Odisha Link
Bridging the Missing Links in Odisha
Browsing Tag

Sundargarh

ମାଗଣା ମାଉଁସ ପାଇଁ ଭୁଲିଗଲେ ମଣିଷପଣିଆ,…

ସୁନ୍ଦରଗଡ଼: ରାସ୍ତାକଡ଼ରେ ଓଲଟି ପଡ଼ିଲା କୁକୁଡ଼ା ବୋଝେଇ ଗାଡ଼ି। ଏହା ଦେଖି ଗାଡ଼ି ଚାରିପଟେ ଜମିଥିଲା ଲୋକଙ୍କ ଭିଡ଼। ଏହା ଦେଖି ସତେ ଯେମିତି ଲାଗୁଥିଲା ଲୋକ ମାନେ ମିଳିମିଶି ଗାଡ଼ିରେ ଫସିଥିବା ଡ୍ରାଇଭରକୁ କିମ୍ବା ଅନ୍ୟମାନଙ୍କୁ ଉଦ୍ଧାର କରିବାରେ ଲାଗି ପଡ଼ିଛନ୍ତି। ହେଲେ ପ୍ରକୃତରେ ମଣିଷକୁ ନୁହେଁ କୁକୁଡ଼ାକୁ…

ସୁନ୍ଦରଗଡ଼ ଜିଲ୍ଲା ଖୁଂଟଗାଁରେ ହେବ ‘ଟସର…

ସୁନ୍ଦରଗଡ଼: ସୁନ୍ଦରଗଡ ଜିଲ୍ଲା଼ରୁ ଉତ୍ପାଦିତ ହେଉଛି ରାଜ୍ୟର ୧ ନମ୍ବର ଟସର ଖୋସା । ତେବେ ଖୋସାରୁ ସୂତା ବହାର କରି ସେଥିରୁ ମୂଲ୍ୟଯୁକ୍ତ ସାମଗ୍ରୀ ପ୍ରସ୍ତୁତ ହୋଇପାରିଲେ ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ‘ସୁନ୍ଦରଗଡ଼ ଟସର’ ଏକ ନୂଆ ପରିଚୟ ପାଇପାରିବ । ଲହୁଣିପଡ଼ା ବ୍ଲକର ଖୁଣ୍ଟଗାଁଠାରେ ହେବାକୁ ଥିବା ଟସର…

ସୁନ୍ଦରଗଡ଼ ହାଜତ ମୃତ୍ୟୁ ଅଭିଯୋଗକୁ ଖଣ୍ଡନ…

ସୁନ୍ଦରଗଡ଼: ସ୍ଥାନୀୟ ବୀରମିତ୍ରପୁର ଥାନାରେ ଜଣକର ହାଜତରେ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ଆସିଛି। ଯାହାକୁ ନେଇ ଏବେ ଉତ୍ତେଜନା ସୃଷ୍ଟି ହୋଇଛି। ଏହି ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଶତାଧିକ ଲୋକ ଥାନା ଘେରାଉ କରିଛନ୍ତି। ପୁଲିସ ମାଡ଼ରେ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ…

ମାଣ୍ଡିଆ କିଣିବା ପାଇଁ ଡିସେମ୍ବର ୧୨ରୁ…

ସୁନ୍ଦରଗଡ଼: ଚଳିତ ବର୍ଷ ସୁନ୍ଦରଗଡ଼ ଜିଲ୍ଲାରେ ଚାଷୀଙ୍କଠାରୁ ଟିଡିସିସି ମାଧ୍ୟମରେ ୭ ହଜାର ୫୦୦ କୁଇଣ୍ଟାଲ ମାଣ୍ଡିଆ କ୍ରୟ କରିବାକୁ ପ୍ରଶାସନ ଲକ୍ଷ୍ୟ ଧାର୍ଯ୍ୟ କରିଛି। ୮ଟି ବ୍ଲକରେ ୧୯୦ଟି ମଣ୍ଡି ଦିବସ ମାଧ୍ୟମରେ ଜିଲ୍ଲାର ୫,୮୬୪ ଚାଷୀଙ୍କଠାରୁ ବିଭିନ୍ନ କିସମର ମାଣ୍ଡିଆ କିଣାଯିବ। ଏଫଏକ୍ୟୁ ମାନର…

ମହାତ୍ମା ଗାନ୍ଧୀ ନରେଗା ଯୋଜନାରେ…

ସୁନ୍ଦରଗଡ଼: ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ବା ନରେଗା ଯୋଜନାରେ ଜିଲ୍ଲାର ଅଣକୁଶଳୀ ଶ୍ରମିକଙ୍କୁ ଏଣିକି ଦୈନିକ ୩୦୩ ଟଙ୍କା ୪୦ ପଇସା ହାରରେ ମଜୁରି ମିଳିବ । ଆଗରୁ ଦୈନିକ ମଜୁରି ୨୦୭ ଟଙ୍କା ରହିଥିଲା । ଏବେ ଦୈନିକ ଅଧିକ ୯୬ ଟଙ୍କା ୪୦ ପଇସା ମଜୁରି ପ୍ରଦାନ କରାଯିବ । ଏହି…

