Odisha Link
Bridging the Missing Links in Odisha
Browsing Tag

reopen

ଆଜିଠୁ ଖୋଲିଲା ଗଞ୍ଜାମ ଜିଲ୍ଲାର ସବୁ…

ବ୍ରହ୍ମପୁର: କରୋନା କଟକଣା ଭିତରେ ଆଜିଠୁ ଗଞ୍ଜାମ ଜିଲ୍ଲାର ସମସ୍ତ ମନ୍ଦିର ଖୋଲିଛି। ଗତକାଲି ମା’ ତାରାତାରିଣୀଙ୍କର ମନ୍ଦିର ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଖୋଲା ଯାଇଥିବା ବେଳେ ଆଜି ସକାଳୁ ଖୋଲିଛି ମା’ ବୁଢ଼ି ଠାକୁରାଣୀ ମନ୍ଦିର। ଶୃଙ୍ଖଳିତ ଦର୍ଶନ ପାଇଁ ପରିଚାଳନା କମିଟି ପକ୍ଷରୁ ବ୍ୟାପକ ପଦକ୍ଷେପ…

୬ରୁ ଖୋଲିବ ନୃସିଂହନାଥ ମନ୍ଦିର

ବରଗଡ଼: କରୋନା ମହାମାରୀ ପାଇଁ ଦୀର୍ଘ ୯ ମାସ ହେବ ଭକ୍ତଙ୍କ ପାଇଁ ବନ୍ଦ ରହିଛି ନୃସିଂହନାଥ ମନ୍ଦିର। ଏବେ କରୋନା ସଂକ୍ରମଣ ହ୍ରାସ ପାଇବା ସହ ରାଜ୍ୟର କିଛି ମନ୍ଦିର କରୋନା କଟକଣା ମଧ୍ୟରେ ଖୋଲିଛି। ଏଥିସହ ଆସନ୍ତା ୬ ତାରିଖରୁ ବରଗଡ଼ ଜିଲ୍ଲାର ପାଇକମାଳର ନୃସିଂହନାଥ ମନ୍ଦିର ଖୋଲିବ। ମନ୍ଦିର ଖୋଲିବାର…

ୟୁଜି ଏବଂ ପିଜି ପିଲାଙ୍କ ପାଇଁ ଖୋଲିବ…

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟକୁ ବନ୍ଦ ରଖାଯାଇଥିଲା। ଫଳରେ ଅନଲାଇନ ଜରିଆରେ ପାଠପଢା ହେଉଥିଲା। ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି। ଯାହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଆସନ୍ତା ୮ ତାରିଖରୁ ସ୍କୁଲ…

ବଡ଼‌ ଖବର: ଆସନ୍ତା ୧୧ରୁ ଖୋଲିବ କଲେଜ ଓ…

ଭୁବନେଶ‌୍ବର: ଜାନୁଆରୀ ୧୧ରୁ ଖୋଲିବ ରାଜ୍ୟର ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟ। ଏନେଇ ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। କେବଳ ଶେଷ ସେମିଷ୍ଟାର ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ କଲେଜ ଓ ବିଶ୍ବବିଦ୍ୟାଳୟ ଖୋଲିବ ବୋଲି ସୂଚନା ରହିଛି। ବିଜ୍ଞପ୍ତି ମୁତାବକ,…

୯ ମାସ ପରେ ଖୋଲିଲା ବାବା ଆଖଣ୍ଡଳମଣିଙ୍କ…

ଭଦ୍ରକ: କରୋନା ସଂକ୍ରମଣ କାରଣରୁ ୯ ମାସ ମନ୍ଦିର ବନ୍ଦ ରହିଥିବା ବେଳେ ଏବେ ଗୋଟିଏ ପରେ ଗୋଟିଏ ମନ୍ଦିର ଖୋଲୁଛି। ଦୀର୍ଘ ୯ ମାସ ପରେ ଆଜି ଭକ୍ତଙ୍କ ପାଇଁ ଖୋଲିଲା ବାବା ଆଖଣ୍ଡଳମଣିଙ୍କ ମନ୍ଦିର।ପ୍ରଥମ ୨ଦିନ ସେବାୟତ ପରିବାର ବାବାଙ୍କୁ ଦର୍ଶନ କରୁଛନ୍ତି। ଏଥିପାଇଁ ପୂର୍ବରୁ ସ୍ବତନ୍ତ୍ର ଏସଓପି ପ୍ରସ୍ତୁତ…

