Odisha Link
Bridging the Missing Links in Odisha
Browsing Tag

Social Media

ଘୃଣା ଭାଷଣ ଅଭିଯୋଗ: ଫେସବୁକ୍ ଇଣ୍ଡିଆ…

ନୂଆଦିଲ୍ଲୀ: ଦେଶରେ ଘୃଣା ଭାଷଣ ପୋଷ୍ଟ୍‌ଗୁଡ଼ିକୁ ରୋକିବାରେ ‘ଫେସ୍‌ବୁକ୍’ ଉଦ୍ଦେଶ୍ୟମୂଳକଭାବେ ଉଦାସୀନ ରହୁଥିବା ଅଭିଯୋଗରେ ଦିଲ୍ଲୀ ବିଧାନସଭାର ଶାନ୍ତି ଓ ସମନ୍ୱୟ କମିଟି ‘ଫେସ୍‌ବୁକ୍ ଇଣ୍ଡିଆ’ର ଉପାଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଅଜିତ ମୋହନଙ୍କୁ ସମନ୍ ଜାରି କରିଛି। ଆମ୍‌ ଆଦ୍‌ମି ପାର୍ଟି…

ଦିଗବିଜୟ କହିଲେ ମୋ ସାକ୍ଷାତକାର…

ଭୋପାଳ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ରାଜ୍ୟସଭା ସାଂସଦ ଦିଗବିଜୟ ସିଂହ ଚର୍ଚ୍ଚାରେ । ନିଜର ଏକ ଟୁଇଟକୁ ନେଇ ଟ୍ରୋଲର ଶିକାର ହେଲେ ଦିଗବିଜୟ ସିଂହ। ଆଜି ପୂର୍ବାହ୍ନରେ ଶ୍ରୀ ସିଂହ ଏକ ଭିଡିଓ ଲିଙ୍କ୍‌ ସେୟାର କରି ପଚାରିଛନ୍ତି ଯେ, ମୋ ସାକ୍ଷାତକାର ଦେଖିବାକୁ ଚାହୁଁଛନ୍ତି।…

ଫେସ୍‌ବୁକ୍‌ ପୋଷ୍ଟରୁ ହିଂସା: ୨ ମୃତ, ୬୦…

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ ହିଂସା। ଏକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଗତକାଲି ରାତିରେ ହିଂସାକାଣ୍ଡ ଘଟିଛି। ଏପରିକି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ୍‌ ଲାଠିଚାର୍ଜ କରିଥିଲା। ପରିସ୍ଥିତି ନିୟନ୍ତ୍ରଣାଧୀନ ନହେବାରୁ ପୁଲିସ୍‌ ପକ୍ଷରୁ ଟିଅର ଗ୍ୟାସ୍‌ ଓ ଗୁଳି ଚାଳନା…

ଖବରକାଗଜ ପିଡିଏଫ୍ ସୋସିଆଲ ମିଡିଆରେ…

ନୂଆଦିଲ୍ଲୀ: ମହାମାରୀ କରୋନା ସଙ୍କଟ ମଧ୍ୟରେ ଖବରକାଗଜ ଶିଳ୍ପକୁ ବହୁତ କ୍ଷତି ହୋଇଛି। ଏପରିକି ଲକ୍‌ଡାଉନ୍‌ ମଧ୍ୟର ସୋସିଆଲ ମିଡିଆରେ ଘୁରି ବୁଲୁଛି ଖବରକାଗଜ ପିଡିଏଫ୍‌ ଫାଇଲ୍। ବର୍ତ୍ତମାନ ସମୟରେ ହ୍ବାଟସଅପ୍‌ ଗ୍ରୁପରେ ଦୈନିକ ଖବରକାଗଜ ପିଡଏଫ୍‌ ଫାଇଲ ବହୁଳ ପରିମାଣରେ ସେୟାର ହେବାରେ ଲାଗିଛି। ପାଠକ…

ଅଭିନେତ୍ରୀ କିଆରାଙ୍କ ଭଳି ଦେଖାଯାନ୍ତି…

ମୁମ୍ବାଇ : ଟିକ୍‌ଟକ୍‌ରେ ବର୍ତ୍ତମାନ ବଲିଉଡର ଅଭିନେତା ଓ ଅଭିନେତ୍ରୀଙ୍କ ଭଳି ଦେଖାଯାଉଥିବା ଚେହେରା ଦେଖିବାକୁ ମିଳୁଛି । ତେବେ  ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଟିକ୍‌ଟକ୍‌ରେ ଅଭିନେତ୍ରୀ କିଆରା ଆଡ଼ଓ୍ବାଣୀଙ୍କ ଭଳି ଦେଖାଯାଉଥିବା କଳ୍ପନା ଶର୍ମାଙ୍କ ଭିଡ଼ିଓ ଭାଇରାଲ ହେବା…