ସୁନ୍ଦରଗଡ଼ ଜିଲ୍ଲାରେ ପ୍ରତିଷ୍ଠା ହେବ ଆଉ…

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ସରକାରୀ ଓ ଘରୋଇ ସହଭାଗିତା (ପିପିପି) ଉପରେ ଗୁରୁତ୍ୱ ଆରୋପ କରାଯାଉଛି। ନିକଟରେ ଏ ସମ୍ପର୍କରେ ଆୟୋଜିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବିଶେଷକରି, ଜିଲ୍ଲାର ଦୁର୍ଗମ…

ଗର୍ଭବତୀ ନାବାଳିକାକୁ ଜାଳି ଦେଲା…

ସବଡେଗା: ଗର୍ଭବତୀ ନାବାଳିକାକୁ ଜାଳି ଦେଲା ପ୍ରେମିକ। ଏଭଳି ଏକ ଅଭାବନୀୟ ଘଟଣା ସୁନ୍ଦରଗଡ଼ ଜିଲ୍ଲାର ତଳସରା ଥାନା ଅନ୍ତର୍ଗତ ସବଡେଗା ଅଞ୍ଚଳରେ ଘଟିଛି। ଏକ ଘର ଭିତରୁ ନାବାଳିକାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ଜମୁନା ପଞ୍ଚାୟତର ମାୟାବାହାଲ ଗ୍ରାମର ବୁଢାପଡ଼ାର ଚଏତୁ ମାଝିଙ୍କ ଝିଅ ସଂଜୁ…

ପିଏଲଏଫଆଇର ୨ ହାର୍ଡକୋର୍ ସଦସ୍ୟ ଗିରଫ

ସୁନ୍ଦରଗଡ: ସୁନ୍ଦରଗଡ଼ ପୋଲିସ ଦ୍ୱାରା ଗିରଫ ହେଲେ ପିଏଲଏଫଆଇର ୨ ହାର୍ଡକୋର ସଦସ୍ୟ। ପିଏଲଏଫଆଇ ବାଦସାହ ଗ୍ରୁପର ଏହି ୨ ଜଣ ସଦସ୍ୟଙ୍କୁ ଗିରଫ କରିଛି ପୋଲିସ। ସେମାନଙ୍କଠାରୁ କାରବାଇନ, ୭ଟି ଦେଶୀ ସିଙ୍ଗିଲ୍ ସଟ୍ ବନ୍ଧୁକ, ଗୋଟିଏ ଡବଲ୍ ସଟ୍ ଦେଶୀ ବନ୍ଧୁକ ଓ ୨ ଟି ଜୀବନ୍ତ ଗୁଳି ଜବତ ହୋଇଛି।ଏନେଇ…

ଭୁଶୁଡ଼ିଲା ଅସ୍ଥାୟୀ ପୋଲ

ସୁନ୍ଦରଗଡ଼ : ଜାତୀୟ ରାଜପଥ ୫୨୦ର ତୋଡ଼ାଠାରେ ନିର୍ମାଣ ହୋଇଥିବା ଅସ୍ଥାୟୀ ପୋଲଟି ଭୁଶୁଡ଼ି ଯାଇଛି। ଫଳରେ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ ହୋଇଯାଇଛି। ରାସ୍ତା ଉପରେ ଶତାଧିକ ଗାଡ଼ି ଠିଆହୋଇ ରହିଛି । ସୂଚନା ଅନୁସାରେ ଗତ କିଛି ଦିନ ହେଲା ଆରକେଡି କନଷ୍ଟ୍ରକସନ କମ୍ପାନୀ ଜାତୀୟ ରାଜପଥ ନିର୍ମାଣ କାମ…

ପାଣିରେ ବୁଡ଼ି ହାତୀଛୁଆ ମୃତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ହେମଗିର ବନଖଣ୍ଡ ଅଞ୍ଚଳରେ ପାଣିରେ ବୁଡ଼ି ଏକ ହାତୀଛୁଆର ମୃତ୍ୟୁ ଘଟିଛି। ଆଜି ସକାଳେ ହେମଗିର ବନଖଣ୍ଡର ବାଘୋରା ସେକ୍ସନ ଖଜୁରବାହାଲ ଗାଁର ଚାଷ ଜମି ନିକଟରେ ଥିବା ଏକ ଗାଡ଼ିଆରେ ହାତୀ ଛୁଆ ପାଣିରେ ବୁଡ଼ିଯିବାରୁ ତାର ମୃତ୍ୟୁ ଘଟିଛି। ଉକ୍ତ ଛୁଆ ହାତୀର ବୟସ ପ୍ରାୟ ଏକ ମାସ…