Odisha Link
Bridging the Missing Links in Odisha
Browsing Tag

reopen

ଆଜିଠୁ ରାଜଧାନୀରେ ଖୋଲିବ ମଲ୍‌ ଓ…

ଭୁବନେଶ୍ୱର: ଆଜିଠୁ ରାଜଧାନୀରେ ଖୋଲିବ ହଲ୍, ମଲ୍‌ ଓ ରେଷ୍ଟୁରାଣ୍ଟ। ଅଗଷ୍ଟ ଗାଇଡଲାଇନ ମୁତାବକ ସୋମବାରଠୁ ରାଜଧାନୀରେ ପାର୍କ ଖୋଲିଥିବା ବେଳେ ଆଜିଠୁ ମଲ୍ ଏବଂ ସିନେମା ହଲ ଗୁଡିକ ଖୋଲିବ। ଟିକା ନେଇନଥିଲେ ମଲ୍ ଭିତରକୁ ଏଣ୍ଟ୍ରି ନାହିଁ । ଭିଡ଼ ଏଡ଼ାଇବାକୁ ମଲ ଗୁଡିକରେ ଲଗାଯାଇଛି ଫୁଟ୍ କାଉଣ୍ଟ…

ଖୋଲିଲା କେରଳର ସାବରିମାଳା ମନ୍ଦିର

କେରଳ: ଆଜିଠୁ ଖୋଲିଲା କେରଳର ପ୍ରସିଦ୍ଧ ସାବରିମାଳା ମନ୍ଦିର। କରୋନା କଟକଣାରେ ୫ଦିନ ପାଇଁ ମନ୍ଦିରକୁ ଖୋଲାଯାଇଛି। ଏନେଇ ସାବରିମାଳା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଜୁଲାଇ ୧୭ ରୁ ୨୧ ତାରିଖ ପର୍ଯ୍ୟନ୍ତ ପୂଜାପାଠ ପାଇଁ ମନ୍ଦିର ଖୋଲାଯାଇଛି। ବିଧି ଅନୁସାରେ ପୂଜା କାର୍ଯ୍ୟ ହେଉଛି। ସମସ୍ତ କରୋନା…

ସ୍କୁଲ ଖୋଲିବା ନେଇ ଜାରି ହେଲା ଏସଓପି

ଭୁବନେଶ୍ୱର: ରାଜ୍ୟରେ ଜୁଲାଇ ୨୬ରୁ ଖୋଲିବ ସ୍କୁଲ। ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଦଶମ ଓ ଦ୍ୱାଦଶ ଶ୍ରେଣୀ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ। ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ ଖୋଲିବ ବୋଲି ସେ…

ଆଜିଠୁ +୩ ଦ୍ୱିତୀୟ ବର୍ଷ ଓ ପିଜି ପ୍ରଥମ…

ଭୁବନେଶ୍ୱର: କରୋନା ମହାମାରୀ ଦୀର୍ଘ ଦିନ ହେବ କଲେଜ ବନ୍ଦ ରହିଥିଲା। ବର୍ତ୍ତମାନ କରୋନା ସଂକ୍ରମଣ ହାର ଧିରେ ଧିରେ ହ୍ରାସ ପାଇବା କାରଣରୁ ଏବେ ସବୁ ସ୍କୁଲ କଲେଜ ଖୋଲିବାକୁ ଲାଗିଛି। ଆଜିଠୁ କଲେଜ ଯିବେ ଛାତ୍ରଛାତ୍ରୀ। ଆଜିଠୁ +୩ ଦ୍ୱିତୀୟ ବର୍ଷ ଓ ପିଜି ପ୍ରଥମ ବର୍ଷର ପାଠପଢ଼ା ଆରମ୍ଭ। ଗତ ସୋମବାର…

ଆଜିଠୁ ଖୋଲିଲା ରାଜ୍ୟ ସଂଗ୍ରହାଳୟ

ଭୁବନେଶ୍ବର: କରୋନା ମହାମାରୀ କାରଣରୁ ଦୀର୍ଘ ୯ ମାସ ପରେ ଆଜି ରାଜ୍ୟ ସଂଗ୍ରହାଳୟ ଖୋଲିଛି। ପ୍ରତିଦିନ ସଂଗ୍ରହାଳୟକୁ ୨୦୦ ଲୋକଙ୍କୁ ପରିଦର୍ଶନ କରିବାର ସୁଯୋଗ ମିଳିବ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ନିର୍ଦେଶକ କହିଛନ୍ତି। ମାତ୍ର ସଂଗ୍ରହାଳୟ ଅଧୀନରେ ଥିବା ଆଞ୍ଚଳିକ ସଂଗ୍ରହାଳୟରେ ପୂର୍ବଭଳି…

ଆଜିଠୁ ଏହି ଦୁଇ ରାଜ୍ୟରେ ଖୋଲିଲା ସ୍କୁଲ

ନୂଆଦିଲ୍ଲୀ: ଆଜିଠୁ ରାଜଧାନୀ ଦିଲ୍ଲୀରେ ଖୋଲିଛି ସ୍କୁଲ। ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସ୍କୁଲ ଖୋଲିବାକୁ ଅନୁମତି ଦେଇଛନ୍ତି। ସ୍କୁଲ ଖୋଲିବା ପାଇଁ ଏସଓପି ଜାରି କରାଯାଇଛି। ସ୍କୁଲ ଅଭିଭାବକଙ୍କ ସହ ଛାତ୍ରଛାତ୍ରୀଙ୍କୁ ଏହି ଗାଇଡଲାଇନ୍ ମାନିବାକୁ ପଡ଼ିବ।…

ଖୋଲିଲା ଘଟଗାଁ ତାରିଣୀ ମନ୍ଦିର

କେନ୍ଦୁଝର: କରୋନା କଟକଣା ଭିତରେ ଆଜିଠୁ ଖୋଲିଲା ଘଟଗାଁ ମା' ତାରିଣୀ ମନ୍ଦିର। କରୋନା କଟକଣା କୋହଳ ହେବା ପରେ ରାଜ୍ୟର ପ୍ରାୟ ସମସ୍ତ ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲି ଥିବା ବେଳେ ଆଜିି ଘଟଗାଁ ସ୍ଥିତ ମା’ ତାରିଣୀ ମନ୍ଦିର ଖୋଲିଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମନ୍ଦିର ଖୋଲିବା ପରେ…

କାଲିଠୁ ଖୋଲିବ ଧବଳେଶ୍ବର ମନ୍ଦିର

ଆଠଗଡ: ଆସନ୍ତା କାଲିଠୁ ଖୋଲିବ ଧବଳେଶ୍ବର ମନ୍ଦିର। ମନ୍ଦିର ଖୋଲିବା ନେଇ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ସୂଚନା ଦେଇଛନ୍ତି। କାଲି ମନ୍ଦିର ଖେଲିବା ପରେ କେବଳ ପୂଜକଙ୍କ ପରିବାର ହିଁ ଧବଳେଶ୍ବରଙ୍କର ଦର୍ଶନ କରିପାରିବେ। ଆସନ୍ତା ୯ ତାରିଖରେ ଏବଂ ୧୦ ତାରିଖରେ ସ୍ଥାନୀୟ ପଞ୍ଚାୟତବାସୀଙ୍କୁ ଦର୍ଶନ…

ଖୋଲିବ ବାର୍ ଓ ବିୟର ପାର୍ଲର

ଭୁବନେଶ୍ୱର: ଏଣିକି ଖୋଲିବ ବାର୍ ଓ ବିୟର ପାର୍ଲର। ରାଜ୍ୟରେ କରୋନା ସଂକ୍ରମଣ ମାମଲା ହ୍ରାସ ପାଉଥିବାରୁ ରାଜ୍ୟ ସରକାର ଆଜି ସମସ୍ତ ରେଷ୍ଟୁରାଣ୍ଟ, ହୋଟେଲ, କ୍ଲବରେ ଥିବା ବାର ସମେତ ବିୟର ପାର୍ଲରକୁ ତତ୍କାଳ ପ୍ରଭାବରୁ ଖୋଲିବାକୁ ଅନୁମତି ଦେଇଛନ୍ତି। କଣ୍ଟେନମେଣ୍ଟ ଜୋନ୍ ମଧ୍ୟରେ ଥିବା କୌଣସି ବାର୍…

ଆଜିଠୁ କଟକ ସହରର ସମସ୍ତ ଧର୍ମାନୁଷ୍ଠାନ…

କଟକ: ଆଜିଠୁ କଟକ ସହରର ସମସ୍ତ ଧର୍ମାନୁଷ୍ଠାନ ଖୋଲା। କୋଭିଡ୍ ଗାଇଡ ଲାଇନ ମୁତାବକ ଖୋଲିବ ସବୁ ମନ୍ଦିର। ଏ ନେଇ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇବା ସହ ଏସଓପି ଜାରି କରିଛି ସିଏମସି ପ୍ରଶାସନ। ବିଜ୍ଞପ୍ତି ମୁତାବକ ଟୋକନ୍ ଵ୍ୟଵସ୍ଥା ଜରିଆରେ ଧର୍ମାନୁଷ୍ଠାନରେ ପ୍ରଵେଶ କରିଵେ ଭକ୍ତ। କୌଣସି ରୋଗରେ…