Odisha Link
Bridging the Missing Links in Odisha
Browsing Tag

RISABH PANT

ଋଷଭ ପନ୍ତଙ୍କ ବିଶ୍ବ ରେକର୍ଡ,…

ଓଏଲ୍‌ ବ୍ୟୁରୋ: ଟିମ୍‌ ଇଣ୍ଡିଆର ଓ୍ବିକେଟ କିପର ବ୍ୟାଟସମ୍ୟାନ୍‌ ଋଷଭ ପନ୍ତଙ୍କ ବିଶ୍ବ ରେକର୍ଡ। ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଓ୍ବିକେଟ କିପର ବ୍ୟାଟସମ୍ୟାନ୍‌ ଆଦାମ୍‌ ଗିଲିଖ୍ରୀଷ୍ଟଙ୍କୁ ପଛରେ ପକାଇ ବିଶ୍ବ ରେକର୍ଡ ନିଜ ନାମରେ କରିଛନ୍ତି ପନ୍ତ। ଓ୍ବିକେଟ ପଛରେ କମାଲ କରି ବିଶ୍ବ ରେକର୍ଡର ଅଧିକାରୀ…

ଟି-୨୦ ବିଶ୍ୱକପ୍‌ ୨୦୨୪: ଚୂଡ଼ାନ୍ତ…

ଓଏଲ୍‌ ବ୍ୟୁରୋ: ଜୁନ୍‌ ୨ ତାରିଖରୁ ଆରମ୍ଭ ହେବ ଟି-୨୦ ବିଶ୍ବକପ୍‌। ଏଥିପାଇଁ ସମସ୍ତ ଦଳ ପ୍ରସ୍ତୁତି ଆରମ୍ଭ କରି ସାରିଛନ୍ତି। ଚଳିତ ଥର ଆମେରିକା ଓ ଓ୍ବେଷ୍ଟଇଣ୍ଡିଜରେ ଖେଳାଯିବ ବିଶ୍ବକପ୍। ଫଟାଫଟ୍‌ କ୍ରିକେଟର ମହାକୁମ୍ଭ ପାଇଁ ଭାରତୀୟ ଦଳ ମଧ୍ୟ ଘୋଷଣା କରି ସାରିଛି ବିସିସିଆଇ। ତେବେ ଦଳରେ ୧୫ ଜଣ…

ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟକା,…

ଓଏଲ୍‌ ବ୍ୟୁରୋ: ଶେଷ ପର୍ଯ୍ୟାୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ ୨୦୨୪। ରୋମାଞ୍ଚକର ସ୍ଥିତିରେ ଟୁର୍ଣ୍ଣାମେଟ ଚାଲିଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସକୁ ଲାଗିଛି ବଡ଼ ଝଟକା। ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଋଷଭ ପନ୍ତ ଗୋଟିଏ ମ୍ୟାଚରୁ ବାସନ୍ଦ ହେବା ସହିତ ୩୦ ଲକ୍ଷ ଟଙ୍କା ଜରିମାନା ଗଣିବେ। ଯାହାଫଳରେ…

ଦୁର୍ଘଟଣା ପରେ ପ୍ରଥମଥର ପାଇଁ ବ୍ୟାଟିଂ…

ଓଏଲ୍‌ ବ୍ୟୁରୋ: ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର। କାରଣ ଭୟଙ୍କର ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଟିମ ଇଣ୍ଡିଆର ୱିକେଟ କିପର ବ୍ୟାଟର ଋଷଭ ପନ୍ତଙ୍କୁ ନେଇ ଆସିଛି ବଡ଼ ଖବର। ଧୀରେ ଧୀରେ ସୁସ୍ଥ ହେଉଥିବା ଋଷଭ ପନ୍ତ ପ୍ରଥମଥର ପାଇଁ ପଡ଼ିଆରେ ଅଭ୍ୟାସ କରିବା ସହିତ ବ୍ୟାଟିଂ ମଧ୍ୟ…

ଦୁର୍ଘଟଣାରେ ଜଳିଗଲା କ୍ରିକେଟର ପନ୍ତଙ୍କ…

ଓଏଲ୍‌ ବ୍ୟୁରୋ: ଭାରତୀୟ କ୍ରିକେଟ ଦଳର ଷ୍ଟାର ଖେଳାଳି ଋଷଭ ପନ୍ତଙ୍କ କାର ଦୁର୍ଘଟଣାଗ୍ରସ୍ତ। ସେ ଗୁରୁତର ଭାବେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ମୁଣ୍ଡ, ପିଠି, ଗୋଡ଼ ଓ ହାତରେ ଗଭୀର ଆଘାତ ଲାଗିଛି। ଏବେ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ତାଙ୍କ ଆହତ ସମସ୍ୟା ଗୁରୁତର ଥିବାରୁ ତାଙ୍କର…

