Odisha Link
Bridging the Missing Links in Odisha
Browsing Tag

Sambalpur

ସମ୍ବଲପୁରରେ ଓକିଲ-ପୁଲିସ ଧସ୍ତାଧସ୍ତି 

ଓଏଲ୍ ବ୍ୟୁରୋ : ପୁଣିଥରେ ସାମ୍ନାସାମ୍ନି ହେଲେ ଓକିଲ ଓ ପୁଲିସ। ସମ୍ବଲପୁର କଚେରୀ ଛକରେ ଚାଲିଛି ଜୋରଦାର ଆନ୍ଦୋଳନ। ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ପାଇଁ ଓକିଲମାନେ ସମ୍ବଲପୁର କଚେରୀ ଛକରେ ପୁଣିଥରେ ଆନ୍ଦୋଳନ କରୁଛନ୍ତି। ବିଭିନ୍ନ ସଂଗଠନ ଓକିଲମାନଙ୍କ ଆନ୍ଦୋଳନରେ  ଯୋଗଦାନ କରିଛି।…

ସମ୍ବଲପୁରରେ ହାତୀ ମୃତ, ଉଦ୍ଧାର କଲା…

ଓଏଲ୍ ବ୍ୟୁରୋ : ଦୀର୍ଘ ଦିନ ହେବ ଲଗାତାର ଭାବେ ଶୁଣିବାକୁ ମିଳୁଛି ହାତୀ ମୃତ୍ୟୁ ଘଟଣା। ଏକ ମାଈ ହାତୀ ମୃତଦେହ ବନବିଭାଗ ଦ୍ଵାରା ଉଦ୍ଧାର ହୋଇଛି। ଘଟଣାଟି ଘଟିଛି ସମ୍ବଲପୁର ଜିଲ୍ଲା ଜୁଯୋମୁର ବ୍ଲକ ରେଞ୍ଜର ଲଦଲଦି ବିଟ ଧଲୋପାଲଠାରେ। ସମ୍ବଲପୁର ଡିଏଫ୍ଓ ବିଶ୍ଵନାଥ ନୀଳାମ୍ବର ସୂଚନା ଦେଇଛନ୍ତି ଯେ ଏକ…

ମହିଳାଙ୍କ ମୃତ ଦେହ ଉଦ୍ଧାର , ମୃତ୍ୟୁର…

ଓଏଲ ବ୍ୟୁରୋ: ଝୁଲନ୍ତା ଅବସ୍ଥାରେ ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଜମନକିରା ଥାନା ସାନଲଙ୍ଗାବାହାଲ ଗ୍ରାମରୁ ମିଳିଛି ମହିଳାଙ୍କ ମୃତଦେହ। ମହିଳାଙ୍କ ହତ୍ୟା ଖବରକୁ ନେଇ ଅଭିଯୋଗ କରିଛନ୍ତି ତାଙ୍କ ପରିବାର ଲୋକେ। ମହିଳାଙ୍କ ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ଥିବାର ସୂଚନା…

ଟ୍ରଲର ଧକ୍କାରେ ଚାଲିଗଲା ଛାତ୍ରୀଙ୍କ…

ଓଏଲ୍‌ ବ୍ୟୁରୋ : ସମ୍ବଲପୁର ଅଇଁଠାପାଲି ଛକରେ ମର୍ମତୁନ୍ତ ସଡକ ଦୁର୍ଘଟଣା। ସ୍କୁଲ ଯାଉଥିବା ସମୟରେ ଜଣେ ସ୍କୁଲ ଛାତ୍ରୀଙ୍କୁ ମାଡ଼ି ଚାଲିିଗଲା ଟ୍ରଲର। ଘଟଣା ସ୍ଥଳରେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ସ୍କୁଲ ଛାତ୍ରୀ ଜଣଙ୍କ ନାମ ହେଉଛି ପ୍ରଜ୍ଞାପରମିତା ପାଣିଗ୍ରାହୀ। ସେ ସମ୍ବଲପୁର…

ସମ୍ବଲପୁର ଗସ୍ତରେ ମୁଖ୍ୟ ଶାସନ ସଚିବ ଓ…

ଓଏଲ୍‌ ବ୍ୟରୋ: ସମ୍ବଲପୁର ଗସ୍ତରେ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ। ଏହି ଗସ୍ତ ସମୟେ ସମଲେଇ ପ୍ରୋଜେକ୍ଟର ସମୀକ୍ଷା କରିବେ। ଏଥିସହହିତ ସମ୍ବଲପୁରରେ ହେଉଥିବା ସରକାରୀ କାର୍ଯ୍ୟର ତଦାରଖ ମଧ୍ୟ କରିବେ। ଆଜିର ଏହି ଗସ୍ତରେ ୫-ଟି ସଚିବ ଭିକେ ପାଣ୍ଡିଆନ୍‌ଙ୍କ ସହିତ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର,…

