Odisha Link
Bridging the Missing Links in Odisha
Browsing Tag

Sambalpur

ବାମରା ଷ୍ଟେସନରେ ଆନ୍ଦୋଳନକାରୀ ଏବଂ…

ଓଏଲ୍‌ ବ୍ୟୁରୋ: ସମ୍ବଲପୁର ବାମରା ଷ୍ଟେସନରେ ଉତ୍ତେଜନା ଦେଖିବାକୁ ମିଳିଛି। ଡିଆରଏମଙ୍କ ପ୍ରତିଶ୍ରୁତି ସତ୍ତ୍ୱେ ବାମରା ଷ୍ଟେସନରେ ଆଜି କୌଣସି ଏକ୍ସପ୍ରେସ୍‌ ନ ରହିବାରୁ ଉତ୍ତେଜନା। ଘଟଣାସ୍ଥଳରେ ପୁଲିସ ଏବଂ ଜନତା ମୁହାଁମୁହିଁ। ଆନ୍ଦୋଳନ ସ୍ଥଳରୁ ତୁରନ୍ତ ନହଟିବାରୁ ମୁହାଁମୁହିଁ ହେଲେ।…

ବାମରା ଷ୍ଟେସନରେ ଉତ୍ତେଜନା

ଓଏଲ୍‌ ବ୍ୟୁରୋ: ସମ୍ବଲପୁର ବାମରା ଷ୍ଟେସନରେ ଉତ୍ତେଜନା ଦେଖିବାକୁ ମିଳିଛି। କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କାଉଣ୍ଟର ଓ ସିଗ୍ନାଲ ରୁମ୍‌ରେ ତାଲା ପକାଯାଇଛି। ପ୍ରତିଶ୍ରୁତି ସତ୍ତ୍ୱେ ବାମରା ଷ୍ଟେସନରେ ଆଜି କୌଣସି ଏକ୍ସପ୍ରେସ୍‌ ନ ରହିବାରୁ ଉତ୍ତେଜନା। ବାମରା ଷ୍ଟେସନରେ ପୂର୍ବରୁ ରହୁଥିବା ସବୁ…

ସମ୍ବଲପୁର: ବାବୁଙ୍କ ଝିଅର ଚପଲ ପାଇଁ ୩…

ଓଏଲ୍‌ ବ୍ୟୁରୋ: ଟ୍ରେନ୍‌ରେ ଯାତ୍ରା କରୁଥିବା ସମୟରେ ଜଣେ ବଡ଼ ବାବୁଙ୍କ ଝିଅର ଚପଲ ହଜିଯାଇଥିଲା। ଆଉ ସେ ହଜିଯାଇଥିବା ଚପଲକୁ ଖୋଜିବା ପାଇଁ ମାସେ କାଳ ଲାଗିଥିଲେ ୩ଟି ସଂସ୍ଥା। ସମ୍ବଲପୁରରୁ ନେଇ ଦିଲ୍ଲୀ ପର୍ଯ୍ୟନ୍ତ ସବୁଆଡ଼େ ଛାଣି ପକାଇଥିଲେ। ଶେଷରେ ୧୦ ହଜାର ଟଙ୍କିଆ ଚପଲ ହଳକ ମିଳିଥିଲା। ଏଭଳି ଘଟଣା…

ବ୍ରିଜରୁ ପଡି ଗୁରୁତର ଥିବା ସ୍କୁଲ…

ଓଏଲ୍‌ ବ୍ୟୁରୋ : ଗତକାଲି ଏକ ସ୍କୁଲ ଛାତ୍ର ସମ୍ବଲପୁର ସହର ଲକ୍ଷ୍ମୀ ଟକିଜ ଛକ ନିକଟ ଫ୍ଲାଏ ଓଭର ବ୍ରିଜରୁ ତଳକୁ ଖସି ଗୁରୁତର ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଥିଲା। ଗୁରୁତର ଅବସ୍ଥାରେ ତୁରନ୍ତ ତାଙ୍କୁ ବୁର୍ଲା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିବା ବେଳେ ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ଦଶମ…

ଆନ୍ଦୋଳନକାରୀ ଓକିଲ ସଂଘର ସୂଚନା :…

ଓଏଲ୍ ବ୍ୟୁରୋ : ସମ୍ବଲପୁରରେ ଚାଲିଛି ଓକିଲ ସଂଘ ଆନ୍ଦୋଳନ। ସୁପ୍ରିମକୋର୍ଟଙ୍କ କଡ଼ା ତାଗିଦ ଏବଂ କାର୍ଯ୍ୟାନୁଷ୍ଠାନ ପରେ ମଧ୍ୟ ଆନ୍ଦୋଳନରୁ ଓହରୁନାହାନ୍ତି ଆଇନଜୀବୀ। ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଆନ୍ଦୋଳନ ଚାଲିଛି, ଆଗକୁ ବି ଚାଲିବ। ବାର୍ କାଉନସିଲ୍ ଇଣ୍ଡିଆ ତାଙ୍କୁ…

ବନ୍ଧା ହେଲେ ୧୨ ଆଇନଜୀବୀ, ସମ୍ବଲପୁର…

ଓଏଲ୍‌ ବ୍ୟୁରୋ: ଓକିଲଙ୍କୁ ଆନ୍ଦୋଳନ କରିବା ପଡ଼ିଲା ମହଙ୍ଗା। ବିଚାରପତିଙ୍କ ଚାମ୍ବରରେ ପଶି ଭଙ୍ଗାରୁଜା କରିବା ଘଟଣାରେ ୧୨ ଜଣଙ୍କୁ ବାନ୍ଧିଛି ସମ୍ବଲପୁର ପୁଲିସ। ସେମାନଙ୍କ ମଧ୍ୟରୁ ଜାମିନ ନାମଞ୍ଜୁର ହେବାରୁ ୯ ଜଣଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଆଗକୁ ଗିରଫଦାରୀ ଆହୁରି ବଢ଼ିପାରେ ବୋଲି ସୂଚନା…

ସମ୍ବଲପୁରରେ ଓକିଲ-ପୁଲିସ ଧସ୍ତାଧସ୍ତି 

ଓଏଲ୍ ବ୍ୟୁରୋ : ପୁଣିଥରେ ସାମ୍ନାସାମ୍ନି ହେଲେ ଓକିଲ ଓ ପୁଲିସ। ସମ୍ବଲପୁର କଚେରୀ ଛକରେ ଚାଲିଛି ଜୋରଦାର ଆନ୍ଦୋଳନ। ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ପାଇଁ ଓକିଲମାନେ ସମ୍ବଲପୁର କଚେରୀ ଛକରେ ପୁଣିଥରେ ଆନ୍ଦୋଳନ କରୁଛନ୍ତି। ବିଭିନ୍ନ ସଂଗଠନ ଓକିଲମାନଙ୍କ ଆନ୍ଦୋଳନରେ  ଯୋଗଦାନ କରିଛି।…

ସମ୍ବଲପୁରରେ ହାତୀ ମୃତ, ଉଦ୍ଧାର କଲା…

ଓଏଲ୍ ବ୍ୟୁରୋ : ଦୀର୍ଘ ଦିନ ହେବ ଲଗାତାର ଭାବେ ଶୁଣିବାକୁ ମିଳୁଛି ହାତୀ ମୃତ୍ୟୁ ଘଟଣା। ଏକ ମାଈ ହାତୀ ମୃତଦେହ ବନବିଭାଗ ଦ୍ଵାରା ଉଦ୍ଧାର ହୋଇଛି। ଘଟଣାଟି ଘଟିଛି ସମ୍ବଲପୁର ଜିଲ୍ଲା ଜୁଯୋମୁର ବ୍ଲକ ରେଞ୍ଜର ଲଦଲଦି ବିଟ ଧଲୋପାଲଠାରେ। ସମ୍ବଲପୁର ଡିଏଫ୍ଓ ବିଶ୍ଵନାଥ ନୀଳାମ୍ବର ସୂଚନା ଦେଇଛନ୍ତି ଯେ ଏକ…

ମହିଳାଙ୍କ ମୃତ ଦେହ ଉଦ୍ଧାର , ମୃତ୍ୟୁର…

ଓଏଲ ବ୍ୟୁରୋ: ଝୁଲନ୍ତା ଅବସ୍ଥାରେ ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଜମନକିରା ଥାନା ସାନଲଙ୍ଗାବାହାଲ ଗ୍ରାମରୁ ମିଳିଛି ମହିଳାଙ୍କ ମୃତଦେହ। ମହିଳାଙ୍କ ହତ୍ୟା ଖବରକୁ ନେଇ ଅଭିଯୋଗ କରିଛନ୍ତି ତାଙ୍କ ପରିବାର ଲୋକେ। ମହିଳାଙ୍କ ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ଥିବାର ସୂଚନା…

ଟ୍ରଲର ଧକ୍କାରେ ଚାଲିଗଲା ଛାତ୍ରୀଙ୍କ…

ଓଏଲ୍‌ ବ୍ୟୁରୋ : ସମ୍ବଲପୁର ଅଇଁଠାପାଲି ଛକରେ ମର୍ମତୁନ୍ତ ସଡକ ଦୁର୍ଘଟଣା। ସ୍କୁଲ ଯାଉଥିବା ସମୟରେ ଜଣେ ସ୍କୁଲ ଛାତ୍ରୀଙ୍କୁ ମାଡ଼ି ଚାଲିିଗଲା ଟ୍ରଲର। ଘଟଣା ସ୍ଥଳରେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ସ୍କୁଲ ଛାତ୍ରୀ ଜଣଙ୍କ ନାମ ହେଉଛି ପ୍ରଜ୍ଞାପରମିତା ପାଣିଗ୍ରାହୀ। ସେ ସମ୍ବଲପୁର…