ନୂଆ ବର୍ଷ ପରେ ଖୋଲିପାରେ ଲିଙ୍ଗରାଜ…

ଭୁବନେଶ୍ଵର: ଶ୍ରୀମନ୍ଦିର ପରେ ଏବେ ପ୍ରଭୁ ଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ଆରମ୍ଭ ହୋଇଛି ପ୍ରସ୍ତୁତି। ନୂଆ ବର୍ଷ ପରେ ଖୋଲିପାରେ ଲିଙ୍ଗରାଜ ମନ୍ଦିର। ଜାନୁୟାରୀ ପ୍ରଥମ ସପ୍ତାହରେ ଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ଚାଲିଛି ବିଚାରବିମର୍ଶ। ସମସ୍ତ ସେବାୟତଙ୍କ ସହ ଆଲୋଚନା କରି ସରକାରଙ୍କ ନିଷ୍ପତ୍ତି…

ନୂଆ ବର୍ଷ ପରେ ଖୋଲିପାରେ କଲେଜ:…

ଭୁବନେଶ୍ୱର: ମହାମାରୀ କରୋନା ପାଇଁ ସ୍କୁଲ କଲେଜ ବନ୍ଦ ରହିଥିବା ବେଳେ ନୂଆ ବର୍ଷ ପରେ କଲେଜ ଖେଲିପାରେ। କଲେଜ ଖୋଲିବା ନେଇ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଆଶା ପ୍ରକାଶ କରିଛନ୍ତି। କଲେଜ ଖୋଲି କ୍ଲାସ ହେବା ନେଇ ସେ ଆଶା ପ୍ରକାଶ କରିଛନ୍ତି। ଏନେଇ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର କହିଛନ୍ତି ଯେ,…

ଡିସେମ୍ବର ପହିଲାରୁ ଖୋଲିବ ମେଡିକାଲ କଲେଜ

ଭୁବନେଶ୍ୱର: କରୋନା ପାଇଁ ବନ୍ଦ ହୋଇଥିବା ରାଜ୍ୟର ସମସ୍ତ ମେଡିକାଲ କଲେଜ ପୁଣି ଖୋଲିବ। ଡିସେମ୍ବର ପହିଲାରୁ ଖୋଲିବ ସମସ୍ତ ମେଡିକାଲ କଲେଜ। ଉଚ୍ଚଶିକ୍ଷା ବିଭାଗର ସଚିବ, ଡିନ୍, ପ୍ରିନ୍ସିପାଲ ଓ ବିଭିନ୍ନ ମେଡିକାଲ୍ କଲେଜର ପରୀକ୍ଷା ନିୟନ୍ତ୍ରକଙ୍କ ସହ ଆଲୋଚନା ପରେ ସ୍ୱାସ୍ଥ୍ୟ ଓ ପରିଵାର କଲ୍ୟାଣ ବିଭାଗ…

୮ ମାସ ପରେ ଖୋଲିଲା ଆଞ୍ଚଳିକ ବିଜ୍ଞାନ…

ଭୁବନେଶ୍ୱର: କରୋନା କଟକଣା ଯୋଗୁଁ ଦୀର୍ଘ ୮ ମାସ ପରେ ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିଲା ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର। ରାଜ୍ୟର ଭୁବନେଶ୍ୱର ଓ ଢେଙ୍କାନାଳରେ ଥିବା ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ପର୍ଯ୍ୟଟନ ବିଭାଗ। ପର୍ଯ୍ୟଟକଙ୍କ ପାଇଁ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର…

କଲେଜ ଓ ବିଶ୍ବବିଦ୍ୟାଳୟ ଖୋଲିବା ନେଇ…

ଭୁବନେଶ୍ବର: ବିଶ୍ବବିଦ୍ୟାଳୟ ଓ କଲେଜ ଖୋଲିବା ପାଇଁ ଗାଇଡ୍‌ଲାଇନ୍ ଜାରି କରିଛି ୟୁଜିସି। ୟୁଜିସି ଗାଇଡ୍‌ଲାଇନ୍‌ ମୁତାବକ, ଯେଉଁ ଛାତ୍ର ବା ଶିକ୍ଷକଙ୍କର କରୋନା ଲକ୍ଷଣ ଥିବ ସେମାନଙ୍କୁ କଲେଜ ବା ବିଶ୍ବବିଦ୍ୟାଳୟରେ ପ୍ରବେଶ ଅନୁମତି ଦିଆଯିବ ନାହିଁ। କଣ୍ଟେନମେଣ୍ଟ ଜୋନରେ ରହୁଥିବା ଛାତ୍ର ଏବଂ…