ଥାନା ସାମ୍ନାରେ ଟାଙ୍ଗିଆରେ ଭଉଣୀକୁ…

ଓଏଲ୍‌ ବ୍ୟୁରୋ: ଗଣ୍ଡଗୋଳରୁ ଚାଲିଗଲା ଜୀବନ। ପୁଣି ଥାନା ସାମ୍ନାରେ ଭଉଣୀକୁ ହାଣିଲା ଭାଇ। ଗାଈ ଚରାଉଥିବା ବେଳେ ଭାଇଭଉଣୀ ମଧ୍ୟରେ ଲାଗିଲା ଗଣ୍ଡଗୋଳ। ଯାହାକୁ କେନ୍ଦ୍ର କରି ବିବାହିତ ଭଉଣୀକୁ ମାରି ଦେଲା କାକା ପୁଅ ଭାଇ। ସମ୍ବଲପୁର କିସିଣ୍ଡା ଥାନା ସାମ୍ନାରେ ଘଟିଛି ଏଭଳି କାଣ୍ଡ। ଭଉଣୀକୁ ଟାଙ୍ଗିଆରେ…

ଦୂର ହେବ ବିଜୁଳି ସଙ୍କଟ, ହୀରାକୁଦ…

ଦୂର ହେବ ବିଜୁଳି ସଙ୍କଟ, ହୀରାକୁଦ ଡ୍ୟାମରୁ ଉତ୍ପାଦନ ହେବ ଗ୍ରୀନ ଏନର୍ଜି ସମ୍ବଲପୁର: ଦୂର ହେବ ବିଜୁଳି ସଙ୍କଟ। ଏଣିକି ଜଳ ବିଦ୍ୟୁତ କେନ୍ଦ୍ରର ଉତ୍ପାଦାନ ହେବ ସୌର ବିଦ୍ୟୁତ। ଆପଣଙ୍କୁ ଏହି କଥାଟି ଅଡ଼ୁଆ ଲାଗୁଥିଲେ ବି ସତ। ହୀରାକୁୁଦ ଜଳଭଣ୍ଡାରରରୁୁ ସୌର ବିଦ୍ୟୁତ ଉତ୍ପାଦନ କରାଯିବ। ଏଥିପାଇଁ ୨୦୦…

ହୀରାକୁଦ ଉପରମୁଣ୍ଡରେ ପ୍ରବଳ ବର୍ଷା,…

ସମ୍ବଲପୁର: ରାଜ୍ୟରେ କମିଛି ଲଘୁଚାପ ବର୍ଷା। ହେଲେ ହୀରାକୁଦର ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା କାରଣରୁ ଜଳ ଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଆଜି ମଧ୍ୟାହ୍ନ ସୁଦ୍ଧା ୨୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ୍‌ ହେଉଛି। ମିଳିଥିବା ସୂଚନା ମୁତାବିକ ଏବେ ଆଉ ୮ଟି ଗେଟ୍‌ ଖୋଲାଯାଇଥିବା ସୂଚନା ରହିଛି।…

ଅଭାବନୀୟ ଦୃଶ୍ୟ, ରାସ୍ତାରେ ଜଳୁଛି ଶବ

ସମ୍ବଲପୁର: ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଅନ୍ୟପଟେ ଦୈନିକ କୋଭିଡ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏଥିସହିତ ଅନ୍ୟ ରୋଗରେ ଆକ୍ରାନ୍ତ ହୋଇ ମଧ୍ୟ ବହୁ ଲୋକ ମୃତ୍ୟୁ ବରଣ କରୁଛନ୍ତି। ଏସବୁ ମଧ୍ୟରେ ସମ୍ବଲପୁର ବୁଢ଼ାରଜାସ୍ଥିତ ଶାନ୍ତିଧାମ ଶ୍ମଶାନ ବାହାରେ…

ବାପାଙ୍କ ମୃତ୍ୟୁ ପରେ ୧୧ ଦିନ ଯାଏଁ…

ସମ୍ବଲପୁର: ରାଜ୍ୟରେ କୋଭିଡ୍‌ର କଳାବାଦଲ କାୟା ମେଲାଇ ଚାଲିଥିବା ବେଳେ ସମ୍ବଲପୁରରେ ଏକ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି ଜଣେ ଯୁବକ। ମୃତକଙ୍କ ପାଇଁ କିଏ ବ୍ରାହ୍ମଣ ଭୋଜନ ଦି୍ଅନ୍ତି ତ କିଏ ଗଙ୍ଗା ଯାଇ ବୁଡ଼ ପକାନ୍ତି। କିଏ ବନ୍ଧୁବାନ୍ଧବଙ୍କୁ ନୂଆ ଲୁଗା ବାଣ୍ଟନ୍ତି ତ କିଏ ମୃତକଙ୍କ ସ୍ମୃତିରେ…