Odisha Link
Bridging the Missing Links in Odisha
Browsing Tag

Sonu Sood

ଖଳନାୟକରୁ ନାୟକ ସାଜିବେ ସୋନୁ

ମୁମ୍ବାଇ: ଖଳନାୟକରୁ ନାୟକ ସାଜିବେ ଅଭିନେତା ସୋନୁ ସୁଦ୍। କରୋନା ସଂକଟ ସମୟରେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରି ରାଅଲ୍‌ ହିରୋ ସାଜିଥିବା ଅଭିନେତା ସୋନୁ ସୁଦ୍‌ ଏବେ ଚଳଚ୍ଚିତ୍ରରେ ବି ହିରୋ ଭୂମିକାରେ ଅଭିନୟ କରିବେ। ଏନେଇ ସୋନୁଙ୍କ ପାଖରେ ଏବେ ଅଫର୍‌ର ବର୍ଷା। ଏକଦା କେବଳ ଖଳନାୟକ ଭୂମିକା…

ଗ୍ଲୋବାଲ ଏସିଆନ୍ ସେଲିବ୍ରିଟି ୨୦୨୦…

ମୁମ୍ବାଇ: ରିଲ୍ ହିରୋ ନୁହେଁ ବରଂ ରିୟଲ ହିରୋ ସୋନୁ ସୁଦଙ୍କୁ ନେଇ ଏବେ ଚର୍ଚ୍ଚା ଲାଗି ରହୁଛି।। ଲକ୍ ଡାଉନ୍ ସମୟରେ ଅସହାୟ ଲୋକଙ୍କୁ ସାହାଯ୍ୟ କରି ସୋନୁ ସୁଦ୍ ଅସହାୟ ଲୋକଙ୍କ ପାଇଁ ପାଲଟି ଯାଇଛନ୍ତି ଭଗବାନ। ଏଥସହ ସୋନୁ ସୁଦ୍‌ଙ୍କ ନାଁ ଗ୍ଲୋବାଲ ଏସିଆନ୍ ସେଲିବ୍ରିଟି ୨୦୨୦ ତାଲିକାରେ ଶୀର୍ଷ ସ୍ଥାନରେ…

ସୋନୁଙ୍କ ମହାନତା, ଗରିବଙ୍କ ପାଇଁ ନିଜ…

ମୁମ୍ବାଇ: ଗରିବ ଲୋକଙ୍କୁ ସାହାର୍ଯ୍ୟର ହାତ ବଢାଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ସୋନୁ ସୁଦ୍ ପୁଣି ମହାନତା ଦେଖାଇଛନ୍ତି। ଗରିବଙ୍କୁ ସାହାଯ୍ୟ କରିବା ପାଇଁ ନିଜ ସମ୍ପତ୍ତି ବନ୍ଧା ରଖିଲେ ସୋନୁ। ଗରିବଙ୍କ ପାଖରେ ସବୁଦିନ ପାଇଁ ଛିଡା ହେବାକୁ ସେ ନିଷ୍ପତ୍ତି ନେଇଛନ୍ତି। ସୋନୁ ବେସାହାରା ଓ ଗରିବ ଲୋକଙ୍କ…

ସୋନୁ ସୁଦଙ୍କୁ ପଞ୍ଜାବର ଆଇକନ୍ ନିଯୁକ୍ତ…

ଚଣ୍ଡିଗଡ଼: ଅଭିନେତା ସୋନୁ ସୁଦଙ୍କୁ ପଞ୍ଜାବର ଆଇକନ୍‌ ଭାବେ ନିଯୁକ୍ତ କରିଛନ୍ତି ପଞ୍ଜାବ ନିର୍ବାଚନ ଆୟୋଗ। ଏନେଇ ଜାରି ଏକ ଆଧିକାରିକ ବୟାନରେ ସୂଚନା ଦିଆଯାଇଛି। ବୟାନରେ ପଞ୍ଜାବର ନିର୍ବାଚନ ଅଧିକାରୀ ଏସ୍ କରୁଣା ରାଜୁ କହିଛନ୍ତି ଯେ, ତାଙ୍କ କାର୍ଯ୍ୟାଳୟ ଭାରତ ନିର୍ବାଚନ ଆୟୋଗକୁ ଏହି ସମ୍ବନ୍ଧରେ ଏକ…

