Odisha Link
Bridging the Missing Links in Odisha
Browsing Tag

Repo Rate

ରେପୋ ରେଟ୍ ଅପରିବର୍ତ୍ତିତ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଅପରିବର୍ତ୍ତିତ ରହିଲା ରେପୋରେଟ୍। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶଙ୍କ ଅଧ୍ୟକ୍ଷତାରେ ବସିଥିବା ମନିଟାରୀ ପଲିସି କମିଟିରେ ଏ ନେଇ ନିଷ୍ପତ୍ତି ନିଆଯାଇଛି। ପୂର୍ବପରି ୪ ପ୍ରତିଶତ ରେପୋ ରେଟ୍ ରହିବା ନେଇ ବୈଠକରେ…

ଆରବିଆଇର ନିଷ୍ପତ୍ତି : ଅପରିବର୍ତ୍ତିତ…

ନୂଆଦିଲ୍ଲୀ: ଶେଷ ହେଲା ମନିଟାରି ପଲିସି କମିଟି’ର ୨୪ତମ ବୈଠକ। ୩ଦିନ ଧରି ଚାଲିଥିବା ଏହି ବୈଠକର ଶେଷ ଦିନରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ମୁଦ୍ରାନୀତି ସମ୍ପର୍କରେ ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, କୋଭିଡ଼ ୧୯ ସ୍ଥିତିକୁ ଆଖିଆଗରେ…

କମିଲା ରେପୋ ରେଟ୍, ଶସ୍ତା ହେବ ବ୍ୟାଙ୍କ…

ନୂଆଦିଲ୍ଲୀ: ଦେଶରେ ଲାଗି ରହିଥିବା କରୋନା ସଙ୍କଟ ମଧ୍ୟରେ ମୋଦି ସରକାର ପାଖାପାଖି ୨୧ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ। ଦେଶବାସୀଙ୍କୁ ସମ୍ମୁଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏନେଇ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ଏହାରି ମଧ୍ୟରେ ଆଜି ଆରିବିଆଇ ଗଭର୍ଣ୍ଣର…

RBIର ବଡ଼ ଘୋଷଣା: ରେପୋ ରେଟ ହ୍ରାସ,…

ନୂଆଦିଲ୍ଲୀ: ମହାମାରୀ କରୋନ ଭାଇରସ ସାରା ବିଶ୍ବରେ କାୟା ମେଲାଇଛି। ଏପରିକି ଏହି ମହାମାରୀ ଯୋଗୁଁ ସାରା ବିଶ୍ବର ଅର୍ଥନୀତି ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଦେଖାଦେଇଛି। ଯାହାର ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ ଦେଖିବାକୁ ମିଳିିବ। ଏହାକୁ ନଜରରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ…

ରେପୋରେଟ୍‌ ଅପରିବର୍ତ୍ତିତ, ଜିଡିପି ଆକଳନ…

ନୂଆଦିଲ୍ଲୀ: ଆଜି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆରବିଆଇ) ରେପୋରେଟ୍‌ ପୂର୍ବବତ୍‌ ୫.୧୫%ରେ ଅପରିବର୍ତ୍ତିତ ରଖିଥିବା ଘୋଷଣା କରିଛି। ମନିଟାରୀ ପଲିସି କମିଟି (ଏମ୍‌ପିସି) ଷଷ୍ଠ ଦ୍ୱିମାସିକ ବୈଠକରେ ଏହି ନିଷ୍ପତ୍ତି ନେଇଛନ୍ତି। ଏହି ବୈଠକର ଆକଳନ ଅନୁଯାୟୀ ୨୦୨୦-୨୧ ବା ଆଗାମୀ ଆର୍ଥିକ ବର୍ଷରେ ୬%…

ଅଭିବୃଦ୍ଧି ହ୍ରାସ ହେବ ଜାଣିଥିଲା ରିଜର୍ଭ…

ମୁମ୍ବାଇ: ବର୍ଷ ଆରମ୍ଭରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଅଭିବୃଦ୍ଧି କମିବ ବୋଲି ଜାଣି ନେଇଥିଲା। ସମ୍ଭାବ୍ୟ ସ୍ଥିତିକୁ ମୁକାବିଲା କରିବା ପାଇଁ ବାରମ୍ବାର ସୁଧ ହାର ହ୍ରାସ କରିଥିଲା। ଏହା ସତ୍ତ୍ବେ ଅଭିବୃଦ୍ଧି‌ର ହ୍ରାସକୁ ରୋକାଯାଇପାରିନଥିଲା। ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି,…

କମିଲା ଜିଡିପି ଆକଳନ, ରେପୋ ରେଟ୍‌…

ନୂଆଦିଲ୍ଲୀ: ପ୍ରକାଶ ପାଇଲା ଆରବିଆଇ ରେପା ରେଟ ଓ ଜିଡିପି ଆକଳନ। ଯାହା ସମସ୍ତଙ୍କୁ ଚକିତ କରିଛି। ଦେଶର ଅର୍ଥନୀତି ଦ୍ରୁତଗତିରେ ହ୍ରାସ ପାଇବା ଓ ଅଭିବୃଦ୍ଧି ହାର ୪.୫%ରେ ପହଞ୍ଚିଥିବାରୁ ଆରବିଆଇ ଏଥର ରେପୋ ରେଟ୍‌କୁ ଆହୁରି ହ୍ରାସ କରିବ ବୋଲି ଅର୍ଥନୀତିକ ବିଶାରଦମାନେ ଆଶା କରିଥିଲେ। ହେଲେ ଆରବିଆଇ…

ପଞ୍ଚମ ଥର ପାଇଁ ରେପୋ ରେଟ୍ କମିଲା,…

ମୁମ୍ୱାଇ: ପଞ୍ଚମ ଥର ପାଇଁ ଆରବିଆଇ ରେପୋ ରେଟ୍ କମାଇଛି। ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଋଣହାର କମାଇଛନ୍ତି। ଏମପିସି (Monetary Policy Committee of India) ବୈଠକରେ ୦.୨୫ ପ୍ରତିଶତ ଋଣ ହାର ହ୍ରାସ କରିବା ପରେ ୪.୯ ପ୍ରତିଶତ ହୋଇଛି ରେପୋ ରେଟ୍। ଆରବିଆଇର ଏହି ନିଷ୍ପତ୍ତି ପରେ…

କମିଲା ରେପୋ ରେଟ୍, ଶସ୍ତା ହେବ ଗୃହଋଣ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଲଗାତାର ୪ର୍ଥ ଥର ପାଇଁ ରେପୋ ରେଟ୍‌ କମାିଛି। ଆରବିଆଇର ମୁଦ୍ରା ନୀତି ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ୩୫ ବେସିସ୍ ପଏଣ୍ଟ ହ୍ରାସ ହୋଇଛି। ଫଳରେ ପୂର୍ବରୁ ଥିବା ରେପୋ ରେଟ୍‌ ୫.୭୫%ରୁ ଖସି ଆସି ୫.୪୦% ରହିଛି। ଏହାଦ୍ବାରା ଦେଶର ଜନସାଧାରଣ…