କଶ୍ମୀରରୁ ଉଠିଲା ସୋସିଆଲ ମିଡିଆ ବ୍ୟାନ୍

ଶ୍ରୀନଗର: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ଦିନଠାରୁ ସୋସିଆଲ ମିଡିଆ ଉପରେ ଲାଗିଥିବା ରହିତାଦେଶକୁ ଆଜି ପ୍ରଶାସନ ଉଠାଇ ଦେଇଛି। ଅଗଷ୍ଟ ୫ରୁ ସୋସିଆଲ ମିଡିଆ ବ୍ୟବହାରରୁ ବଞ୍ଚିତ ଲୋକମାନେ ଏଣିକି ସୋସିଆଲ ମିଡିଆ ବ୍ୟବହାର କରିପାରିବେ। କିନ୍ତୁ ୩ଜି କିମ୍ବା ୪ଜି ଇଣ୍ଟରନେଟ ସେବା ନୁହେଁ…

ମହିଳାଙ୍କୁ ଉତ୍ସର୍ଗ ମୋଦିଙ୍କ ସୋସିଆଲ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୋସିଆଲ ମିଡିଆ ଛାଡିବା ନେଇ ଏବେ ସବୁଆଡେ ଚର୍ଚ୍ଚା। ସୋସିଆଲ ମିଡିଆରୁ ସନ୍ୟାସ ନେବା ସସ୍‌ପେନ୍ସ ଉପରୁ ପରଦା ହଟାଇଛି ପ୍ରଧାନମନ୍ତ୍ରୀଙ୍କ ସଦ୍ୟ ଟୁଇଟ୍। ସୋସିଆଲ ମିଡିଆରୁ ମୋଦି ସନ୍ୟାସ ନେବେନି ବରଂ ଆସନ୍ତା ମାର୍ଚ୍ଚ ୮ ତାରିଖ ଅନ୍ତର୍ଜାତୀୟ ମହିଳା…

ଟ୍ବିଟରରେ #NoSir ଟ୍ରେଣ୍ଡ, ସୋସିଆଲ…

ନୂଆଦିଲ୍ଲୀ: ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆ ଛାଡିବା କଥା। ଗତକାଲି ମୋଦି ଟୁଇଟ କରିଥିଲେ ଯେ, “ଆସନ୍ତା ରବିବାର ମୋର ଫେସବୁକ୍, ଟ୍ୱିଟର, ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବ ଆଦି ସୋସିଆଲ ମିଡିଆ ଆକାଉଣ୍ଟରୁ ବିଶ୍ରାମ ନେବାକୁ ଚିନ୍ତା କରୁଛି। ଆପଣମାନେ ପୋଷ୍ଟ କରୁଥା’ନ୍ତୁ।” ଏକଥା…

ସୋସିଆଲ ମିଡିଆରୁ ବିଦାୟ ନେବେ ମୋଦି!

ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆ ଛାଡିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି! ସୋସିଆଲ ମିଡିଆର ବ୍ୟବହାର ନକରିବା ପାଇଁ ସେ ଚିନ୍ତା କରୁଛନ୍ତି। ଏନେଇ ମୋଦି ଖୋଦ୍ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଆସନ୍ତା ରବିବାର ମୋର ଫେସବୁକ୍, ଟ୍ୱିଟର, ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବ ଆଦି ସୋସିଆଲ ମିଡିଆ…

ଜୋମାଟୋର ଏହି ଡେଲିଭରି ବାଳକ କାହିଁକି…

ଭୁବନେଶ୍ବର : ଜୋମାଟୋ ଡେଲିଭରି ବାଳକର ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ଡେଲିଭରି ବାଳକଟିର ନାମ ହେଉଛି ସୋନୁ । ଏହି ଭିଡିଓରେ ସେ ଜୋମାଟୋରୁ ପାଇଥିବା ଦରମା ଏବଂ ଖାଦ୍ୟ ବିଷୟରେ କହୁଛନ୍ତି । ସୋନୁଙ୍କ କଥା ହେତୁ ନୁହେଁ, ବରଂ ତାଙ୍କ ହସ ଯୋଗୁଁ ଏହି ଭିଡିଓ ଭାଇରାଲ ହେଉଛି।…