ବିହାର ଜନତାଙ୍କୁ ମତଦାନ ପାଇଁ ଅପିଲ୍‌…

ପାଟନା: ଆଜି ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଛି। ସକାଳୁ ମତଦାନ କେନ୍ଦ୍ରରେ ଲୋକେ ଭୋଟ ଦେବା ପାଇଁ ଆସିଛନ୍ତି। ମତଦାନ ଦେବା ପାଇଁ ବିଭିନ୍ନ ନେତା ମନ୍ତ୍ରୀ ଅପିଲ କରୁଥିବା ବେଳେ ବଲିଉଡ ଅଭିନେତା ସୋନୁ ସୁଦ ମଧ୍ୟ ଜନତାଙ୍କୁ ମତଦାନ ଦେବା ପାଇଁ ଅପିଲ କରିଛନ୍ତି। ମତଦାନରେ ସେ ଆଙ୍ଗୁଠି…

ସୋନୁ ସୁଦ୍‌ଙ୍କୁ ସମ୍ମାନିତ କଲା…

ମୁମ୍ବାଇ: କରୋନା ମହାମାରୀ ସମୟରେ ହଜାର ହଜାର ଅସହାୟ ଓ ଅଭାବୀଙ୍କୁ ସାହାଯ୍ୟ ହାତ ବଢ଼ାଇଛନ୍ତି ବଲିଉଡ୍ ଅଭିନେତା ସୋନୁ ସୁଦ୍। ସୋନୁ ସୁଦଙ୍କ କାର୍ଯ୍ୟକଳାପକୁ ସାରା ଦେଶ ପ୍ରଶଂସା କରିଛି। ସୋନୁ ସୁଦଙ୍କ ଏହି ସହାୟତା ପାଇଁ ସଂଯୁକ୍ତ ରାଷ୍ଟ୍ର ବିକାଶ କାର୍ଯ୍ୟକ୍ରମ (ୟୁଏନ୍‌ଡିପି) ଦ୍ୱାରା ପ୍ରତିଷ୍ଠିତ…

ସୋନୁ ସୁଦଙ୍କ ମହାନତା: ୨୨୦ ନାବିକ…

ନୂଆଦିଲ୍ଲୀ: କରୋନା କାଳରେ ପ୍ରବାସୀ ମାନଙ୍କ ଭଗବାନ ସାଜିଥିବା ସୋନୁ ସୁଦଙ୍କ ଆଉ ଏକ ମହାନ୍‌ କାର୍ଯ୍ୟ। ସୋନୁ ସୁଦ କାଶୀର ନାବିକ ପରିବାରକୁ ସାହାଯ୍ୟ କରି ପୁଣି ଥରେ ଚର୍ଚ୍ଚାରେ। କାଶୀର ନାବିକ ପରିବାର ପକ୍ଷରୁ ଟୁଇଟରେ ସୋନୁ ସୁଦଙ୍କୁ ସାହାଯ୍ୟ ମାଗିଥିଲେ। ସୋନୁ ସୁଦ ଏହି କଥାକୁ ଗୁରୁତର ସହ ନେଇ ୨…

ବିମାନରେ ୧୭୭ ଯୁବତୀଙ୍କୁ କେରଳରୁ ଓଡ଼ିଶା…

ଭୁବନେଶ୍ବର: ପ୍ରବାସୀ ଶ୍ରମିକଙ୍କ ପ୍ରତି ପୁଣି ନିଜର ହୃଦୟବତ୍ତା ପ୍ରଦର୍ଶନ କରିଛନ୍ତି ବଲିଉଡ୍‌ ଅଭିନେତା ସୋନୁ ସୁଡ୍। କେରଳରେ ଫସି ରହିଥିବା ୧୭୭ ଜଣ ଓଡ଼ିଆ ଯୁବତୀଙ୍କୁ ବିମାନ ଯୋଗେ ଭୁବନେଶ୍ବର ଆଣିବାର ବ୍ୟବସ୍ଥା କରିଛନ୍ତି ଏହି ଅଭିନେତା। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ କେରଳର…