ଡିକେଙ୍କ ପ୍ରଦର୍ଶନ ପନ୍ତଙ୍କ କ୍ୟାରିୟର…

ଓଏଲ୍‌ ବ୍ୟୁରୋ: ଚାଲିଛି ଫଟାଫଟ୍‌ କ୍ରିକେଟ ଲିଗ୍‌ ଆଇପିଏଲ୍‌ ମହାକୁମ୍ଭ। ଏପର୍ଯ୍ୟନ୍ତ ଖେଳା ସରିଲାଣି ୫୭ଟି ମ୍ୟାଚ୍। କିଛି ଖେଳାଳିଙ୍କ ପ୍ରଦର୍ଶନ ସୁପରହିଟ୍‌ ହୋଇଥିବା ବେଳେ ଆଉ କିଛି ଖେଳାଳିଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। କିନ୍ତୁ ଚଳିତ ବର୍ଷ ଆଇପିଏଲରେ ୩୬ ବର୍ଷିୟ ଦିନେଶ କାର୍ତ୍ତିକଙ୍କ…

ଟିମ୍ ଇଣ୍ଡିଆର ବଢିଲା ଚିନ୍ତା, ପନ୍ତଙ୍କ…

ଲଣ୍ଡନ: ଇଂଲଣ୍ଡ ବିପକ୍ଷ ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆର ବଢିଲା ଚିନ୍ତା। ଭାରତୀୟ ୱିକେଟକିପର ବ୍ୟାଟସମ୍ୟାନ ରିଷଭ ପନ୍ତ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରିଷଭଙ୍କ ବ୍ୟତୀତ ଅନ୍ୟ ଜଣେ ଖେଳାଳୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ ମଧ୍ୟ ଏବେ ସୁସ୍ଥ ଅଛନ୍ତି। ତେବେ ରିଷଭ ଏବେ ସଙ୍ଗରୋଧରେ ଥିବା ସୂଚନା…

୨୨ ବର୍ଷ ବୟସରେ ପନ୍ଥଙ୍କ ପାଖେ…

ଓଏଲ୍‌ ବ୍ୟୁରୋ: ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ଓ୍ବିକେଟ ରକ୍ଷକ ମହେନ୍ଦ୍ର ସିଂହ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଛନ୍ତି। ତେବେ ଭାରତୀୟ ଦଳର ଓ୍ବିକେଟ ରକ୍ଷକ ବିକଳ୍ପ କିଏ ହେବ। ଏନେଇ ଲାଗି ରହିଛି କଳ୍ପନାଜଳ୍ପନା। ହେଲେ ଭାରତୀୟ ଦଳର ପୂର୍ବତନ ବାମହାତୀ ଦ୍ରୁତ ବୋଲର ଆଶିଷ ନେହେରା…

ଋଷଭ ପନ୍ଥ କେବଳ କୁହନ୍ତି, ହେଲେ କରନ୍ତି…

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ପୂର୍ବତନ ଖେଳାଳି ବୀରେନ୍ଦ୍ର ସେହଓ୍ବାଗ ଓ୍ବିକେଟ କିପିର ବ୍ୟାଟସମ୍ୟାନ ଭାବେ ଖୁବ ଭଲ ପ୍ରଦର୍ଶନ କରୁଥିବା କେଏଲ ରାହୁଲଙ୍କୁ ପ୍ରଶଂସା କରିଛନ୍ତି। ଅନ୍ୟପଟେ ନିୟମତି ଓ୍ବିକେଟ କିପର ବ୍ୟାଟସମ୍ୟାନ ଭାବେ ଦଳରେ ସ୍ଥାନ ପାଉଥିବା ଋଷଭ ପନ୍ଥଙ୍କ ଉପରେ ବର୍ଷିଛନ୍ତି ବୀରେନ୍ଦ୍ର…

ରାଜକୋଟ ଦିନିକିଆରୁ ବାଦ ପଡ଼ିପାରନ୍ତି ଋଷଭ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଦିନିକିଆ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟକା। ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁଯାୟୀ ଓ୍ବିକେଟ କିପର ତଥା ବାମହାତୀ ମିଡିଲ ଅର୍ଡର ଖେଳଳୀ ଋଷଭ ପନ୍ତ ଖେଳିନପାରନ୍ତି ରାଜକୋଟ ଦିନିକିଆ। ଗତକାଲି ୱାଙ୍ଖଡେ ଷ୍ଟାଡ଼ିୟମରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା…