍ଡ କଲା ଆର୍‌ବିଆଇ

ନୂଆଦିଲ୍ଲୀ: ବିଶ୍ବ ରେକର୍ଡ କରିଛି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ)। ବିଶ୍ୱର ପ୍ରଥମ କେନ୍ଦ୍ରୀୟ ବ୍ୟାଙ୍କ ଭାବେ ଆରବିଆଇର ଟ୍ୱିଟର ଅନୁଗାମୀଙ୍କ ସଂଖ୍ୟା ୧ ମିଲିୟନ ବା ୧୦ ଲକ୍ଷ ପାର କରିଛି। ଆଜି ପର୍ଯ୍ୟନ୍ତ ବିଶ୍ୱର କୌଣସି କେନ୍ଦ୍ରୀୟ ବ୍ୟାଙ୍କର ଟ୍ୱିଟର ଅନୁଗାମୀଙ୍କ ସଂଖ୍ୟା ୧୦ ଲକ୍ଷ ପାର କରି…

୨୦୧୯-୨୦ ଆର୍ଥିକ ବର୍ଷରେ ଛାପା…

ମୁମ୍ବାଇ: ରିଜର୍ଭ ବ୍ୟାଙ୍କ୍‌ର ବାର୍ଷିକ ରିପୋର୍ଟ ମୁତାବକ, ୨୦୧୯-୨୦ଆର୍ଥିକ ବର୍ଷରେ ଆଦୌ ୨୦୦୦ ଟଙ୍କିଆ ନୋଟ୍ ଛାପା ହୋଇନ ଥିବା ବେଳେ ୧୨୦୦ କୋଟି ଖଣ୍ଡ ୫୦୦ ଟଙ୍କିଆ ନୋଟ୍‌ ଛାପା ହୋଇଛି। ୨୦୧୮-୧୯ ବର୍ଷରେ ରିଜର୍ଭ ବ୍ୟାଙ୍କ୍‌ ୫ କୋଟି ଖଣ୍ଡ ୨୦୦୦ ଟଙ୍କିଆ ନୋଟ୍‌ ଛାପିଥିଲା। ୬, ୫୮, ୧୯୯…

ସରକାର ଅଧିକ ଖର୍ଚ୍ଚ କରନ୍ତୁ, କମ୍‌ ଋଣ…

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ଏବର ସାଂସଦ ରାହୁଲ ଗାନ୍ଧୀ ପୁଣିଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଦେଶରେ ଲାଗି ରହିଥିବା ଅର୍ଥ ବ୍ୟବସ୍ଥାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ। ଦେଶର ଆର୍ଥିକ ସଙ୍କଟକୁ ନେଇ ପୂର୍ବରୁ ଯେଉଁ ଚେତାବନୀ ଦେଉଥିଲି ତାହା ଏବେ…

କେନ୍ଦ୍ରକୁ ୫୭,୧୨୮ କୋଟି ଦେବ ରିଜର୍ଭ…

ମୁମ୍ବାଇ : କେନ୍ଦ୍ର ସରକାରଙ୍କୁ ୭୫,୧୨୮ କୋଟି ଟଙ୍କାର ଲାଭାଂଶ ପ୍ରଦାନ କରିବ ଭାରତୀୟ ରିଜର୍ଭ ବ୍ୟାଙ୍କ। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ୨୦୧୯-୨୦ ଆର୍ଥିକ ବର୍ଷର ଲାଭାଂଶ ବାବଦରେ ରିଜର୍ଭ ବ୍ୟାଙ୍କ…