Odisha Link
Bridging the Missing Links in Odisha
Browsing Tag

start

ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ଟୀକାକରଣ…

ପୁରୀ: ଆଜିଠୁ ଆରମ୍ଭ ହେବ ଶ୍ରୀମନ୍ଦିର ସେବାୟତଙ୍କ ଟୀକାକରଣ। ସକାଳ ୧୦ଟାରୁ ସେବାୟତମାନଙ୍କୁ ଟିକା ପ୍ରଦାନ ନିମନ୍ତେ ସ୍ୱତନ୍ତ୍ର ଶିବିରର ଶୁଭାରମ୍ଭ କରାଯିବ। ଦୈନିକ ୧୦୦ ଜଣ ସେବାୟତଙ୍କୁ ଟିକା ପ୍ରଦାନ କରାଯିବାର ଲକ୍ଷ୍ୟ ରଖାଯାଇଛି। ଏନେଇ ସମସ୍ତ ପ୍ରସ୍ତୁତ ସରିଛି। ସୂଚନା ମୁତାବକ, ଶ୍ରୀମନ୍ଦିର…

ଆଜିଠୁ ‘କୃଷି ଓଡ଼ିଶା ୨୦୨୧’ ଆରମ୍ଭ

ଭୁବନେଶ୍ୱର: ଆଜିଠୁ ‘କୃଷି ଓଡ଼ିଶା ୨୦୨୧’ ଆରମ୍ଭ। ଭୁବନେଶ୍ୱର ବରମୁଣ୍ଡା ସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଏହି ମେଗା କୃଷି ପ୍ରଦର୍ଶନୀ ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମେଗା କୃଷି ପ୍ରଦର୍ଶନୀ ‘କୃଷି ଓଡ଼ିଶା ୨୦୨୧’କୁ ଉଦ୍‌ଘାଟନ କରିବେ। ଫିକି ସହଯୋଗରେ ରାଜ୍ୟ କୃଷି ଓ କୃଷକ…

ଆଜିଠୁ ‘ସ୍ବାଧୀନତାର ଅମୃତ ମହୋତ୍ସବ’…

ଗାନ୍ଧୀନଗର: ଗୁଜରାଟର ସାବରମତୀ ଆଶ୍ରମରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ସ୍ବାଧୀନତାର ଅମୃତ ମହୋତ୍ସବ’ର ଶୁଭାରମ୍ଭ କରିବେ। ଏହା ୭୫ ସପ୍ତାହ ଧରି ପାଳନ କରାଯିବ। ଆଜି ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅହମଦାବାଦସ୍ଥିତ ସାବରମତୀ ଆଶ୍ରମରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧା-ସୁମନ…

ଭୁବନେଶ୍ୱରରୁ ପୁଣେକୁ ବିମାନସେବା ଆରମ୍ଭ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ପୁଣେକୁ ସିଧାସଳଖ ବିମାନସେବା ଆରମ୍ଭ ହୋଇଛି। ଗତକାଲି ଏହି ବିମାନସେବାର ଶୁଭାରମ୍ଭ ହୋଇଛି। ପ୍ରତି ଶନିବାର ବ୍ୟତୀତ ଅନ୍ୟ ୬ଦିନ ମଧ୍ୟ ଏହି ବିମାନ ସେବା ଉପଲବ୍ଧ ହେବ। ଏୟାର ଏସିଆ ବିମାନ ଭୁବନେଶ୍ୱର ବିମାନ ବନ୍ଦରରୁ ଅପରାହ୍ନ ୧ଟା ୫୦ରୁ ଛାଡି ପୁଣେରେ ଅପରାହ୍ନ ୩ଟା…

ହୀରାକୁଦରେ ପକ୍ଷୀ ଗଣନା ଆରମ୍ଭ

ସମ୍ବଲପୁର: ଆଜିଠୁ ହୀରାକୁଦରେ ଆରମ୍ଭ ହୋଇଛି ପକ୍ଷୀ ଗଣନା। ସମ୍ବଲପୁର, ବରଗଡ଼ ଓ ଝାରସୁଗୁଡା ଫରେଷ୍ଟ ଡିଭିଜନର ୨୧ଟି ଟିମ ଏହି ଗଣନାରେ ସାମିଲ ହୋଇଛନ୍ତି। ଏଥି ସହିତ ସମ୍ବଲପୁର ଓୟୁଏଟିର ଛାତ୍ରଛାତ୍ରୀ ମଧ୍ୟ ପକ୍ଷୀ ଗଣନାରେ ସାମିଲ ହୋଇଛନ୍ତି।ପକ୍ଷୀ ଗଣନା ପାଇଁ ପ୍ରତ୍ୟେକ ଟିମ୍କୁ ମୋଟର ଚାଳିତ ଡଙ୍ଗା,…

ଆରମ୍ଭ ହେଲା ୨୪ ଘଣ୍ଟିଆ RTGS ସୁବିଧା

ନୂଆଦିଲ୍ଲୀ: ଏଣିକି ସପ୍ତାହର ୭ ଦିନ ଯାକ ୨୪ ଘଣ୍ଟିଆ ରିଅଲ ଟାଇମ୍‌ ଗ୍ରସ୍‌ ସେଟେଲ୍‌ମେଣ୍ଟ(ଆର୍‌ଟିଜିଏସ୍‌) ଜରିଆରେ ଫଣ୍ଡ ଟ୍ରାନ୍ସଫର ସୁବିଧା ମିଳିବ। ଡିସେମ୍ବର ୧୪ ରାତି ସାଢ଼େ ୧୨ଟାରୁ ଚବିଶ ଘଣ୍ଟା ଉପଲବ୍ଧ ହୋଇଛି। ଏନେଇ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଟୁଇଟ୍‌ କରି ସୂଚନା…

ହାଥରସ ମାମଲାରେ ସିବିଆଇ ତଦନ୍ତ ଆରମ୍ଭ

ଉତ୍ତରପ୍ରଦେଶ: ହାଥରସ ଗଣଦୁଷ୍କର୍ମ ମାମଲାରେ ତଦନ୍ତ ଆରମ୍ଭ କରିଛି ସିବିଆଇ। ଏନେଇ ସିବିଆଇ ଆଜି ପୀଡିତାଙ୍କ ଗାଁରେ ପହଞ୍ଚି ୩ଟି ସ୍ଥାନରେ ଛାନଭିନ କରିଛି। ପ୍ରାୟ ୪ ଘଣ୍ଟା ଧରି ଯାଞ୍ଚ କରିଥିଲା ସିବିଆଇ। ଘଟଣାସ୍ଥଳରେ ଭିଡିଓଗ୍ରାଫି କରାଯିବା ସହ ପୀଡିତାଙ୍କ ପରିବାରକୁ ପଚରାଉଚରା କରିଥିଲା ସିବିଆଇ।…

ସେପ୍ଟେମ୍ବର ୨୭ରୁ ପୁରୀ ଓ କୋଣାର୍କକୁ…

ଭୁୁବନେଶ୍ୱର: କରୋନା ମହାମାରୀ ଯୋଗୁଁ ପୁରୀ ଓ କୋଣାର୍କକୁ ମୋ ବସ୍‌ ସେବା ବନ୍ଦ କରାଯାଇଥିଲା। ଏବେ ପୁଣିଥରେ ଯାତାୟତ ସେବା ଆରମ୍ଭ କରାଯାଇଛି। ସେପ୍ଟେମ୍ବର ୨୭ରୁ ପୁରୀ ଓ କୋଣାର୍କକୁ ମୋ ବସ୍ ସେବା ପୁଣି ଆରମ୍ଭ ହେବାକୁ ଯାଉଛି। ରବିବାର ଦିନ ଉଭୟ ରୁଟରେ ଗୋଟିଏ ଲେଖାଏଁ ବସ୍ ଚାଲିବ ଏବଂ ସୋମବାର ଠାରୁ…

ଶ୍ରୀମନ୍ଦିର କବାଟ ରୁପା ଛାଉଣୀ…

ପୁରୀ: ଶ୍ରୀମନ୍ଦିରର ୩ ଦ୍ୱାରର କବାଟ ରୁପା ଛାଉଣୀ ହେବା ନେଇ ପୂର୍ବରୁ ନିଷ୍ପତ୍ତି ହୋଇଥିଲା। ଆଜି ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ଏକ ୪ ଜଣିଆ କମିଟି ପକ୍ଷରୁ ୩ ଦ୍ୱାର କବାଟର ମାପଚୁପ କରାଯାଇଛି। ଜଣେ ନିର୍ବାହୀ ଯନ୍ତ୍ରୀଙ୍କ ନେତୃତ୍ୱରେ ଉକ୍ତ କମିଟି ମାପଚୁପ କରୁଥିବା ଜଣାଯାଇଛି।…

ଆଜିଠୁ +୩ ଓ ପିଜି ଶେଷ ସେମିଷ୍ଟାରର…

ଭୁବନେଶ୍ୱର: ଆଜିଠୁ +୩ ଓ ପିଜି ଶେଷ ସେମିଷ୍ଟାର ପରୀକ୍ଷା ଆରମ୍ଭ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ +୩ ଓ ପିଜି ଶେଷ ସେମିଷ୍ଟାରର ପରୀକ୍ଷା ପରିଚଳନା କରିବେ ରାଜ୍ୟ ସରକାର। ଉଭୟ ଅନ୍‌ଲାଇନ୍ ଓ ଅଫ୍ ଲାଇନ୍ ମାଧ୍ୟମରେ ହେବ ପରୀକ୍ଷା କରାଯିବ। ଆଜିଠୁ +୩ ଓ ପିଜି ଶେଷ ଶେଷ ସେମିଷ୍ଟାରର…